Mukesh Dalai🇮🇳(ମୁକେଶ ଦଳାଇ) (@mukeshdalai2) 's Twitter Profile
Mukesh Dalai🇮🇳(ମୁକେଶ ଦଳାଇ)

@mukeshdalai2

Indian Citizen.If you don't follow me back it will be your loss. #𝐬𝐨𝐜𝐢𝐚𝐥_𝐚𝐜𝐭𝐢𝐯𝐢𝐬𝐭

ID: 1320553340451852288

calendar_today26-10-2020 02:30:45

14,14K Tweet

3,3K Takipçi

5,5K Takip Edilen

alpha ray (@alpharay63) 's Twitter Profile Photo

ଏ ଭିଡିଓ ଟି ସୋସିଆଲ ମିଡିଆରେ ଭାଇରାଲ। ମହିଳା ପୋଲିସ ଅଧିକାରୀ ଜଣଙ୍କ ଆମ୍ବୁଲାନ୍ସ କୁ ରାସ୍ତା ଦେବାପାଇଁ ନିଜେ ଦୌଡ଼ି ଦୌଡ଼ି ଗାଡିଗୁଡିକ ସାଇଡ କରିବାକୁ କହୁଛନ୍ତି। #viralvideo #viralvideo2025 #SocialMediaTrends2025

Sambha (@crazy_sambha) 's Twitter Profile Photo

पति ने पढ़ाया-लिखा कर नौकरी लगवाई ड्यूटी टाइम पर ही पत्नी OYO में रंगरेलियां मनाते रंगे हाथों पकड़ी गई 🤔 प्रेमानंद जी महाराज व अनिरुद्धाचार्य जी यही तो इशारा कर रहे थे ☝🏽 शादी के बाद नौकरी लगने के बाद भी मूंह ......... नहीं छोड़ा 🤷‍♂️

Capital Region Urban Transport (@crut_bbsr) 's Twitter Profile Photo

Dr.N.Thirumala Naik Krushna As updated by the concerned team, Millennium City is a designated stoppage. The crew involved was called to the head office for counselling, and the matter has been addressed accordingly. We trust that our team has already been in touch with you to address the matter directly.

Jena (@baliapalpurna) 's Twitter Profile Photo

International Youth day-2025,12,13 ପାଳନ‌ କରାଯାଇଛି ଓ ବନ୍ୟା ରେ କାର୍ଯ୍ୟ କରୁଥିବା Volunteers ମାନଙ୍କୁ Aaina NGO ଏବଂ Yuva Vikas Foundation ତରଫରୁ ସାର୍ଟିଫିକେଟ ପୁରସ୍କୃତ କରାଯାଇଛି Panchayat Samiti Jaleswar BDO BHOGRAI Baliapal Block Collector & DM Balasore ChiefSecyOdisha Panchayati Raj and Drinking Water Department Rabi Narayan Naik CMO Odisha Team ATA Official

ଓଟିଭି (@otvkhabar) 's Twitter Profile Photo

#ଛୁଟି_ଦିନ_ଓ_ରବିବାର_ବି_ଚାଷୀ_ପଞ୍ଜୀକରଣ -ଛୁଟି ଦିନ ଓ ରବିବାର ହେବ ଚାଷୀ ପଞ୍ଜୀକରଣ -କୋପରେଟିଭ ସୋସାଇଟି ରେଜିଷ୍ଟ୍ରାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା -ସକାଳ ୮ରୁ ରାତି ୮ ପର୍ଯ୍ୟନ୍ତ ଅଫିସ୍‌ ଟାଇମ ବାଦ୍‌ ବି ହେବ ପଞ୍ଜୀକରଣ -ଅଗଷ୍ଟ ୨୦ ତାରିଖରେ ପଞ୍ଜୀକରଣ ଶେଷ ହେଉଥିବାରୁ ତାଗିଦ -PACS/LAMPCS/SHG/PPରେ ପଞ୍ଜୀକରଣ ସନ୍ତୋଷଜନକ

#ଛୁଟି_ଦିନ_ଓ_ରବିବାର_ବି_ଚାଷୀ_ପଞ୍ଜୀକରଣ
-ଛୁଟି ଦିନ ଓ ରବିବାର ହେବ ଚାଷୀ ପଞ୍ଜୀକରଣ
-କୋପରେଟିଭ ସୋସାଇଟି ରେଜିଷ୍ଟ୍ରାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା
-ସକାଳ ୮ରୁ ରାତି ୮ ପର୍ଯ୍ୟନ୍ତ ଅଫିସ୍‌ ଟାଇମ ବାଦ୍‌ ବି ହେବ ପଞ୍ଜୀକରଣ
-ଅଗଷ୍ଟ ୨୦ ତାରିଖରେ ପଞ୍ଜୀକରଣ ଶେଷ ହେଉଥିବାରୁ ତାଗିଦ
-PACS/LAMPCS/SHG/PPରେ ପଞ୍ଜୀକରଣ ସନ୍ତୋଷଜନକ
Odisha Congress (@incodisha) 's Twitter Profile Photo

ବିହାରରେ ପିଙ୍କି ଦେବୀଙ୍କ ଘରେ ୧୦ ଜଣ ଭିନ୍ନ ଭିନ୍ନ ଭୋଟର ପଞ୍ଜିକୃତ ଅଛନ୍ତି, ଯେଉଁଥିରେ ବିଭିନ୍ନ ଜାତିର ଲୋକ ଅଛନ୍ତି। ପିଙ୍କି ଦେବୀ କୁହନ୍ତି- ମୁଁ ଜାଣିନାହିଁ ଏହି ଲୋକମାନେ କିଏ। ଏହା ସ୍ପଷ୍ଟ - ଏସବୁ ନକଲି ଭୋଟ, ଯାହା ଉପରେ ବିଜେପି ସରକାର ଗଠନ କରିଛି ।

