SUDHIR MAHALING (@sudhir_mahaling) 's Twitter Profile
SUDHIR MAHALING

@sudhir_mahaling

ID: 1575488560563527681

calendar_today29-09-2022 14:12:32

145 Tweet

4 Followers

115 Following

AJIT SAHOO OFFICIAL (@ajitsahoo7172) 's Twitter Profile Photo

ଧନ୍ୟ ତୁମ ଚିନ୍ତାଧାରାକୁ ରଙ୍ଗ ପରିବର୍ତ୍ତନ କରିପାରୁଛନ୍ତି,କିନ୍ତୁ ଡ୍ରାଇଭର ଭାଇ ମାନଙ୍କ ଦରମା ଦେଇପାରିବନି,ଗାଡ଼ି ଟାୟାର ଵି ବଦଳେଇପାରୁନ! କିନ୍ତୁ ରଙ୍ଗ ପରିବର୍ତ୍ତନ କରିପାରିବ 108 ambulance service ର କର୍ମଚାରୀ ଦିନ ରାତି ପରିଶ୍ରମ କରୁଛନ୍ତି, ସେମାନେ ଆମ ଜୀବନ ଦାତା, ଦୟାକରି CMO Odisha ସେମାନଙ୍କ କଥା ବୁଝନ୍ତୁ 🙏

ଧନ୍ୟ ତୁମ ଚିନ୍ତାଧାରାକୁ
ରଙ୍ଗ ପରିବର୍ତ୍ତନ କରିପାରୁଛନ୍ତି,କିନ୍ତୁ ଡ୍ରାଇଭର ଭାଇ ମାନଙ୍କ ଦରମା ଦେଇପାରିବନି,ଗାଡ଼ି ଟାୟାର ଵି ବଦଳେଇପାରୁନ! କିନ୍ତୁ ରଙ୍ଗ ପରିବର୍ତ୍ତନ କରିପାରିବ
108 ambulance service ର କର୍ମଚାରୀ ଦିନ ରାତି ପରିଶ୍ରମ କରୁଛନ୍ତି, ସେମାନେ ଆମ ଜୀବନ ଦାତା, ଦୟାକରି CMO Odisha ସେମାନଙ୍କ କଥା ବୁଝନ୍ତୁ  🙏
SUDHIR MAHALING (@sudhir_mahaling) 's Twitter Profile Photo

Humare desh mein to sirf religion politics chalta hai, yahan sikhya ka kya haal hoga, jagjao logo nahi to bura haal hoga. Biswa guru banne ka sapna dekh raha hai jaha teachers ka samman nahi kiya jaa raha #SSCReforms #SSC_System_Sudharo #SSC_VENDOR_FAILURE instagram.com/reel/DMxBa0Kvd…

SUDHIR MAHALING (@sudhir_mahaling) 's Twitter Profile Photo

କାହାରିର ଆନ୍ତରିକତା ନାଇ ନ କାମ କରବାର, ନାଇ ତ ବିକାଶ ହେବାର କେ ଅଟକେଇ ନାଇ ହୁଏ, ଧନ୍ୟ ସମ୍ୱଲପୁର ର ଲୋକ, ନେତା ମନ୍ତ୍ରୀ ଆଉ ପ୍ରଶାସନ । RDC Northern Division Sambalpur DM Sambalpur SMC Sambalpur CMO Odisha Mohan Charan Majhi H & UD Dept Dr. Krushna Chandra Mahapatra Dharmendra Pradhan Suresh Pujari

ମନ୍ତ୍ରୀ ସୁରେଶ ପୂଜାରୀ ମହୋଦୟ ଭୂମିହୀନ ପରିବାର ପାଇଁ ୪ ଡିସିମିଲ ଭୂମି ଯୋଗାଇ ଦେବାକୁ କହିଥିଲେ, ସେଇଟା କେଉଁ ଯୋଜନାରେ ଆସୁଛି ଏବଂ ତାର ଆବେଦନ ଆରମ୍ଭ ହେଲାଣି ନା ନାଇ। ବିସ୍ତୃତ ଭାବେ ଉତ୍ତର ରଖିବେ:- Suresh Pujari ChiefSecyOdisha CMO Odisha Mohan Charan Majhi H & UD Dept Dr. Krushna Chandra Mahapatra PMO India

