All Odisha 108 ambulance union
@odishaunion108
ID: 1728041176291590144
24-11-2023 13:22:00
86 Tweet
346 Followers
16 Following
ଯାଜପୁର ଜିଲ୍ଲାର ୧୦୮ ଆମ୍ବୁଲାନ୍ସ ର ଚିତ୍ର ସରକାର୍ ଙ୍କୁ ଅନୁରୋଧ ଦୃଷ୍ଟି ଦେବେ CMO Odisha Dharmendra Pradhan H & FW Dept Odisha Dr. Mukesh Mahaling NHM Odisha @jajpurdm
ଟିକେ ଦୃଷ୍ଟି ଦେବେ ଲୋକଙ୍କ ମୁଖ୍ୟମନ୍ତ୍ରୀ ମହୋଦୟ Mohan Charan Majhi CMO Odisha Dharmendra Pradhan H & FW Dept Odisha Dr. Mukesh Mahaling Kanak News Narendra Modi Nitin Gadkari Sankha Odisha ଓଟିଭି Nitin Gadkari
ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲା ୧୦୮ ଆମ୍ବୁଲାନ୍ସ,ପୁରୁଣା ଅଭିଜ୍ଞ କର୍ମଚାରୀ ଙ୍କୁ ବେଆଇନ ଛଟେଇ କରି ଲାଞ୍ଚ ନେଇ ନୂଆ କର୍ମଚାରୀ ଙ୍କୁ ରଖି ଦୁର୍ଘଟଣା ହେଉଛି , ଗାଡ଼ି ସୁରକ୍ଷିତ ରୋଗୀ ମଧ୍ୟ ସୁରକ୍ଷିତ, ପାଟଣା ବ୍ଲକ କପୁଣ୍ଡି ରାସ୍ତାରେ, କେନ୍ଦୁଝର.ଏଥି ପ୍ରତି ଧ୍ୟାନ ଦିଅନ୍ତୁ Dr. Mukesh Mahaling H & FW Dept Odisha CMO Odisha
ଜଗତସିଂହପୁର ରେ ଆମ୍ବୁଲାନ୍ସ ର କରୁଣ ଚିତ୍ର ସରକାର୍ ଙ୍କୁ ଅନୁରୋଧ ଦୃଷ୍ଟି ଦେବେ CMO Odisha Dharmendra Pradhan H & FW Dept Odisha Dr. Mukesh Mahaling
108 ଆମ୍ବୁଲାନ୍ସ ରେ ନାହିଁ insurance , ଟାୟାର ରେ ନାହିଁ ହାଲତ କେମିତି ଗୁରୁତର ରୋଗୀ ଙ୍କୁ ନେଇ ଯାଉଛି ଡାକ୍ତରଖାନା ଠିକା ସଂସ୍ଥା ର ଏମିତି ମନମୁଖୀ କାର୍ଯ୍ୟ କୁ ଦୃଷ୍ଟି ଦେବେ CMO Odisha Dharmendra Pradhan H & FW Dept Odisha Dr. Mukesh Mahaling MoSarkar 5T NHM Odisha
କେବେ କାର୍ଯ୍ୟାନୁଷ୍ଠାନ ନେବେ ରାଜ୍ୟ ସରକାର Dr. Mukesh Mahaling MoSarkar 5T CMO Odisha
ନୟାଗଡ଼ ଜିଲ୍ଲାର 108 ଆମ୍ବୁଲାନ୍ସ ର ଚିତ୍ର ଦେଖନ୍ତୁ ଚିତ୍ର କେମିତି ଚାଲିଛି ରୋଗୀ ସେବା ଚାଲିଛି CMO Odisha Dr. Mukesh Mahaling @surjyavansisuraj
ଏମିତି ଅବସ୍ଥାରେ ଚାଲିଛି ଜରୁରୀ କାଳୀନ ରୋଗୀ ସେବା Dr. Mukesh Mahaling CMO Odisha @
108 ଆମ୍ବୁଲାନ୍ସ ର ଦାୟିତ୍ଵ ନେଇଥିବା ଠିକା ସଂସ୍ଥା ପ୍ରତି ରାଜ୍ୟରେ 12 ଘଣ୍ଟା କାର୍ଯ୍ୟ କରାଉ ଅଛନ୍ତି, ଯାହା ଶ୍ରମ ନିୟମ ଉଲଙ୍ଘନ କରାଯାଉ ଅଛି, ଓ କର୍ମଚାରୀଙ୍କ ଜୀବନ କୁ ମରଣ ମୁହଁ କୁ ଠେଲି ଦିଆ ଯାଉଛି। PMO India International Labour Organization Narendra Modi World Health Organization (WHO)
