ମନୋଜ କୁମାର କର (@manojku93159790) 's Twitter Profile
ମନୋଜ କୁମାର କର

@manojku93159790

ଖାଣ୍ଟି ଓଡ଼ିଆ ଭାଷା ଆଉ ଧର୍ଯ୍ୟ,ବିଚାର ସହ ମତାମତ କରୁଥିବା ସାଧାରଣ ଗାଉଁଲି ପିଲାଟିଏ

ID: 1253527484097859584

calendar_today24-04-2020 03:33:49

875 Tweet

913 Takipçi

159 Takip Edilen

ମନୋଜ କୁମାର କର (@manojku93159790) 's Twitter Profile Photo

ମଣିଷ ଭାବିଦେଲେ ହେଇଯିବ କାମ। ମସ୍ତିଷ୍କ ରେ ଲାଗିଲା ଚିପ୍, ପକ୍ଷାଘାତ ହେଇଥିବା ବ୍ୟକ୍ତି what's app ମୋବାଇଲ କି ଟିଭି କି କେଉଁ app ଚଳେଇବେ କି କୌଣସି ମେସିନ ଦ୍ଵାରା କାମ କରିବେ ତାହା ଭାବିଦେଲେ ହେଇଯିବ। ବିଜ୍ଞାନ ଜଗତ ର ଅପୂର୍ବ ସଫଳତା !!! ଏଲନ ମସ୍କ ଙ୍କ ପରିକଳ୍ପନା ବାସ୍ତବ ରେ ରୂପାନ୍ତରିତ।

ମଣିଷ ଭାବିଦେଲେ ହେଇଯିବ କାମ।
ମସ୍ତିଷ୍କ ରେ ଲାଗିଲା ଚିପ୍,
ପକ୍ଷାଘାତ ହେଇଥିବା ବ୍ୟକ୍ତି what's app ମୋବାଇଲ କି ଟିଭି କି କେଉଁ app ଚଳେଇବେ କି କୌଣସି ମେସିନ ଦ୍ଵାରା କାମ କରିବେ ତାହା ଭାବିଦେଲେ ହେଇଯିବ।
ବିଜ୍ଞାନ ଜଗତ ର ଅପୂର୍ବ ସଫଳତା !!!
ଏଲନ ମସ୍କ ଙ୍କ ପରିକଳ୍ପନା ବାସ୍ତବ ରେ ରୂପାନ୍ତରିତ।
ମନୋଜ କୁମାର କର (@manojku93159790) 's Twitter Profile Photo

ସଚେତନ ଭୋଟର Election Commission of India Governor Odisha President of India ChiefSecyOdisha Ministry of Education EducationOdisha ୧.ଯେଉଁଠୀ ପିଲାମାନେ 1କିମି ରୁ ଉର୍ଦ୍ଧ ଚାଲି ଯାଉଛନ୍ତି ସେଇ ସ୍କୁଲ ପୁନଃପରିଚାଳନା ବନ୍ଦୋବସ୍ତ ହେଉ। ୨. 20 ପିଲା,1kmଦୂରତା ଉଭୟ ସର୍ତ୍ତ ପୂରଣ କରୁଥିବା ବିଦ୍ୟାଳୟ ଭୁଲ ରେ ମିଶ୍ରଣ ହେଇଥିବ ସ୍କୁଲ ପୁଣି ଖୋଲାଯାଉ।

ସଚେତନ ଭୋଟର
Election Commission of India
Governor Odisha
President of India
ChiefSecyOdisha
Ministry of Education
EducationOdisha
୧.ଯେଉଁଠୀ ପିଲାମାନେ 1କିମି ରୁ ଉର୍ଦ୍ଧ ଚାଲି ଯାଉଛନ୍ତି ସେଇ ସ୍କୁଲ ପୁନଃପରିଚାଳନା ବନ୍ଦୋବସ୍ତ ହେଉ।
୨. 20 ପିଲା,1kmଦୂରତା ଉଭୟ ସର୍ତ୍ତ ପୂରଣ କରୁଥିବା ବିଦ୍ୟାଳୟ ଭୁଲ ରେ ମିଶ୍ରଣ ହେଇଥିବ ସ୍କୁଲ ପୁଣି ଖୋଲାଯାଉ।
ମନୋଜ କୁମାର କର (@manojku93159790) 's Twitter Profile Photo

ଚମତ୍କାର ଉତ୍ତର!! ପିଲା ପାଠ ନ ପଢ଼ୁଥାଇ ପାରେ... ହେଲେ ବଡ଼ ହେଲେ ଦିନେ ଦୁଷ୍ଟ ହବ। ଫେସବୁକ୍ ରୁ ସଂଗୃହିତ....

