Mandakinee Kar (@karmandakinee) 's Twitter Profile
Mandakinee Kar

@karmandakinee

Love is life

ID: 707965953330393088

calendar_today10-03-2016 16:26:51

985 Tweet

2,2K Followers

371 Following

Mandakinee Kar (@karmandakinee) 's Twitter Profile Photo

ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତ ଖବରଶୁଣିଗଭୀର ମର୍ମାହତ।ଖଲିକୋଟ ଓ କବିସୂର୍ଯ୍ୟନଗରରୁ ୧୦ଥର ବିଧାୟିକା ହେବାସହ ସଙ୍ଗଠନକୁ ସୁଦୃଢ କରିବା କ୍ଷେତ୍ରରେତାଙ୍କ ଅବଦାନଅତୁଳନୀୟ।ଖଲିକୋଟର ରାଣୀଙ୍କ ଅମରଆତ୍ମାର ସଦଗତି କାମନାକରିବାସହ ଶୋକସନ୍ତପ୍ତ ପରିବାରସଦସ୍ୟଙ୍କ ପ୍ରତିସମବେଦନା ଜଣାଉଛି।🙏🙏