Sushanta Jena (@sushant46044578) 's Twitter Profile
Sushanta Jena

@sushant46044578

I am student

ID: 1616455012414279680

calendar_today20-01-2023 15:19:34

301 Tweet

91 Takipçi

500 Takip Edilen

ଅମ୍ଳାନ 🇮🇳 (@utkalachintaka) 's Twitter Profile Photo

🚨 THIS IS THE MAIN ROAD FROM RAM MANDIR TO HOUSING BOARD – AND IT’S UNDER SILENT INVASION. WHAT WAS ONCE A CLEAN, FREE-FLOWING PUBLIC ROAD IS NOW PLAGUED BY MAKESHIFT GARMENT STALLS SELLING CLOTHES FOR ₹50–₹100. THESE VENDORS NEITHER REVEAL THEIR NAMES NOR THEIR ORIGIN — AND

Sushanta Jena (@sushant46044578) 's Twitter Profile Photo

Air India Ahmedabad Plane Crash Live Updates: ‘Efforts now focused on needs of all those affected’, says Air India... #AirIndia #AirIndiaCrash #tranding #AhmedabadPlaneCrash #jay Jagannath

Sushanta Jena (@sushant46044578) 's Twitter Profile Photo

ବିହାରରେ ବିଦ୍ୟୁତ ଉତ୍ପାଦନ ନ ହେବା ସତ୍ୱେ ସରକାର ୧୨୫ ଇଉନିଟ୍ ମାଗଣା ଦେଉଛି... କିନ୍ତୁ ଓଡ଼ିଶା ସରକାର ବିଦ୍ୟୁତ ଉତ୍ପାଦନ କରିଥିଲେ ମଧ୍ୟ ମାଗଣା ଦେଉନାହାନ୍ତି... ଧନ୍ୟ ତୁମେ ସରକାର! 🙌🙌 CMO Odisha Mohan Charan Majhi Pravati Parida President of India Panchayati Raj and Drinking Water Department BJP Bihar SRC, Govt of Odisha

Sushanta Jena (@sushant46044578) 's Twitter Profile Photo

ମୋର ମହାକଳପାଡ଼ା ବିଧାୟକଙ୍କୁ Dr. Durga Prasan Nayak ବିନମ୍ର ଅନୁରୋଧ ଯେ, ଦୟାକରି ମାଳାଧି ଗାଁର ରାସ୍ତାର ମରାମତି କରାଯାଉ। ଆମେ ଗ୍ରାମବାସୀ ଚିରକାଳ ଋଣୀ ରହିବୁ। ଏହି ରାସ୍ତା ଖରାପ ହେବା ଦ୍ୱାରା ଏମ୍‌ବୁଲାନ୍ସ ଗାଁ ଭିତରକୁ ପ୍ରବେଶ କରିପାରୁନାହିଁ। Pravati Parida Panchayati Raj and Drinking Water Department President of India CMO Odisha Governor Odisha

Dear Hon’ble MP&MLA Sir,We would like to bring to your kind attention poor condition of the road we use daily.Even a small amount of rainfall makes the road unusable,causing a lot of inconvenience in our daily travel P Muralidhar Rao Dr. Durga Prasan Nayak Baijayant Jay Panda Revenue & DM Department, Government of Odisha CMO Odisha

Team ATA Official (@officialteamata) 's Twitter Profile Photo

ଏହା ଅତ୍ୟନ୍ତ ଦୁଃଖଦ। ଟ୍ୱିଟର ଆକ୍ଟିଭିଷ୍ଟ ମାନେ ସମାଜର ମଙ୍ଗଳ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇ ଏକ ଦାୟିତ୍ବସମ୍ପନ ଜନତାର କାର୍ଯ୍ୟ କରିଥାନ୍ତି। କିନ୍ତୁ ଏହିଭଳି ବିଶୃଙ୍ଖଳିତଙ୍କ ପାଇଁ ଯଦି କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନହୁଏ ତେବେ ଜନସାଧାରଣ ନିଜକୁ ଅସୁରକ୍ଷିତ ମନେ କରିବେ। Home Department, Govt. of Odisha DGP, Odisha CMO Odisha

Sushanta Jena (@sushant46044578) 's Twitter Profile Photo

I ordered a product from meesho but received a completely different item. After raising a Complaint,the pickup date was extended without any valid reason.. This is my 1st order on Meesho, and I am very disappointed..Vidit Aatrey Sanjay Barnwal #messho #CustomerSupport #wrongproduct

I ordered a product from meesho but received a completely different item. After raising a Complaint,the pickup date was extended without any valid reason..
This is my 1st order on Meesho, and I am very disappointed..Vidit Aatrey Sanjay Barnwal
#messho #CustomerSupport #wrongproduct
Sushanta Jena (@sushant46044578) 's Twitter Profile Photo

ଅଭାବନୀୟ ତଥା ଦୁର୍ଭାଗ୍ୟଜନକ ଅଘଟଣ ପରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ବଳଙ୍ଗା ପୀଡ଼ିତାଙ୍କର ପରଲୋକ ଘଟିଛି। ଅମର ଆତ୍ମାର ସଦଗତି କାମନା କରିବା ସହ ଏ ଦୁଖଃଦ ପରିସ୍ଥିତିରେ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। #balanga #AIIMS #bourn #Odisha #burndeath #Puri Pravati Parida CMO Odisha

