BJD Bargarh (@bjd4bargarh) 's Twitter Profile
BJD Bargarh

@bjd4bargarh

Official Twitter account of BJD Bargarh

ID: 1001784891246342144

linkhttps://www.facebook.com/BJD4Bargarh calendar_today30-05-2018 11:18:25

163 Tweet

754 Takipçi

41 Takip Edilen

BJD IT Wing (@bjditwing) 's Twitter Profile Photo

ଗତ କାଲି "ବନ୍ଦେ ଉତ୍କଳ ଜନନୀ"ର ଗୀତି ପ୍ରକାଶ କରିବା ପରେ ଅନେକେ ଏହା କିଭଳି ଗାଇବେ ବୋଲି ପଚାରିଥିଲେ। ସେମାନଙ୍କ ଅନୁରୋଧ ରକ୍ଷା କରି, ସ୍ୱର ଆଉ ଲୟ ଜାଣିବା ପାଇଁ ଆମେ ସାହାଯ୍ୟ ମାଗିଥିଲୁ ଆମ IT Wing ରାଜ୍ୟ ସଦସ୍ୟା ତଥା Odisha Tourism Development Corporation ଅଧ୍ୟକ୍ଷା ଶ୍ରୀମତୀ ଶ୍ରିମୟୀ ମିଶ୍ରଙ୍କୁ। Shreemayee sweta snigdha Mishra ଗାଇଥିବା ଏହି ଭିଡ଼ିଓଟି ଦେଖନ୍ତୁ

BJD IT Wing (@bjditwing) 's Twitter Profile Photo

ଭୁଲନ୍ତୁ ନାହିଁ, ଆଜି ସନ୍ଧ୍ୟା ୫.୩୦ ରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ସେମାନଙ୍କୁ ଉତ୍ସାହିତ କରିବା ନିମନ୍ତେ 'ବନ୍ଦେ ଉତ୍କଳ ଜନନୀ' ଗାନ କରିବାକୁ ଆମ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି । ଆପଣଙ୍କ ସୁବିଧା ପାଇଁ ଏଠାରେ 'ବନ୍ଦେ ଉତ୍କଳ ଜନନୀ'ର ଗୀତି ଏବଂ ଏହାର ସ୍ୱର ଲୟ ପାଇଁ ଭିଡ଼ିଓ ଟିଏ ଦିଆଗଲା । #OdishaHonorsCovidWarriors

BJD IT Wing (@bjditwing) 's Twitter Profile Photo

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ ଆଜି ସନ୍ଧ୍ୟା ୫.୩୦ ରେ କୋଭିଡ଼ ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇ 'ବନ୍ଦେ ଉତ୍କଳ ଜନନୀ' ଗାନ କରିବା ଆପଣ ଗାଇବା ସମୟର ଫଟୋ ବା ଭିଡ଼ିଓ #BandeUtkalaJanani ଓ #OdishaHonorsCovidWarriors Hash Tag ସହିତ ଫେସବୁକ ଓ ଟ୍ଵିଟରରେ ପୋଷ୍ଟ କରନ୍ତୁ, (୧/୨)

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ

ଆଜି ସନ୍ଧ୍ୟା ୫.୩୦ ରେ କୋଭିଡ଼ ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇ 'ବନ୍ଦେ ଉତ୍କଳ ଜନନୀ' ଗାନ କରିବା ଆପଣ ଗାଇବା ସମୟର ଫଟୋ ବା ଭିଡ଼ିଓ #BandeUtkalaJanani ଓ #OdishaHonorsCovidWarriors Hash Tag ସହିତ ଫେସବୁକ ଓ ଟ୍ଵିଟରରେ ପୋଷ୍ଟ କରନ୍ତୁ,
(୧/୨)
BJD IT Wing (@bjditwing) 's Twitter Profile Photo

Twitter ରେ Naveen Patnaik, CMO Odisha, Biju Janata Dal, BJD IT Wing ; Facebook ରେ @ Naveen.odisha, @ CMO.Odisha, @ Bijujantadalodisha, @ BJDITWing Tag କରିବାକୁ ଭୁଲନ୍ତୁ ନାହିଁ। (୨/୨)

