
Odiabhojana
@odiabhojana
Follow this page to see some authentic odia & other delicacies of India 🇮🇳
📍 Paralakhemundi, Odisha
ID: 1263418050944151553
21-05-2020 10:35:25
285 Tweet
178 Takipçi
44 Takip Edilen


୩୦ ବର୍ଷ ପୂର୍ବର ରେଳ ଗାଡି ଯାତ୍ରା - ଗୁଣୁପୁର ଅଂଚଳ . Unseen Video : Train of 1990s Era - #Gunupur OdishaRailUsers - Multimodal Connectivity Forum @Gajapati (𑀩𑀺𑀱𑁆𑀡𑀼 𑀫𑁄𑀳𑀦 𑀅𑀥𑀺𑀓𑀸𑀭𑀻) East Coast Railway #Odisha

ଆଜି ଜବର ଦଖଲ ଉଚ୍ଛେଦ ହେଇଛି, ତାହେଲେ ଶୀଘ୍ର ବଡ଼ ଦାଣ୍ଡ ରାସ୍ତା ଠିକ୍ ଭାବେ ପଦ୍ଧତି ଅନୁଯାଇ କରାଯାଉ। ରାତିରେ ଲୁଚି କରି ଆଗରୁ ଥିବା ଖରାପ ରାସ୍ତା ଉପରେ ପିଚୁ ପରସ୍ତ ଲଗେଇ ରାତାରାତି ନୂଆ ରାସ୍ତା ବନେଇଦେଲେ ଏଠି ଲୋକେ ବୋକା ନୁହଁନ୍ତି ଯେ ଚୁପ୍ ରହିବେ। Mohan Charan Majhi Collector Gajapati spgajapati Paralakhemundi Municipality

#ଓଡ଼ିଆ_ଭାଷା_ଲୋପ_ପାଇଁ_ଷଡ଼ଯନ୍ତ୍ର ବିଚ୍ଛିନ୍ନାଞ୍ଚଳ ଓଡିଆ ସ୍କୁଲରେ ଓଡିଆ ଭାଷା ବଞ୍ଚିବାକୁ କରୁଛି ସଂଘର୍ଷ I 8ଟି ଶ୍ରେଣୀରେ ପଢାଇବାକୁ ଜଣେ ଓଡିଆ ଶିକ୍ଷୟତ୍ରୀ I ସମସ୍ତ ବିଷୟ ପଢାଯାଉଛି ହିନ୍ଦୀ ଓ ଇଂରାଜୀ ଭାଷାରେ I CMO Odisha EducationOdisha

ଲଜ୍ଜାର ବିଷୟ.. ଛି CMO Odisha COMMISSIONERATE POLICE


Much appreciated for installing the show lights for palace. But I hope Paralakhemundi Municipality is aware that palace & mandir side lights are off today when other side lights are working. Kindly fix the issue. Collector Gajapati


CELEBRATING 125 YEARS OF PARALAKHEMUNDI LIGHT RAILWAY! Commemorating the PLR milestone anniversary on April 1, 2025, at 11:00 hrs at #Paralakhemundi Railway Station, coinciding with #UtkalDiwas #RailwayHeritage Parlakhemundi ପାରଳାଖେମୁଣ୍ଡି🇮🇳 ParalaRail @Gajapati (𑀩𑀺𑀱𑁆𑀡𑀼 𑀫𑁄𑀳𑀦 𑀅𑀥𑀺𑀓𑀸𑀭𑀻) ParalakhemundiGunupurNWP Rail Users


ଜଳ ଛତ୍ର କରିବାରୁ ବହୁତ ଧନ୍ୟବାଦ, କିନ୍ତୁ ଏପରି ପୁରୁଣା ପାଣି ଟାଙ୍କି ର ଜଳ ପରିବର୍ତ୍ତେ ସହରରେ ମିଳୁଥିବା purified ବିଶୁଦ୍ଧ ପାଣି ବ୍ୟବହାର କରିଲେ ଭଲ ହୁଅନ୍ତା। Collector Gajapati Paralakhemundi Municipality spgajapati Mohan Charan Majhi Panchayati Raj and Drinking Water Department

