Remananda kumbhar
@kumbharremanand
ID: 929691790457782273
12-11-2017 12:46:10
6,6K Tweet
1,1K Takipçi
4,4K Takip Edilen
ବଲାଙ୍ଗୀର : ପାଟଣାଗଡ ଉପଜିଲ୍ଲାପାଳ ଓ ଖପ୍ରାଖୋଲ ବିଡ଼ିଓ ଙ୍କ #X ଆକାଉଣ୍ଟ ଟି ବହୁତ୍ ଦିନ ହେବ ଅଚଳ ହୋଇ ପଡ଼ିଛି । #X ଆକାଉଣ୍ଟ କୁ ସକ୍ରିୟ ରଖିବାକୁ ଅନୁରୋଧ । CMO Odisha Mohan Charan Majhi ChiefSecyOdisha Collector & DM, Balangir Panchayat Samiti Khaprakhol Subcollectorpatnagarh
'ଆମ ଶାସନ' ରାଜ୍ୟର ଜନସେବା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ସାଧାରଣ ଜନତା ବିଭିନ୍ନ ସରକାରୀ ସେବା ନେଇ #ଆମଶାସନ ବ୍ୟବସ୍ଥା ଅନ୍ତର୍ଗତ ସାମାଜିକ ଗଣମାଧ୍ୟମ, #WhatsApp ଚାଟ୍ (+91-7400221903), ୱେବସାଇଟ ଚାଟ୍ ବଟ୍ ଓ ଟୋଲ ଫ୍ରି ନମ୍ବର 14471 ମାଧ୍ୟମରେ ନିଜର ମତାମତ ଜଣାଇପାରିବେ l CMO Odisha #FeedbackOdisha
Collector & DM, Balangir CMO Odisha Kanak Vardhan Singh Deo (Modiji Ka Parivar) SSEPD BSSO DEOGAON BDO DEOGAON PMO India Narendra Modi Office of Kalikesh Singh Deo Debaki Sahu Zilla Parishad Balangir Nityananda Gond Dr. Mukesh Mahaling H & FW Dept Odisha ChiefSecyOdisha DSSO, Balangir kindly look into the matter and do the needful as early as possible 🙏
ସତ୍ୟାସତ୍ୟ ଯାଞ୍ଚ କରି ଯଥାଶୀଘ୍ର ଆବଶ୍ୟକ ସରକାରୀ ସୁବିଧା ଯୋଗାଇ ଦେବାକୁ #ବଲାଙ୍ଗୀର ଜିଲ୍ଲା ପ୍ରଶାସନ #ଦେଓଗାଁ ବ୍ଲକ ପ୍ରଶାସନ ତଥା ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ । CMO Odisha Collector & DM, Balangir Office of Kalikesh Singh Deo Debaki Sahu SSEPD Dr. Mukesh Mahaling H & FW Dept Odisha Chief Minister's Relief Fund Odisha
Remananda kumbhar Collector & DM, Balangir CMO Odisha DSSO, Balangir Nityananda Gond ChiefSecyOdisha BSSO SAINTALA ATR and Compliance submitted by BDO, Saintala
#ବେଲପଡା ବ୍ଲକ #କଂସାପଲା ଗ୍ରାମର #ସୋଲାର_ପାଣି ଟାଙ୍କି କିଛି ଦିନ ହେଲା ଅଚଳ ଅବସ୍ଥାରେ ଅଛି, ଯାହାଫଳରେ ବହୁ ପରିବାର ପାଣି ପାଇଁ ସଂଘର୍ଷ କରୁଛନ୍ତି ତେଣୁ Collector & DM, Balangir BDO, Belpada CMO Odisha Panchayati Raj and Drinking Water Department ଙ୍କୁ ବିନମ୍ର ଅନୁରୋଧ ଯଥାଶୀଘ୍ର ଦୃଷ୍ଟିଦେଇ ସମସ୍ୟାର ସମାଧାନ କରିବେ 🙏
CMO Odisha Narendra Modi Panchayati Raj and Drinking Water Department Rural Water Supply and Sanitation, Odisha Kanak Vardhan Singh Deo (Modiji Ka Parivar) Debaki Sahu Zilla Parishad Balangir Sangeeta Kumari Singh Deo BDO, Belpada Subcollectorpatnagarh Rabi Narayan Naik ChiefSecyOdisha PMO India kindly look into the matter and do the needful as early as possible 🙏
ସମସ୍ୟା ସମ୍ପର୍କରେ JE ଙ୍କୁ ଯୋଗାଯୋଗ କରିବାରୁ ସେ କହୁଛନ୍ତି ମିସ୍ତ୍ରୀ ନାହିଁ ଆହୁରି 3 ଦିନ ଲାଗିବ ପଞ୍ଚାୟତ ବାସି ଙ୍କୁ ଟିକେ Adjust କରିବାକୁ କୁହ। RWSS_KENDRAPARA ର ଅପାରଗ JE ମାନଙ୍କ ପାଇଁ ପଞ୍ଚାୟତ ବାସି ପାଣି ପାଇଁ ହଇରାଣ ହେଉଛନ୍ତି। ଯଥାଶୀଘ୍ର ପାଇପ ମରାମତି କରି ପାନୀୟ ଜଳ ଯୋଗାଣ କରିବାକୁ ଅନୁରୋଧ Rabi Narayan Naik