BJD Bargarh (@bjd4bargarh) 's Twitter Profile Photo

ଭଟଲି ବ୍ଲକର ଉର୍ଦୁନା ଗ୍ରାମପଞ୍ଚାୟତରେ କରୋନା ଯୋଦ୍ଧା ମାନଙ୍କୁ ସମ୍ନାନ ଜଣାଇବା ପାଇଁ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଛନ୍ତି । #OdishaHonorsCovidWarriors #BandeUtkalaJanani #OdishaCares CMO Odisha Naveen Patnaik BJD IT Wing Biju Janata Dal facebook.com/BJD4BhatliAC/v…

BJD Odisha (@bjd4odisha) 's Twitter Profile Photo

କୋଭିଡ ସମୟରେ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଜୀବନ ଜୀବିକାକୁ ପ୍ରାଥମିକତା ଦେଇ ଲକଡାଉନ କୋହଳ କରିବା ସହିତ ଗୋଷ୍ଠୀ ସଂକ୍ରମଣକୁ ରୋକିବା ନିମନ୍ତେ ସଟ୍ ଡାଉନ ଘୋଷଣା କରିଛନ୍ତି। କରୋନା ଲଢେ଼ଇରେ ଚଳିତ ଜୁନ ମାସ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ହୋଇଥିବାରୁ ଅନାବଶ୍ୟକ ଭାବେ ବାହାରକୁ ବାହାରନ୍ତୁ ନାହିଁ ।

BJD Bargarh (@bjd4bargarh) 's Twitter Profile Photo

ସର୍ବସାଧାରଣଙ୍କ ପାନୀୟ ଜଳ ପାଇଁ ସୋହେଲା ମୁଖ୍ୟ ଛକ ଠାରେ ଶ୍ରୀ ଶ୍ରୀ ଶ୍ରୀ ଗୌରୀଦେବୀ ଟ୍ରଷ୍ଟ ପକ୍ଷରୁ ଏକ ଶୀତଳ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ କରିଛନ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ସୁଶାନ୍ତ ସିଂ । Naveen Patnaik Biju Janata Dal

ସର୍ବସାଧାରଣଙ୍କ ପାନୀୟ ଜଳ ପାଇଁ ସୋହେଲା ମୁଖ୍ୟ ଛକ ଠାରେ ଶ୍ରୀ ଶ୍ରୀ ଶ୍ରୀ ଗୌରୀଦେବୀ ଟ୍ରଷ୍ଟ ପକ୍ଷରୁ ଏକ ଶୀତଳ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ କରିଛନ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ସୁଶାନ୍ତ ସିଂ ।
Naveen Patnaik
Biju Janata Dal
BJD Bargarh (@bjd4bargarh) 's Twitter Profile Photo

ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ କମଗାଁ ସରପଞ୍ଚ ହୃଦାନନ୍ଦ ଖମାରୀ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ପ୍ରବାସୀ ମାନଙ୍କୁ ବିଦାୟ ସମୟରେ ଫୁଲମାଳ ଏବଂ ଫୁଲତୋଡା ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । Naveen Patnaik Biju Janata Dal

ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ କମଗାଁ ସରପଞ୍ଚ ହୃଦାନନ୍ଦ ଖମାରୀ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ପ୍ରବାସୀ ମାନଙ୍କୁ ବିଦାୟ ସମୟରେ ଫୁଲମାଳ ଏବଂ ଫୁଲତୋଡା ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।
Naveen Patnaik
Biju Janata Dal
BJD IT Wing (@bjditwing) 's Twitter Profile Photo

ବିଜେଡି ବିଜେପୁର ବିଧାୟିକା, ରୀତା ସାହୁଙ୍କୁୁ ଜନ୍ମଦିନର ଶୁଭେଚ୍ଛା Wishing Rita Sahu, Biju Janata Dal's MLA of Bijepur,on her Birthday! Rita Sahu BJD Bargarh

