Rudranarayan Brahma (@br2rudranarayan) 's Twitter Profile
Rudranarayan Brahma

@br2rudranarayan

Life as a Teacher begins the day
I realise that I am always a Learner..

ID: 1450719500035260419

calendar_today20-10-2021 07:04:48

1,1K Tweet

77 Takipçi

67 Takip Edilen

DATTATRAYA PATRA (@datta289) 's Twitter Profile Photo

ଚାଲନ୍ତୁ "ଗୁରୁ ଦିବସ" ନୁହେଁ "ଗୁରୁବର୍ଷ" ପାଳନ କରିବା । କେବଳ ଦିନେ ନୁହେଁ ସବୁଦିନ ଗୁରୁଙ୍କୁ ମନେ ପକାଇବା । ମାନ୍ୟବର CMO Odisha ଙ୍କୁ ଅନୁରୋଧ MoSarkar 5T ଏବଂ School & Mass Dept ଙ୍କ ସହ ଆଲୋଚନା କରି #primaryschool ରୁ #Contractual #schematic ନିଯୁକ୍ତି ଉଚ୍ଛେଦ କରନ୍ତୁ ।

ଚାଲନ୍ତୁ "ଗୁରୁ ଦିବସ" ନୁହେଁ "ଗୁରୁବର୍ଷ" ପାଳନ କରିବା । କେବଳ ଦିନେ ନୁହେଁ ସବୁଦିନ ଗୁରୁଙ୍କୁ ମନେ ପକାଇବା ।

ମାନ୍ୟବର CMO Odisha ଙ୍କୁ ଅନୁରୋଧ MoSarkar 5T ଏବଂ School & Mass Dept  ଙ୍କ ସହ ଆଲୋଚନା କରି #primaryschool ରୁ #Contractual #schematic ନିଯୁକ୍ତି ଉଚ୍ଛେଦ କରନ୍ତୁ ।
Adv MONALISHA📚LLM👩🏻‍🎓 (political Analyst) BJD (@advgantayat) 's Twitter Profile Photo

#ହେ_ସରକାର_ମୁଁ_ସରକାର_କହୁଛି ସରକାରରେ ସବୁ ସମସ୍ୟା ସରକାରରେ ସବୁ ଖରାପ ସରକାର ମାନେ କ'ଣ ହୋଇପାରେ ମୁଁ ବୁଝିପାରୁ ନାହିଁ! କିନ୍ତୁ ସରକାରୀ ଚାକିରି ବହୁତ ଭଲ ଲାଗୁଛି ସରକାରୀ ଚାକିରି ପାଇବା ପାଇଁ ଅନେକ ଅସୁବିଧା ସହିଛି ସରକାରୀଚାକିରି ମିଳିବ ବୋଲି କେତେ ଠାକୁର ଦର୍ଶନକରିଛି ସରକାରଚାକିରି ମିଳିଗଲା ପରେ ହେସରକାରମୁଁ ନୀଳମା କହୁଛି

OJTA KORAPUT (@ojtakoraput) 's Twitter Profile Photo

Advocate MONALISHA📚(LLM) BMJD State secretary CMO Odisha ହେ ବୈଶାଖ ନନ୍ଦିନୀ, ଅଗାଧ ଜଳେ ସଞ୍ଚରି ରୋହିତ ନୈଵ ଗର୍ବିତମ୍, ଗଣ୍ଡୁସ ଜଳ ମାତ୍ରେଣ ସର୍ଫରି ଫର୍ଫରାୟତେ ।

ADITYANARAYAN SWAIN ଆଦିତ୍ୟନାରାୟଣ ସ୍ୱାଇଁ (@mradity1994) 's Twitter Profile Photo

ମାନ୍ୟବର ମୁଖ୍ୟମନ୍ତ୍ରୀ CMO Odisha ,MoSarkar 5T , School & Mass Dept ଙ୍କୁ ଅନୁରୋଧ ଆଜିର ଲଘୁଚାପ ପାଇଁ ଦକ୍ଷିଣ ଓଡ଼ିଶାର ପାହାଡିଆଜିଲ୍ଲା ,ରାୟଗଡା, କୋରାପୁଟ,ମାଲକାନଗିରି, ନବରଙ୍ଗପୁର,ରେ ବିଭିନ୍ନ ଜାଗାରେ ଝରଣା ରେ ବର୍ଷା ପାଣି ବାଡିବା ଆଶଙ୍କା ରହୁଛି ଶିଶୁଙ୍କ ସୁରକ୍ଷା ଦୃଷ୍ଟି ରୁ ବିଦ୍ୟାଳୟ ଛୁଟୀଘୋଷଣା କରିବାକୁ ଅନୁରୋଧ ।

