Jasobanta Rana
@j_rana98
It is our duty to sympathize with intolerable people.
ID: 1301796474863280128
04-09-2020 08:17:38
16,16K Tweet
891 Followers
504 Following
ଖବର କାଗଜ ରେ ବାହାରିଥିବା ଖବର ସଠିକ ଯାଞ୍ଚ କରି ଅସହାୟ ଝିଅ କୁ ଆଡ଼ମିସନ ରେ ସହଯୋଗ କରିବାପାଇଁ DM KALAHANDI ଙ୍କୁ ଅନୁରୋଧ CMO Odisha Mohan Majhi - People's CM PANCHAYAT SAMITI, KALAMPUR
ଖବର କାଗଜ ରେ ପ୍ରକାଶିତ ଖବର ର ସଠିକ ଯାଞ୍ଚ କରି ତୁରନ୍ତ ସହାୟତା ଯୋଗାଇ ଦେବାକୁ Collector & DM, Jajpur NHM Odisha CMO Odisha Mohan Majhi - People's CM
ଖବର କାଗଜ ରେ ପ୍ରକାଶିତ ଖବର ର ସଠିକ ଯାଞ୍ଚ କରି ସେହି ଅଂଚଳପାଇଁ ବ୍ରିଜ ର ବ୍ୟବସ୍ତା କରିବାକୁ ଅନୁରୋଧ CMO Odisha Panchayati Raj and Drinking Water Department Works Department, Odisha Collector and District Magistrate, Koraput Mohan Majhi - People's CM
ଖବର କାଗଜ ରେ ପ୍ରକାଶିତ ଖବର ର ସଠିକ ଯାଞ୍ଚ କରି ତୁରନ୍ତ ସହାୟତା ଯୋଗାଇ ଦେବାକୁ Collector & DM, Balangir Sub-Collector & SDM, Titilagarh CMO Odisha ଙ୍କୁ ଅନୁରୋଧ
ଗ୍ରାମକୁ ପାଇପ ଯୋଗେ ପାଣି ମଧ୍ୟ ଆସିପାରୁନାହିଁ l ଜଙ୍ଗଲ ରେ ବସବାସ କରୁଥିବାରୁ ପାଣିପାଇଁ ଅନେକ ସମସ୍ୟା ଭୋଗିବାକୁ ପଡୁଛି l ଏଣୁ ନଳକୂପ ରେ ସୋଲାର ଟିଏ ବସେଇଲେ ଆମେ ଆପଣଙ୍କ ଠାରେ ଚିର ଉପକୃତ ହେବୁ Mohan Charan Majhi DM KALAHANDI PANCHAYAT SAMITI:BHAWANIPATNA Panchayati Raj and Drinking Water Department
ଗ୍ରାମର ସପୁରି ମାଝୀ,ଦଇ ମାଝୀ,ହସ୍ତେନୀ ମାଝୀ ଙ୍କ ସ୍ୱାମୀ ଦେହାନ୍ତ ହୋଇ ଆଜକୁ 5 ବର୍ଷ ହୋଇଥିଲେ ମଧ୍ୟ ବିଧବା ଭତ୍ତା ମିଳିନାହିଁ l PANCHAYAT SAMITI:BHAWANIPATNA DSSO, Kalahandi, SSEPD SSEPD DM KALAHANDI CMO Odisha Mohan Charan Majhi ଙ୍କୁ ଅନୁରୋଧ ସେମାଙ୍କୁ ସାମାଜିକ ସୁରକ୍ଷା ବିଭାଗ ରେ ସାମିଲ କରି ତୁରନ୍ତ ବିଧବା ଭତା ପ୍ରଦାନ କରନ୍ତୁ 🙏
କଳମପୁର ବ୍ଲକ ଭାଟିଗାଁ ର ଚଞ୍ଚଳା ପାରାଭୋଇ ଓ ତାଙ୍କ ୨ ମା ଙ୍କୁ ସରକାର ଙ୍କ ବିଭିନ୍ନ ଯୋଜନା ରେ ସାମିଲ କରିବା ସହ ଫେରେଇ ଆଣିବାକୁ ଅନୁରୋଧ CMO Odisha Mohan Charan Majhi DM KALAHANDI Labour & ESI Dept. Government of Odisha PANCHAYAT SAMITI, KALAMPUR TAHASIL OFFICE, KALAMPUR, DIST- KALAHANDI
