SUSHANTA PARIDA (@sushantap950) 's Twitter Profile
SUSHANTA PARIDA

@sushantap950

ମାନବିକତା ବଞ୍ଚାଇ ରଖିବାର ପ୍ରୟାସରେ
#ଟୁଇଟର ମଣିଷ
#ଓଡ଼ିଆ ପୁଅ

ID: 1869775597565890560

calendar_today19-12-2024 16:04:09

75 Tweet

11 Followers

201 Following

Collector and District Magistrate Kendrapara🇮🇳 (@dmkendrapara) 's Twitter Profile Photo

Awareness Programme on Government Schemes Jointly organised at Talachua,Rajanagar by District Administration & District Legal Services Authority, Kendrapara

Awareness Programme on Government Schemes
Jointly organised at Talachua,Rajanagar by District Administration & District Legal Services Authority, Kendrapara
CMO Odisha (@cmo_odisha) 's Twitter Profile Photo

ପୂରଣ ହେଉଛି ପ୍ରତିଶ୍ରୁତି। ସୁନିଶ୍ଚିତ ହେଉଛି ସାମାଜିକ ସୁରକ୍ଷା। ୮୦ବର୍ଷରୁ ଅଧିକ ବୟସର ନାଗରିକ ଏବଂ ୮୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ଭିନ୍ନକ୍ଷମଙ୍କୁ ମିଳିବ ₹୩୫୦୦ ସାମାଜିକ ସୁରକ୍ଷା ଭତ୍ତା । ଏହାଦ୍ୱାରା ରାଜ୍ୟର ୪ଲକ୍ଷ ୧୫ ହଜାରରୁ ଅଧିକ ହିତାଧିକାରୀ ଉପକୃତ ହେବେ। #Odisha

Mohan Charan Majhi (@mohanmodisha) 's Twitter Profile Photo

LIVE : ସାମାଜିକ ସୁରକ୍ଷା ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ। x.com/i/broadcasts/1…

CMO Odisha (@cmo_odisha) 's Twitter Profile Photo

In a landmark decision to strengthen #Odisha's education system, the State Government has approved the implementation of the National Education Policy (NEP) 2020. The National Curriculum Framework, contextualized to Odisha's unique heritage, will serve as the State Curriculum

Manmohan Samal (@samalmanmohan7) 's Twitter Profile Photo

ଆମ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ Pravati Parida ଙ୍କ ମାତା ଶ୍ରୀମତୀ ଲୋଭାବତୀ ଦେବୀଙ୍କ ପରଲୋକ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖୀତ ଓ ମର୍ମାହତ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଓଁ ଶାନ୍ତି 🙏

SUSHANTA PARIDA (@sushantap950) 's Twitter Profile Photo

ଅତୀତକୁ ଭାବି କେବେ ଦୁଃଖ କର ନାହିଁ ! ବର୍ତ୍ତମାନ କୁ ଦେଖୁ କେବେ ଗର୍ବ କର ନାହିଁ ! ଭବିଷ୍ୟତ କୁ ଭାବି କେବେ ଚିନ୍ତା କର ନାହିଁ ! କାରଣ ସବୁ ସେହି ଭଗବାନଙ୍କ ଲୀଳା ଆମେ ସବୁ ନିମିତ ମାତ୍ର !! ଜୟ ଶ୍ରୀରାମ 🙏💐

SocialTalk (@socialtalks96) 's Twitter Profile Photo

#କଣ_ଲୁଚାଉଥିଲା_କ୍ରାଇମବ୍ରାଞ୍ଚ ? -କେମିତି ବଦଳି ଗଲା ସାକ୍ଷୀଙ୍କ ସାର୍ଟର ରଙ୍ଗ ? -ନବ ଧଳା ସାର୍ଟ ପିନ୍ଧିଥିଲେ, ମୁଁ ହଳଦିଆ ସାର୍ଟ ପିନ୍ଧିଥିଲି: ଶୁଭେନ୍ଦୁ -କ୍ରାଇମବ୍ରାଞ୍ଚକୁ ଶୁଣିବାରେ ଭୁଲ ହୋଇଥିବ: ଶୁଭେନ୍ଦୁ -ଏତେ ବଡ଼ ଭୁଲ କେମିତି କଲା କ୍ରାଇମବ୍ରାଞ୍ଚ -ତଦନ୍ତ ଠିକ୍ ହେଇନି ଏଇ ଖାମଖିଆଲିରୁ ସ୍ପଷ୍ଟ CMO Odisha @BJP

