ଦେବରାଜ ଦାସ 🇮🇳 (@debarajdas10) 's Twitter Profile
ଦେବରାଜ ଦାସ 🇮🇳

@debarajdas10

Social Activists Of Odisha

। Views Personal। Jagannath Dham Puri

ID: 1157521496601837568

linkhttps://www.facebook.com/debarajdasOfficial/ calendar_today03-08-2019 05:20:05

15,15K Tweet

3,3K Followers

1,1K Following

Team ATA Official (@officialteamata) 's Twitter Profile Photo

ଶ୍ରୀ ଜଗନ୍ନାଥ ମେଡ଼ିକାଲ କଲେଜ ଓ ଚିକିତ୍ସାଳୟରେ କେବେ ରୋଗୀ ପାଇବେ ମୌଳିକ ସ୍ୱାସ୍ଥ୍ୟ ସେବା ? ଅନେକ ଦିନ ହେବ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଏହା ସାଧାରଣ ଲୋକଙ୍କ ସେବାରେ ଆସିନାହିଁ। ଏହା କାର୍ଯ୍ୟକ୍ଷମ ନହେବା କାରଣରୁ ପୁରୀର ଲୋକମାନଙ୍କୁ ଅନ୍ୟତ୍ର ରେଫର କରାଯାଉଛି। ମାନନୀୟ ମନ୍ତ୍ରୀଙ୍କୁ ଅନୁରୋଧ ଧ୍ୟାନ ଦିଅନ୍ତୁ। Dr. Mukesh Mahaling

ଶ୍ରୀ ଜଗନ୍ନାଥ ମେଡ଼ିକାଲ କଲେଜ ଓ ଚିକିତ୍ସାଳୟରେ କେବେ ରୋଗୀ ପାଇବେ ମୌଳିକ ସ୍ୱାସ୍ଥ୍ୟ ସେବା ? ଅନେକ ଦିନ ହେବ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଏହା ସାଧାରଣ ଲୋକଙ୍କ ସେବାରେ ଆସିନାହିଁ। ଏହା କାର୍ଯ୍ୟକ୍ଷମ ନହେବା କାରଣରୁ ପୁରୀର ଲୋକମାନଙ୍କୁ ଅନ୍ୟତ୍ର ରେଫର କରାଯାଉଛି। ମାନନୀୟ ମନ୍ତ୍ରୀଙ୍କୁ ଅନୁରୋଧ ଧ୍ୟାନ ଦିଅନ୍ତୁ।
Dr. Mukesh Mahaling
Puri Police (@sppuri1) 's Twitter Profile Photo

Superintendent of Police, Puri visited various Sahi areas today and interacted with Sevayats & local residents. Traffic concerns were reviewed on the spot, and immediate steps were assured to ensure smooth movement for devotees.

Superintendent of Police, Puri visited various Sahi areas today and interacted with Sevayats & local residents. Traffic concerns were reviewed on the spot, and immediate steps were assured to ensure smooth movement for devotees.
Puri Police (@sppuri1) 's Twitter Profile Photo

🚨 Zero Tolerance Towards Road Romeos Puri Police carried out surprise checks at schools and colleges to curb harassment of girls, roadside loitering, and dangerous bike riding by youth. 👮‍♂️ We are committed to keeping the education zones safe, disciplined & harassment-free.

🚨 Zero Tolerance Towards Road Romeos

Puri Police carried out surprise checks at schools and colleges to curb harassment of girls, roadside loitering, and dangerous bike riding by youth.