ଚମତ୍କାର ଉତ୍ତର!!
ପିଲା ପାଠ ନ ପଢ଼ୁଥାଇ ପାରେ...
ହେଲେ ବଡ଼ ହେଲେ ଦିନେ ଦୁଷ୍ଟ ହବ।
ଫେସବୁକ୍ ରୁ ସଂଗୃହିତ....
ମନୋଜ କୁମାର କର (@manojku93159790) 's Twitter Profile Photo

ଅସ୍ମିତା,ଶ୍ରୀଯୁକ୍ତ ମନୋଜ ଆହୁଜା ! ଦକ୍ଷ ଓଡ଼ିଆ ପ୍ରଶାସକ ଶ୍ରୀଯୁକ୍ତ ପ୍ରଦୀପ୍ତ ମହାପାତ୍ର,ନିକୁଞ୍ଜ ଧଳ,ସତ୍ୟବ୍ରତ ସାହୁ ଙ୍କ ମଧ୍ୟରୁ କଣ ପାଇଁ ନୁହଁ !!! ରାଜନୀତି ସମାଲୋଚନା ରୁ ଉର୍ଦ୍ଧରେ ସଚେତନ ନାଗରିକ ର ଓଡ଼ିଆ ଅସ୍ମିତା ନାଁରେ ଭୋଟ ନେଇଥିବା BJP Odisha ୟାର ଉତ୍ତର ରଖି ପାରିବେ କି ? ନା ଉପର ଚାପରେ ଏଇ ସବୁ ହେଇଚି।

ଅସ୍ମିତା,ଶ୍ରୀଯୁକ୍ତ ମନୋଜ ଆହୁଜା !
ଦକ୍ଷ ଓଡ଼ିଆ ପ୍ରଶାସକ ଶ୍ରୀଯୁକ୍ତ ପ୍ରଦୀପ୍ତ ମହାପାତ୍ର,ନିକୁଞ୍ଜ ଧଳ,ସତ୍ୟବ୍ରତ ସାହୁ ଙ୍କ ମଧ୍ୟରୁ କଣ ପାଇଁ ନୁହଁ !!!
ରାଜନୀତି ସମାଲୋଚନା ରୁ ଉର୍ଦ୍ଧରେ ସଚେତନ ନାଗରିକ ର  ଓଡ଼ିଆ ଅସ୍ମିତା ନାଁରେ ଭୋଟ ନେଇଥିବା BJP Odisha ୟାର ଉତ୍ତର ରଖି ପାରିବେ କି ?
ନା ଉପର ଚାପରେ ଏଇ ସବୁ ହେଇଚି।
ମନୋଜ କୁମାର କର (@manojku93159790) 's Twitter Profile Photo

ଶୁଭ ବିଦାୟ Pradeep Jena IAS ମୋର ସଚିବାଳୟ ଯିବା ଆଉ ଅଭିଯୋଗ କରିବା ଏକ ନିଶା ଭିତରେ ଆପଣ ସର୍ବୋତ୍ତମ ଅଧିକାରୀ ଥିଲେ ଲୋକଙ୍କ ସମସ୍ୟା କୁ ହୃଦୟଙ୍ଗମ କରୁଥିଲେ ଯାହା ହବ ଆଇନସମ୍ମତ କରିଚନ୍ତି। କିଛି ସମସ୍ୟାର ଗଭୀରତା ବୁଝି ବି ନୀରବ ଥିଲେ ସୀମିତତା ଦୃଷ୍ଟିରୁ।ଆମେ କୃତଜ୍ଞ, ଅବସର ଜୀବନ ନିରୋଗ ନିରାମୟ ହେଉ।ସର୍ବଦା ମନେ ପଡ଼ିବେ।

