SP (@misrnaresh) 's Twitter Profile
SP

@misrnaresh

ଜ୍ୟାକ୍ ଭାଇଙ୍କ ଝାମେଲା ପାଇଁ ଏ ଖାତା ଖୋଲିଥିଲି 😎
ଏବେ ଝାମେଲା ତୁଟିଲା, ଏ ଖାତାକୁ କେତେବେଳେ କେମିତି ଆସିବା!
ଇଆଡିକା ସହଯୋଗ ପାଇଁ ସିଆଡିକା ଖାତାରୁ ସଭିଙ୍କୁ ଧନ୍ୟବାଦ🙏

ID: 1077833647896563712

linkhttps://kichhikathaokabita.wordpress.com/ calendar_today26-12-2018 07:49:01

6,6K Tweet

632 Followers

154 Following

SP (@misrnaresh) 's Twitter Profile Photo

ଏକଥା ମୁଁ ବହୁତ ଦିନରୁ କହି ଆସୁଛି...ବାଲେଶ୍ବର ହେଉଛି ପୂର୍ବର ଗୋଆ(*ଠାରୁ ଅଧିକ ଆକର୍ଷଣୀୟ) *ଉଦୟପୁର *ତାଳସାରୀ *ଡଗରା *ଜମୁନାଶୁଳ *ଚୌମୁଖ *କଶାଫଳ *ପରିଖି *ଚାନ୍ଦିପୁର *ତାଳପଡା଼ ୯ ଟି ସୁନ୍ଦର ତଥା ଆକର୍ଷଣୀୟ ବେଳାଭୂମି..

Kumarika (@kumariika) 's Twitter Profile Photo

My daughter's classmate's brother needs help. Kindly pray for recovery of this young boy🙏 If you wish and it is in your capacity, please do donate at milaap.org/fundraisers/su…

SP (@misrnaresh) 's Twitter Profile Photo

ମିଶ୍ର ସାଙ୍ଗିଆଧାରୀ ଲୋକମାନେ ତାହେଲେ କଣ ମିଶରର ମୂଳ ବାସିନ୍ଦା...🤔

SP (@misrnaresh) 's Twitter Profile Photo

ଖାତା ଖୋଲିଗଲା ବନ୍ଧୁଗଣ🙏 *ଜାକିଆ ଖାଲି ଆମେରିକା ନିର୍ବାଚନ ସରିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲା😝

ଶୁଭପଲ୍ଲବ ~ Shubhapallaba (@shubhapallaba) 's Twitter Profile Photo

#ଦୀପାବଳି ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଡାଉନ୍‌ଲୋଡ୍ କରନ୍ତୁ #ଶୁଭପଲ୍ଲବ ପ୍ରକାଶନୀର #ଶୁଭୋଦୟ ଇ-ପତ୍ରିକାର ୨ୟ ସଂସ୍କରଣ । #Shubhapallaba #Shubhodaya #HappyDiwali #HappyDiwali2020 #Diwali #Deepavali bit.ly/Shubhodaya2

#ଦୀପାବଳି ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଡାଉନ୍‌ଲୋଡ୍ କରନ୍ତୁ #ଶୁଭପଲ୍ଲବ ପ୍ରକାଶନୀର #ଶୁଭୋଦୟ ଇ-ପତ୍ରିକାର ୨ୟ ସଂସ୍କରଣ ।

#Shubhapallaba #Shubhodaya 

#HappyDiwali #HappyDiwali2020 #Diwali #Deepavali 

bit.ly/Shubhodaya2
ଅକାଳ କୁଷ୍ମାଣ୍ଡ 🇮🇳 (Yours sarcastically) (@akala_kushmanda) 's Twitter Profile Photo

#ଦୀପାବଳି ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଡାଉନ୍‌ଲୋଡ୍ କରନ୍ତୁ #ଶୁଭପଲ୍ଲବ ପ୍ରକାଶନୀର #ଶୁଭୋଦୟ ଇ-ପତ୍ରିକାର ୨ୟ ସଂସ୍କରଣ । #Shubhapallaba #Shubhodaya #HappyDiwali #HappyDiwali2020 #Diwali #Deepavali bit.ly/Shubhodaya2