👮‍♂️ We are committed to keeping the education zones safe, disciplined & harassment-free.
SABYASACHI MISHRA 🇮🇳 (@sabyaactor) 's Twitter Profile Photo

Love Story just got a Sweet Twist ❤️ ଦୁନିଆକୁ ଆସିବାକୁ ଥିବା ଆମ କୁନି ସ୍ଵପ୍ନ ପାଇଁ, ଆପଣଙ୍କ ଶୁଭାଶିଷ ଅତ୍ୟନ୍ତ କାମ୍ୟ 🙏🏻 #sabyarchita

Love Story just got a Sweet Twist ❤️ ଦୁନିଆକୁ ଆସିବାକୁ ଥିବା ଆମ କୁନି ସ୍ଵପ୍ନ ପାଇଁ, ଆପଣଙ୍କ ଶୁଭାଶିଷ ଅତ୍ୟନ୍ତ କାମ୍ୟ 🙏🏻

#sabyarchita
🇮🇳 AMITABH THAKUR 🇮🇳 (@amitabhthakur21) 's Twitter Profile Photo

"ଯଜ୍ଞପୁରୁଷ ଯଜ୍ଞନାଥ, ତୋର ଚରଣେ ସର୍ବତୀର୍ଥ। ସର୍ବ ମଙ୍ଗଳ ତୋର ନାମ, ରୂପ ଅରୂପ ସର୍ବ କର୍ମ" #ଓଡ଼ିଆଭାଗବତ #ଜୟଜଗନ୍ନାଥ 🙏🙏 #Jagannathdham #Puri Shree Jagannatha Temple, Puri Shree Jagannatha Temple Office, Puri

"ଯଜ୍ଞପୁରୁଷ ଯଜ୍ଞନାଥ, ତୋର ଚରଣେ ସର୍ବତୀର୍ଥ।
ସର୍ବ ମଙ୍ଗଳ ତୋର ନାମ, ରୂପ ଅରୂପ ସର୍ବ କର୍ମ"

#ଓଡ଼ିଆଭାଗବତ #ଜୟଜଗନ୍ନାଥ 🙏🙏

#Jagannathdham #Puri
Shree Jagannatha Temple, Puri Shree Jagannatha Temple Office, Puri
Team ATA Official (@officialteamata) 's Twitter Profile Photo

ନୀତି ବିଳମ୍ବ ହେଲା, ବାରିକେଡ ମଧ୍ୟରେ ଭକ୍ତ କଲବଲ ହେଲେ, ଏଥିଯୋଗୁଁ ଶ୍ରୀମନ୍ଦିରରେ ପୁଣି ଅବ୍ୟବସ୍ଥା ଘଟିଲା। ଭକ୍ତ ମାନଙ୍କୁ ପାଣି ମୁନ୍ଦାଏ ଦେବାକୁ ପ୍ରଶାସନ ପ୍ରସ୍ତୁତ ନ ରହିବା ବହୁତ ଦୁଖ ଓ ପରିତାପର ବିଷୟ। କିଛି ଭକ୍ତ ଦର୍ଶନ ନକରି ଫେରିଗଲେ। ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ମାନନୀୟ Arabinda K Padhee ଙ୍କୁ ଅନୁରୋଧ। CMO Odisha

ନୀତି ବିଳମ୍ବ ହେଲା, ବାରିକେଡ ମଧ୍ୟରେ ଭକ୍ତ କଲବଲ ହେଲେ, ଏଥିଯୋଗୁଁ ଶ୍ରୀମନ୍ଦିରରେ ପୁଣି ଅବ୍ୟବସ୍ଥା ଘଟିଲା। ଭକ୍ତ ମାନଙ୍କୁ ପାଣି ମୁନ୍ଦାଏ ଦେବାକୁ ପ୍ରଶାସନ ପ୍ରସ୍ତୁତ ନ ରହିବା ବହୁତ ଦୁଖ ଓ ପରିତାପର ବିଷୟ। କିଛି ଭକ୍ତ ଦର୍ଶନ ନକରି ଫେରିଗଲେ। ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ମାନନୀୟ Arabinda K Padhee ଙ୍କୁ ଅନୁରୋଧ।
CMO Odisha
Kanak News (@kanak_news) 's Twitter Profile Photo

#ଜାନୁଆରି_୧_ତାରିଖରୁ_କଡ଼ା_ଚେକିଂ ପ୍ରଦ୍ୟୁଷଣ ସାର୍ଟିଫିକେଟ୍‌କୁ ନେଇ ବଡ଼ ସୂଚନା ଦେଲେ ପରିବହନ କମିସନର । ଜାନୁଆରି ୧ ତାରିଖରୁ ଜୋରଦାର ଚେକିଂ ହେବ । ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ହେବ #Odisha #KanakNews #Bhubaneswar

