
OJTA KORAPUT
@ojtakoraput
Junior Teacher Contractual at S & ME Odisha
ID: 1571146637891997702
17-09-2022 14:39:04
211 Tweet
230 Followers
57 Following

ଆଜି ଆନ୍ଦୋଳନର ଦ୍ବିତୀୟ ଦିନ, ପ୍ରଚଣ୍ଡ ଖରାରେ ମରିବୁ ପଛେ ଆମ ନ୍ୟାର୍ଯ୍ୟ ଦାବି ହାସଲ ନକରି ହଟିବୁ ନାହିଁ। ନିୟମିତ ହେବା ଆମ ହକ୍ ଆମ ସମ୍ମାନ। #AbolishContractualSystem_JUNIOR_TEACHER PMO India CMO Odisha Naveen Patnaik ChiefSecyOdisha MoSarkar 5T Pranab Prakash Das @pramila_mallick Dharmendra Pradhan OTV


ସାଢେ ଚାରି କୋଟି ଓଡିଆଙ୍କ ଦୁଃଖ ବୁଝୁଥିବା CMO Odisha ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ ମାନଙ୍କ ପାଇଁ ଏତେ ନିର୍ଦ୍ଦୟ କାହିଁକି? ଦଶ ହଜାର ପରିବାରକୁ ଚୁକ୍ତି ପ୍ରଥାରୁ ମୁକ୍ତ କରାନ୍ତୁ। Naveen Patnaik Pradeep Jena IAS MoSarkar 5T Pranab Prakash Das ChiefSecyOdisha Finance Department EducationOdisha @pramila_mallick @gapg_dept


ଆହେ ମାନ୍ଯବର ନବୀନ ସରକାର। ଦୁଃଖ ଥରେ ଶୁଣ ଏହି ଶିକ୍ଷିକାର।। ଚାକିରି ଦେଇଛ ତାହା ପୁଣି ଠିକା। ଜୀବନ ହେଲାଣି ଆମର ତ ଫିକା।। #JUSTICE_for_JUNIOR_TEACHER CMO Odisha Naveen Patnaik Pradeep Jena IAS MoSarkar 5T Pranab Prakash Das ChiefSecyOdisha Finance Department EducationOdisha @pramila_mallick @gapg_dept OTV

ଓଡ଼ିଶାରୁ ଚୁକ୍ତି ଉଚ୍ଛେଦ ଜାଣି ଖୁସି ହୋଇଥିବା ଦଶ ହଜାର କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ୭ ମାସ ହେଲା ଲୁହ ଝରାଇ କାନ୍ଦୁଛନ୍ତି। #AbolishContractualSystem_JUNIOR_TEACHER CMO Odisha Naveen Patnaik Pradeep Jena IAS MoSarkar 5T Pranab Prakash Das ChiefSecyOdisha Finance Department EducationOdisha @pramila_mallick @gapg_dept


ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ସରକାରଙ୍କୁ ଆମ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ତରଫରୁ ହାର୍ଦ୍ଧିକ ଅଭିନନ୍ଦନ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛୁ । ଆଶା ଆପଣ ନିଶ୍ଚିତ ଭାବରେ ଆମ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନଙ୍କର ସମସ୍ୟାକୁ ସମାଧାନ କରିବେ। SUDAM MARNDI 💐 CMO Odisha


ମୁଁ ଅଟଇ କନିଷ୍ଠ ଶିକ୍ଷକ। ଗୋତି ଖଟେ ଛଅ ବର୍ଷକ।। ଚୁକ୍ତି ଭିତ୍ତିକ ପ୍ରଥାର। ଆମେ ହେଉଛୁ ଶିକାର।। #AbolishContractualSystem_JUNIOR_TEACHER CMO Odisha Naveen Patnaik Pradeep Jena IAS MoSarkar 5T Pranab Prakash Das ChiefSecyOdisha Finance Department EducationOdisha SUDAM MARNDI @gapg_dept OTV Argus News