ADITYANARAYAN SWAIN ଆଦିତ୍ୟନାରାୟଣ ସ୍ୱାଇଁ (@mradity1994) 's Twitter Profile Photo

କନିଷ୍ଠ ଶିକ୍ଷକ ଏବେବି ଅବହେଳିତ। ପ୍ରାଥମିକ ବିଦ୍ୟାଳୟରେ 104350 ଶିକ୍ଷକ ଉପକୃତ ହେବେ କିନ୍ତୁ 9000 କନିଷ୍ଠ ଶିକ୍ଷକଙ୍କ ଚୁକ୍ତିଉଚ୍ଛେଦ ଘୋଷଣା କେବେ ।ପ୍ରାଥମିକ ଶିକ୍ଷାକଙ୍କ ପ୍ରଥମ ଦାବୀପୁରଣ କେବେ ହେବ । CMO Odisha Naveen Patnaik MoSarkar 5T ChiefSecyOdisha Pradeep Jena IAS Office of Development Commissioner, Odisha Pranab Prakash Das

Odisha Junior Teachers' Association (@ojtabbsr) 's Twitter Profile Photo

କନିଷ୍ଠ ଶିକ୍ଷକ ଏବେବି ଅବହେଳିତ। ପ୍ରାଥମିକ ବିଦ୍ୟାଳୟରେ 104350 ଶିକ୍ଷକ ଉପକୃତ ହେବେ କିନ୍ତୁ 9000 କନିଷ୍ଠ ଶିକ୍ଷକଙ୍କ ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣା କେବେ?ପ୍ରାଥମିକ ଶିକ୍ଷକଙ୍କ ପ୍ରଥମ ଦାବୀ କେବେ ପୂରଣ ହେବ? CMO Odisha Naveen Patnaik MoSarkar 5T ChiefSecyOdisha Pradeep Jena IAS Office of Development Commissioner, Odisha Pranab Prakash Das

CMO Odisha (@cmo_odisha) 's Twitter Profile Photo

ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ରାଜ୍ୟର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନିୟୋଜିତ କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି। ଯୋଜନା ଭିତ୍ତିକ ପଦବୀରେ ୩ ବର୍ଷ କାର୍ଯ୍ୟ କରିସାରିଥିବା ଶିକ୍ଷକମାନଙ୍କ ବିଭିନ୍ନ ଦାବିକୁ ବିଚାର କରି ମାସିକ ପାରିଶ୍ରମିକ ୧୩,୮୦୦ ଟଙ୍କାରୁ ୨୦,୦୦୦ ଟଙ୍କାକୁ ବୃଦ୍ଧି

ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ରାଜ୍ୟର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନିୟୋଜିତ କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି। ଯୋଜନା ଭିତ୍ତିକ ପଦବୀରେ ୩ ବର୍ଷ କାର୍ଯ୍ୟ କରିସାରିଥିବା ଶିକ୍ଷକମାନଙ୍କ ବିଭିନ୍ନ ଦାବିକୁ ବିଚାର କରି ମାସିକ ପାରିଶ୍ରମିକ ୧୩,୮୦୦ ଟଙ୍କାରୁ ୨୦,୦୦୦ ଟଙ୍କାକୁ ବୃଦ୍ଧି
OJTA KORAPUT (@ojtakoraput) 's Twitter Profile Photo

ଅଭିନନ୍ଦନ ହେ ଶିକ୍ଷା ର ସମୂହ ବିଦ୍ୟାଳୟ ପ୍ରାଣ ଧନ ନୂତନ ଜଞ୍ଜାଳ ସୁଖମୟ ହେଉ ପ୍ରଭୁଙ୍କୁ କରେ ଜଣାଣ । ନବ କିରଣରେ ପ୍ରସ୍ପୁଟିତ ହେଉ ସାଧନର ତପ ଫଳ ତୁମରି ସ୍ପର୍ଶରେ ପୁଲକିତ ହେଉ ବିଦ୍ୟାଳୟ ଆଚୁଳ ମୂଳ। ମଙ୍ଗଳ ହେଉ ହେ ତୁମ ସବୁ ନୀତି ଯଶ ଗାନ ହେଉ ନିତି ପୂଜା କରୁଥାନ୍ତୁ ଛାତ୍ର ଛାତ୍ରୀ ସବୁ ହୃଦୟରୁ କରି ଭକ୍ତି । CMO Odisha

