bdo_keonjharsadar (@oribkeonjhar) 's Twitter Profile
bdo_keonjharsadar

@oribkeonjhar

Official Account of Office Of The Panchayat Samiti, Keonjhar

ID: 1681343155394977793

calendar_today18-07-2023 16:41:02

560 Tweet

92 Followers

14 Following

District Administration,Keonjhar (@distadmkeonjhar) 's Twitter Profile Photo

ଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ହରିଚନ୍ଦନପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆଜି ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିଛନ୍ତି। CMO Odisha Ga&Pg_Dept I & PR Department, Odisha Odisha Police Odisha Forest, Env. and Climate Change Department EducationOdisha H & UD Dept Panchayati Raj and Drinking Water Department H & FW Dept Odisha SSEPD Department of WCD, Government of Odisha

ତହସିଲଦାର, ନିର୍ବାହୀ ଅଧିକାରୀ ଓ ଅନ୍ୟ ଭାରପ୍ରାପ୍ତ ଅଧିକାରୀମାନଙ୍କର ଦୁଇ ଦିନିଆ ଜନଗଣନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଥମଥର ପାଇଁ ଜନଗଣନା ଡିଜିଟାଲ ମାଧ୍ୟମରେ କରାଯିବାକୁ ଥିବାରୁ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଉପରେ ତାଲିମ ପ୍ରଦାନ କରାଯାଇଛି। CMO Odisha गृहमंत्री कार्यालय, HMO India I & PR Department, Odisha

#ଓଡ଼ିଆପକ୍ଷ ପାଳନ ଅବସରରେ ସଦର ବ୍ଲକ ଶିରିଶପାଳ ବିଦ୍ୟାଳୟରେ ଆୟୋଜିତ ଉତ୍ସବରେ ବିଦ୍ୟା ଆରମ୍ଭ କରିଥିବା ଶିଶୁମାନଙ୍କୁ ଖଡି ଛୁଆଁଇଛନ୍ତି ଜିଲ୍ଲାପାଳ। ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ମାନ୍ୟବର ବିଧାୟକ ତେଲକୋଇଙ୍କ ସମେତ ବରିଷ୍ଠ ଅଧିକାରୀ ଓ ଅଭିଭାବକମାନେ ଉପସ୍ଥିତ ଥିଲେ। CMO Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ EducationOdisha I & PR Department, Odisha

#ଓଡ଼ିଆପକ୍ଷ ପାଳନ ଅବସରରେ ଆଜି ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରଠାରୁ ଆରମ୍ଭ ହୋଇଥିବା #ଐତିହ୍ଯଗଣଦୌଡ କୁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ ଓ ଅତିରିକ୍ତ ଜିଲ୍ଲାପାଳ ଶୁଭାରମ୍ଭ କରିଥିଲେ।CMO Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ Odisha Sports I & PR Department, Odisha #HeritageRun #FitIndia

Panchayati Raj and Drinking Water Department (@prdeptodisha) 's Twitter Profile Photo

‘ଓଡ଼ିଆ ପକ୍ଷ’ର ଷଷ୍ଠ ଦିବସରେ ସ୍ୱଚ୍ଛତାର ଜନଆନ୍ଦୋଳନ! ଗାଁର ମନ୍ଦିର ଓ ରାସ୍ତାଘାଟଠାରୁ ସହରର ପ୍ରତ୍ୟେକ ଗଳିକନ୍ଦି ପର୍ଯ୍ୟନ୍ତ, ସାରା ଓଡ଼ିଶାରେ ‘ସ୍ୱଚ୍ଛତା ଅଭିଯାନ’ ପାଇଁ ଜନସାଧାରଣଙ୍କର ଅଭୂତପୂର୍ବ ସମର୍ପଣ ଓ ଉତ୍ସାହ ଦେଖିବାକୁ ମିଳିଛି। ମାଟି ମା’ ପ୍ରତି ଏହି ପ୍ରେମ ଓ ଭକ୍ତି ହିଁ ଗଢ଼ୁଛି ସ୍ୱଚ୍ଛ, ସୁନ୍ଦର ଓ ସମ୍ମାନିତ ଓଡ଼ିଶା।