ସ୍ବାସ୍ଥ୍ୟ ସେବା ଗଲାଣି ଚୁଲିକୁ ଠିକା ସଂସ୍ଥା ଶୋଷଣ କରୁଛି ଓଡ଼ିଶା ର କର୍ମଚାରୀ ଓ ଜନତା ଙ୍କୁ BJP Odisha CMO Odisha Dr. Mukesh Mahaling Narendra Modi Narendra Modi PMO India Dr. Mukesh Mahaling
ଯାଜପୁର ଜିଲ୍ଲା ରେ ଅବ୍ୟବସ୍ଥା ଭିତରେ ଚାଲିଛି ୧୦୮ ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି ରୋଗୀ ମାନେ ପାଉନାହାନ୍ତି ସେବା ଅନେକ ଗାଡ଼ି ଖରାପ ,ଠିକା ସଂସ୍ଥା ମନମୁଖୀ କାର୍ଯ୍ୟ କରୁଛି ଆମ୍ବୁଲାନ୍ସ କର୍ମଚାରୀ ମାନେ ଶୋଷଣ ର ଶିକାର ହେଉଛନ୍ତି ନିବେଦନ ଏବିଷୟରେ ଗୁରୁତ୍ଵ ଦିଅନ୍ତୁ Collector & DM, Jajpur CMO Odisha Dr. Mukesh Mahaling
ସାର୍ ନମସ୍କାର ୧ ତାରିଖ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଙ୍କୁ ଦରମା ମିଲିଯିବା କଥା ଆଜି ପର୍ଯ୍ୟନ୍ତ ମିଳିଲା ନାହିଁ ଠିକା ସଂସ୍ଥା ର ମନମୁଖୀ କାର୍ଯ୍ୟ ପାଇଁ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନେ ଭୋକ ଓପାସ ରେ ଦିନ କାଟୁଛନ୍ତି ଓ କାର୍ଯ୍ୟ କରୁଛନ୍ତି CMO Odisha Dr. Mukesh Mahaling
ସରକାରଙ୍କ ନିୟମ କାହିଁକି ଗ୍ରହଣ କରୁ ନାହିଁ ୧୦୮ ର ପରିଚାଳନା ଦାୟିତ୍ଵ ରେ ଥିବା EMREE GREEN HEALTH SERVICE, ଓଡ଼ିଆ ଶ୍ରମିକ କାହିଁକି 05/09/2025 ରେ ପାଇବାକୁ ଥିବା ଦରମା 15/09/2025 ସୁଦ୍ଧା ମଧ୍ୟ ଦରମା ପାଉ ନାହାନ୍ତି,କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି ଲୋକଙ୍କ ସରକାର CMO Odisha NHM Odisha Labour & ESI Dept. Government of Odisha @MahalingM
ସରକାରଙ୍କ ନିୟମ କାହିଁକି ଗ୍ରହଣ କରୁ ନାହିଁ ୧୦୮ ର ପରିଚାଳନା ଦାୟିତ୍ଵ ରେ ଥିବା EMREE GREEN HEALTH SERVICE, ଓଡ଼ିଆ ଶ୍ରମିକ କାହିଁକି 05/09/2025 ରେ ପାଇବାକୁ ଥିବା ଦରମା 15/09/2025 ସୁଦ୍ଧା ମଧ୍ୟ ଦରମା ପାଉ ନାହାନ୍ତି,କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି ଲୋକଙ୍କ ସରକାର CMO Odisha NHM Odisha Labour & ESI Dept. Government of Odisha @MahalingM
୧୦୮ ଆମ୍ବୁଲାନ୍ସ କର୍ମଚାରୀ ଙ୍କ ଦୁଃଖ ଦୂର କରିବାକୁ ଆକୁଳ ନିବେଦନ CMO Odisha Dr. Mukesh Mahaling Governor Odisha Narendra Modi Mohan Charan Majhi NHM Odisha BJP Odisha Naveen Patnaik Bhakta Charan Das Labour Commissioner, Odisha Labour & ESI Dept. Government of Odisha H & FW Dept Odisha