drdakjr
@drdakjr
Official Account of DRDA,Keonjhar
ID: 1399288468631552001
31-05-2021 08:59:18
2,2K Tweet
164 Takipçi
26 Takip Edilen
Today, Rabi Narayan Naik , Hon’ble Minister, RD, PR & DW Deptt, visited Raikala GP of Sadar Block, interacted with villagers in the presence of district-level senior officials, and conducted a review meeting at the Durbar Hall, Collectorate, Keonjhar. Panchayati Raj and Drinking Water Department District Administration,Keonjhar
ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ ସମ୍ପର୍କିତ କୁଇଜ ପ୍ରତିଯୋଗିତା ଦରବାର ହଲରେ ଆୟୋଜିତ ହୋଇଯାଇଛି। ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ। ବିଜେତା ଦଳକୁ ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସ ଉତ୍ସବରେ ପୁରସ୍କାର ବିତରଣ କରାଯିବ। CMO Odisha I & PR Department, Odisha Higher Education Department, Govt. of Odisha 🇮🇳 School & Mass Dept ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
ଜିଲାପାଳ ଆଜି ସମନ୍ଵିତ ବିକାଶ ସଂସ୍ଥା ଦ୍ବାରା ପରିଚାଳିତ ବନାଯୋଡି ବୃଦ୍ଧାଶ୍ରମ ପରିଦର୍ଶନରେ କରିଛନ୍ତି। ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ଅନ୍ତେବାସୀଙ୍କ ସହ କଥା ହୋଇଛନ୍ତି। ରୋଷେଇଶାଳର କିଛି ପରିବର୍ତ୍ତନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। CMO Odisha I & PR Department, Odisha SSEPD
ଜିଲାପାଳ ଆଜି କେନ୍ଦୁଝର ସଦର ତହସିଲ ଅନ୍ତର୍ଗତ ପଳାଶପଙ୍ଗା ସର୍କଲ ସଞ୍ଜପାଟଣା ମୌଜାରେ ଚିହ୍ନିତ ଖୋଲା ସ୍ଥାନର ସ୍ଥିତି ସମୀକ୍ଷା କରିଛନ୍ତି। ଏହି ସ୍ଥାନର ବିକାଶ ପାଇଁ ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାର ଯୋଜନା ରହିଛି। CMO Odisha I & PR Department, Odisha Revenue & DM Department, Government of Odisha ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport H & FW Dept Odisha Invest Odisha Panchayati Raj and Drinking Water Department
Shri Suman Bery, Vice Chairman, NITI Aayog, and Member Dr Arvind Virmani called on Hon’ble Chief Minister Shri Mohan Charan Majhi in #Bhubaneswar.
ପ୍ରଶାସନକୁ ଅଧିକ ଦକ୍ଷ ଓ ସ୍ୱଚ୍ଛ କରିବା ସହ ଲୋକଙ୍କୁ ତ୍ୱରିତ ସେବା ଯୋଗାଇବା ନେଇ ରାଜ୍ୟର ନିଜସ୍ୱ ଏଆଇ ଭିତ୍ତିଭୂମି ବିକାଶ କରାଯିବ। ଶିକ୍ଷା, କୃଷି, ସ୍ୱାସ୍ଥ୍ୟ, ଇ-ଗଭର୍ଣ୍ଣାନ୍ସ ଓ ସର୍ବସାଧାରଣ ସୁରକ୍ଷା କ୍ଷେତ୍ରରେ ଏଆଇ ଆପ୍ଲିକେସନ୍ ର ପ୍ରୟୋଗ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
ଜାତୀୟ ମତଦାତା ଦିବସ ଉପଲକ୍ଷେ ଶୁଭେଚ୍ଛା ସଚେତନ ନାଗରିକ ହୁଅନ୍ତୁ- ଗଣତନ୍ତ୍ରକୁ ସୁଦୃଢ କରନ୍ତୁ ନିଜ ନାମକୁ ଭୋଟର ତାଲିକାରେ ପଞ୍ଜୀକୃତ କରନ୍ତୁ Chief Electoral Officer, Odisha CMO Odisha I & PR Department, Odisha
ଜାତୀୟ ମତଦାତା ଦିବସ ଉପଲକ୍ଷେ ମୁଖ୍ୟ ନିର୍ବାଚନ କମିଶନଙ୍କ ବାର୍ତ୍ତା Chief Electoral Officer, Odisha CMO Odisha I & PR Department, Odisha PIB - Ministry of Home Affairs Home Department, Govt. of Odisha
ଜାତୀୟ ମତଦାତା ଦିବସ ପାଳନ ଅବସରରେ ନୂତନଭାବେ ଭୋଟରରୂପେ ପଂଜୀକୃତ ଯୁବକ ଯୁବତୀଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ ଓ ଶପଥ ପାଠ ତଥା ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା Chief Electoral Officer, Odisha CMO Odisha I & PR Department, Odisha
ଜାତୀୟ ମତଦାତା ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀ ଏନସିସି କ୍ୟାଡେଟ୍ଙ୍କ ମାଧ୍ୟମରେ ଭୋଟର ସଚେତନତା ଶୋଭାଯାତ୍ରା କେନ୍ଦୁଝର ନଗର ପରିକ୍ରମା କରିଥିଲା। ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ଉପଜିଲ୍ଲାପାଳ ଉମାଶଙ୍କର ଦଳାଇ, ସହକାରୀ ଜିଲ୍ଲାପାଳ ସନ୍ତୋଷ କୁମାର ପରିଡ଼ା ଏହାର ନେତୃତ୍ବ ନେଇଥିଲେ। Chief Electoral Officer, Odisha CMO Odisha I & PR Department, Odisha
ରାଜ୍ୟସ୍ତରୀୟ ଜାତୀୟ ମତଦାତା ଦିବସ ପାଳନ ଅବସରରେ ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ଭୋଟର ମ୍ୟାପିଂ, ଘସିପୁରା ଓ ଚମ୍ପୁଆ ଉପଜିଲ୍ଲାପାଳ ଦ୍ଵୟଙ୍କୁ ନାମାଙ୍କନ ଏବଂ ମତଦାତାଙ୍କ ମ୍ୟାପିଂ ଦିଗରେ ପ୍ରଶଂସନୀୟ ପ୍ରଦର୍ଶନ ପାଇଁ ଓଡ଼ିଶା ସିଇଓଙ୍କ ଦ୍ୱାରା ସମ୍ମାନିତ କରାଯାଇଛି। Chief Electoral Officer, Odisha CMO Odisha I & PR Department, Odisha