Tarun Kumar Jena (@tarunkumar94464) 's Twitter Profile Photo

Collector & DM Balasore Mayur Suryawanshi IAS. CMO Odisha ChiefSecyOdisha Office of DCM,Odisha (Smt Pravati Parida) Ministry of Health H & FW Dept Odisha CDMO Baleshwar sora Pratap Chandra Sarangi Dr. Mukesh Mahaling ସାର୍ ଆପଣଙ୍କୁ ଅନୁରୋଧ କରୁଛି ଦୟାକରି ସମ୍ବାଦ ଖବରକାଗଜ ଉପରେ ଟିକିଏ ଦିଅନ୍ତୁ ଏବଂ ଯଥାଶୀଘ୍ର ସମସ୍ୟାର ସମାଧାନ କରନ୍ତୁ ସାର୍ 🙏🙏

Sasmita Ratha (@rathasasmita7) 's Twitter Profile Photo

Manish Jena (ମନୀଷ ଜେନା) Collector & DM Balasore Mayur Suryawanshi IAS. Balasore Municipality CMO Odisha ChiefSecyOdisha Mohan Charan Majhi Kanak Vardhan Singh Deo (Modiji Ka Parivar) Pravati Parida Office of DCM,Odisha (Smt Pravati Parida) Team ATA Official AboutBalasore Mukesh Dalai🇮🇳(ମୁକେଶ ଦଳାଇ) Asit Sahu ନୂଆ ସରକାର ଆସିବା ଦିନ ଠୁଁ Accountability ନେବାକୁ କେହିବି ପ୍ରସ୍ତୁତ ନାହାନ୍ତି | H&UD ଡିପାର୍ଟମେଣ୍ଟକୁ ରିକ୍ୟୁଏସ୍ଟ କରିବା ସତ୍ୱେବି ଶୁଣୁନାହାନ୍ତି | ସରକାର ପାତର ଅନ୍ତର କରୁଛି | ମେଣ୍ଟେନେନ୍ସ ନିହାତି ଜରୁରୀ | ଏବେକା ସରକାର ଟ୍ୱିଟର ଉତ୍ତର ଦେବାକୁ ନାରାଜ |

Shankar Pujari (@shan92648) 's Twitter Profile Photo

କୋରାପୁଟ ଜିଲ୍ଲା ଚିକିତ୍ସାଳୟରେ ମହିଳା ଓ ଶିଶୁ ବିକାଶ ୱାର୍ଡ ରେ ଚଟାଣ ଉପରେ ମହିଳାଙ୍କ ଚିକିତ୍ସା।ସରକାର ଓ ଜିଲା ଚିକିତ୍ସା ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଅନୁରୋଧ CMO Odisha H & FW Dept Odisha Dr. Mukesh Mahaling Pravati Parida Ministry of Health Department of WCD, Government of Odisha Collector & DM, Koraput Cdm&pho

Shankar Pujari (@shan92648) 's Twitter Profile Photo

କୋରାପୁଟ ଜିଲ୍ଲା ଜୟପୁର ଡିଷ୍ଟ୍ରିକ୍ଟ ହେଡକୁୱାଟର ଚିକିତ୍ସାଳୟରେ OG ୱାର୍ଡ ରେ ଚାଲୁନି ଏସି, ଟଏଲେଟରେ ପ୍ଲସ ବଟମ ନାହିଁ , ବାଥରୁମ ରେ ଲକ୍ ନାହିଁ Dr. Mukesh Mahaling ସାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଏହାର ମରାମତି କରିବାକୁ ଅନୁରୋଧ CMO Odisha H & FW Dept Odisha Panchayati Raj and Drinking Water Department Collector & DM, Koraput JEYPORE SUB-DIVISION Cdm&pho

UCO-RSETI, Balasore (@rseti_uco) 's Twitter Profile Photo

୭୯ ତମ ସ୍ଵାଧୀନତା ଦିବସ ଉପଲକ୍ଷେ ରେମୁଣା ବ୍ଲକ କ୍ୟାମ୍ପସ ପରିସରରେ ୟୁକୋ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ସଂସ୍ଥା(ଆରସେଟି) ବାଲେଶ୍ୱର ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ମୁଖ୍ୟ ଅତିଥି ଭାବେ ୟୁକୋ ବ୍ୟାଙ୍କର ଜୋନାଲ ମ୍ୟାନେଜର ସୁଦିପ କୁମାର ଡାକୁଆ ଉଦଘାଟନ କରିବା ସହ ରକ୍ତଦାନ ସହିତ ବୃକ୍ଷରୋପଣ କରିଥିଲେ

୭୯ ତମ ସ୍ଵାଧୀନତା ଦିବସ ଉପଲକ୍ଷେ ରେମୁଣା ବ୍ଲକ କ୍ୟାମ୍ପସ ପରିସରରେ ୟୁକୋ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ସଂସ୍ଥା(ଆରସେଟି) ବାଲେଶ୍ୱର ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ଶିବିରକୁ ମୁଖ୍ୟ ଅତିଥି ଭାବେ ୟୁକୋ ବ୍ୟାଙ୍କର ଜୋନାଲ ମ୍ୟାନେଜର ସୁଦିପ କୁମାର ଡାକୁଆ ଉଦଘାଟନ କରିବା ସହ ରକ୍ତଦାନ ସହିତ ବୃକ୍ଷରୋପଣ କରିଥିଲେ
Vijay IAS (@vijaykulange) 's Twitter Profile Photo

The bull was successfully treated by Deputy Director,Kendrapara and team and it will be followed up till cure. Thx for information 🙏