ଶୁଭ ବିଦାୟ Pradeep Jena IAS
ମୋର ସଚିବାଳୟ ଯିବା ଆଉ ଅଭିଯୋଗ କରିବା ଏକ ନିଶା ଭିତରେ ଆପଣ ସର୍ବୋତ୍ତମ ଅଧିକାରୀ ଥିଲେ ଲୋକଙ୍କ ସମସ୍ୟା କୁ ହୃଦୟଙ୍ଗମ କରୁଥିଲେ ଯାହା ହବ ଆଇନସମ୍ମତ କରିଚନ୍ତି। କିଛି ସମସ୍ୟାର ଗଭୀରତା ବୁଝି ବି ନୀରବ ଥିଲେ ସୀମିତତା ଦୃଷ୍ଟିରୁ।ଆମେ କୃତଜ୍ଞ, ଅବସର ଜୀବନ ନିରୋଗ ନିରାମୟ ହେଉ।ସର୍ବଦା ମନେ ପଡ଼ିବେ।
ମନୋଜ କୁମାର କର (@manojku93159790) 's Twitter Profile Photo

D.EL.ED ନିୟମିତ ନୁହଁ,NIOS ଜରିଆରେ। ତାହା କେବଳ ସରକାରୀ,ବେସରକାରୀ ଅଣତାଲିମ୍ ପ୍ରାପ୍ତ ଶିକ୍ଷକମାନଙ୍କୁ ଯୋଗ୍ୟ କରିବାକୁ ଉଦ୍ଦିଷ୍ଟ ଥିଲା। ପାଠ୍ୟକ୍ରମ ନିୟମିତ ସହ ସମାନ ନୁହଁ ଲେଖାଥିଲା। ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶ ଦେଲେ ସେମାନେ ନୂଆ ନିଯୁକ୍ତି ଅଯୋଗ୍ୟ। ଆଉ Sambad (ସମ୍ବାଦ) ସରକାର ସୁଯୋଗ ଦେଲେନି ଲେଖା କେତେଦୂର ଠିକ୍

D.EL.ED ନିୟମିତ ନୁହଁ,NIOS ଜରିଆରେ।
ତାହା କେବଳ ସରକାରୀ,ବେସରକାରୀ ଅଣତାଲିମ୍ ପ୍ରାପ୍ତ ଶିକ୍ଷକମାନଙ୍କୁ ଯୋଗ୍ୟ କରିବାକୁ ଉଦ୍ଦିଷ୍ଟ ଥିଲା।
ପାଠ୍ୟକ୍ରମ ନିୟମିତ ସହ ସମାନ ନୁହଁ ଲେଖାଥିଲା।
ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶ ଦେଲେ ସେମାନେ ନୂଆ ନିଯୁକ୍ତି ଅଯୋଗ୍ୟ।
ଆଉ Sambad (ସମ୍ବାଦ) ସରକାର ସୁଯୋଗ ଦେଲେନି ଲେଖା କେତେଦୂର ଠିକ୍
ମନୋଜ କୁମାର କର (@manojku93159790) 's Twitter Profile Photo

"ମାତା ପୃଥିବୀ ଏବଂ ଆମେ ସମସ୍ତେ ତାର ସନ୍ତାନ " ଅଥର୍ବ ବେଦ ର ଏ ମନ୍ତ୍ର ଖାଲି କ'ଣ ଜପ କରିବା ପାଇଁ, ବଞ୍ଚିବା ପାଇଁ ନୁହଁ । ସମସ୍ତଙ୍କୁ ଶୁଭ ବନ୍ଧୁତ୍ୱ ଦିବସ "ବସୁଧୈବ କୁଟୁମ୍ବକମ୍" ଭାବନା ସହ... ସାମ୍ବାଦିକତା ଦିବସ ର ବି ଅଭିନନ୍ଦନ। ପ୍ରତି ସାମ୍ବାଦିକ ଲୋକଙ୍କ ପକ୍ଷ,ଲୋକଙ୍କ ସ୍ୱର ବ୍ୟବସ୍ଥା କୁ ଶାଣିତ ପ୍ରଶ୍ନ କରନ୍ତୁ।