ବିଜେଡି ବିଜେପୁର ବିଧାୟିକା, ରୀତା ସାହୁଙ୍କୁୁ ଜନ୍ମଦିନର ଶୁଭେଚ୍ଛା

Wishing Rita Sahu, Biju Janata Dal's MLA of Bijepur,on her Birthday! Rita Sahu

BJD Bargarh
BJD IT Wing (@bjditwing) 's Twitter Profile Photo

ବିଜେଡି ଭଟଲିର ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ ESI ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂଙ୍କୁ ଜନ୍ମଦିନର ଶୁଭେଚ୍ଛା। Wishing Shri Susanta Singh, Biju Janata Dal's MLA of Bhatli & Minister of Labour & ESI, Rural Development, on his Birthday! BJD Bargarh Labour & ESI Dept. Government of Odisha Odisha Rural

ବିଜେଡି ଭଟଲିର ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ ESI ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂଙ୍କୁ ଜନ୍ମଦିନର ଶୁଭେଚ୍ଛା।

Wishing Shri Susanta Singh,
Biju Janata Dal's MLA of Bhatli & Minister of Labour & ESI, Rural Development, on his Birthday!

BJD Bargarh
Labour & ESI Dept. Government of Odisha
Odisha Rural
BJD Bargarh (@bjd4bargarh) 's Twitter Profile Photo

ସାଉଁନ୍ତପୁର ଗୁଡ଼େଶିରା ରାସ୍ତାର ବଂଜାରୀ ନାଳ ଉପରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀ ଦେବେଶ ଆଚାର୍ଯ୍ୟ,ଯୁବ ନେତା ଉମେଶ ପଣ୍ଡା ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । Naveen Patnaik Debesh Acharya Biju Janata Dal

ସାଉଁନ୍ତପୁର ଗୁଡ଼େଶିରା ରାସ୍ତାର ବଂଜାରୀ ନାଳ ଉପରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀ ଦେବେଶ ଆଚାର୍ଯ୍ୟ,ଯୁବ ନେତା ଉମେଶ ପଣ୍ଡା ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି ।
Naveen Patnaik
Debesh Acharya
Biju Janata Dal
BJD Bargarh (@bjd4bargarh) 's Twitter Profile Photo

ଭେଡେନ କେନାଲ ରୋଡରୁ ଭାୟା ଅଡଗାଁ,କନ୍ଧୁ ମୁଡା, ଆମଷଢା ,ବାଦୀ ଟିକ୍ରାରୁ ବରହଗୋଡା ବିକାଶ ସ୍କୁଲ ପର୍ଯନ୍ତ ଏକ ନୁତନ ରାସ୍ତାର ସର୍ଭେ ପାଇଁ ସରକାରୀ ପଦାଧିକାରୀ ମାନଙ୍କ ସହ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟ ଆଲୋଚନା କରିଛନ୍ତି । Naveen Patnaik Debesh Acharya Biju Janata Dal

ଭେଡେନ କେନାଲ ରୋଡରୁ ଭାୟା ଅଡଗାଁ,କନ୍ଧୁ ମୁଡା, ଆମଷଢା ,ବାଦୀ ଟିକ୍ରାରୁ ବରହଗୋଡା ବିକାଶ ସ୍କୁଲ ପର୍ଯନ୍ତ ଏକ ନୁତନ ରାସ୍ତାର ସର୍ଭେ ପାଇଁ ସରକାରୀ ପଦାଧିକାରୀ ମାନଙ୍କ ସହ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟ ଆଲୋଚନା କରିଛନ୍ତି ।
Naveen Patnaik
Debesh Acharya
Biju Janata Dal
BJD Bargarh (@bjd4bargarh) 's Twitter Profile Photo