ଆଗାମୀ ମିନିଷ୍ଟରିଆଲ୍ ମିଟିଂ ତୁରନ୍ତ କରାଯାଇ, ଚାତକ ପରି ଚାହିଁ ଥିବା ଦଶ ହଜାର କନିଷ୍ଠ ଶିକ୍ଷକ ପରିବାରକୁ ନ୍ୟାୟ ପ୍ରଦାନ କରାଯାଉ। 🙏 #AbolishContractualSystem_JUNIOR_TEACHER CMO Odisha Naveen Patnaik Pradeep Jena IAS MoSarkar 5T Pranab Prakash Das ChiefSecyOdisha Finance Department EducationOdisha SUDAM MARNDI @gapg_dept


କେଉଁ ଜନ୍ମ ପାପ ବଳେ ଆମେ ଓଡ଼ିଶାର ଦଶ ହଜାର କନିଷ୍ଠ ଶିକ୍ଷକ ଜନ୍ମ ନେଇଛୁ କେଜାଣି,ସମସ୍ତ ଯୋଗ୍ୟତା ଥାଇ ନ୍ୟାୟ ପାଇବାକୁ ମାସ ମାସ ସମୟ ଲାଗୁଛି ତଥାପି ଯନ୍ତ୍ରଣାରୁ ମୁକ୍ତି ମିଳୁ ନାହିଁ। CMO Odisha Naveen Patnaik Pradeep Jena IAS MoSarkar 5T Pranab Prakash Das ChiefSecyOdisha Finance Department EducationOdisha @gapg_dept SUDAM MARNDI


ଦିନ ପରେ ଦିନ,ମାସ ପରେ ମାସ ଗଡି ଚାଲିଛି l #କନିଷ୍ଠ_ଶିକ୍ଷକଙ୍କୁ ଦେଇଥିବା ପ୍ରତିଶୃତି ପୁରଣ କରିବା ପାଇଁ,ମାନ୍ୟବର CMO Odisha ଆଉ କେତେ ସମୟ ନେବେ ? #AbolishContractualSystem_JUNIOR_TEACHER MoSarkar 5T Pranab Prakash Das Bikram K. Arukha SUDAM MARNDI ChiefSecyOdisha Pradeep Jena IAS Finance Department EducationOdisha @gapg_dept


ଆସନ୍ତାକାଲି କ୍ୟାବିନେଟ୍ ବୈଠକରେ CMO Odisha କନିଷ୍ଠ ଶିକ୍ଷକ ମାନଙ୍କୁ ନିଶ୍ଚୟ ନ୍ୟାୟ ଦେବେ ବୋଲି ଆଶା ଓ ବିଶ୍ବାସ । #AbolishContractualSystem_JUNIOR_TEACHER MoSarkar 5T Pranab Prakash Das Bikram K. Arukha SUDAM MARNDI ChiefSecyOdisha Pradeep Jena IAS Finance Department EducationOdisha @gapg_dept OTV Kanak News


#Odisha_Cabinet #Justice_for_Junior_Teacher_Odisha We demand abolish contractual system and count 6 year as service period. CMO Odisha MoSarkar 5T Pranab Prakash Das Bikram K. Arukha SUDAM MARNDI ChiefSecyOdisha Pradeep Jena IAS EducationOdisha @gapg_dept OTV Kanak News Argus News Zee News

ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଗୋଟିଏ ରାଜ୍ୟରେ ଭିନ୍ନଭିନ୍ନ ନିୟମ ସବୁ କର୍ମଚାରୀ ନିୟମିତ,କନିଷ୍ଠ ଶିକ୍ଷକ 6ବର୍ଷ ଠିକାରେ ଖଟିବ କାହିଁକି? #AbolishContractualSystem_JUNIOR_TEACHER CMO Odisha Naveen Patnaik MoSarkar 5T SUDAM MARNDI Pranab Prakash Das Pradeep Jena IAS ChiefSecyOdisha Finance Department @gapg_dept


ଠିକା ନିଯୁକ୍ତି ଉଚ୍ଛେଦ ନହେବା ଯାଏଁ ସମସ୍ତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ସରକାରଙ୍କୁ ଅନୁରୋଧ କରିବାକୁ 10 ହଜାର #କନିଷ୍ଠ_ଶିକ୍ଷକଙ୍କ ଦୃଢ଼ ସଂକଳ୍ପ l #AbolishContractualSystem_JUNIOR_TEACHER CMO Odisha MoSarkar 5T Pranab Prakash Das Bikram K. Arukha SUDAM MARNDI Pradeep Jena IAS ChiefSecyOdisha EducationOdisha Finance Department