ମନୋଜ କୁମାର କର (@manojku93159790) 's Twitter Profile Photo

ଏ ଦୁନିଆରେ ବହୁତ୍ ପ୍ରସଙ୍ଗ ଚିନ୍ତା କରିବାକୁ ମତ ଦେବାକୁ। ଆଉ ସେ ସବୁ କଥା ଭାବିଲେ ବେଳେ ବେଳେ ମନେ ହୁଏ ଏଇଟା କଣ ମଣିଷ ସମାଜ ....। ସବୁ ଭାବନା ରୁ ଉର୍ଦ୍ଧ ରେ ରହି ମୋ କାମ ଭାବେ ମୁ ଗୋଟେ ସମସ୍ୟା ଧରିବି ତାକୁ ସମାଧାନ ଯାଏ ଶେଷ ଚେଷ୍ଟା କରିବି। ତାପରେ ଆଉ କ୍ରମ ରେ ..... ସାଧାରଣ ସଚେତନ ନାଗରିକ ଏତିକି କରିପାରେ....... #ମଣିଷତ୍ଵ

ମନୋଜ କୁମାର କର (@manojku93159790) 's Twitter Profile Photo

ଶ୍ରୀମନ୍ଦିର ରେ ପ୍ରବେଶ କରିବାରେ ବି ସ୍କାମ, ସାଧାରଣ ଭକ୍ତ ଧାଡ଼ି ଦର୍ଶନ କରିବାକୁ ଅପେକ୍ଷା କରିବା ବେଳେ ବ୍ୟବସ୍ଥିତ ଧାଡ଼ି ଦିଗରୁ ଶହଶହ କିନ୍ତୁ ସିଂହ ଦ୍ଵାର ପଟେ ପୂଜାରୀ ଙ୍କ ସୁପାରିଶ ଆଉ ସୁରକ୍ଷାକର୍ମୀ ଙ୍କ ସହମତିରେ ହଜାରହଜାର ତୋଷାମଦିଆ ଭକ୍ତ ଙ୍କ ପ୍ରବେଶ। Shree Jagannatha Temple Office, Puri Puri Police CMO Odisha Mohan Charan Majhi ସମାନତା ରହୁ

ମନୋଜ କୁମାର କର (@manojku93159790) 's Twitter Profile Photo

ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବ ସମସ୍ତେ ଦୃଢ଼ ନିଷ୍ପତି ନେବା ପରେ ବି ଗଣ ଶିକ୍ଷା ବିଭାଗ EducationOdisha ଓଡ଼ିଆ ଶିକ୍ଷକ ନିଯୁକ୍ତି ପାଇଁ କିପରି ଏମିତି ଅଂଗ୍ରେଜି ରେ ବିଜ୍ଞପ୍ତି ଦେଉଚି। ଆଉ ଯଦି ଓଡ଼ିଆ ନିଯୁକ୍ତି ଦେବ ତେବେ ଅତିରିକ୍ତ ଭାବେ ନ ଯୋଡ଼ି କଳା ସହ ଜଡ଼ିତ ପଦବୀ କମାଇ କି ପ୍ରହସନ କଲ। CMO Odisha Mohan Charan Majhi

ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବ ସମସ୍ତେ ଦୃଢ଼ ନିଷ୍ପତି ନେବା ପରେ ବି ଗଣ ଶିକ୍ଷା ବିଭାଗ EducationOdisha ଓଡ଼ିଆ ଶିକ୍ଷକ ନିଯୁକ୍ତି ପାଇଁ କିପରି ଏମିତି ଅଂଗ୍ରେଜି ରେ ବିଜ୍ଞପ୍ତି ଦେଉଚି। ଆଉ ଯଦି ଓଡ଼ିଆ ନିଯୁକ୍ତି ଦେବ ତେବେ ଅତିରିକ୍ତ ଭାବେ ନ ଯୋଡ଼ି କଳା ସହ ଜଡ଼ିତ ପଦବୀ କମାଇ କି ପ୍ରହସନ କଲ।
CMO Odisha Mohan Charan Majhi
ମନୋଜ କୁମାର କର (@manojku93159790) 's Twitter Profile Photo

