Rajesh Mishra (@rajeshmishra137) 's Twitter Profile
Rajesh Mishra

@rajeshmishra137

🙏🔍Ordinary Person🌈... Extraordinary Work...ସାଧାରଣ ବ୍ୟକ୍ତି...ଅସାଧାରଣ କାର୍ଯ୍ୟ🔎...🙏

ID: 1373530833437396992

calendar_today21-03-2021 07:04:41

156 Tweet

14 Takipçi

473 Takip Edilen

Zillastariya Milita Amala Mancha Odisha (@zmamodisha) 's Twitter Profile Photo

50000 ଅମଲା ଓ ତାଙ୍କ ପରିବାରବର୍ଗ ଚାତକପରି ଚାହିଁ ବସିଛନ୍ତି ରାଜ୍ୟ ସରକାର CMO Odishaଙ୍କ ଘୋଷାଣକୁ। ସାଢେ ଚାରିକୋଟି ଓଡିଆଙ୍କ ମଉଡ଼ମଣି ଶ୍ରୀNaveen Patnaikଙ୍କୁ No-1 ମୁଖ୍ୟମନ୍ତ୍ରୀ କରିବାରେ ଅମଲାମାନେ ମୁଖ୍ୟ ବିନ୍ଧାଣୀ ସାଜି ଆସିଛନ୍ତି। କିନ୍ତୁ ଆଜି ଏଇ ଅମଲା ତାଙ୍କ ପରିବାରବର୍ଗ ଉପେକ୍ଷିତ।MoSarkar 5T Pradeep Jena IAS

👉Day 13th #Mass_Leave agitation Continues 👉People of Odisha facing many more troubles in offices day by day. 👉Govt’s indifference attitude is responsible for hampered Public Service. 👉Association seeks CMO Odisha MoSarkar 5T interference. Pradeep Jena IAS Roopa R Sahoo Vishal K. Dev

👉Day 13th #Mass_Leave agitation Continues
👉People of Odisha facing many more troubles in offices day by day.
👉Govt’s indifference attitude is responsible for hampered Public Service.
👉Association seeks CMO Odisha MoSarkar 5T interference.
Pradeep Jena IAS Roopa R Sahoo Vishal K. Dev
Zee News (@zeenews) 's Twitter Profile Photo

केंद्र सरकार ने समान नागरिक संहिता यानी यूनिफॉर्म सिविल कोड पर आम लोगों की राय मांगी है। आपकी क्या राय है, क्या देश में समान नागरिक संहिता (UCC) जरूरी है? कमेंट कर के बताइए #UniformCivilCode #UCC #LawCommission #India #ZeePoll

केंद्र सरकार ने समान नागरिक संहिता यानी यूनिफॉर्म सिविल कोड पर आम लोगों की राय मांगी है।

आपकी क्या राय है, क्या देश में समान नागरिक संहिता (UCC) जरूरी है? कमेंट कर के बताइए

#UniformCivilCode #UCC #LawCommission #India #ZeePoll
Rajesh Mishra (@rajeshmishra137) 's Twitter Profile Photo

😂ଲୁହ ଝରୁଛି କେବଳ ତୁମରି ପାଇଁ... ଲୁହ କି ଅବା ବୁଝିବ... କି... ତୁମ ବିନା ତାହାରି କେହି ବି ନାହିଁ ...😥😢

😂ଲୁହ ଝରୁଛି କେବଳ
ତୁମରି ପାଇଁ...
ଲୁହ କି ଅବା ବୁଝିବ...
କି...
ତୁମ ବିନା ତାହାରି
କେହି ବି ନାହିଁ ...😥😢
Zillastariya Milita Amala Mancha Odisha (@zmamodisha) 's Twitter Profile Photo

H'ble CMO Odisha MoSarkar 5T Pradeep Jena IAS & Pranab Prakash Dasଙ୍କ ପ୍ରତିଶ୍ରୁତିକୁ ଭରସା କରି ରାଜ୍ୟର 30 ହଜାର ଅମଲା #Mass_Leave ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି, ଅମଲା ଓ ତାଙ୍କ ପରିବାରବର୍ଗ ମାନ୍ୟବର ମୁଖ୍ୟମନ୍ତ୍ରୀ Naveen Patnaikଙ୍କ ଠାରୁ ନ୍ୟାୟ ପ୍ରଦାନ ଆଶାରେ ଚାହିଁ ବସିଛନ୍ତି🙏 #WeDemandLegitimateGradePay4200

