
Sanjit Das 𝕏
@sanjitdas01
Ex- NYV at @Nyksindia 🇮🇳 || Social Activist 😇 || Proud Odia 👍 ||
👉 Love to Learn ♥️ Love to Serve 🙏 ||
ID: 1200668554716012544
30-11-2019 06:51:24
1,1K Tweet
620 Takipçi
277 Takip Edilen

ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଢ଼େଙ୍କାନାଳ ଜିଲ୍ଲାପାଳଙ୍କ ଅନୁପସ୍ଥିତ ଥିବାରୁ ମାନନୀୟ ଉପଜିଲ୍ଲାପାଳଙ୍କ ଜରିଆରେ ଟିମ ଆଟା ତରଫରୁ ସମସ୍ତ ସରକାରୀ X ଆକାଉଣ୍ଟ ସକ୍ରିୟ କରିବାକୁ ଦାବିପତ୍ର ପ୍ରଦାନ କରାଯାଇଛିମାନନୀୟ ଜିଲ୍ଲାପାଳଙ୍କୁ ଅନୁରୋଧ ଏଥିପ୍ରତି ଧ୍ୟାନ ଦେଇ ସୁଶାସନ ବ୍ୟବସ୍ଥାକୁ ସୁଦୃଢ କରିବେ District Dhenkanal CMO Odisha


ଢ଼େଙ୍କାନାଳ: ସଦର ବ୍ଲକ କାଇମାଟି ପଞ୍ଚାୟତ କାଇମାଟି ଗାଁର ଉଦୟନାଥ ବାରିକଙ୍କୁ ଅନ୍ତୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ମିଳିଥିଲେ ମଧ୍ୟ ଏଯାଏଁ ପ୍ରଥମ କିସ୍ତି ଟଙ୍କା ମିଳିନାହିଁ। ତୁରନ୍ତ ସମାଧାନ କରିବାକୁ ଅନୁରୋଧ। District Dhenkanal CMO Odisha Panchayati Raj and Drinking Water Department ChiefSecyOdisha Rabi Narayan Naik Somesh Upadhyay, IAS Mohan Charan Majhi


ଢେଙ୍କାନାଳ ଜିଲ୍ଲାର ସମସ୍ତ ବ୍ଲକ, ତହସିଲ, ପୋଲିସ ଷ୍ଟେସନ ଏକ୍ସ ରେ ସକ୍ରିୟ ରୁହନ୍ତୁ l ଜିଲ୍ଲା ପ୍ରଶାସନର ଟ୍ୱିର୍ଟର ଏବଂ ଏକ୍ସ ହାଣ୍ଡେଲରେ ଆସୁଥିବା ଅଭିଯୋଗ ଗୁଡିକର ନିୟମିତ ତଦାରଖ କରିବା ସହ ତୁରନ୍ତ ସମାଧାନ କରନ୍ତୁ l CMO Odisha ChiefSecyOdisha District Dhenkanal Somesh Upadhyay, IAS Team ATA Official Voice Of Dhenkanal 🗣️ #Dhenkanal


X ରେ ହେଇଥିବା ଅଭିଯୋଗ ଗୁଡ଼ିକୁ ସମାଧାନ କରିବା ସହ ରାଜ୍ୟର ସମସ୍ତ ସରକାରୀ ବିଭାଗର X ଆକାଉଣ୍ଟ ସକ୍ରିୟ କରିବାକୁ ଅନୁରୋଧ। District Dhenkanal CMO Odisha Pravati Parida ChiefSecyOdisha I & PR Department, Odisha Manoj Ahuja Mohan Charan Majhi Team ATA Official Home Department, Govt. of Odisha Kanak Vardhan Singh Deo (Modiji Ka Parivar) Dr. Mukesh Mahaling


ଢ଼େଙ୍କାନାଳ: କପିଳାସକୁ ଯାଇଥିବା ରାସ୍ତାରେ କୌଣସି ଟୋଲ୍ ଗେଟ୍ ନ ରହିବାକୁ Works Department, Odisha ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଟୋଲ୍ ଫି ଆଦାୟ କରାଯାଉଛି।ପ୍ରକାଶିତ ଖବରକୁ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ। District Dhenkanal CMO Odisha Somesh Upadhyay, IAS Prithiviraj Harichandan ChiefSecyOdisha spdhenkanal Nabin Nanda



ଢ଼େଙ୍କାନାଳ: ଜିଲ୍ଲାରେ ବିଭିନ୍ନ ପ୍ରକାର ଅପରାଧ ବଢ଼ି ଚାଲିଛି।ରାଜ୍ୟରେ ଅନ୍ୟ ଜିଲ୍ଲା ପରି spdhenkanal ଏକ୍ସ ଆକାଉଣ୍ଟ୍ ରେ ଅଭିଯୋଗ ଗ୍ରହଣ କରିବା ସହ କାର୍ଯ୍ୟନୁଷ୍ଠାନ ନେବାକୁ ଅନୁରୋଧ।ଏହା ଦ୍ବାରା ଢ଼େଙ୍କାନାଳବାସୀ ସହଜରେ ସୁବିଧା ପାଇ ପାରିବେ। CMO Odisha Home Department, Govt. of Odisha Odisha Police DGP, Odisha Mohan Charan Majhi