ମାନନୀୟ ChiefSecyOdisha ତଳ ପ୍ରଦତ୍ତ ଚିଠା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ର, ଆଉ ଏକ ମାଧ୍ୟମିକ ନିର୍ଦ୍ଦେଶାଳୟ ର ଅଛି। ତାଲିକା ଟି ଅନ୍ତଜିଲା ସ୍ଥାନାନ୍ତର ର ବିଭିନ୍ନ ground ମଧ୍ୟରୁ adminstrative ଗ୍ରାଉଣ୍ଡ କଣ? କେତେ ଶିକ୍ଷକ ଆବେଦନ କରିଥିଲେ ସେମାନଙ୍କର କାହିଁକି ହେଲାନି?ଏମନଙ୍କର କାହିଁକି ହେଲା?Remark ସ୍ତମ୍ଭ କରି ଦିଅନ୍ତୁ।

ନୀଳ ଚେତନାର ଫୁଲ ଆକାଶର ହାତ ପାଆନ୍ତାରେ ଆଖିପତା ଠେଲି ରଖେ ଅବଶିଷ୍ଟ ନିଦର ଓଜନ; ମେଘତଳେ ଅନିର୍ବାଣ ଇଚ୍ଛାର ଇଶାରା, ତୁମେ କଣ ଖୋଜୁଥିଲ ଅନାଗତ ମଣିଷର କ୍ରମ ।।

ନୀଳ ଚେତନାର ଫୁଲ ଆକାଶର ହାତ ପାଆନ୍ତାରେ
ଆଖିପତା ଠେଲି ରଖେ ଅବଶିଷ୍ଟ ନିଦର ଓଜନ;
ମେଘତଳେ ଅନିର୍ବାଣ ଇଚ୍ଛାର ଇଶାରା,
ତୁମେ କଣ ଖୋଜୁଥିଲ ଅନାଗତ ମଣିଷର କ୍ରମ ।।
ମନୋଜ କୁମାର କର (@manojku93159790) 's Twitter Profile Photo

ସୌମ୍ୟାଶ୍ରୀ ଙ୍କ ବିୟୋଗ ଆମ ସମସ୍ତଙ୍କୁ ମର୍ମାହତ କରିଚି। ଏହି ପରିପ୍ରେକ୍ଷୀରେ ରେ ସମସ୍ତ ବିରୋଧୀ ରାଜନୈତିକ ଦଳ ଆସନ୍ତା 17 ରେ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି। ଏଣୁ osssc ଦ୍ଵାରା ଥିବା 17 ପରୀକ୍ଷା ସ୍ଥଗିତ ରଖି ଆଉ ଏକ ତାରିଖ ରେ ହେବା ଉଚିତ୍ । CMO Odisha Mohan Charan Majhi Nityananda Gond

ମନୋଜ କୁମାର କର (@manojku93159790) 's Twitter Profile Photo

BSE ଦ୍ଵାରା OTET ଆବେଦନ ପରେ ପଇସା କଟି ACKNOWLDGENENT ଡାଉନଲୋଡ ହେଇ ପାରିନଥିଲା TECHNICALLY ଅସୁବିଧା ପାଇଁ Bord Of Secondary Education,Odisha ର ସମ୍ପାଦକ Saroj Kumar Behera ଙ୍କ ସହଯୋଗ ରେ ଆଜି 72 ଜଣଙ୍କ ACKNOWLDGENENT ଡାଉନଲୋଡ କରି ଆଣିବା ହେଲୁ।ଆଉ 5 ଜଣଙ୍କ payment check କରି ପରେ ତାଙ୍କୁ ଦେବାକୁ ବ୍ୟବସ୍ଥା କଲୁ। ଧନ୍ୟବାଦ ସାର୍ ଙ୍କୁ..