SP
@misrnaresh
ଜ୍ୟାକ୍ ଭାଇଙ୍କ ଝାମେଲା ପାଇଁ ଏ ଖାତା ଖୋଲିଥିଲି 😎
ଏବେ ଝାମେଲା ତୁଟିଲା, ଏ ଖାତାକୁ କେତେବେଳେ କେମିତି ଆସିବା!
ଇଆଡିକା ସହଯୋଗ ପାଇଁ ସିଆଡିକା ଖାତାରୁ ସଭିଙ୍କୁ ଧନ୍ୟବାଦ🙏
ID: 1077833647896563712
https://kichhikathaokabita.wordpress.com/ 26-12-2018 07:49:01
6,6K Tweet
632 Followers
154 Following
୧୦ ବର୍ଷ ତଳର ଆକାଶ ଦାସ ନାୟକ - ଉଷାସୀ ମିଶ୍ର ଅଭିନୀତ ବିଜ୍ଞାପନ ଦେଖନ୍ତୁ . RajHans Showroom TV Commercial 2011. Akash Dasnayak SP Satyabrata Kuna Tripathy #rajhans #cuttack #odisha
ବାଲେଶ୍ଵରରେ ଥିବା କିଛି ସୁନ୍ଦର ବେଳାଭୂମି।ହେଲେ ସରକାରଙ୍କ ଉଦାସୀନତା ଫଳର ଆଜି ଓଡ଼ିଶାର ଲୋକ ନିଜ ରାଜ୍ୟର ଥିବା ବେଳାଭୂମି ଯିବା ପରିବର୍ତ୍ତେ ପର୍ଯ୍ୟଟକ ବାହାର ରାଜ୍ୟକୁ ଯିବାକୁ ଇଛା କରୁଛନ୍ତି। ଓଡ଼ିଶା ସରକାରଙ୍କୁ ଅନୁରୋଧ ଏହି ସୁଦୀର୍ଘ ବେଲଭୂମିକୁ ବିଶ୍ବସ୍ତରୀୟ ବେଳାଭୂମି ରୂପେ ଗଢି ଓଡ଼ିଶାର ଗର୍ବ ବହନ କରନ୍ତୁ Odisha Tourism
ସୌମ୍ୟ ରଞ୍ଜନ ପାଲ୍ଙ୍କ (likhnewala✍️) ରଚନାରୁ କବିତାଟିଏ ଚତୁଷ୍କୋଣ ପ୍ରକାଶ ପାଇଛି ଶୁଭପଲ୍ଲବର ୟୁ-ଟ୍ୟୁବ୍ ଚେନାଲ୍ରେ । ଶୁଣିବେ ନିଶ୍ଚୟ । youtu.be/ZoHOctvq-Sc #ଶୁଭପଲ୍ଲବ #Shubhapallaab
Respected Sir DCP Bhubaneswar & Cybercop Odisha : These two anonymous handles named @ ImperatorEcho @ KantInEast are making allegations against my personal reputation which is utterly baseless & doesn't have an iota of truth. At every cost, I wish to register a personal FIR. Thanks.