#ଦୀପାବଳି ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଡାଉନ୍‌ଲୋଡ୍ କରନ୍ତୁ #ଶୁଭପଲ୍ଲବ ପ୍ରକାଶନୀର #ଶୁଭୋଦୟ ଇ-ପତ୍ରିକାର ୨ୟ ସଂସ୍କରଣ ।

#Shubhapallaba #Shubhodaya 

#HappyDiwali #HappyDiwali2020 #Diwali #Deepavali 

bit.ly/Shubhodaya2
Gorment Doctor || ଗର୍ମେଣ୍ଟ୍ ଡାକ୍ତର 👨‍⚕️🩺 (@gormentdr) 's Twitter Profile Photo

କଲେଜ୍ ବନ୍ଧୁ ଜଣେ ଟୁଇଟର୍ ରେ ଅଛନ୍ତି. ଟୁଇଟର୍‌ରେ ଏତେ ସବୁ ଅଭିନନ୍ଦନ ଦେଖି ରହି ପାରିଲେନି. କେକ୍ ଧରି ହଷ୍ଟେଲ୍‌ରେ ଆସି ହାଜର. ଚିଡ଼େଇବାକୁ ଭେଣ୍ଡି ବି ଲଗେଇଥିଲେ କେକ୍ ରେ. 😍 ଅଭିନନ୍ଦନ ପାଇଁ ହୃଦୟରୁ ସମସ୍ତଙ୍କୁ ଅଶେଷ ଧନ୍ୟବାଦ, ବିଶେଷ କରି ଟ୍ରୋଲ୍ ଆର୍ମି ଉପାଧି ଦେଇଥିବା ମୋ ପ୍ରିୟ ନିଉଜ୍ ଚାନେଲ୍ କୁ. 🙏

Rohit Kumar🇮🇳 (@rohitkumar_142) 's Twitter Profile Photo

ଓଡ଼ିଆ ସାହିତ୍ୟର ଅପ୍ରତିଦ୍ଵନ୍ଦୀ ଔପନ୍ୟାସିକ #କାହ୍ନୁଚରଣ_ମହାନ୍ତିଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି🙏 ବାଲିରାଜା,ହା ଅନ୍ନ,ତୁଣ୍ଡ ବାଇଦ,ଶାସ୍ତି,ଅଭିନେତ୍ରୀ, ଖଞ୍ଜା,କା(୧୯୫୮ ସାହିତ୍ୟ ଏକାଡେମୀ ପୁରସ୍କାର),ବଜ୍ରବାହୁ ତାଙ୍କର ଶ୍ରେଷ୍ଠ କୃତି #କା,#ଅଭିନେତ୍ରୀ,#ତୁଣ୍ଡବାଇଦ ଏବଂ #ଶାସ୍ତି କୁ ନେଇ ଓଡ଼ିଆ ଫିଲ୍ମ ମଧ୍ୟ ହୋଇଛି

ଓଡ଼ିଆ ସାହିତ୍ୟର ଅପ୍ରତିଦ୍ଵନ୍ଦୀ ଔପନ୍ୟାସିକ #କାହ୍ନୁଚରଣ_ମହାନ୍ତିଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି🙏

ବାଲିରାଜା,ହା ଅନ୍ନ,ତୁଣ୍ଡ ବାଇଦ,ଶାସ୍ତି,ଅଭିନେତ୍ରୀ, ଖଞ୍ଜା,କା(୧୯୫୮ ସାହିତ୍ୟ ଏକାଡେମୀ ପୁରସ୍କାର),ବଜ୍ରବାହୁ ତାଙ୍କର ଶ୍ରେଷ୍ଠ କୃତି 