#କଣ_ଲୁଚାଉଥିଲା_କ୍ରାଇମବ୍ରାଞ୍ଚ ?
-କେମିତି ବଦଳି ଗଲା ସାକ୍ଷୀଙ୍କ ସାର୍ଟର ରଙ୍ଗ ?
-ନବ ଧଳା ସାର୍ଟ ପିନ୍ଧିଥିଲେ, ମୁଁ ହଳଦିଆ ସାର୍ଟ ପିନ୍ଧିଥିଲି: ଶୁଭେନ୍ଦୁ
-କ୍ରାଇମବ୍ରାଞ୍ଚକୁ ଶୁଣିବାରେ ଭୁଲ ହୋଇଥିବ: ଶୁଭେନ୍ଦୁ
-ଏତେ ବଡ଼ ଭୁଲ କେମିତି କଲା କ୍ରାଇମବ୍ରାଞ୍ଚ
-ତଦନ୍ତ ଠିକ୍ ହେଇନି ଏଇ ଖାମଖିଆଲିରୁ ସ୍ପଷ୍ଟ
CMO Odisha
@BJP
Collector and District Magistrate Kendrapara🇮🇳 (@dmkendrapara) 's Twitter Profile Photo

ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକର ବନ୍ତଳ ଗ୍ରାମ ପଞ୍ଚାୟତରେ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଅନୁଷ୍ଠିତ ହୋଇଛି l ଏଥିରେ ଆସିଥିବା ସର୍ବ ମୋଟ ୧୩୩ ଟି ଅଭିଯୋଗର ତ୍ୱରିତ ସମାଧାନ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ l

Chandra Kumar Deep (@chandrakudeep) 's Twitter Profile Photo

ଲୋକେ ମନରେଖା ଯୋଜନାରେ କାମ କରି MR ବାହାରିବା ୮ ଦିନ ବିତିଗଲେ ମଧ୍ୟ କେଉଁ କେଉଁ ବିଭାଗୀୟ ଅଧିକାରୀଙ୍କ ପାଖକୁ Log in ଯାଉଛି ହେଲେ ଲଗଇନ submit କରୁନାହାନ୍ତି କି FTO ହେଉନାହଁ ଯାହା ଦ୍ୱାରା ନୂଆପଡା ଜିଲ୍ଲାର ସହସହ ଜବ କାର୍ଡ ଧାରୀ ମନରେଖା ଯୋଜନାରେ ପଇସା ପାଇବାରୁ ବଞ୍ଚିତ ଦୃଷ୍ଟିଦେବାକୁ ଅନୁରୋଧ Panchayati Raj and Drinking Water Department Narendra Modi

Respected Mohan Charan Majhi N Chandrababu Naidu Satya Kumar Yadav Collector Visakha Dr. Mukesh Mahaling i here seen that MGM Health SevenHill Hospital Vishakpatna nearst to odisha one of the best Hospital in india did not aspected Gopabandhu jana Arogya jojana that it is problem to Odisha poor people 1/2

Diptiranjan Dash (@diptira35365398) 's Twitter Profile Photo

ଜଗତସିଂହପୁର : ରଘୁନାଥପୁର ବ୍ଲକ ରେଢୁଆ ପଞ୍ଚାୟତ ନୂଆଗଡ ଗ୍ରାମର ତନୁଜା ସେଠୀ ଙ୍କ ଫ୍ୟାମିଲି ପ୍ଲାନିଙ୍ଗ ଅପରେ ସନ ପରେ ବି ପ୍ରେଗ୍ନେସି ହୋଇଥିଲେ ଏ ପର୍ଯ୍ୟନ୍ତ ସରକାରୀ ସହାୟତା ମିଳି ପାରିନି ସରକାର ଦୃଷ୍ଟି ଦେବାକୁ ନିବେଦନ🙏 CMO Odisha H & FW Dept Odisha Dr. Mukesh Mahaling ChiefSecyOdisha DM_Jagatsinghpur CDMO JAGATSINGHPUR

SUSHANTA PARIDA (@sushantap950) 's Twitter Profile Photo

ସରକାର ଙ୍କ ତରଫରୁ ବିସ୍ଥାପିତ କରାଯାଇଛି ଘଟଣା ଟି ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସାତଭାୟା ପଂଚାୟତ ର CMO Odisha Mohan Charan Majhi PMO India Revenue & DM Department, Government of Odisha Public

ସରକାର ଙ୍କ ତରଫରୁ ବିସ୍ଥାପିତ କରାଯାଇଛି
ଘଟଣା ଟି ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସାତଭାୟା ପଂଚାୟତ ର
CMO Odisha
Mohan Charan Majhi
PMO India
Revenue & DM Department, Government of Odisha
Public
Kanak News (@kanak_news) 's Twitter Profile Photo

#କଂଗ୍ରେସ_ନେତାଙ୍କୁ_ଶାଢି_ପିନ୍ଧାଇଲେ_ବିଜେପି_ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆପତ୍ତିଜନକ ଫଟୋ ପୋଷ୍ଟ କରି ବିବାଦରେ କଂଗ୍ରେସ ନେତା। ରାଗରେ କଂଗ୍ରେସ ନେତାଙ୍କୁ ଶାଢି ପିନ୍ଧାଇଲେ ବିଜେପି କର୍ମକର୍ତ୍ତା #Congress #BJP #KanakNews