Arupananda Nayak (@arupanandanay15) 's Twitter Profile Photo

DGP, Odisha ସାର କିଆକଟା ଥାନା ଅଧିକାରୀ ସବୁଜାଣି ଚୁପ ରୁହନ୍ତି କେବଳ ଟଙ୍କା ଆଦାୟ ପାଇଁ, କିଆକଟା ଅଞ୍ଚଳ ଦେଇ ଗଞ୍ଚେଇ ଚାଲାଣହୁଏ ପଡୋଶୀ ଥାନାରେ ଧରାପଡ଼ନ୍ତି କିନ୍ତୁ କିଆକଟା ଥାନାରେ ଗଞ୍ଜେଇ କେଶ ପାଇବେନି ଗୋରୁ ଚାଲାଣ ହୁଏ କିନ୍ତୁ ବାବୁ ଜାଣିପାରନ୍ତି ନାହିଁ Angul Police ଧ୍ୟାନ ଦେବାକୁ ଅନୁରୋଧ, ସାର ସଂଧ୍ୟା ହେଲେ ନିଶାରେ ମାତାଲ

DGP, Odisha ସାର କିଆକଟା ଥାନା ଅଧିକାରୀ ସବୁଜାଣି ଚୁପ ରୁହନ୍ତି କେବଳ ଟଙ୍କା ଆଦାୟ ପାଇଁ, କିଆକଟା ଅଞ୍ଚଳ ଦେଇ ଗଞ୍ଚେଇ ଚାଲାଣହୁଏ ପଡୋଶୀ ଥାନାରେ ଧରାପଡ଼ନ୍ତି କିନ୍ତୁ କିଆକଟା ଥାନାରେ ଗଞ୍ଜେଇ କେଶ ପାଇବେନି ଗୋରୁ ଚାଲାଣ ହୁଏ କିନ୍ତୁ ବାବୁ ଜାଣିପାରନ୍ତି ନାହିଁ Angul Police ଧ୍ୟାନ ଦେବାକୁ ଅନୁରୋଧ, ସାର  ସଂଧ୍ୟା ହେଲେ ନିଶାରେ ମାତାଲ
ଦେବରାଜ ଦାସ 🇮🇳 (@debarajdas10) 's Twitter Profile Photo

#ଡିଜିଟାଲ_ଦୁନିଆରେ_ପୁରୀ_ଦୂରରେ ପୁରୀରେ ଥିବା ଶ୍ରୀ ଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ର ଏକ ସ୍ବତନ୍ତ୍ର ସାମାଜିକ ଅଭିଯୋଗ ଶୁଣାଣି ଆକାଉଣ୍ଟ ନାହି ଯାହା ଫଳରେ ସମସ୍ତ ଅଭିଯୋଗ CDM & PHO, Puri ଙ୍କୁ ଜଣାଇବାକୁ ପଡ଼ୁଚି। Mkcg ଓ scb ଭଳି SJMC ର ଏକ ସ୍ବତନ୍ତ୍ର ଆକାଉଣ୍ଟ ଖୋଲିବାକୁ H & FW Dept Odisha କୁ ଅନୁରୋଧ। CMO Odisha

#ଡିଜିଟାଲ_ଦୁନିଆରେ_ପୁରୀ_ଦୂରରେ
ପୁରୀରେ ଥିବା ଶ୍ରୀ ଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ର ଏକ ସ୍ବତନ୍ତ୍ର ସାମାଜିକ ଅଭିଯୋଗ ଶୁଣାଣି ଆକାଉଣ୍ଟ ନାହି ଯାହା ଫଳରେ ସମସ୍ତ ଅଭିଯୋଗ CDM & PHO, Puri ଙ୍କୁ ଜଣାଇବାକୁ ପଡ଼ୁଚି। Mkcg ଓ scb ଭଳି SJMC ର ଏକ ସ୍ବତନ୍ତ୍ର ଆକାଉଣ୍ଟ ଖୋଲିବାକୁ H & FW Dept Odisha କୁ ଅନୁରୋଧ।
CMO Odisha
ପୁରୀ ପିଲା (@i_puripila) 's Twitter Profile Photo

