ନିରଞ୍ଜନ.. (@np_91999) 's Twitter Profile
ନିରଞ୍ଜନ..

@np_91999

journalist,Poet , writer , columnist.....

I m f4m cuttack,odisha...
Spreading love,hope & joy ,
my life only for humanity...

ID: 1602973583562588160

calendar_today14-12-2022 10:28:31

381 Tweet

62 Followers

480 Following

ନିରଞ୍ଜନ.. (@np_91999) 's Twitter Profile Photo

All activists of BAMCEF AND ITS all offshoot wings are requested to depute Engineers of their districts to attend the IEPA programme on 8-12-2024 at Jyoti Kalyan Mandap, Jeypur,Koraput..Waman Meshram Pitabas Sethi Rashtriya Muslim Morcha Bamcef BAMCEF #allengineers

ପଦ୍ମଭୂଷଣ ଡାଃ ରାଧାନାଥ ରଥଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି।ଭାରତଛାଡ଼ ଆନ୍ଦୋଳନର ସଂଗ୍ରାମୀ।ଏକାଧାରରେ ସେ ଜଣେ ସାହିତ୍ୟିକ, ସାମ୍ବାଦିକ, ସମ୍ପାଦକ ଓ ରାଜନେତା ଥିଲେ।ସେବା ତାଙ୍କ ଜୀବନର ମୂଳମନ୍ତ୍ର ରହିଥିଲା।ଉଚ୍ଚ ମାନର ସାହିତ୍ୟ ଏକାଡେମୀ ପୁରସ୍କୃତ..#journalist

The 9th State Convention of IEPA (INDIAN ENGINEERING PROFESIONAL ASSOCIATION) was observed on 8-12-2024 at Jeypur, Koraput.odisha, Er Pitabas Sethi inaugurated the programme..Waman Meshram Pitabas Sethi Rashtriya Muslim Morcha Bamcef Bharat Mukti Morcha #mulnivasi

Kindly look into this matter and take some necessary action..CMO Odisha ChiefSecyOdisha EducationOdisha District Education Office, Malkangiri Nityananda Gond Collector & DM, Malkangiri ଆଗକୁ ମାଟ୍ରିକ ପରୀକ୍ଷା : ଆପାର ଆଇଡିରେ ବାଧକ ଆଧାର କେନ୍ଦ୍ର ନିଷ୍କ୍ରିୟତା ; ଚିନ୍ତାରେ ଅବିଭାବକ। chronicodisha.com/4053

ନିରଞ୍ଜନ.. (@np_91999) 's Twitter Profile Photo

Kindly look into this matter and take necessary action...CMO Odisha ChiefSecyOdisha BSNL India @BSNLODISHA1 Collector & DM, Malkangiri @bsnlkoraput #telecom #tatatelecom ଜିଲ୍ଲାବାସୀଙ୍କୁ କନ୍ଦାଉଛି ବିଏସଏନଏଲ ନେଟୱର୍କ। ଉଚିତ ପଦକ୍ଷେପ ଦାବି। chronicodisha.com/4110

ନିରଞ୍ଜନ.. (@np_91999) 's Twitter Profile Photo

ସାମ୍ବାଦିକଙ୍କୁ ବାରମ୍ବାର ଆକ୍ରମଣ ନିଶ୍ଚିତ ଭାବେ ଏକ ନିନ୍ଦନୀୟ ଘଟଣା.. ସାମ୍ବାଦିକ ବିଜୟ ପ୍ରଧାନ ନିଜ କର୍ତ୍ତବ୍ୟ କରୁଥିଲେ। ଠିକାଦାର ଏବଂ ତାଙ୍କ ମୁଣ୍ଡାଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରାଯାଉ..ମୋହନ ସରକାର ଦୃଷ୍ଟି ଦେବେ ବୋଲି ଆଶା..CMO Odisha Prithiviraj Harichandan #mediahouse

Kindly look into this matter and take some necessary action accordingly..CMO Odisha Panchayati Raj and Drinking Water Department Kanak Vardhan Singh Deo (Modiji Ka Parivar) Pravati Parida Collector & DM, Malkangiri #MGNREGA ଟିଗଲ ପଞ୍ଚାୟତ ପାଲଟିଛି ମନରେଗା କାର୍ଯ୍ୟରେ ଦୁର୍ନୀତିର ଗନ୍ତାଘର। chronicodisha.com/4833

ନିରଞ୍ଜନ.. (@np_91999) 's Twitter Profile Photo

ଓଡ଼ିଶା ସରକାର କେବେ ଶୁଣିବେ ଗୁହାରି..CMO Odisha Kanak Vardhan Singh Deo (Modiji Ka Parivar) Pravati Parida @uja Press Club of India ସାମ୍ୱାଦିକଙ୍କୁ ମାସିକ ପେନସନ ୬ ହଜାରରୁ ୧୫ ହଜାର ଟଙ୍କାକୁ ବଢାଇଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର।ସାମ୍ୱାଦିକଙ୍କ ମୃତ୍ୟୁ ହେଲେ ପତ୍ନୀଙ୍କୁ ୧୦ ହଜାର ଟଙ୍କା ପେନସନ ମିଳିବ। ପୂର୍ବରୁ ଏହା ୩ ହଜାର ଟଙ୍କା ଥିଲା।

ଓଡ଼ିଶା ସରକାର କେବେ ଶୁଣିବେ ଗୁହାରି..CMO Odisha
Kanak Vardhan Singh Deo (Modiji Ka Parivar) Pravati Parida @uja Press Club of India
ସାମ୍ୱାଦିକଙ୍କୁ ମାସିକ ପେନସନ ୬ ହଜାରରୁ ୧୫ ହଜାର ଟଙ୍କାକୁ ବଢାଇଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର।ସାମ୍ୱାଦିକଙ୍କ ମୃତ୍ୟୁ ହେଲେ ପତ୍ନୀଙ୍କୁ ୧୦ ହଜାର ଟଙ୍କା ପେନସନ ମିଳିବ। ପୂର୍ବରୁ ଏହା ୩ ହଜାର ଟଙ୍କା ଥିଲା।
Soumya Ranjan Addya (@soumya_addya) 's Twitter Profile Photo

📣 लाखों छात्र सड़क पर उतरेंगे! 👉 दिल्ली का जंतर-मंतर होगा गवाह – शिक्षा के लिए अब आर-पार की लड़ाई ✊ यूट्यूबर भाई-बहनों! आपका कैमरा और आवाज़ चाहिए इस आंदोलन को देशव्यापी बनाने के लिए #6thOct_ChaloDelhi National Dastak Mohammed Faisal Prof.Ravi Kant Science Journey @thewire_inde

ନିରଞ୍ଜନ.. (@np_91999) 's Twitter Profile Photo

Look into this matter and take necessary action.CMO Odisha Kanak Vardhan Singh Deo (Modiji Ka Parivar) Pravati Parida Collector & DM, Malkangiri Nityananda Gond ChiefSecyOdisha District Education Office, Malkangiri #dwomkg ଆଶ୍ରମ ବିଦ୍ୟାଳୟରେ ସାଂଘାତିକ ଅଭିଯୋଗ ; ଛାତ୍ରଛାତ୍ରୀଙ୍କୁ ମିଳୁନାହିଁ ମେନୁ ମୁତାବକ ଖାଦ୍ୟ। chronicodisha.com/433