Manoranjan Naik
@manoranjan22420
ଭାବକୁ ନିକଟ ଅଭାବକୁ ଦୂର,🙏🙏🙏
ID: 1876641196963205120
07-01-2025 14:45:38
21 Tweet
47 Followers
330 Following
ଢ଼େଙ୍କାନାଳ ଜିଲ୍ଲା: ହିନ୍ଦୋଳ ବ୍ଲକ ଗଣ୍ଡାନାଳୀ ପଞ୍ଚାୟତ ଚିଲତଇଳା ଗ୍ରାମର 82 ବୟସ୍କ ପଳଉ ନାଏକ ଙ୍କ ଭତାକୁ 3500 ଟଙ୍କାକୁ ବୃଦ୍ଧି କରାଯାଉ। Respected CMO Odisha Mohan Charan Majhi SSEPD District Dhenkanal State Commissioner for Persons with Disabilities 𝗫 𝗡𝗼𝘁𝗶𝗳𝗶𝗰𝗮𝘁𝗶𝗼𝗻 Somesh Upadhyay, IAS
Dhenkanal District Hindol Block Dudurukot Panchayat Tarini Chack to Barihargudi up school is not available. The people and residents of Ambsahi and Sapkara are facing a lot of problems. They should be provided with a road. Respected Ministry of Panchayati Raj, Government of India Ministry of Rural Development, Government of India Public Grievance CPGRAMS Mahatma Gandhi NREGA GOI
ଢେଙ୍କାନାଳ: ହିନ୍ଦୋଳ ବ୍ଲକ ହାତୁରା ପଞ୍ଚାୟତ ପଡ଼ା ଗ୍ରାମ ନବଘନ ସାହିର ଦୀପକ ନାଏକଙ୍କ ଘର ଟି କାଲି ରାତିରେ ଦନ୍ତା ହାତୀ ଭାଙ୍ଗି ଦେଇଛି, ଘରେ ଥିବା ତାଙ୍କର ନେକ ଧନ ସମ୍ପତ୍ତି ନଷ୍ଟ ହୋଇଯାଇଛି। ତାଙ୍କ ପରିବାରକୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯାଉ। CMO Odisha DFO DHENKANAL District Dhenkanal ChiefSecyOdisha
ଅନଗୋଳ ଜିଲ୍ଲା ମହୀଧର ପୁର ,ହାଟ ଛକ ପାଖରେ ଦୟା କରି ଧ୍ୟାନ ଦିଅନ୍ତୁ, Tata Power Collector and District Magistrate, Angul SRC, Govt of Odisha TP Central Odisha Distribution Ltd Odisha Power Sector Media Campaign
ନିରିହ ନିଃସହାୟ ମହିଳାଙ୍କ ଜୀବନ ଆପଣ ମାନଙ୍କ ସାହାଯ୍ୟ . CMO Odisha Collector and District Magistrate, Angul jsjsjs
ଜିଲ୍ଲା ,ଢେଙ୍କାନାଳ ବ୍ଳକ୍ -ହିନ୍ଦୋଳର ଦୁଦୁରକୋଟ ପଞ୍ଚାୟତ ସ୍ଥିତ ନନ୍ଦପୁର ଗ୍ରାମରେ ହୋଇଥିବା ବସ ଷ୍ଟାଣ୍ଡ ଟି ଅସମ୍ପୂର୍ଣ୍ଣ ଅବସ୍ଥାରେ ,ତଳେ ପଡିନାହିଁ ଟାଇଲିସ୍ ,କାନ୍ତରେ ଲାଗି ନାହିଁ ରଙ୍ଗ,,, ଅସମ୍ପୂର୍ଣ୍ଣ ବସ ଷ୍ଟପକୁ ସଂପୂର୍ଣ୍ଣ କଲେ ଖୁସୀ ହେବୁ Hindol Block
Please sir, look at this matter CMO Odisha Rabi Narayan Naik @DMdhenkal Mohan Charan Majhi Nityanand Rai Nityananda Gond BDO Odapada Hindol Block
please sir, Respond this matter CMO Odisha Pravati Parida RWSS DHENKANAL @Dmdhenkanal Revenue & DM Department, Government of Odisha @Rudrapani Kanak Vardhan Singh Deo (Modiji Ka Parivar) Rabi Narayan Naik @panchayatrajodisha
Please sir,kindly provide ,CMO Odisha Pravati Parida Kanak Vardhan Singh Deo (Modiji Ka Parivar) Rabi Narayan Naik Nityananda Gond @dmDhenkanal Hindol Block
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଳକ୍ କଡଲା ଗ୍ରାମ ପଞ୍ଚାୟତର ଗୁବୁରୀ ନାଏକଙ୍କୁ ୮୦ ବର୍ଷ ରୁ ଅଧିକ ହେଲେଣି ୩୫୦୦ଭର୍ତ୍ତା ମିଳୁନାହିଁ,୩୫୦୦ ଟଙ୍କା ଦିଆଯାଉ,CMO Odisha Pravati Parida Nityananda Gond Rabi Narayan Naik @dhenkanaldm Hindol Block Kanak Vardhan Singh Deo (Modiji Ka Parivar)
ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଦିବ୍ୟାଙ୍ଗ ବିଜୟ ସିଂ ୬୦ ପ୍ରତିଶତ ଭିନ୍ନକ୍ଷମ ଭତ୍ତା ପାଇବାରୁ ବଞ୍ଚିତ। ତାଙ୍କୁ ଶୀଘ୍ର ଭତ୍ତା ଯୋଗାଇ ଦେବାପାଇଁ Collector & DM Balasore ମହୋଦୟଙ୍କୁ ବିନମ୍ର ନିବେଦନ। CMO Odisha Mohan Charan Majhi SSEPD NIYATI PATTNAIK State Commissioner for Persons with Disabilities ChiefSecyOdisha Nityananda Gond
କଟକ SCB ସରକାରୀ ଚିକିତ୍ସା କେନ୍ଦ୍ରରେ ମେରୁଦଣ୍ଡ ବିଭାଗର 3ନଂ ବେଡ଼ରେ ଥିବା ପ୍ରଦିପ ନାଏକଙ୍କର ତିନୋଟି ରକ୍ତ ଦରକାର ପଡ଼ୁଚି। ଯୋଗାଯୋଗ - +919438665036 SCB Medical college & hospital Cuttack Indian Red Cross Society Federation of Blood Donor Organisation of Odisha All India Blood Donor Community #Blooddonor Blood Donors India BLOOD CENTRE & TRANSFUSION MEDICINE SCBMCH CUTTACK Donate Blood Save Lives ❤️🇮🇳 OdishaMoParibar H & FW Dept Odisha Dr. Mukesh Mahaling