Dr. Lopamudra Swain ଡ. ଲୋପାମୁଦ୍ରା ସ୍ୱାଇଁ (@learnerlopa_1) 's Twitter Profile
Dr. Lopamudra Swain ଡ. ଲୋପାମୁଦ୍ରା ସ୍ୱାଇଁ

@learnerlopa_1

A research scholar of Odia language and literature.
Assistant Professor (OES- I),
PG Dept. of Odia,
Government College, Koraput.

ID: 1436249485672288258

calendar_today10-09-2021 08:45:48

30 Tweet

33 Followers

115 Following

Dr. Lopamudra Swain ଡ. ଲୋପାମୁଦ୍ରା ସ୍ୱାଇଁ (@learnerlopa_1) 's Twitter Profile Photo

ସରକାରୀ ମହାବିଦ୍ୟାଳୟ, କୋରାପୁଟରେ ୧୯୭୦ ମସିହାରେ ନାହାର ସିଂ ରୋହେଲା ଓ ରମେଶ ଦାସଙ୍କ ଉଦ୍ୟମରେ ଆଚାର୍ଯ୍ୟ ହରିହରଙ୍କ ନାମାନୁସାରେ ପ୍ରତିଷ୍ଠା କରାଯାଇଥିବା'ଆଚାର୍ଯ୍ୟ ଓଡ଼ିଆ ସାହିତ୍ୟ ପରିଷଦ' ଓ ସ୍ନାତକୋତ୍ତର ଓଡ଼ିଆ ବିଭାଗର ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଛି 'ବିଷୁବ ମିଳନ ଓ ଆଲୋଚନା ଚକ୍ର ୨୦୨୩'।

କୋରାପୁଟର ବିଶିଷ୍ଟ ସାହିତ୍ୟିକ ତଥା ସର୍ବୋଦୟ ନେତା ଶ୍ରୀଯୁକ୍ତ କୃଷ୍ଣ ସିଂହ ଙ୍କ ସହ। 🙏🥰😇 harrison.collegekoraput. #ଆଚାର୍ଯ୍ୟଓଡ଼ିଆସାହିତ୍ୟପରିଷଦ୨୦୨୩

କୋରାପୁଟର ବିଶିଷ୍ଟ ସାହିତ୍ୟିକ ତଥା ସର୍ବୋଦୟ ନେତା ଶ୍ରୀଯୁକ୍ତ କୃଷ୍ଣ ସିଂହ ଙ୍କ ସହ।

harrison.collegekoraput.
#ଆଚାର୍ଯ୍ୟଓଡ଼ିଆସାହିତ୍ୟପରିଷଦ୨୦୨୩
Dr. Lopamudra Swain ଡ. ଲୋପାମୁଦ୍ରା ସ୍ୱାଇଁ (@learnerlopa_1) 's Twitter Profile Photo

Inaugural ceremony of #ନୂଆ-ଓ ନୂଆ ଓଡ଼ିଶାର ଗଠନ ଦିଗରେ, ଯୁବଶକ୍ତିର ବିକାଶ ପାଇଁ ସରକାରଙ୍କ ପ୍ରୋତ୍ସାହନରେ ସ୍ୱାସ୍ଥ୍ୟ, ସଂସ୍କୃତି ଓ ସମାଜସେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଅୟମାରମ୍ଭ ହୋଇଯାଇଛି ସରକାରୀ ମହାବିଦ୍ୟାଳୟ, କୋରାପୁଟ ପରିସରରେ। ନୂଆ-ଓ MoSarkar 5T CMO Odisha Higher Education Department, Govt. of Odisha 🇮🇳 Govt. DAV College, Koraput