‘ଓଡ଼ିଆ ପକ୍ଷ’ର ଷଷ୍ଠ ଦିବସରେ ସ୍ୱଚ୍ଛତାର ଜନଆନ୍ଦୋଳନ!
ଗାଁର ମନ୍ଦିର ଓ ରାସ୍ତାଘାଟଠାରୁ ସହରର ପ୍ରତ୍ୟେକ ଗଳିକନ୍ଦି ପର୍ଯ୍ୟନ୍ତ, ସାରା ଓଡ଼ିଶାରେ ‘ସ୍ୱଚ୍ଛତା ଅଭିଯାନ’ ପାଇଁ ଜନସାଧାରଣଙ୍କର ଅଭୂତପୂର୍ବ ସମର୍ପଣ ଓ ଉତ୍ସାହ ଦେଖିବାକୁ ମିଳିଛି।

ମାଟି ମା’ ପ୍ରତି ଏହି ପ୍ରେମ ଓ ଭକ୍ତି ହିଁ ଗଢ଼ୁଛି ସ୍ୱଚ୍ଛ, ସୁନ୍ଦର ଓ ସମ୍ମାନିତ ଓଡ଼ିଶା।
District Administration,Keonjhar (@distadmkeonjhar) 's Twitter Profile Photo

ଜିଲ୍ଲାପାଳ ଆଜି ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନାରେ ଜିଲ୍ଲାରେ ରେଳ ସଂଯୋଗୀକରଣ ସ୍ଥିତି ଓ ଭିତ୍ତିଭୂମି ବିକାଶର ସମୀକ୍ଷା କରିଛନ୍ତି। South Eastern Railway ର ବରିଷ୍ଠ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ବନଖଣ୍ଡ ଅଧିକାରୀ ଓ ବିଭାଗୀୟ ଅଧିକାରୀଗଣ ବୈଠକରେ ଉପସ୍ଥିତ ଥିଲେ। CMO Odisha Odisha Forest, Env. and Climate Change Department Revenue & DM Department, Government of Odisha Works Department, Odisha

ପିଏମଜି ପ୍ରଗତି ମାସିକ ବୈଠକରେ ଜିଲ୍ଲାପାଳ ଆଜି କାନୁପୁର ଓ ରେଙ୍ଗାଳି ଜଳସେଚନ ତଥା ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ଏବଂ ବଳଭଦ୍ରପୁର ଟେକ୍ସଟାଇଲ ପାର୍କ କାର୍ଯ୍ୟ ସମୀକ୍ଷା କରିଛନ୍ତି। ଏଥିରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। CMO Odisha Ga&Pg_Dept Revenue & DM Department, Government of Odisha I & PR Department, Odisha

ସଡ଼କ ସୁରକ୍ଷା ଓ ଟ୍ରାଫିକ୍ ଗତିକୁ ସହଜ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପସ୍ବରୂପ ଏନଏଚ-୨୦ର ଲଙ୍ଗଳକଣ୍ଟିଠାରେ ନିର୍ମିତ ଅଣ୍ଡରପାସ୍ କୁ ଲୋକାର୍ପିତ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ। ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଡା. ଫକୀର ମୋହନ ନାଏକ ଓ ଜିଲ୍ଲାପାଳ ଉପସ୍ଥିତ ଥିଲେ। CMO Odisha NHAI Works Department, Odisha

