Mukesh Dalai🇮🇳 (@mukeshdalai2) 's Twitter Profile
Mukesh Dalai🇮🇳

@mukeshdalai2

Indian Citizen.If you don't follow me back it will be your loss. #𝐬𝐨𝐜𝐢𝐚𝐥_𝐚𝐜𝐭𝐢𝐯𝐢𝐬𝐭

ID: 1320553340451852288

calendar_today26-10-2020 02:30:45

11,11K Tweet

3,3K Followers

5,5K Following

Kalicharan Sahoo (@kalicharans472) 's Twitter Profile Photo

Odisha Rural ମହାଶୟ ବିନମ୍ର ଅନୁରୋଧ ଆମ ଗ୍ରାମକୁ ଏହି ଯୋଜନାରେ ସାମିଲ କରିବାକୁ ଅନୁରୋଧ ଗ୍ରାମ - ଭୁରୁକୁଣ୍ଡ। ଗ୍ରା.ପ - ସୁଗୋ ବ୍ଲକ୍ - ଜଳେଶ୍ବର ଜିଲ୍ଲା - ବାଲେଶ୍ୱର

Bapu Baral (@bapubaral2) 's Twitter Profile Photo

ବ୍ଲକ ବିଡ଼ିଓ ମହୋଦୟ ଗୋଟିଏ ଛୋଟିଆ ପ୍ରଶ୍ନ GOP BLOCK x account କ'ଣ କେବଳ ରାଜ୍ୟ ସରକାରଙ୍କ ଯୋଜନା ର ପ୍ରଚାର ପ୍ରସାର ପାଇଁ ଖୋଲା ଯାଇଛି ବୋଧହୁଏ ଗରିବ ଅସହାୟ ଭିନ୍ନକ୍ଷମ ମାନଙ୍କ ଦୁଃଖ ଦୁର୍ଦ୍ଦଶା x ମାଧ୍ୟମରେ ଅଭିଯୋଗ କରିବା ମାସ ମାସ ବିତିଯାଇଥିଲେ ମଧ୍ୟ ଅଭିଯୋଗ ଗୁଡିକ ବିଡ଼ିଓ ମହୋଦୟକ ଦୁଷ୍ଟୀ ଗୋଚର ହେଉନାହିଁ CMO Odisha

Tapankumar Das🐦 (@tapanku88451355) 's Twitter Profile Photo

Please stop lying and immediately order departmental officials to open #subhadra website and as promised by state govt subhadra help to all on Hon'ble PM's birthday Pravati Parida CMO Odisha Narendra Modi Dharmendra Pradhan Mohan Charan Majhi youtu.be/Lj7A5pwmgnw?si…

pintu sahoo 🐦 (@ps8087) 's Twitter Profile Photo

ଯାଜପୁର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ବୌରିମାଳ ,ପିଙ୍ଗଲ, ଢୋଲ ପଥର ଗ୍ରାମରେ ଏକ ହାତୀ ପଶିଥିବା ର ଦୃଶ୍ୟ , ବନ ବିଭାଗ ତରଫରୁ ହାତୀ କୁ ସୁରକ୍ଷିତ ସ୍ଥାନ କୁ ଘୋଡାଇ ଦିଆ ଯାଉଛି। Susanta Nanda DFO, Anandpur WL Division Collector & DM, Jajpur Odisha Forest, Env. and Climate Change Department CMO Odisha ChiefSecyOdisha SP Jajpur Mohan Charan Majhi Surender Mehra IFS Sandeep Tripathi, IFS

Neeta Ambani 🇮🇳 ᴾᵃʳᵒᵈʸ (@neetain_) 's Twitter Profile Photo

कितने लोग चाहते है की गौ माता को राष्ट्रीय पशु घोषित किए जाना चाहिए..??? रिट्वीट कर के कमेंट मे अपनी राय दे..।।जय गौ माता !!जय गोपाल।।🙏♥️ x.com/i/spaces/1MYxN…

ପ୍ରିୟବ୍ରତ ପ୍ରଧାନ|Priyabrat Pradhan| (@priyabrat3) 's Twitter Profile Photo

କାଳିଆ ଯୋଜନା ଭଳି ସୁଭଦ୍ରା ଯୋଜନା ନ ହଉ . କାଳିଆ ଯୋଜନା ରେ ସରପଞ୍ଚ ୱାର୍ଡମେମ୍ବର ଯାହାର 2,3 ଟା ବୁଲେଟ 4 ଚକିଆ ଗାଡି ସେମାନଙ୍କର ପିଲାଛୁଆ ଙ୍କୁ ଚାଷୀ ଘୋଷଣା କରି ପଇସା ବଣ୍ଟା ଗଲା . ମୋହନ ବାବୁ ଙ୍କୁ ଅନୁରୋଧ ଲୋକଙ୍କ ଟ୍ୟାକ୍ସ ପଇସା ଯୋଗ୍ୟ ଲୋକଙ୍କୁ ବାଣ୍ଟ , ଅଯୋଗ୍ୟ କୁ ନୁହେଁ . Mohan Charan Majhi Dharmendra Pradhan

Mukesh Dalai🇮🇳 (@mukeshdalai2) 's Twitter Profile Photo

ବଡ଼ #ମୂଷା ଜଣଙ୍କୁ କାମୁଡ଼ିଦେଇଛି, ଟିକେ ରକ୍ତ ବାହାରିବା ସହିତ ଜ୍ଵଳନ ହେଉଛି। ଏବେ ତାଙ୍କୁ କଣ କରିବାକୁ ହେବ?

