RDC SD Berhampur
@rdcsdberhampur
ID: 1821810741424615426
09-08-2024 07:29:12
20 Tweet
164 Followers
3 Following
RDC SD visited RI Circle Chandiput and inspected ongoing Drinking Water Projects at Gumma. Engaged with locals to understand water source management and household needs. CMO Odisha Roopa R Sahoo #sustainabledevelopment #CommunityEngagement #CleanWaterForAll
Additional Secretary, Under Secretary, and AFA-cum-Under Secretary, visited Hinjili Tahsil to review various revenue cases and assess the infrastructure of RI offices. #Governance #RevenueReview CMO Odisha Revenue & DM Department, Government of Odisha
ରାଜ୍ୟ ବ୍ୟାପି ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଉପଲକ୍ଷେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ସମେତ ଦକ୍ଷିଣାଞ୍ଚଳ ରାଜସ୍ବ ଡିଭିଜନ ଅନ୍ତର୍ଗତ ୮ ଟି ଜିଲ୍ଲା ର ଜିଲ୍ଲାପାଳମାନଙ୍କ ଦ୍ଵାରା ବିଦ୍ୟାଳୟ ଗୁଡ଼ିକରେ ଖଡ଼ି ଛୁଆଁ ପାଳନ କରାଗଲା। CMO Odisha ChiefSecyOdisha I & PR Department, Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ EducationOdisha
ଓଡ଼ିଆ ପକ୍ଷ ପାଳନ ଅବସରରେ ଦକ୍ଷିଣାଞ୍ଚଳ ରାଜସ୍ବ ଡିଭିଜନ ଅନ୍ତର୍ଗତ ୮ଟି ଜିଲ୍ଲା ଦ୍ଵାରା ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳନ କରାଗଲା । CMO Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ChiefSecyOdisha I & PR Department, Odisha Handlooms,Textiles & Handicrafts Department,Odisha
ଓଡିଆ ପକ୍ଷ ପାଳନ ଅବସର ରେ ପାରମ୍ପରିକ ପୋଷାକ ପରିଧାନ #ଆମ_ପୋଷାକ_ଆମ_ପରିଚୟ CMO Odisha ChiefSecyOdisha I & PR Department, Odisha Handlooms,Textiles & Handicrafts Department,Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
ଓଡ଼ିଆ ପକ୍ଷ ୨୦୨୫ ପାଳନ ଅବସରରେ ଦକ୍ଷିଣାଞ୍ଚଳ ରାଜସ୍ବ ଡିଭିଜନ ଅନ୍ତର୍ଗତ ୮ ଟି ଜିଲ୍ଲାରେ ‘ଓଡ଼ିଆରେ ନାମଫଳକ ଅଭିଯାନ ସଚେତନତା ପଦଯାତ୍ରା’ ଆୟୋଜିତ ହୋଇଯାଇଛି। #ଓଡ଼ିଆପକ୍ଷ୨୦୨୫ #ଓଡ଼ିଆଭାଷାକୁସମ୍ମାନ CMO Odisha ChiefSecyOdisha I & PR Department, Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ Labour & ESI Dept. Government of Odisha
ଓଡ଼ିଆ ପକ୍ଷ ପାଳନ ଅବସରରେ ଦକ୍ଷିଣାଞ୍ଚଳ ରାଜସ୍ବ ଡିଭିଜନ ଅନ୍ତର୍ଗତ ୮ଟି ଜିଲ୍ଲାରେ ଐତିହ୍ୟ ଗଣ ଦୌଡ଼ ଅନୁଷ୍ଠିତ ହୋଇଛି। #ଓଡ଼ିଆପକ୍ଷ୨୦୨୫ CMO Odisha ChiefSecyOdisha I & PR Department, Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ Odisha Sports
ଓଡ଼ିଆ ପକ୍ଷ ପାଳନର ଅବସରରେ ଦକ୍ଷିଣାଞ୍ଚଳ ରାଜସ୍ବ ଡିଭିଜନ ଅନ୍ତର୍ଗତ ୮ ଟି ଜିଲ୍ଲାର ବିଭିନ୍ନ ଦେବୋତ୍ତର ଓ ଐତିହ୍ୟ ସ୍ଥଳୀ ଗୁଡିକରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । #ଓଡ଼ିଆପକ୍ଷ୨୦୨୫ CMO Odisha ChiefSecyOdisha I & PR Department, Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ Department of Tourism, Odisha Panchayati Raj and Drinking Water Department H & UD Dept
ଓଡ଼ିଆ ପକ୍ଷ ଅବସରରେ ଦକ୍ଷିଣାଞ୍ଚଳ ରାଜସ୍ବ ଡିଭିଜନ ଅନ୍ତର୍ଗତ ଜିଲ୍ଲା ଗୁଡ଼ିକରେ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ l #ଓଡ଼ିଆପକ୍ଷ୨୦୨୫ CMO Odisha ChiefSecyOdisha I & PR Department, Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
ଓଡ଼ିଆ ପକ୍ଷ ପାଳନ ଅବସରରେ ଦକ୍ଷିଣାଞ୍ଚଳ ରାଜସ୍ବ ଡିଭିଜନ ଅନ୍ତର୍ଗତ ଜିଲ୍ଲା ଗୁଡିକରେ ରକ୍ତଦାନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। #ଓଡ଼ିଆପକ୍ଷ୨୦୨୫ CMO Odisha ChiefSecyOdisha I & PR Department, Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ H & FW Dept Odisha Higher Education Department, Govt. of Odisha 🇮🇳
