ଓଡ଼ିଆ ପରିବାର
@odiaparivar
ଓଡ଼ିଆ ଭାବେ ଆମର ପରିଚୟ ହେଉଛି ଆମର ସ୍ବର୍ଣ୍ଣିମ ଇତିହାସ,ଏହାର ଭାଷା,ସଂସ୍କୃତି ଓ କଳା ଭାସ୍କର୍ଯ୍ୟ। ହଜି ଯାଇଥିବା ଗୌରବକୁ ଫେରାଇ ଆଣିବାକୁ ହେବ।ଓଡ଼ିଶାକୁ ଆଗ ଭଳି ସମୃଦ୍ଧ କରିବାକୁ ହେବ ।
ID: 1152470079885287424
20-07-2019 06:47:33
579 Tweet
2,2K Followers
836 Following
ଢେର ଦିନୁ ଶୁଣିନାଇଁ ଜହ୍ନମାମୁ ଗୀତ ମାଆ କହେ ସବୁଦିନ ମୁଁ କ'ଣ ଥିବି !! #ଏନୁହେଁକାହାଣୀ Manas Ranjan @ranjanrashmi369
ବରିଷ୍ଠ Biju Janata Dal ନେତାଙ୍କର କୋଭିଡ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନ ଲଗାଇବାକୁ ନେଇ ବଳିଷ୍ଠ ମତ "ସରକାର ଯାହା କରନ୍ତି ତାହା ଜନତାଙ୍କ ପଇସାରେ କରନ୍ତି- ନେତାଙ୍କ ଫଟୋ ଲାଗିବା ଉଚିତ ନୁହଁ" । ମାନନୀୟ ଦେବୀ ଆଜ୍ଞା କୋଟି କୋଟି ଓଡ଼ିଆଙ୍କୁ ସଦୟ ହୋଇ କହିବେକି କାହିଁକି ରାଜ୍ୟ ସାରା ବିଜୁବାବୁ ଆଉ ନବୀନ ବାବୁଙ୍କ ଫଟୋ ଲାଗିଛି ?
ଜଣେ ଯୁବକ ରାଜନୀତିରେ ବ୍ରତୀ ହୋଇ ଆଦ୍ୟ ଯୁବାବସ୍ଥାରେ ରାଜ୍ୟର ବିକାଶ ପାଇଁ ସେଦିନ ଜନତାଙ୍କ ସହ ଆଗକୁ ବଢ଼ାଇ ଥିବା ପାଦ ସଫଳତାର ଅନେକ ପଥ ଅତିକ୍ରାନ୍ତ କରି ସାରିଛି । ରାଉରକେଲାରେ ସେଦିନ Dharmendra Pradhan ଙ୍କ ଏହି ରୋଡ଼ ଶୋ ଦେଖିଲେ ଲାଗେ ଯେମିତି ଆଗକୁ ଯାଇ ଦିନେ ସେ ହିଁ ରାଜ୍ୟର ନେତୃତ୍ବ ନେବେ #HappyBirthdayDP
ମୁଖ୍ୟମନ୍ତ୍ରୀ Naveen Patnaik ଏବଂ କେନ୍ଦ୍ରମନ୍ତ୍ରୀ Dharmendra Pradhan , ବେଦାନ୍ତ ସହାୟତାରେ ପ୍ରତିଷ୍ଠିତ ଦେବଗଡ଼ ଜିଲ୍ଲାରେ 100 ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲର ଲୋକାର୍ପଣ କଲେ । ହେଲେ Kanak News ଭଳି ଆଗଧାଡ଼ିର ନିଉଜ ଚ୍ୟାନେଲରେ ଖବର ଆସିଲା "ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହସ୍ପିଟାଲ ଉଦଘାଟିତ" । ଗଣମାଧ୍ୟମ ଏମିତି ନକରୁ ।
#Dharmendra #TheModiMan The date was May 1, 2016 and Place was UP's Ballia 📑 Leader Dharmendra Pradhan presented a sapling of #NewUP to Hon'ble PM Narendra Modi Ji at the launching ceremony of the 'Pradhan Mantri Ujjwala Yojana'. Now we will witness the Part-2 of UP Mission.
#Dharmendra #TheModiMan The Date was 5th December 2015 📇 Modi Man Dharmendra Pradhan presented The Guinness World Record to Hon'ble PM Narendra Modi which he had received for the towering achievement of Ministry of Petroleum and Natural Gas #MoPNG for World's largest cash benefit program "PAHAL"
#Dharmendra #TheModiMan Date : 8th Sep 2021 📇 Top leadership of world's largest democratic party BJP declared the name of Dharmendra Pradhan (The Modi Man & Close Confidant of Amit Shah and Jagat Prakash Nadda) as Party Prabhari to drive the most important State Election in UP.