ଏକ ଭଲ ବିଦ୍ୟାଳୟ କେବଳ ଚାକିରି ପାଇଁ ନୁହେଁ ଜୀବନ ଯୁଦ୍ଧ ପାଇଁ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରେ। ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳା ସମୟ ପରିଚାଳନା ଓ ସୃଜନଶୀଳତାରେ ଗୁରୁତ୍ୱ ଦେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପିଏମଶ୍ରୀ କୁଶଳେଶ୍ୱର ସରକାରୀ ଉଚ୍ଚବିଦ୍ୟାଳୟର ରଜତ ଜୟନ୍ତୀ ଉତ୍ସବରେ ପରାମର୍ଶ ଦେଇଛନ୍ତି। CMO Odisha EducationOdisha

bdo_keonjharsadar (@oribkeonjhar) 's Twitter Profile Photo

*ଓଡ଼ିଆ ପକ୍ଷ - ୨୦୨୬ ଅବସରରେ ତା.୧୩.୦୪.୨୦୨୬ ରିଖକୁ ପଞ୍ଚାୟତ ସମିତି, ସଦର ତରଫରୁ "ପାରମ୍ପରିକ ଖାଦ୍ୟ ଦିବସ - ଆମ ରୁଚି ଆମ ଖାଦ୍ୟ" ରୂପେ ପାଳନ କରିବା ଅବସରରେ*

*ଓଡ଼ିଆ ପକ୍ଷ - ୨୦୨୬ ଅବସରରେ ତା.୧୩.୦୪.୨୦୨୬ ରିଖକୁ ପଞ୍ଚାୟତ ସମିତି, ସଦର ତରଫରୁ "ପାରମ୍ପରିକ ଖାଦ୍ୟ ଦିବସ - ଆମ ରୁଚି ଆମ ଖାଦ୍ୟ" ରୂପେ ପାଳନ କରିବା ଅବସରରେ*
District Administration,Keonjhar (@distadmkeonjhar) 's Twitter Profile Photo

ବଡ଼ବିଲ ସହରର ବାଇପାସ୍ ତଥା ୧୮ କିଲୋମିଟର ୩୨୬ ମିଟର ଦୈର୍ଘ୍ୟ ରିଂ ରୋଡ ନିର୍ମାଣ ଏବଂ ଅନ୍ୟ ୫୧ଟି ପ୍ରକଳ୍ପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉତ୍ସବରେ ମାନ୍ୟବର ବିଧାୟକ ତେଲକୋଇ, ପାଟଣା ଓ ଚମ୍ପୁଆ ପ୍ରମୁଖ ଉପସ୍ଥିତ ଥିଲେ। CMO Odisha NHAI Works Department, Odisha

ବଡ଼ବିଲ ସହରର ବାଇପାସ୍ ଓ ରିଂ ରୋଡ ପ୍ରକଳ୍ପ ଶୁଭ ଦେବା ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଉଚ୍ଛସ୍ଵିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। CMO Odisha Works Department, Odisha I & PR Department, Odisha

ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ଶୁଭକାମନା

ଜିଲ୍ଲାସ୍ତରୀୟ ନାରୀ ଶକ୍ତି ବନ୍ଦନ ରାଲି ଆୟୋଜିତ ହୋଇଯାଇଛି। ଦରବାର ହଲରେ ଅନୁଷ୍ଠିତ ଉଦଯାପନୀ ସଭାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଓ ମହିଳାମାନଙ୍କ ଭୂମିକା ଉପରେ ଆଲୋଚନା କରାଯାଇଥିଲା। ୧୫୦୦ରୁ ଅଧିକ ମହିଳା ଏଥିରେ ଭାଗ ନେଇଥିଲେ CMO Odisha Mission Shakti I & PR Department, Odisha

ଜନଗଣନାର ଗୃହତାଲିକା ଓ ଗୃହଗଣନା ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇ ୧୫ ମଇ ପର୍ଯ୍ୟନ୍ତ ଚାଲିବ। ଆମ ଜିଲ୍ଲାରେ ତାଲିମପ୍ରାପ୍ତ ଗଣନାକାରୀମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଛନ୍ତି। ଦାୟିତ୍ୱବାନ ନାଗରିକ ଭାବେ ସଠିକ୍ ତଥ୍ୟ ଦେବାକୁ ଆମର ନିବେଦନ। CMO Odisha Revenue & DM Department, Government of Odisha DCOOdisha I & PR Department, Odisha Census India 2027