ବେଲପଡା ବ୍ଲକ #ଭାଲୁଖାଇ ଗ୍ରାମର ଏକ ଅସହାୟ ବୃଦ୍ଧ ତଥା ଦିବ୍ୟାଙ୍ଗ #ପିଲକି ତାଣ୍ଡି #ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ ହେବ ଭତ୍ତା ପାଇଁ ଆବେଦନ ସତ୍ୱେ ମଧ୍ୟ ପାଇବାରୁ ବଞ୍ଚିତ ଅଛନ୍ତି ତେଣୁ CMO Odisha SSEPD Collector & DM, Balangir DSSO, Balangir ଙ୍କୁ ବିନମ୍ର ଅନୁରୋଧ ଯଥାଶୀଘ୍ର ଦୃଷ୍ଟିଦେଇ ସହାୟତା କରନ୍ତୁ 🙏
ବେଲପଡା ବ୍ଲକ କଂସାପଳା ଗ୍ରାମର ଅସହାୟ ରୁପଧର ବାଗ ଦୀର୍ଘ ଦୁଇ ବର୍ଷରୁ ଉର୍ଧ ହେବ ଶଯ୍ୟାଶାୟୀ ହୋଇ ପଡିଛନ୍ତି ଭତ୍ତା ପାଇଁ 80%ଦିବ୍ୟାଙ୍ଗ ଥାଇ ବାରମ୍ବାର ଆବେଦନ ସତ୍ୱେ ମଧ୍ୟ ପାଇପାରୁନାହାନ୍ତି ତେଣୁ DSSO, Balangir CMO Odisha SSEPD Kanak Vardhan Singh Deo (Modiji Ka Parivar) ଙ୍କୁ ବିନମ୍ର ଅନୁରୋଧ ଯଥାଶୀଘ୍ର ଦିବ୍ୟାଙ୍ଗ ଭତ୍ତାରେ ସହଯୋଗ କରନ୍ତୁ 🙏
Remananda kumbhar Kanak Vardhan Singh Deo (Modiji Ka Parivar) LAXMAN BAG CMO Odisha I & PR Department, Odisha Collector & DM, Balangir Sub-Collector & SDM, Titilagarh BDO TUREKELA Office of DCM,Odisha (Smt Pravati Parida) Narendra Modi PMO India Pravati Parida Dear Consumer, We’re looking into your issue and will update you soon. Request your understanding.
Remananda kumbhar Dear Consumer, We have noted the concern and forwarding our team to look into the same. We request your understanding in the interim.
Remananda kumbhar Kanak Vardhan Singh Deo (Modiji Ka Parivar) LAXMAN BAG CMO Odisha I & PR Department, Odisha Collector & DM, Balangir Sub-Collector & SDM, Titilagarh BDO TUREKELA Office of DCM,Odisha (Smt Pravati Parida) Narendra Modi PMO India Pravati Parida Dear Consumer, Following our recent telephone conversation, your power supply has been restored and the reported issue has been resolved. Thank you for your understanding.
ଆଜି ବେଲପଡା ବ୍ଲକ କଂସାପଳା ଗାଁରେ ପ୍ରବଳ କୁଆପଥର ରେ ଗ୍ରାମରେ ଅନେକାଂଶ ଲୋକଙ୍କ ଘର ଭାଙ୍ଗିବା ସହିତ ବହୁ କ୍ଷତି ହେଇଛି ତେଣୁ CMO Odisha BDO, Belpada District Emergency, Balangir Collector & DM, Balangir Kanak Vardhan Singh Deo (Modiji Ka Parivar) ଙ୍କୁ ବିନମ୍ର ଅନୁରୋଧ ଯଥାଶୀଘ୍ର ଦୃଷ୍ଟିଦେଇ ସହାୟତାର ହାତ ବଢ଼ାନ୍ତୁ 🙏
ବଲାଙ୍ଗିରର ପାୟଲ ନାଗ ସେ ରଙ୍ଗ ତୁଳିରେ ବି ଆଙ୍କିପାରନ୍ତି ଜୀବନର ରଙ୍ଗ ଓ ଯିଏ ପାରା ଧନୁର୍ବିଦ୍ୟାରେ ସ୍ଵର୍ଣ ପଦକ ଜିତି ଓଡିଶାକୁ ତଥା ପୁରା ଭାରତକୁ ଗର୍ବିତ କରିଥିଲେ । ତାଙ୍କର ଏହି ଅଦମ୍ୟ ପ୍ରତିଭାକୁ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ ଗର୍ବିତ । #SSEPD #PayalNag CMO Odisha Nityananda Gond Suresh Kr. Vashishth
Remananda kumbhar CMO Odisha BDO, Belpada District Emergency, Balangir Collector & DM, Balangir Kanak Vardhan Singh Deo (Modiji Ka Parivar) Revenue & DM Department, Government of Odisha SRC, Govt of Odisha Mohan Charan Majhi PMO India Narendra Modi Office of DCM,Odisha (Smt Pravati Parida) Subcollectorpatnagarh Belpada Tahsil I & PR Department, Odisha ଦୁଃଖଦ। ତୁରନ୍ତ ସହଯୋଗ ଯୋଗାଇ ଦିଆଯାଉ।