Manadhara Karmi (@manadharak) 's Twitter Profile Photo

ପକୃତ ହିତାଧିକାରୀ ଙ୍କୁ ମିଳୁନି ଆବାସ ଘର ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ଗ୍ରାମପଞ୍ଚାୟତ ସାନମନମୁଣ୍ଡା ଗ୍ରାମର ରାମଚନ୍ଦ୍ର ମଲ୍ଲିକ ଙ୍କ ନାମ 2016-1 7ଆର୍ଥିକ ବର୍ଷ ରେ SECC ତାଲିକା ରେ ନାମ ଥିଲା। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ ଘର ମିଳିନାହିଁ। ତାଙ୍କର ମୃତ୍ୟୁ ମଧ୍ୟ ହୋଇ ସାରିଲାଣି। ତାଙ୍କର ସ୍ତ୍ରୀ ସୁମତି ମଲ୍ଲିକ 1/2

ପକୃତ ହିତାଧିକାରୀ ଙ୍କୁ ମିଳୁନି ଆବାସ ଘର ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ଗ୍ରାମପଞ୍ଚାୟତ ସାନମନମୁଣ୍ଡା ଗ୍ରାମର ରାମଚନ୍ଦ୍ର ମଲ୍ଲିକ ଙ୍କ ନାମ 2016-1 7ଆର୍ଥିକ ବର୍ଷ ରେ SECC ତାଲିକା ରେ ନାମ ଥିଲା। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ ଘର ମିଳିନାହିଁ। ତାଙ୍କର ମୃତ୍ୟୁ ମଧ୍ୟ ହୋଇ ସାରିଲାଣି। ତାଙ୍କର ସ୍ତ୍ରୀ ସୁମତି ମଲ୍ଲିକ 1/2
Kalicharan Sahoo (@kalicharans472) 's Twitter Profile Photo

TP Northern Odisha Distribution Limited ସାର୍ ଫଟୋ ରେ ଦେଖନ୍ତୁ ନୂଆ ଖୁଣ୍ଟ ପୋତିଛନ୍ତି ସତ,ମାତ୍ର ବିଦ୍ୟୁତ୍ ତାର ଟିକୁ କେମିତି ବିଦ୍ୟୁତ୍ ଖୁଣ୍ଟ ରେ ନବାନ୍ଧି ପୂର୍ବପରି ସେହି ନଡ଼ିଆ ଗଛ ରେ ଝୁଲି ରହିଛି । TataPower Collector & DM Balasore Energy Odisha Mukesh Dalai🇮🇳

Chaitanya Das (Modi Ka Parivar) (@das_chaitany) 's Twitter Profile Photo

କିଛି ଅସାମାଜିକ ଲୋକମାନଙ୍କର ଉତ୍ପାତ ବଢ଼ି ଗଲାଣି ହେଲେ ପୋଲିସ ପ୍ରଶାସନ ପକ୍ଷରୁ କୋୖଣସି କାର୍ଯ୍ୟାନୁଷ୍ଠାନ ନିଆ ନଯିବା ଅନ୍ତତଃ ଦୁଃଖ ଦାୟକ ଦୟାକରି ଦୋଷୀ ମାନଙ୍କୁ ଦଣ୍ଡିତ କରାଯାଉ Odisha Police COMMISSIONERATE POLICE DGP, Odisha CMO Odisha DCP Bhubaneswar

Bimal Kumar Dalei (@dalei98293bimal) 's Twitter Profile Photo

@scpd 𝗔𝘀𝗵𝗼𝗸 𝗞𝘂𝗺𝗮𝗿 𝗠𝗼𝗵𝗮𝗻𝘁𝘆 Mukesh Dalai🇮🇳 asutosh nayak Asit Sahu Collector & DM Balasore CMO Odisha mahan majhi Labour & ESI Dept. Government of Odisha PMO India Amit Shah Governor Odisha ChiefSecyOdisha ସାରେ ଦଲାଲ ଠିକାଦାର ମୋତେ ଠକି ଚାଲିଛି ବର୍ଷ ବର୍ଷ,, ପ୍ରଶାସନ ଙ୍କ ନୋଟିସ କୁ ବେଖାତିର, କରୁଛି,ନ୍ୟାୟ ଦିଅନ୍ତୁ,, ନୀଳଗିରି sub-