ଆବାସ ଯୋଜନା ହିତାଧିକାରୀଙ୍କୁ ଘର ପାଇଁ କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀ ଦେବେଶ ଆଚାର୍ଯ୍ୟ ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଉମେଶ ପଣ୍ଡା, ବିଡ଼ିଓ ଯୁଧିଷ୍ଠିର ମେହେର ପ୍ରମୁଖ ଉପସ୍ଥିତ ଥିଲେ। Naveen Patnaik Debesh Acharya Biju Janata Dal

ଆବାସ ଯୋଜନା ହିତାଧିକାରୀଙ୍କୁ ଘର ପାଇଁ କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀ ଦେବେଶ ଆଚାର୍ଯ୍ୟ ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଉମେଶ ପଣ୍ଡା, ବିଡ଼ିଓ ଯୁଧିଷ୍ଠିର ମେହେର ପ୍ରମୁଖ ଉପସ୍ଥିତ ଥିଲେ।
Naveen Patnaik
Debesh Acharya
Biju Janata Dal
BJD IT Wing (@bjditwing) 's Twitter Profile Photo

ବିଜେଡିର ୪ ଜଣ ରାଜ୍ୟସଭା ସାଂସଦ ଙ୍କର ଏବେ ଶପଥ ଗ୍ରହଣ ସମାରୋହର ସିଧା ପ୍ରସାରଣ ଦେଖନ୍ତୁ youtube.com/watch?v=imF0lY…

ବିଜେଡିର ୪ ଜଣ ରାଜ୍ୟସଭା ସାଂସଦ ଙ୍କର ଏବେ ଶପଥ ଗ୍ରହଣ ସମାରୋହର ସିଧା ପ୍ରସାରଣ ଦେଖନ୍ତୁ

youtube.com/watch?v=imF0lY…
BJD Bargarh (@bjd4bargarh) 's Twitter Profile Photo

ବରଗଡ଼ ବିଧାୟକ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟ କଳାପାଣି ଗ୍ରାମପଞ୍ଚାୟତରେ ଓଡ଼ିଶା ସରକାରଙ୍କର ମଧୁବାବୁ ପେନସନ ଯୋଜନା ମାଧ୍ୟମରେ ହିତାଧିକାରୀଙ୍କୁ ପେନସନ ପ୍ରଦାନ କରିଛନ୍ତି । Naveen Patnaik Debesh Acharya Biju Janata Dal

ବରଗଡ଼ ବିଧାୟକ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟ କଳାପାଣି ଗ୍ରାମପଞ୍ଚାୟତରେ  ଓଡ଼ିଶା ସରକାରଙ୍କର ମଧୁବାବୁ ପେନସନ ଯୋଜନା ମାଧ୍ୟମରେ ହିତାଧିକାରୀଙ୍କୁ ପେନସନ ପ୍ରଦାନ କରିଛନ୍ତି ।
Naveen Patnaik
Debesh Acharya
Biju Janata Dal
BJD Bargarh (@bjd4bargarh) 's Twitter Profile Photo

ବିଜେପୁରରେ ୨ଟି ଜୀବନ ବିନ୍ଦୁ ରକ୍ତଦାନ ଶିବିର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଏବଂ ବିଜେପୁର ବିଧାୟିକା ରୀତା ସାହୁଙ୍କ ତତ୍ବାବଧାନରେ ବିଜେପୁର କଲେଜ ଏବଂ ଭ୍ରମ୍ୟମାଣ ଯାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ୨ଟି ରେ ସର୍ବମୋଟ ୭୭ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । Naveen Patnaik Biju Janata Dal

ବିଜେପୁରରେ ୨ଟି ଜୀବନ ବିନ୍ଦୁ ରକ୍ତଦାନ ଶିବିର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଏବଂ ବିଜେପୁର ବିଧାୟିକା ରୀତା ସାହୁଙ୍କ ତତ୍ବାବଧାନରେ ବିଜେପୁର କଲେଜ ଏବଂ ଭ୍ରମ୍ୟମାଣ ଯାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ୨ଟି ରେ ସର୍ବମୋଟ ୭୭ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।
Naveen Patnaik
Biju Janata Dal