ଅଭିନନ୍ଦନ ହେ ଶିକ୍ଷା ର ସମୂହ
ବିଦ୍ୟାଳୟ ପ୍ରାଣ ଧନ
ନୂତନ ଜଞ୍ଜାଳ ସୁଖମୟ ହେଉ
ପ୍ରଭୁଙ୍କୁ କରେ ଜଣାଣ ।
ନବ କିରଣରେ ପ୍ରସ୍ପୁଟିତ ହେଉ
ସାଧନର ତପ ଫଳ
ତୁମରି ସ୍ପର୍ଶରେ ପୁଲକିତ ହେଉ
ବିଦ୍ୟାଳୟ ଆଚୁଳ ମୂଳ।
ମଙ୍ଗଳ ହେଉ ହେ ତୁମ ସବୁ ନୀତି
ଯଶ ଗାନ ହେଉ ନିତି
ପୂଜା କରୁଥାନ୍ତୁ ଛାତ୍ର ଛାତ୍ରୀ ସବୁ
ହୃଦୟରୁ କରି ଭକ୍ତି ।
CMO Odisha
ADITYANARAYAN SWAIN ଆଦିତ୍ୟନାରାୟଣ ସ୍ୱାଇଁ (@mradity1994) 's Twitter Profile Photo

ମାନ୍ୟବର ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ Nityananda Gond ବିଦ୍ୟାଳୟ ଗଣଶିକ୍ଷା ବିଭାଗ EducationOdisha School & Mass Dept ଙ୍କୁ ଅନୁରୋଧ ରାଜ୍ୟରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକଙ୍କ ଜୁଲାଇ ମାସର ଦରମା ବ୍ଲକକୁ ପ୍ରେରଣ ହୋଇନାହିଁ । କାର୍ଯ୍ୟାଳୟର ତ୍ରୁଟି ପାଇଁ ଶିକ୍ଷକ ଅପଦସ୍ତ ହେଉଛନ୍ତି । ଏହାର ଶିଘ୍ରସମାଧନ କରିବେବୋଲି ଆଶା କରୁଛୁ Odisha Junior Teachers' Association

Odisha Junior Teachers' Association (@ojtabbsr) 's Twitter Profile Photo

ଆଉ କେବେ ନିୟମିତ ହେବେ କନିଷ୍ଠ ଶିକ୍ଷକ? ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଏଥିରେ ହସ୍ତକ୍ଷେପ କରି କନିଷ୍ଠ ଶିକ୍ଷକ ମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ। CMO Odisha Mohan Charan Majhi ChiefSecyOdisha Manoj Ahuja EducationOdisha Nityananda Gond Pravati Parida Kanak Vardhan Singh Deo (Modiji Ka Parivar) I & PR Department, Odisha Raghubar Das Dharmendra Pradhan

ଆଉ କେବେ ନିୟମିତ ହେବେ କନିଷ୍ଠ ଶିକ୍ଷକ?
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଏଥିରେ ହସ୍ତକ୍ଷେପ କରି କନିଷ୍ଠ ଶିକ୍ଷକ ମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ।
CMO Odisha Mohan Charan Majhi ChiefSecyOdisha Manoj Ahuja EducationOdisha Nityananda Gond Pravati Parida Kanak Vardhan Singh Deo (Modiji Ka Parivar) I & PR Department, Odisha Raghubar Das Dharmendra Pradhan
Odisha Junior Teachers' Association (@ojtabbsr) 's Twitter Profile Photo

ଗଞ୍ଜାମ ଜିଲ୍ଲାର କନିଷ୍ଠ ଶିକ୍ଷକ ମାନଙ୍କୁ ଦୀର୍ଘ 6 ବର୍ଷ କାଳ ଠିକାରେ ଖଟେଇବା ପରେ ବି ନିୟମିତ ନ କରିବାର କାରଣ କଣ? କେବେ ନିୟମିତ ହେବେ କନିଷ୍ଠ ଶିକ୍ଷକ? CMO Odisha Mohan Charan Majhi Nityananda Gond Collector & District Magistrate, Ganjam EducationOdisha