RIMILSING GAMAY GOIPAI(ସଭାପତି,ଶରତ ବିକାଶ ମଞ୍ଚ,MBJ) (@rimilsingg) 's Twitter Profile
RIMILSING GAMAY GOIPAI(ସଭାପତି,ଶରତ ବିକାଶ ମଞ୍ଚ,MBJ)

@rimilsingg

B.Sc(Chemistry)& B.Ed, LL.B at MLC Baripada,M.A in ENG.
Social reformation is d only 1 motive on being present in dis platform .
Not realy intrstd in Twi

ID: 1558692841290809345

calendar_today14-08-2022 05:52:12

569 Tweet

256 Followers

1,1K Following

RIMILSING GAMAY GOIPAI(ସଭାପତି,ଶରତ ବିକାଶ ମଞ୍ଚ,MBJ) (@rimilsingg) 's Twitter Profile Photo

ବିକାଶର ସୂର୍ଯ୍ୟାଲୋକକୁ ଅପେକ୍ଷା କରିଥିବା ଦୁର୍ଗମ ଗାଁ “ଚାନ୍ଦିକମଳ"ରେ ପହଞ୍ଚିଲେ ଆନନ୍ଦପୁର ବ୍ଲକ ବିଡ଼ିଓ ମନୋଜ କୁମାର ମହାନ୍ତ ଏବଂ ପାନୀୟ ଜଳ ବିଭାଗ ଯନ୍ତ୍ରୀ ସୁଧାଂଶୁ ଶେଖର ସ୍ୱାଇଁ। କେନ୍ଦୁଝର “ଚାନ୍ଦିକମଳ" ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ପ୍ରାପ୍ତି ନେଇ ଆଶା ସଞ୍ଚାର ହେଲା District Administration,Keonjhar Panchayati Raj and Drinking Water Department ChiefSecyOdisha

କାନ୍ଦୁଛି ମୋ ପ୍ରାଣ, ସତରେ କ'ଣ ମିଳିବ ନାହିଁ ଆମ #ଆନନ୍ଦପୁର ବ୍ଲକ #ମନୋହରପୁର “#ସୋନାକୋଚା" ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ! ସମ୍ମାନନୀୟ #କେନ୍ଦୁଝର ଜିଲ୍ଲା ପ୍ରଶାସନ, ଆପଣ ଆମ ଗ୍ରାମରେ ଦୁଇ ଗୋଟି ନଳକୂପ ଖନନ କରି ଆମ ଆଖିର ଲୁହ ପୋଛନ୍ତୁ ବୋଲି ଆମେ ଆକୁଳ ନିବେଦନ କରୁଅଛୁ District Administration,Keonjhar CMO Odisha Rural Water Supply and Sanitation, Odisha

RIMILSING GAMAY GOIPAI(ସଭାପତି,ଶରତ ବିକାଶ ମଞ୍ଚ,MBJ) (@rimilsingg) 's Twitter Profile Photo

ଆଜି ବି ଅନ୍ଧାରରେ ମଣ୍ଡପଡାବାସୀ ! ଗ୍ରାମବାସୀ ଆଜି ପର୍ଯ୍ୟନ୍ତ ଦେଖି ନାହାଁନ୍ତି ବିଦ୍ୟୁତ ଆଲୁଅ। ଏମାନଙ୍କ ସମସ୍ୟା ଦେଖି ମୋ ଆଖିରେ ଲୁହ ପାଣି ଆସିଯାଇଛି । ଏମାନେ ଆଜି ବି ଅନ୍ଧାରରେ ଅଛନ୍ତି କାରଣ ଏମାନେ ଅଶିକ୍ଷିତ, ସେମାନେ ଆଜି ବି ଅବହେଳିତ କାରଣ ଏମାନେ ନିରକ୍ଷର District Administration,Keonjhar TP Northern Odisha Distribution Limited ChiefSecyOdisha

ଆଜି ବି ଅନ୍ଧାରରେ ମଣ୍ଡପଡାବାସୀ !
ଗ୍ରାମବାସୀ ଆଜି ପର୍ଯ୍ୟନ୍ତ ଦେଖି ନାହାଁନ୍ତି ବିଦ୍ୟୁତ ଆଲୁଅ। ଏମାନଙ୍କ ସମସ୍ୟା ଦେଖି ମୋ ଆଖିରେ ଲୁହ ପାଣି ଆସିଯାଇଛି । ଏମାନେ ଆଜି ବି ଅନ୍ଧାରରେ ଅଛନ୍ତି କାରଣ ଏମାନେ ଅଶିକ୍ଷିତ, ସେମାନେ ଆଜି ବି ଅବହେଳିତ କାରଣ ଏମାନେ ନିରକ୍ଷର District Administration,Keonjhar TP Northern Odisha Distribution Limited ChiefSecyOdisha
RIMILSING GAMAY GOIPAI(ସଭାପତି,ଶରତ ବିକାଶ ମଞ୍ଚ,MBJ) (@rimilsingg) 's Twitter Profile Photo

I hope, my civic-natured approach will be appreciated by the public friend Administration of Keonjhar . Matter relates to the welfare of an innocent boy . Paying my serious concern 🙏, expecting your kind intervention District Administration,Keonjhar into this matter, pls

ପଦ୍ମପୋଖରୀ ପଞ୍ଚାୟତ “ଧନାସାହି" ଗ୍ରାମର ଜନସାଧାରଣଙ୍କ ଦୁଃଖଦ କାହାଣୀ ଓଡ଼ିଶାର ଦୈନିକ ଖବର କାଗଜ “ସମାଜ" ଏବଂ “ସକାଳ" କାଗଜରେ ପ୍ରକାଶନ ହୋଇଥିଲେ ସୁଦ୍ଧା ପ୍ରଶାସନ ରାସ୍ତା ନିର୍ମାଣ କରୁ ନାହିଁ । ମୟୂରଭଞ୍ଜ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଏହି ଗ୍ରାମକୁ ପରିଦର୍ଶନରେ ଆସି ଗ୍ରାମର ରାସ୍ତାଘାଟ ସମସ୍ୟା ଅନୁଧ୍ୟାନ କରନ୍ତୁ Collector & District Magistrate Mayurbhanj