
BJD IT Wing
@bjditwing
The official handle of the IT Wing of Biju Janata Dal
ID: 1046256402140823553
http://bjdodisha.org.in 30-09-2018 04:32:19
4,4K Tweet
15,15K Takipçi
213 Takip Edilen

ଗତ କାଲି "ବନ୍ଦେ ଉତ୍କଳ ଜନନୀ"ର ଗୀତି ପ୍ରକାଶ କରିବା ପରେ ଅନେକେ ଏହା କିଭଳି ଗାଇବେ ବୋଲି ପଚାରିଥିଲେ। ସେମାନଙ୍କ ଅନୁରୋଧ ରକ୍ଷା କରି, ସ୍ୱର ଆଉ ଲୟ ଜାଣିବା ପାଇଁ ଆମେ ସାହାଯ୍ୟ ମାଗିଥିଲୁ ଆମ IT Wing ରାଜ୍ୟ ସଦସ୍ୟା ତଥା Odisha Tourism Development Corporation ଅଧ୍ୟକ୍ଷା ଶ୍ରୀମତୀ ଶ୍ରିମୟୀ ମିଶ୍ରଙ୍କୁ। Shreemayee sweta snigdha Mishra ଗାଇଥିବା ଏହି ଭିଡ଼ିଓଟି ଦେଖନ୍ତୁ