Akshay Panda (@akshyapanda9) 's Twitter Profile Photo

ମୋତେ ଲାଗୁଛି ଭୁବନେଶ୍ବର Rto Bhubaneswar-I କିଛି ବି action ନେଉ ନାହାଁନ୍ତି!!! ଏତେ ଦିନ ଟ୍ୱିଟ କରାଗଲାଣି ,କିଛି ବି response ନାହିଁ ଦୟାକରି ଏହି ପ୍ରସଙ୍ଗରେ ଟିକେ action ନିଆଯାଉ ! Bibhuti Bhusan Jena BJP Odisha DGP, Odisha Governor Odisha Mohan Charan Majhi State Transport Authority, Odisha Environmental & Climate Activist (🇮🇳 India🇮🇳) Rto Bhubaneswar-I

Rajib Lochan Das (@rajiblo10021853) 's Twitter Profile Photo

# ଭଙ୍ଗା କୁଡିଆ ରେ ବିତୁଛି ଜୀବନ # ଧାମନଗର ବ୍ଲକ ଅନ୍ତର୍ଗତ କଲ୍ୟାଣୀ ପଞ୍ଚାୟତ କଲ୍ୟାଣୀ ଗ୍ରାମର ବୁଦ୍ଧିମତୀ ଦାସ ଙ୍କ ସ୍ବାମୀ ଦିଗମ୍ବର ଜଣେ ଦିନ ମଜୁରିଆ, ଦୁଃଖ ର କଥା ଘର ଖଣ୍ଡେ ନଥିବାରୁ ଭଙ୍ଗା କୁଡିଆ ରେ ବିତୁଛି ଜୀବନ ମିଳିନି ସରକାରୀ ସହାୟତା ତୁରନ୍ତ ଦୃଷ୍ଟି ଆକର୍ଷଣ କରନ୍ତୁ District Administration,Bhadrak Suryabanshi Suraj Panchayati Raj and Drinking Water Department

# ଭଙ୍ଗା କୁଡିଆ ରେ ବିତୁଛି ଜୀବନ #
ଧାମନଗର ବ୍ଲକ ଅନ୍ତର୍ଗତ କଲ୍ୟାଣୀ ପଞ୍ଚାୟତ କଲ୍ୟାଣୀ ଗ୍ରାମର ବୁଦ୍ଧିମତୀ ଦାସ ଙ୍କ ସ୍ବାମୀ ଦିଗମ୍ବର ଜଣେ ଦିନ ମଜୁରିଆ, ଦୁଃଖ ର କଥା ଘର ଖଣ୍ଡେ ନଥିବାରୁ ଭଙ୍ଗା କୁଡିଆ ରେ ବିତୁଛି ଜୀବନ ମିଳିନି ସରକାରୀ ସହାୟତା ତୁରନ୍ତ ଦୃଷ୍ଟି ଆକର୍ଷଣ କରନ୍ତୁ District Administration,Bhadrak Suryabanshi Suraj Panchayati Raj and Drinking Water Department
SRIKANT GOCHHAYAT (Ṧ𝗈cᎥáأᎥŝ𝖙) ✍️ (@srikant_talcher) 's Twitter Profile Photo

ଅନୁଗୋଳ ଜିଲ୍ଲା, ବଅଁରପାଳ ବ୍ଲକ ବୁଢ଼ାପଙ୍କ ପଞ୍ଚାୟତ,ମାଟିଆ ସାହି 13 ନମ୍ବର ୱାର୍ଡର ସୋନାଲି ପ୍ରଧାନ ମିଳୁନି ଘର ନା ଭତ୍ତା। Panchayati Raj and Drinking Water Department 🏚️ଦୁଃଖ ଓ ଅସୁବିଧା ମଧ୍ୟରେ ଦିନ କାଟୁଛନ୍ତି। ସମ୍ପୃକ୍ତ ବିଭାଗ ଦୟାକରି ଦୃଷ୍ଟିଦିଅନ୍ତୁ। SSEPD #Anugul #MatiaSahi #social CMO Odisha Collector and District Magistrate, Angul ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ, ଅନୁଗୋଳ Rural Development and Panchayat, A & N Islands

ଅନୁଗୋଳ ଜିଲ୍ଲା, ବଅଁରପାଳ ବ୍ଲକ
ବୁଢ଼ାପଙ୍କ ପଞ୍ଚାୟତ,ମାଟିଆ ସାହି 13 ନମ୍ବର ୱାର୍ଡର ସୋନାଲି ପ୍ରଧାନ ମିଳୁନି ଘର ନା ଭତ୍ତା। Panchayati Raj and Drinking Water Department
🏚️ଦୁଃଖ ଓ ଅସୁବିଧା ମଧ୍ୟରେ ଦିନ କାଟୁଛନ୍ତି।
ସମ୍ପୃକ୍ତ ବିଭାଗ ଦୟାକରି ଦୃଷ୍ଟିଦିଅନ୍ତୁ। SSEPD
#Anugul #MatiaSahi #social CMO Odisha
Collector and District Magistrate, Angul ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ, ଅନୁଗୋଳ Rural Development and Panchayat, A & N Islands
Rashmiranjan Patra (@rashmiranj98817) 's Twitter Profile Photo

#ଅତି ଅନାମାନୁଷି ଭାବେ #ବୃଦ୍ଧ ବାପା ଙ୍କୁ #ପୁଅ ଓ ବୋହୁ ର ମରଣାନ୍ତାକ ଆକ୍ରମଣ CMO Odisha DGP, Odisha ChiefSecyOdisha Pravati Parida Mohan Charan Majhi Odisha Police ତୁରନ୍ତ ପୁଅ ଓ ବୋହୁଙ୍କୁ ଗିରଫ କରିବା ପାଇଁ ଅନୁରୋଧ #ସୋସିଆଲ ମିଡ଼ିଆରୁ ସଂଗ୍ରହୃତ