BJD Odisha (@bjd4odisha) 's Twitter Profile
BJD Odisha

@bjd4odisha

Biju Janata Dal (BJD) is a state (Odisha) political party named after the legendary Biju Patnaik & led by Shri Naveen Patnaik.

ID: 962955235655323649

linkhttp://bjdodisha.org.in calendar_today12-02-2018 07:43:13

13,13K Tweet

24,24K Followers

103 Following

BJD Odisha (@bjd4odisha) 's Twitter Profile Photo

କୋଭିଡ ସମୟରେ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଜୀବନ ଜୀବିକାକୁ ପ୍ରାଥମିକତା ଦେଇ ଲକଡାଉନ କୋହଳ କରିବା ସହିତ ଗୋଷ୍ଠୀ ସଂକ୍ରମଣକୁ ରୋକିବା ନିମନ୍ତେ ସଟ୍ ଡାଉନ ଘୋଷଣା କରିଛନ୍ତି। କରୋନା ଲଢେ଼ଇରେ ଚଳିତ ଜୁନ ମାସ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ହୋଇଥିବାରୁ ଅନାବଶ୍ୟକ ଭାବେ ବାହାରକୁ ବାହାରନ୍ତୁ ନାହିଁ ।