Kindly look into this matter CMO Odisha MoSarkar 5T Mohan Charan Majhi DM KALAHANDI Panchayati Raj and Drinking Water Department BDO_KOKSARA
ଗୋଲାମୁଣ୍ଡା ବ୍ଲକ ଗର୍ଗାବ ଗାଁ ର ମଝିପଡ଼ା ମୁଖ୍ୟ ରାସ୍ତା ଉପରେ ବିଦ୍ୟୁତ ଖୁଣ୍ଟ ରହିଛି l କୌଣସି ଗାଡି ରାତି ସମୟରେ ଖମ୍ବା ସହିତ accident ମଧ୍ୟ ହୋଇପାରେ l ରାସ୍ତା ଠିକାଦାର ଦେଖିଲେ କି ନାହିଁ ତାହା ପ୍ରଶ୍ନବାଚୀ? CMO Odisha Mohan Charan Majhi DM KALAHANDI TataPower TP Western Odisha Distribution Ltd. ଙ୍କୁ ବିନମ୍ର ଅନୁରୋଧ 🙏
କଳମପୁର ବ୍ଲକ କଳମପୁର ରେ କାର୍ଯ୍ୟରତ ଆଶା ଦିଦି ଗତ 2020 ରେ କାରଣ duty ସମୟ ରେ ଟଙ୍କାର ଦେହାନ୍ତ ହେଲା l ସରକାର ନିୟମ ଅନୁଯାୟୀ ତାଙ୍କୁ ସରକାରୀ ସୁବିଧା ମିଳିବା କଥା କିନ୍ତୁ ଆଜି ପ୍ରଯ୍ୟନ୍ତ ମିଳିଲା ନାହିଁ CMO Odisha Mohan Majhi - People's CM DM KALAHANDI CDM & PHO, KALAHANDI PANCHAYAT SAMITI, KALAMPUR TAHASIL OFFICE, KALAMPUR, DIST- KALAHANDI
ବାରମ୍ବାର ଅଭିଯୋଗ ସ୍ୱେତେ ପ୍ରଶାସନ ଏହାର ତଦନ୍ତ ନକରିବା ଅତି ପରୀତାପ ର ବିଷୟ DM KALAHANDI CDM & PHO, KALAHANDI PANCHAYAT SAMITI, KALAMPUR TAHASIL OFFICE, KALAMPUR, DIST- KALAHANDI NHM Odisha
କଳମପୁର ବ୍ଲକ ପାତ୍ରବସା ଗାଁ ର ଜୈନେକ ମହିଳା ଓ ତାଙ୍କ ଝିଅ ଙ୍କୁ ସରକାର ଙ୍କ ବିଭିନ୍ନ ଯୋଜନାରେ ସାମିଲ କରି ଝିଅ ର ପାଠ ପଢ଼ା ବ୍ୟବସ୍ତା କରିବାକୁ DM KALAHANDI DSSO, Kalahandi, SSEPD Panchayati Raj and Drinking Water Department PANCHAYAT SAMITI, KALAMPUR ଙ୍କୁ ବିନମ୍ର ଅନୁରୋଧ CMO Odisha Mohan Majhi - People's CM
ଆଉ କେତେମାସ ଲାଗିବ ଖୁଣ୍ଟ ଉଠେଇବାପାଇଁ l ନା କିଏ ଜଣେ ମଲେ ଚେତା ପଶିବ l ଖାଲି ମନ ବୁଝେଇବାପାଇଁ ଉତ୍ତର ଟି ତଳେ ଦେଉଛନ୍ତି l 2 ମାସ ହେଲା ଆପଣଙ୍କୁ ଜଣେଇକି l ହେଲେ କିଛି ଫଳ ପ୍ରଦ ହେଲା ନାହିଁ CMO Odisha TP Western Odisha Distribution Ltd. TataPower DM KALAHANDI Odisha Rural State Transport Authority, Odisha