likhnewala✍️
@gumnaampal
ସୌମ୍ୟସାମର୍ଥ୍ୟ pensive pal
instagram.com/likhnewala94?i…
ID: 1201533628150243328
https://www.facebook.com/soumyaranjan.pal.56 02-12-2019 16:08:55
9,9K Tweet
960 Followers
336 Following
" #ଜଉ_କଣ୍ଢେଇ 🧿 " Sangram Keshari Senapati (ଗପୁ) Rashmirekha Das Devisankar Dash Er.Sushree Sangita#ଜୟ⭕❕⭕ ଜଗନ୍ନାଥ ହିମାଂଶୁ #ଗଳ୍ପକବିତା🇮🇳✍️🧢 ସୋନାଲି Jil Ranjit Prasad Bhuyan ଆକାଂକ୍ଷା 🌚 ତାପସ ସ୍ମିତା 🇮🇳 Tr. Viswanath विश्वनाथ ବିଶ୍ବନାଥ Sonali Mishra ତୁଷାର କାନ୍ତ ଜେନା Smruti ବାଲସର୍ ଛୁଆ 📢 Itismita 🇮🇳genZ 🍋🌶️ Gopinath Panda ନିର୍ଲିପ୍ତା Bhaba Shankar Sahu
ହସୁଥିବା ଓଠ ଲୁଚାଏ ସହଜେ ଆଖି ତଳ କଳା ଦାଗ, ଆଲୋକ ଅଭାବେ କ୍ଷଣେ ବୁଝିହୁଏ ଓଦା ମନ ତଳ ପାଗ, ସହଜ ନୁହଁଇ ଏ ଶରୀର ପକ୍ଷେ ପଥର ହେଇଯିବାଟା, ବ୍ୟର୍ଥତାର ନିଜ ନାମ ତାଲିକାରେ ପୋଛେ ଅଭିମାନ ରାଗ । . . . ଉତ୍ତୋଳକ 📸 : the ଉଦଣ୍ଡ driver Gopinath Panda . . . #ରମଣୀୟ_ରେମୁଣା . . . #ସୌମ୍ୟସାମର୍ଥ୍ୟ ❣️
" ସ୍ବାର୍ଥ " Sangram Keshari Senapati (ଗପୁ) Rashmirekha Das Devisankar Dash Er.Sushree Sangita#ଜୟ⭕❕⭕ ଜଗନ୍ନାଥ ହିମାଂଶୁ #ଗଳ୍ପକବିତା🇮🇳✍️🧢 ସୋନାଲି Jil Ranjit Prasad Bhuyan ଆକାଂକ୍ଷା 🌚 ତାପସ smitaspeaks 🇮🇳 Tr. Viswanath विश्वनाथ ବିଶ୍ବନାଥ Sonali Mishra ତୁଷାର କାନ୍ତ ଜେନା Smruti ବାଲସର୍ ଛୁଆ 📢 Itismita 🇮🇳genZ 🍋🌶️ 11:11 Gopinath Panda Niर्लिପ୍ତା🦋 Bhaba Shankar Sahu
ବାଲେଶ୍ବର ପୁସ୍ତକ ମେଳା ପାଇଁ ପାଟି କରି କରି ଏଠି ତଣ୍ଟି ଫାଟିଲାଣି । ଜିଲ୍ଲାପାଳ ପରେ ଜିଲ୍ଲାପାଳ ବଦଳିଲେଣି । ମୋତେ ପ୍ରତିଶ୍ରୁତି ମିଳିବାର ତିନିବର୍ଷ ହେଲାଣି । ପୁସ୍ତକ ମେଳାର ନାଆଁ ଗନ୍ଧ ନାହିଁ । ଆଉ ମନ୍ତ୍ରୀ ମହୋଦୟ କହୁଛନ୍ତି, ପ୍ରତିବର୍ଷ ଟଙ୍କା ଆସୁଛି । ଧିକ୍ ଜିଲ୍ଲା ପ୍ରଶାସନ Collector & DM Balasore Sambad (ସମ୍ବାଦ)
ଆମ୍ଭେ ଶୁଭେଚ୍ଛା ସେତେବେଳେ ଜଣେଇବୁ ଯେତେବେଳେ ଥଣ୍ଡା ଆଇସକ୍ରିମ ଉପରେ ଗରମ ଗୋଲାପଜାମୁନ୍ ରଖି ଏକସଙ୍ଗେ ଉଭୟର ସ୍ବାଦ ବାରିବାର ସୁଯୋଗ ମିଳିବ 😊 . . . ରଜତ ବାବୁ ( Rajat R. Rana ) , ଏ ମଞ୍ଚ ତୁମର ହଉ ❤️ . . . Sambad (ସମ୍ବାଦ)