ଓଡିଆ ପକ୍ଷ ପାଳନ ଅବସର ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ କାର୍ଯ୍ୟାଳୟରେ #ଆସ_ବହିଟିଏ_କିଣିବା_ଦିବସ #ଓଡ଼ିଆପକ୍ଷ୨୦୨୫ CMO Odisha ChiefSecyOdisha I & PR Department, Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ Higher Education Department, Govt. of Odisha 🇮🇳
ଓଡ଼ିଆ ପକ୍ଷ ପାଳନ ଅବସରରେ ଦକ୍ଷିଣାଞ୍ଚଳ ରାଜସ୍ବ ଡିଭିଜନ ଅନ୍ତର୍ଗତ ଜିଲ୍ଲା ଗୁଡିକରେ "ଆସ ବହିଟିଏ କିଣିବା ଦିବସ" କାର୍ଯ୍ୟକ୍ରମ। #ଓଡ଼ିଆପକ୍ଷ୨୦୨୫ CMO Odisha ChiefSecyOdisha I & PR Department, Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ Higher Education Department, Govt. of Odisha 🇮🇳
ଓଡ଼ିଆ ପକ୍ଷ ପାଳନ ଅବସରରେ ଦକ୍ଷିଣାଞ୍ଚଳ ରାଜସ୍ବ ଡିଭିଜନ ଅନ୍ତର୍ଗତ ଜିଲ୍ଲା ଗୁଡିକରେ ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ। #ଲୋକକଳାପାଇଁଦିନଟିଏ #ଓଡ଼ିଆପକ୍ଷ୨୦୨୫ CMO Odisha ChiefSecyOdisha I & PR Department, Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ Panchayati Raj and Drinking Water Department
ଓଡ଼ିଆ ପକ୍ଷ ପାଳନ ଅବସରରେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀମାନଙ୍କ ଦ୍ୱାରା ଲେଖାଯାଇଥିବା କିଛି କବିତା, ଗଳ୍ପ, ବାର୍ତ୍ତା ଇତ୍ୟାଦି ପ୍ରକାଶିତ କରାଯାଇଛି। #ଯୁବ_ଲେଖକ_ସମ୍ମିଳନୀ #ଓଡ଼ିଆପକ୍ଷ୨୦୨୫ CMO Odisha ChiefSecyOdisha I & PR Department, Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ Higher Education Department, Govt. of Odisha 🇮🇳 Odisha Sports
ଓଡ଼ିଆ ପକ୍ଷ ପାଳନ ଅବସରରେ ଦକ୍ଷିଣାଞ୍ଚଳ ରାଜସ୍ବ ଡିଭିଜନ ଅନ୍ତର୍ଗତ ଜିଲ୍ଲା ଗୁଡିକରେ ଯୁବ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। #ଓଡ଼ିଆପକ୍ଷ୨୦୨୫ CMO Odisha ChiefSecyOdisha I & PR Department, Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ Higher Education Department, Govt. of Odisha 🇮🇳 Odisha Sports
ଓଡ଼ିଆ ପକ୍ଷ ପାଳନ ଅବସରରେ ଦକ୍ଷିଣାଞ୍ଚଳ ରାଜସ୍ବ ଡିଭିଜନ ଅନ୍ତର୍ଗତ ଜିଲ୍ଲା ଗୁଡିକରେ "ଓଡ଼ିଶାର ବରପୁତ୍ରମାନଙ୍କ ଉପରେ ଆଲୋଚନା" ଅନୁଷ୍ଠିତ ହୋଇଛି । #ବନ୍ଦନୀୟ_ବରପୁତ୍ର #ଓଡିଆପକ୍ଷ୨୦୨୫ CMO Odisha ChiefSecyOdisha I & PR Department, Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
ଓଡିଆ ପକ୍ଷ ପାଳନ ଅବସରରେ ଦକ୍ଷିଣାଞ୍ଚଳ ରାଜସ୍ବ ଡିଭିଜନ ଅନ୍ତର୍ଗତ ଜିଲ୍ଲା ଗୁଡିକରେ "ପାରମ୍ପରିକ ଖାଦ୍ୟ ଦିବସ ପାଳନ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। #ଓଡିଆପକ୍ଷ୨୦୨୫ #ଆମ_ରୁଚି_ଆମ_ଖାଦ୍ୟ CMO Odisha ChiefSecyOdisha I & PR Department, Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ Panchayati Raj and Drinking Water Department H & UD Dept
ଓଡିଆ ପକ୍ଷ ପାଳନ ଅବସରରେ ଦକ୍ଷିଣାଞ୍ଚଳ ରାଜସ୍ବ ଡିଭିଜନ ଅନ୍ତର୍ଗତ ଜିଲ୍ଲାଗୁଡିକରେ ଓଡ଼ିଆ ନବବର୍ଷ ପାଳନ ସହ ଝୋଟି ଓ ପିଠାପଣା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। #ଓଡ଼ିଆପକ୍ଷ୨୦୨୫ #ଓଡ଼ିଆନବବର୍ଷ CMO Odisha ChiefSecyOdisha I & PR Department, Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଓଡିଆ ସପ୍ତାହ -୨୦୨୫ ପାଳନ ଅବସରରେ ପ୍ରବନ୍ଧ, ବକୃତା ଓ କୁଇଜ୍ ପ୍ରତିଯୋଗିତାରେ ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଅଛି l #ଓଡିଆସପ୍ତାହ_୨୦୨୫ CMO Odisha ChiefSecyOdisha I & PR Department, Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