#କା,#ଅଭିନେତ୍ରୀ,#ତୁଣ୍ଡବାଇଦ ଏବଂ #ଶାସ୍ତି କୁ ନେଇ ଓଡ଼ିଆ ଫିଲ୍ମ ମଧ୍ୟ ହୋଇଛି
Prashant Sahu 🇮🇳 (@suryanandannet) 's Twitter Profile Photo

୧୦ ବର୍ଷ ତଳର ଆକାଶ ଦାସ ନାୟକ - ଉଷାସୀ ମିଶ୍ର ଅଭିନୀତ ବିଜ୍ଞାପନ ଦେଖନ୍ତୁ . RajHans Showroom TV Commercial 2011. Akash Dasnayak SP Satyabrata Kuna Tripathy #rajhans #cuttack #odisha

ସତ୍ୟ = Satya = सत्य (@stnarayan0) 's Twitter Profile Photo

ବାଲେଶ୍ଵରରେ ଥିବା କିଛି ସୁନ୍ଦର ବେଳାଭୂମି।ହେଲେ ସରକାରଙ୍କ ଉଦାସୀନତା ଫଳର ଆଜି ଓଡ଼ିଶାର ଲୋକ ନିଜ ରାଜ୍ୟର ଥିବା ବେଳାଭୂମି ଯିବା ପରିବର୍ତ୍ତେ ପର୍ଯ୍ୟଟକ ବାହାର ରାଜ୍ୟକୁ ଯିବାକୁ ଇଛା କରୁଛନ୍ତି। ଓଡ଼ିଶା ସରକାରଙ୍କୁ ଅନୁରୋଧ ଏହି ସୁଦୀର୍ଘ ବେଲଭୂମିକୁ ବିଶ୍ବସ୍ତରୀୟ ବେଳାଭୂମି ରୂପେ ଗଢି ଓଡ଼ିଶାର ଗର୍ବ ବହନ କରନ୍ତୁ Odisha Tourism

ମୟୂରଭଞ୍ଜିଆ (@tiksspeaking) 's Twitter Profile Photo

m.youtube.com/watch?v=pr7NBE… ମନୋଜ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା ସାହିତ୍ୟ ଏକାଡେମୀ ଦ୍ବାରା ଆୟୋଜିତ SP ତାପସ Rabindra Panda

ଶୁଭପଲ୍ଲବ ~ Shubhapallaba (@shubhapallaba) 's Twitter Profile Photo

ସୌମ୍ୟ ରଞ୍ଜନ ପାଲ୍‌ଙ୍କ (likhnewala✍️) ରଚନାରୁ କବିତାଟିଏ ଚତୁଷ୍କୋଣ ପ୍ରକାଶ ପାଇଛି ଶୁଭପଲ୍ଲବର ୟୁ-ଟ୍ୟୁବ୍ ଚେନାଲ୍‌ରେ । ଶୁଣିବେ ନିଶ୍ଚୟ । youtu.be/ZoHOctvq-Sc #ଶୁଭପଲ୍ଲବ #Shubhapallaab

SP (@saipjena) 's Twitter Profile Photo

Listen to the most recent episode of my podcast: ବାଘା-କଲିକତାରୁ କପ୍ତିପଦା anchor.fm/bhasha-megha/e…

Ansuman Rath 🇮🇳 (@_ansumanrath) 's Twitter Profile Photo

Respected Sir DCP Bhubaneswar & Cybercop Odisha : These two anonymous handles named @ ImperatorEcho @ KantInEast are making allegations against my personal reputation which is utterly baseless & doesn't have an iota of truth. At every cost, I wish to register a personal FIR. Thanks.

Respected Sir <a href="/dcpbbsr/">DCP Bhubaneswar</a> &amp; <a href="/cybercopodisha/">Cybercop Odisha</a> : These two anonymous handles named @ ImperatorEcho @ KantInEast are making allegations against my personal reputation which is utterly baseless &amp; doesn't have an iota of truth. At every cost, I wish to register a personal FIR. Thanks.