#RTO_ପୋଲିସ_ଡିଜେ_ମାଲିକଙ୍କ_ମଧୁଚନ୍ଦ୍ରିକା ପୁରୀରେ ବିନା PUCC,ବିନା ଫିଟନେସରେ ଚାଲିଛି ଡିଜେ ଗାଡ଼ି।RTOPURIPuri Police କାର୍ଯ୍ୟାନୁଷ୍ଠାନ ବଦଳରେ ଶୋଇଛନ୍ତି କୁମ୍ଭକର୍ଣ୍ଣ ନିଦରରେ। State Transport Authority, Odisha 🇮🇳 AMITABH THAKUR 🇮🇳 ସାର୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିନମ୍ର ପ୍ରାର୍ଥନା।CMO Odisha Collector and District Magistrate Puri Usha Padhee

#RTO_ପୋଲିସ_ଡିଜେ_ମାଲିକଙ୍କ_ମଧୁଚନ୍ଦ୍ରିକା
ପୁରୀରେ ବିନା PUCC,ବିନା ଫିଟନେସରେ ଚାଲିଛି ଡିଜେ ଗାଡ଼ି।RTOPURI ଓ Puri Police କାର୍ଯ୍ୟାନୁଷ୍ଠାନ ବଦଳରେ ଶୋଇଛନ୍ତି କୁମ୍ଭକର୍ଣ୍ଣ ନିଦରରେ। State Transport Authority, Odisha 🇮🇳 AMITABH THAKUR 🇮🇳 ସାର୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିନମ୍ର ପ୍ରାର୍ଥନା।CMO Odisha Collector and District Magistrate Puri Usha Padhee
ଶ୍ରିଲେଖା ଜେନା (ସୁଲୁ ) କେନ୍ଦୁଝର 🇮🇳 (@shrilekhajena) 's Twitter Profile Photo

ମା ତାରିଣୀ ଦୁଃଖ ହାରିଣୀ.... ଜଗତ କଲ୍ୟାଣୀ ତୁ ଶାଳ ବଣ ରାଣୀ...... ଗୋଟା ନଡ଼ିଆ ରେ ତୋ ଶରଧା ବୋଲି ମା..... ତୁ ପରା ବୋଲାଉ ନଡ଼ିଆ ରାଣୀ....🙏 #ଜୟ ମା ତାରିଣୀ ବିପଦ ବେଳେ ତୁ ମୋ ଦୁଃଖ ହାରିଣୀ ଜୟ ମା ତାରିଣୀ 🙏🙏🙏

ମା ତାରିଣୀ ଦୁଃଖ ହାରିଣୀ....
ଜଗତ କଲ୍ୟାଣୀ  ତୁ ଶାଳ ବଣ ରାଣୀ......
ଗୋଟା ନଡ଼ିଆ ରେ ତୋ ଶରଧା ବୋଲି ମା.....
ତୁ ପରା ବୋଲାଉ ନଡ଼ିଆ ରାଣୀ....🙏
#ଜୟ ମା ତାରିଣୀ ବିପଦ ବେଳେ ତୁ ମୋ ଦୁଃଖ ହାରିଣୀ

ଜୟ ମା ତାରିଣୀ 🙏🙏🙏
Subhasish Khuntia (@skhuntia_lucky) 's Twitter Profile Photo

ଆଜି ରାଜ୍ୟସଭାରେ ୟୁନିଅନ୍ ବଜେଟ୍ 2026-27 ଉପରେ ସାଧାରଣ ଆଲୋଚନାରେ ଅଂଶଗ୍ରହଣ କରିବା ଅବସରରେ ମୋର ବକ୍ତବ୍ୟ... #GeneralDiscussion #BudgetSession2026 #RajyaSabha #BijuJanataDal #BJDStandWithOdisha #Puri