SUDHIR MAHALING (@sudhir_mahaling) 's Twitter Profile Photo

It has been more than 24 hours and the message has not been seen on WhatsApp yet, so from this we can guess how the street light complaint would be resolved. SMC Sambalpur DM Sambalpur

ମନ୍ତ୍ରୀ ମହୋଦୟଙ୍କୁ ବାରମ୍ବାର ନିବେଦନ ସତ୍ତ୍ୱେ କହୁନାହାନ୍ତି ଯେ, କେଉଁ ଯୋଜନା ମାଧ୍ୟମରେ ଭୂମିହୀନ ପରିବାର କୁ ୪ ଡିସିମିଲ ଜାଗା ଦିଆଯିବ। ଭୋଟର ଙ୍କୁ ପାଞ୍ଚ ବର୍ଷ ବାନ୍ଧି ରଖିବା ପାଇଁ ଏ ଯୋଜନା କି? Suresh Pujari CMO Odisha Mohan Charan Majhi ChiefSecyOdisha

ଖାଲି ଅପରେସନ "ଗରୁଡ଼" ଲାଗି ଚେକ୍ କଲେ ନାଇ ହୁଏ, ସବୁଦିନ ଚେକ୍ କରବାର କଥା ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ବାର ବାର କହେଲା ପରେ ବି ସୁନବାର ନାଇ ସରକାର। ନିଶା କାରବାର ବଢ଼ି ଚାଲିଛେ, ଅପରାଧ ବଢ଼ି ଚାଲିଛେ, ଲେକିନ ସରକାର ଖାଲି ରଙ୍ଗ ଲଗାବାରରେ ବ୍ୟସ୍ତ।CMO Odisha Mohan Charan Majhi DGP, Odisha SP SAMBALPUR

ନିଶାଡି ମାନଙ୍କୁ ସାବାଡ କରବାର ଲାଗି ବ୍ୟବସ୍ଥା ହଉ ଗଞ୍ଜେଇ, କଫ୍ ସିରପ୍, ମଦ ପି କରି ସାଧାରଣ ଲୋକଙ୍କୁ ହଇରାଣ କରୁଛନ୍। Home Department, Govt. of Odisha DGP, Odisha DIGPNR SAMBALPUR SP SAMBALPUR DM Sambalpur

ସମ୍ବଲପୁର ସହରରେ ଆମ ବସ ର ବସଷ୍ଟପ୍ ଯଥାଶୀଘ୍ର ତିଆରି କରାଯାଉ, ଏବଂ ବିଭିନ୍ନ ରୁଟର ବିସ୍ତୃତ ବିବରଣୀ ବସ ଷ୍ଟପ ରେ ଉଲ୍ଲେଖ କରାଯାଉ। ଜନସାଧାରଣ/ ଯାତ୍ରୀଙ୍କ ପାଇଁ ନୂତନ ବସ ତଥା ଅନ୍ୟ ରୁଟ ର ବ୍ୟବସ୍ଥା କରନ୍ତୁ। Capital Region Urban Transport H & UD Dept Dr. Krushna Chandra Mahapatra CMO Odisha DM Sambalpur SMC Sambalpur Mohan Charan Majhi

SUDHIR MAHALING (@sudhir_mahaling) 's Twitter Profile Photo

ସୁଇଛେ ସମ୍ବଲପୁର ପୋଲିସ୍ ଆଉ ଉତ୍ପାତ କରୁଛନ ଅପରାଧୀ, ପୋଲିସ୍ ବିଭାଗର ଖାମଖିଆଲି ମନୋଭାବ ଲାଗି ଆଜି ଇ ପରିସ୍ଥିତି, ଖାଲି ପେଟ୍ରୋଳିଂ ଗାଡ଼ିରେ ବସିକରି ମଜା ମାରୁଛନ, କାମ ଜିରୋ। Home Department, Govt. of Odisha DGP, Odisha DIGPNR SAMBALPUR SP SAMBALPUR Odisha Police Prameya Odia Sambalpur_Buzz