ଢ଼େଙ୍କାନାଳ: ଜିଲ୍ଲାର RTO DHENKANAL ଆକାଉଣ୍ଟ୍ ସକ୍ରିୟ ରଖିବା ସହ ଅଭିଯୋଗ ଗ୍ରହଣ କରି ପ୍ରତିକ୍ରିୟା ରଖିବାକୁ ଅନୁରୋଧ।ଯାହା ଦ୍ଵାରା ଢ଼େଙ୍କାନାଳବାସୀ ସୁବିଧା ସୁଯୋଗ ପାଇ ପାରିବେ। State Transport Authority, Odisha 🇮🇳 AMITABH THAKUR 🇮🇳 CMO Odisha ChiefSecyOdisha Bibhuti Bhusan Jena Mohan Charan Majhi District Dhenkanal



ଢ଼େଙ୍କାନାଳ: ଏହା ହେଉଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ହଇଜା ୱାର୍ଡର ଦୃଶ୍ୟ। ଏହା ଆମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିମଳ ବ୍ୟବସ୍ଥା।ଭିଡିଓଟିକୁ ତଦନ୍ତ କରି ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ। District Dhenkanal CDM&PHO Dhenkanal CMO Odisha H & FW Dept Odisha Dr. Mukesh Mahaling Dhenkanal Municipality ChiefSecyOdisha

ଢେଙ୍କାନାଳ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଆହାର କେନ୍ଦ୍ର ସିଲିଂ ବିପଦଶଙ୍କୁଳ ଅବସ୍ଥାରେ ରହିଛି।ଶୌଚାଳୟ ଖୋଲା ଯାଉ ନଥିବାରୁ ଖାଇବାକୁ ଆସୁଥିବା ମହିଳା ଖୋଲାରେ ପରିଶ୍ରା କରୁଛନ୍ତି।ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ। District Dhenkanal CMO Odisha ChiefSecyOdisha H & FW Dept Odisha Dr. Mukesh Mahaling Dhenkanal Municipality


କେନ୍ଦୁଝର: ବାଂଶପାଳ ବ୍ଲକ ବାୟାକୁମୁଟିଆ ପଞ୍ଚାୟତ ତଳକାଇପୁର ଗାଁକୁ ଯିବାକୁ ଭଲ ରାସ୍ତା ନାହିଁ।ଆମ୍ବୁଲାନ୍ସ ଓ ଅନ୍ୟ ଜରୁରୀ ସେବା ଗାଡ଼ି ଆସିପାରୁ ନାହିଁ।ଛାତ୍ରଛାତ୍ରୀ ହଇରାଣ ହେଉଛନ୍ତି।ରାସ୍ତା ନିର୍ମାଣ କରିବାକୁ ଅନୁରୋଧ। District Administration,Keonjhar CMO Odisha Panchayati Raj and Drinking Water Department Odisha Rural ChiefSecyOdisha Jana Sunani Rabi Narayan Naik

ଢ଼େଙ୍କାନାଳ: କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ପଞ୍ଚାୟତ ଝୁଲାଖୁଣ୍ଟିଆ ଗ୍ରାମରେ ୨୦୧୧ମସିହା ଠାରୁ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କମ ଶେଷ ହେଇନି।ଦରଭଙ୍ଗା କୋଠ ଘର ବାରଣ୍ଡାରେ ଶିଶୁମାନେ ପାଠ ପଢ଼ୁଛନ୍ତି। District Dhenkanal CMO Odisha Department of WCD, Government of Odisha Panchayati Raj and Drinking Water Department Pravati Parida ChiefSecyOdisha Jana Sunani BDO KANKADAHAD


ଢ଼େଙ୍କାନାଳ: କଙ୍କଡ଼ାହାଡ଼ ବ୍ଲକ ରାଇବୋଲ ପଞ୍ଚାୟତ ରାଇବୋଲ- ଝରଣସାହି ରାସ୍ତା ଶୋଚନୀୟ ହେଇ ପଡ଼ିଛି।ପ୍ରକାଶିତ ଖବରକୁ ଅନୁଧ୍ୟାନ କରି ତୁରନ୍ତ ରାସ୍ତା ମରାମତି କରିବାକୁ ଅନୁରୋଧ। District Dhenkanal CMO Odisha Panchayati Raj and Drinking Water Department ChiefSecyOdisha Rabi Narayan Naik Odisha Rural Jana Sunani BDO KANKADAHAD