Inaugural ceremony of #ନୂଆ-ଓ
ନୂଆ ଓଡ଼ିଶାର ଗଠନ ଦିଗରେ, ଯୁବଶକ୍ତିର ବିକାଶ ପାଇଁ ସରକାରଙ୍କ ପ୍ରୋତ୍ସାହନରେ ସ୍ୱାସ୍ଥ୍ୟ, ସଂସ୍କୃତି ଓ ସମାଜସେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଅୟମାରମ୍ଭ ହୋଇଯାଇଛି ସରକାରୀ ମହାବିଦ୍ୟାଳୟ, କୋରାପୁଟ ପରିସରରେ।
ନୂଆ-ଓ MoSarkar 5T CMO Odisha
Higher Education Department, Govt. of Odisha 🇮🇳
Govt. DAV College, Koraput
Higher Education Department, Govt. of Odisha 🇮🇳 (@dhe_odisha) 's Twitter Profile Photo

We are overjoyed to announce that Ravenshaw University has achieved an outstanding A++ grade from the National Assessment and Accreditation Council (NAAC). Congratulations for this remarkable accomplishment! #CMO_Odisha Atanu sabyasachi arvind agrawal

We are overjoyed to announce that Ravenshaw University has achieved an outstanding A++ grade from the National Assessment and Accreditation Council (NAAC). Congratulations for this remarkable accomplishment! #CMO_Odisha Atanu sabyasachi
arvind agrawal
Higher Education Department, Govt. of Odisha 🇮🇳 (@dhe_odisha) 's Twitter Profile Photo

The #application portal for the Mukhyamantri Research Fellowship Test (MRFT) is officially open. Take the first step towards the Mukhyamantri Research Fellowship #scholarship program by applying now! Visit samsodisha.gov.in to submit your application.

Attention students! We have revised the guidelines for e-Medhabruti scholarship. Our aim is simple: we want to make the benefits of the #scholarship more accessible to a broader student community. We encourage you to check the new guidelines & take advantage of the opportunities.

UGC INDIA (@ugc_india) 's Twitter Profile Photo

What is Interdisciplinary, Multidisciplinary and Transdisciplinary education? Tune in to listen it from Prof. M. Jagadesh Kumar, Chairman UGC #UGC #NEP #NEP2020 #Transdisciplinary #Multidisciplinary #Interdisciplinary #Education

Dr. Lopamudra Swain ଡ. ଲୋପାମୁଦ୍ରା ସ୍ୱାଇଁ (@learnerlopa_1) 's Twitter Profile Photo

ସାଦର ନିମନ୍ତ୍ରଣ ଜଣାଉଛୁ।🙏😇 ସ୍ନାତକୋତ୍ତର ଓଡ଼ିଆ ବିଭାଗ, ସରକାରୀ ମହାବିଦ୍ୟାଳୟ, କୋରାପୁଟ ଓ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ମିଳିତ ଆନୁକୁଲ୍ୟରେ ଆୟୋଜିତ ଜାତୀୟ ସମ୍ପାନକୁ। ବିଷୟ: ' ଏକବିଂଶ ଶତାବ୍ଦୀ ଓଡ଼ିଆ କବିତାର ଭାଷା ଓ ଶୈଳୀ' Higher Education Department, Govt. of Odisha 🇮🇳 Mohan Charan Majhi Govt. DAV College, Koraput x.com/sahityaakademi…

ସାଦର ନିମନ୍ତ୍ରଣ ଜଣାଉଛୁ।🙏😇
ସ୍ନାତକୋତ୍ତର ଓଡ଼ିଆ ବିଭାଗ, ସରକାରୀ ମହାବିଦ୍ୟାଳୟ, କୋରାପୁଟ ଓ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ମିଳିତ ଆନୁକୁଲ୍ୟରେ ଆୟୋଜିତ ଜାତୀୟ ସମ୍ପାନକୁ।
ବିଷୟ: ' ଏକବିଂଶ ଶତାବ୍ଦୀ ଓଡ଼ିଆ କବିତାର ଭାଷା ଓ ଶୈଳୀ'
Higher Education Department, Govt. of Odisha 🇮🇳
Mohan Charan Majhi
Govt. DAV College, Koraput
x.com/sahityaakademi…