Pramoda guru
@pramodaguru1
Reporter , BHUBAN ,DHENKANAL.
ID: 1566314908148731905
04-09-2022 06:39:39
34 Tweet
56 Followers
217 Following
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ମିସନ୍ ଶକ୍ତି ଗୃହ ନିର୍ମାଣ ହେବାର ତିନି ବର୍ଷ ବିତିଲାଣି , କାର୍ଯ୍ୟକ୍ଷମ ହେଉନଥିବା ରୁ ମଦ୍ୟପ ମାନଙ୍କର ସ୍ଥାନ ପାଲିଟିଛି, ଚତୁଃପାର୍ଶ୍ଵ ମଦବୋତଲ କାଚ ରେ ଭର୍ତ୍ତୀ ହୋଇଗଲାଣି District Dhenkanal CMO Odisha Jana Sunani ChiefSecyOdisha ଉପ-ଜିଲ୍ଲାପାଳ ,କାମାକ୍ଷାନଗର
ଢେଙ୍କାନାଳ ଜିଲ୍ଲା ଭୁବନ 5 ଟି ହାଇସ୍କୁଲର ରୁପାନ୍ତରିତ କାର୍ଯ୍ଯ ହେବାର ୨ ବର୍ଷ ପରେବି ମିଲୁନି ବକେୟା ଟଙ୍କା ଆଲୁମିନି ସଦସ୍ଯ ଏଜେନ୍ସୀଙ୍କ ଧାରଣା,5 ଟି ସଚିବ ଙ୍କୁ ଦୃଷ୍ଟି ଆକର୍ଷଣ ପାଇଁ କଲେ ନିବେଦନ CMO Odisha Panchayati Raj and Drinking Water Department Pradeep Jena IAS MoSarkar 5T @MoSchoolOdisha @BhubanNac District Dhenkanal ChiefSecyOdisha