OMOA Odisha,ଓଡିଶା ଅମଲା ସଂଘ (@odishaomoa) 's Twitter Profile Photo

H'ble CMO Odisha MoSarkar 5T ଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ଜିଲ୍ଲାସ୍ତରୀୟ ଅମଲାମାନଙ୍କର ଏକମାତ୍ର ଦାବି GP-4200, Level-9 ପୂରଣରେ ସରକାରଙ୍କ ଆହେତୁକ ବିଳମ୍ବ 30 ହଜାର ଅମଲାମାନଙ୍କ ମଧ୍ୟରେ ଦାନାବାନ୍ଧୁଛି ଅସନ୍ତୋଷ।#Mass_Leave ଆନ୍ଦୋଳନକୁ ପୁନଃ Resume କରିବା ପାଇଁ ଜିଲ୍ଲାସ୍ତରରେ ସଜବାଜ। Pradeep Jena IAS Pranab Prakash Das

H'ble CMO Odisha MoSarkar 5T ଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ଜିଲ୍ଲାସ୍ତରୀୟ ଅମଲାମାନଙ୍କର ଏକମାତ୍ର ଦାବି GP-4200, Level-9 ପୂରଣରେ ସରକାରଙ୍କ ଆହେତୁକ ବିଳମ୍ବ 30 ହଜାର ଅମଲାମାନଙ୍କ ମଧ୍ୟରେ ଦାନାବାନ୍ଧୁଛି ଅସନ୍ତୋଷ।#Mass_Leave ଆନ୍ଦୋଳନକୁ ପୁନଃ Resume କରିବା ପାଇଁ ଜିଲ୍ଲାସ୍ତରରେ ସଜବାଜ। Pradeep Jena IAS Pranab Prakash Das
Zillastariya Milita Amala Mancha Odisha (@zmamodisha) 's Twitter Profile Photo

CMO Odisha MoSarkar 5T ପ୍ରତିଶ୍ରୁତି କ୍ରମେ ସ୍ଥଗିତ ଥିଲା ଜିଲ୍ଲାସ୍ତରୀୟ ଅମଲା ଆନ୍ଦୋଳନ, ଦାବି ପୂରଣରେ ସରକାରଙ୍କ ଆହେତୁକ ବିଳମ୍ବ ଓ ଉଦାସୀନ ମନୋଭାବ ଯୋଗୁଁ ପୁଞ୍ଜିଭୂତ ଅସନ୍ତୋଷ ପୁଣିଥରେ ଅକ୍ଟୋବର ୧୭ରୁ ସମୁହ ଛୁଟିରେ ଯିବାକୁ ସଜବାଜ ହେଉଛନ୍ତି ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ। Pradeep Jena IAS Pranab Prakash Das @gapg_dept

ଓଟିଭି (@otvkhabar) 's Twitter Profile Photo

#ପୁଣି_ଆନ୍ଦୋଳନରେ_ବସିବେ_ଅମଲା -ଗ୍ରେଡ୍ ପେ' ବୃଦ୍ଧି ଦାବିରେ ପୁଣି ଆନ୍ଦୋଳନରେ ବସିବ ଅମଲା ସଂଘ -୨୦ ତାରିଖରୁ ସାରା ରାଜ୍ୟରେ କଲମ ଛାଡ଼ ଆନ୍ଦୋଳନ ନିଷ୍ପତ୍ତି -ବ୍ରହ୍ମପୁରରେ ଆୟୋଜିତ ମିଳିତ ଅମଲା ସଂଘର ବୈଠକରେ ନିଷ୍ପତ୍ତି -ଜୁନରେ ଆନ୍ଦୋଳନ ବେଳେ ସରକାରଙ୍କ ପ୍ରତିଶ୍ରୁତି ପୂରଣ ନହେବାରୁ ନିଷ୍ପତ୍ତି #Berhampur #OTV

#ପୁଣି_ଆନ୍ଦୋଳନରେ_ବସିବେ_ଅମଲା
-ଗ୍ରେଡ୍ ପେ' ବୃଦ୍ଧି ଦାବିରେ ପୁଣି ଆନ୍ଦୋଳନରେ ବସିବ ଅମଲା ସଂଘ
-୨୦ ତାରିଖରୁ ସାରା ରାଜ୍ୟରେ କଲମ ଛାଡ଼ ଆନ୍ଦୋଳନ ନିଷ୍ପତ୍ତି
-ବ୍ରହ୍ମପୁରରେ ଆୟୋଜିତ ମିଳିତ ଅମଲା ସଂଘର ବୈଠକରେ ନିଷ୍ପତ୍ତି
-ଜୁନରେ ଆନ୍ଦୋଳନ ବେଳେ ସରକାରଙ୍କ ପ୍ରତିଶ୍ରୁତି ପୂରଣ ନହେବାରୁ ନିଷ୍ପତ୍ତି
#Berhampur #OTV
Saroj Hota (@sarojhota19) 's Twitter Profile Photo

Zillastariya Milita Amala Mancha Odisha Ajira jau Notification baharila Dist. Ministerial nka pain taha amara Jr. Asst. ra sapakshyare hoi nahin.. jaha ame demand karithilu taha kichhi pailu aau amara labha b hela nahin tenu ame e notification ku birodh karuchu...