Mandakinee Kar (@karmandakinee) 's Twitter Profile
Mandakinee Kar

@karmandakinee

Love is life

ID: 707965953330393088

calendar_today10-03-2016 16:26:51

985 Tweet

2,2K Followers

371 Following

MoSarkar 5T (@mosarkar5t) 's Twitter Profile Photo

#MaaSamaleswariTemple, a prominent shrine of #Odisha, has been redeveloped & a new heritage corridor is created with modern amenities for pilgrims. HCM Shri Naveen Patnaik will unveil this landmark project on January 27th, 2024. #SAMALEI #OdishaOnTheMove #5T #Sambalpur

Mandakinee Kar (@karmandakinee) 's Twitter Profile Photo

୭୫ ତମ ସାଧାରଣତନ୍ତ୍ର ଦିବସ ଅବସରରେ ସମସ୍ତ ଭାରତ ବାସୀଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ I 🇮🇳🇮🇳🇮🇳 Republic Day

Mandakinee Kar (@karmandakinee) 's Twitter Profile Photo

ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତ ଖବରଶୁଣିଗଭୀର ମର୍ମାହତ।ଖଲିକୋଟ ଓ କବିସୂର୍ଯ୍ୟନଗରରୁ ୧୦ଥର ବିଧାୟିକା ହେବାସହ ସଙ୍ଗଠନକୁ ସୁଦୃଢ କରିବା କ୍ଷେତ୍ରରେତାଙ୍କ ଅବଦାନଅତୁଳନୀୟ।ଖଲିକୋଟର ରାଣୀଙ୍କ ଅମରଆତ୍ମାର ସଦଗତି କାମନାକରିବାସହ ଶୋକସନ୍ତପ୍ତ ପରିବାରସଦସ୍ୟଙ୍କ ପ୍ରତିସମବେଦନା ଜଣାଉଛି।🙏🙏

ପ୍ରତ୍ୟେକଟି ଦିନ ମହିଳାମାନଙ୍କର,ମହିଳା ମାନଙ୍କ ପାଇଁ ଓ ମହିଳାମାନଙ୍କ ଦ୍ୱାରା lସୃଷ୍ଟି ଆରମ୍ଭ ଆମ ଠାରୁ ଶେଷ ବି ଆମ ଠାରେ lନିଜକୁ ଗ୍ରହଣ କରନ୍ତୁ, ନିଜକୁ ଭଲପାଆନ୍ତୁ ଓ ନିଜକୁ ସମ୍ମାନ କରନ୍ତୁ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମସ୍ତ ମହିଳାମାନଙ୍କୁ ଅଭିନନ୍ଦନ ଓ ପ୍ରଣାମ @Happyinternationalwomenday

ପାରମ୍ପରିକ ଓଡ଼ିଆ ଖାଦ୍ଯ ଭାବେ ପ୍ରତି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ । ମହାପ୍ରଭୁ ଜଗନ୍ନାଥଙ୍କର ମଧ୍ୟ ଏହା ଅତି ପ୍ରିୟ ସମସ୍ତଙ୍କୁ 'ପଖାଳ ଦିବସ'ରେ ମୋର ଶୁଭେଚ୍ଛା ଜଣାଉଛି। #PakhalaDibasa

ଓଡିଶା ରାଜନୀତିର ଏକ ନିଆରା ବ୍ୟକ୍ତିତ୍ବ, ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ବିୟୋଗରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି।🙏🙏 #ଓଁଶାନ୍ତି Damodar Rout

ଓଡିଶା ରାଜନୀତିର ଏକ ନିଆରା ବ୍ୟକ୍ତିତ୍ବ, ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ବିୟୋଗରେ 
ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି।🙏🙏
#ଓଁଶାନ୍ତି 
Damodar Rout
Mandakinee Kar (@karmandakinee) 's Twitter Profile Photo

ରଙ୍ଗର ପର୍ବ ହୋଲିର ଶୁଭେଚ୍ଛା ଓ ଶୁଭକାମନା l ଆପଣମାନଙ୍କ ଜୀବନ ସପ୍ତରଙ୍ଗରେ ରଙ୍ଗାୟିତ ହେଉ l ଏହା ହିଁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା 🙏🙏@happyholi

Mandakinee Kar (@karmandakinee) 's Twitter Profile Photo

"ବନ୍ଦେ ଉତ୍କଳ ଜନନୀ " ଆମ ରାଜ୍ୟ ଓଡିଶା ୮୯ତମ ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ 🙏

"ବନ୍ଦେ ଉତ୍କଳ ଜନନୀ " 
ଆମ ରାଜ୍ୟ ଓଡିଶା ୮୯ତମ ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ 🙏
Mandakinee Kar (@karmandakinee) 's Twitter Profile Photo

Warm greetings to all on the auspicious occasion of #EidUlFitr. May the spirit of #Eid bring happiness, peace, prosperity and good health and lead us in the path of compassion and love. #Eidmubarak2024

ପବିତ୍ର ମହାବିଷୁବ ଓ ପଣା ସଂକ୍ରାନ୍ତି ତଥା ପବିତ୍ର ମହାବୀର ଜୟନ୍ତୀ ଏବଂ ଓଡିଆ ନବବର୍ଷର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କ ଉପରେ କୃପା ରଖିଥାନ୍ତୁ 🙏🙏

OdishaLIVE (@odishalive) 's Twitter Profile Photo

Odia play 'Septemberara 30 Dina' (30 Days in September) tackles the grave issue of child sexual abuse & its socio-psychological impact on the victim & her family members in a long run. This thought-provoking production captivated the audience at Bhanja Kala Mandap on Friday

Odia play 'Septemberara 30 Dina' (30 Days in September) tackles the grave issue of child sexual abuse & its socio-psychological impact on the victim & her family members in a long run. This thought-provoking production captivated the audience at Bhanja Kala Mandap on Friday
Mandakinee Kar (@karmandakinee) 's Twitter Profile Photo

ଶିଶୁ ଯୌନ ନିର୍ଯ୍ୟାତନାର ବାର୍ତ୍ତା ଦେଉଥିବା ନାଟକ "ସେପ୍ଟେମ୍ବରର ତିରିଶ ଦିନ " ମଞ୍ଚସ୍ଥ

*ବକ୍ରତୁଣ୍ଡ ମହକାୟ ସୂର୍ଯ୍ୟକୋଟି ସମପ୍ରଭ,* *ନିର୍ବିଘ୍ନମ୍ କୁରୁ ମେ ଦେବ ସର୍ବକାର୍ଯ୍ୟେଷୁ ସର୍ବଦା ।🙏🏻* *ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଅନେକ ଅନେକ ଶୁଭେଚ୍ଛା, ଅଭିନନ୍ଦନ ଓ ଶୁଭକାମନା।* Omm gam ganapatye namah

*ବକ୍ରତୁଣ୍ଡ ମହକାୟ ସୂର୍ଯ୍ୟକୋଟି ସମପ୍ରଭ,*
*ନିର୍ବିଘ୍ନମ୍ କୁରୁ ମେ ଦେବ ସର୍ବକାର୍ଯ୍ୟେଷୁ ସର୍ବଦା ।🙏🏻*

*ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଅନେକ ଅନେକ ଶୁଭେଚ୍ଛା, ଅଭିନନ୍ଦନ ଓ ଶୁଭକାମନା।*

Omm gam ganapatye namah