ମିନିଷ୍ଟ୍ରିଆଲ କମିଟି ସଦସ୍ୟ ମାନଙ୍କୁ ଅନୁରୋଧ ପ୍ରାଥମିକତା ଭିତ୍ତିରେ #କନିଷ୍ଠ_ଶିକ୍ଷକଙ୍କ ଠିକା ନିଯୁକ୍ତି ଉଚ୍ଛେଦ କରି 6ବର୍ଷ କାର୍ଯ୍ୟକାଳ ଗଣନା କରନ୍ତୁ l #AbolishContractualSystem_JUNIOR_TEACHER CMO Odisha MoSarkar 5T Pranab Prakash Das Pradeep Jena IAS Bikram K. Arukha SUDAM MARNDI Atanu Sabyasachi Nayak Pratap Keshari Deb


ମିନିଷ୍ଟ୍ରିଆଲ କମିଟି ସଦସ୍ୟ ମାନଙ୍କୁ ଅନୁରୋଧ ପ୍ରାଥମିକତା ଭିତ୍ତିରେ #କନିଷ୍ଠ_ଶିକ୍ଷକଙ୍କ ଠିକା ନିଯୁକ୍ତି ଉଚ୍ଛେଦ କରି 6ବର୍ଷ କାର୍ଯ୍ୟକାଳ ଗଣନା କରନ୍ତୁ l #AbolishContractualSystem_JUNIOR_TEACHER CMO Odisha MoSarkar 5T Pranab Prakash Das Pradeep Jena IAS Bikram K. Arukha SUDAM MARNDI Atanu Sabyasachi Nayak Pratap Keshari Deb



ଅଭିନନ୍ଦନ ହେ ଶିକ୍ଷା ର ସମୂହ ବିଦ୍ୟାଳୟ ପ୍ରାଣ ଧନ ନୂତନ ଜଞ୍ଜାଳ ସୁଖମୟ ହେଉ ପ୍ରଭୁଙ୍କୁ କରେ ଜଣାଣ । ନବ କିରଣରେ ପ୍ରସ୍ପୁଟିତ ହେଉ ସାଧନର ତପ ଫଳ ତୁମରି ସ୍ପର୍ଶରେ ପୁଲକିତ ହେଉ ବିଦ୍ୟାଳୟ ଆଚୁଳ ମୂଳ। ମଙ୍ଗଳ ହେଉ ହେ ତୁମ ସବୁ ନୀତି ଯଶ ଗାନ ହେଉ ନିତି ପୂଜା କରୁଥାନ୍ତୁ ଛାତ୍ର ଛାତ୍ରୀ ସବୁ ହୃଦୟରୁ କରି ଭକ୍ତି । CMO Odisha


ମାନ୍ୟବର ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ Nityananda Gond ବିଦ୍ୟାଳୟ ଗଣଶିକ୍ଷା ବିଭାଗ EducationOdisha School & Mass Dept ଙ୍କୁ ଅନୁରୋଧ ରାଜ୍ୟରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକଙ୍କ ଜୁଲାଇ ମାସର ଦରମା ବ୍ଲକକୁ ପ୍ରେରଣ ହୋଇନାହିଁ । କାର୍ଯ୍ୟାଳୟର ତ୍ରୁଟି ପାଇଁ ଶିକ୍ଷକ ଅପଦସ୍ତ ହେଉଛନ୍ତି । ଏହାର ଶିଘ୍ରସମାଧନ କରିବେବୋଲି ଆଶା କରୁଛୁ Odisha Junior Teachers' Association

ମାନ୍ୟବର Mohan Charan Majhi ଙ୍କୁ ଅନୁରୋଧ ଦୀର୍ଘ ୬ ବର୍ଷ ଚୁକ୍ତିପ୍ରଥାରେ କାର୍ଯ୍ୟ କଲାପରେ ମଧ୍ୟ ନିୟମିତ ହେବାରୁ ବଞ୍ଚିତ ଥିବା ୧୦୦୦୦ କନିଷ୍ଠ ଶିକ୍ଷକଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ କରିବେ । CMO Odisha Nityananda Gond Pravati Parida Kanak Vardhan Singh Deo (Modiji Ka Parivar) Dr. Mukesh Mahaling EducationOdisha Governor Odisha ChiefSecyOdisha BJP Odisha
