ମହାକାଳପଡ଼ା ୟୁଥ୍ ଗ୍ରୁପ୍, ଓଡ଼ିଶା (@mygodisha) 's Twitter Profile
ମହାକାଳପଡ଼ା ୟୁଥ୍ ଗ୍ରୁପ୍, ଓଡ଼ିଶା

@mygodisha

ID: 1598508690080137216

calendar_today02-12-2022 02:47:00

465 Tweet

55 Followers

90 Following

Pravat Ranjan Jena_Socialist (@pravatranjanj11) 's Twitter Profile Photo

ବିଜୟନଗର ସୋସାଇଟିରେ କାନ୍ଦୁଛି ଚାଷୀ। ପଡ଼ି ରହିଛି ଶହ ଶହ ବସ୍ତା ଧାନ। ଆସୁନି ପର୍ଯ୍ୟାପ୍ତ ଗାଡି। କର୍ମଚାରୀ ଦେଖାଉଛନ୍ତି ନାଲି ଆଖି। Respected Sir CMO Odisha Samabaya Bibhaga ChiefSecyOdisha କୃଷି ବିଭାଗ, ଓଡ଼ିଶା @KrushnaPat56655 kindly look into it and take immediate action in this regard.

ମହାକାଳପଡ଼ା ୟୁଥ୍ ଗ୍ରୁପ୍, ଓଡ଼ିଶା (@mygodisha) 's Twitter Profile Photo

ବିପଦ ସଙ୍କୁଳ ଅବସ୍ଥାରେ ଟ୍ରାନ୍ସଫର୍ମର : ଲୋକେ ଭୟଭୀତ। ନାହିଁ ସୁରକ୍ଷା ବାଡ଼, ବାଉଁଶରେ ଝୁଲୁଛି ତାର। ନିରବଦ୍ରଷ୍ଟା ବିଦ୍ୟୁତ ବିଭାଗ। ମହାକାଳପଡ଼ା ବ୍ଲକ ଜାଲକଣା ଗ୍ରାମର ଘଟଣା। CMO Odisha TP Central Odisha Distribution Ltd Kanak Vardhan Singh Deo (Modiji Ka Parivar) Collector and District Magistrate Kendrapara🇮🇳 TataPower Energy Odisha

ବଳିପାଳ ସରପଞ୍ଚଙ୍କୁ ବିଭାଗ ତରଫରୁ ଚିଠି କରାଯାଇଥିଲା ୭ ଦିନ ମଧ୍ୟରେ ପାଇପ ସଂଯୋଗ ବିଛିନ୍ନ କରିବା ପାଇଁ ହେଲେ ଏଯାଏଁ ହଟିଲାନି ବେଆଇନ ସଂଯୋଗ। RWSS_KENDRAPARA Rural Water Supply and Sanitation, Odisha Panchayati Raj and Drinking Water Department Rabi Narayan Naik CMO Odisha ChiefSecyOdisha Collector and District Magistrate Kendrapara🇮🇳 Team ATA Official pratap mohanty CMO Odisha

ମୂକ ବଧିର ଯୁବତୀଙ୍କୁ ସେହି ଗ୍ରାମର କିଛି ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଛନ୍ତି ତାସହିତ ଗରମ ପେଜ ଫୋପାଡିଛନ୍ତି। ତାଙ୍କ ଦେହସାରା ଫୋଟକା ହୋଇଯାଇଛି। କେବେ କାର୍ଯ୍ୟାନୁଷ୍ଠାନ ନେବ ପୁଲିସ? CMO Odisha President of India Kanak News BDO, Mahakalapada Argus News ଓଟିଭି Kanak News

ମୂକ ବଧିର ଯୁବତୀଙ୍କୁ ସେହି ଗ୍ରାମର କିଛି ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଛନ୍ତି ତାସହିତ ଗରମ ପେଜ ଫୋପାଡିଛନ୍ତି। ତାଙ୍କ ଦେହସାରା ଫୋଟକା ହୋଇଯାଇଛି। କେବେ କାର୍ଯ୍ୟାନୁଷ୍ଠାନ ନେବ ପୁଲିସ? CMO Odisha President of India Kanak News BDO, Mahakalapada Argus News ଓଟିଭି Kanak News
Pravat Ranjan Jena_Socialist (@pravatranjanj11) 's Twitter Profile Photo

ଦିବ୍ୟାଙ୍ଗଙ୍କୁ ମିଳୁନି ଅନ୍ତୋଦୟ ଅନ୍ନ ଯୋଜନା। ଟାର୍ଗେଟ ନାହିଁ କହି ଏଡ଼ାଇ ଯାଉଛି ବିଭାଗ। ସମ୍ମାନୀୟ ମୁଖ୍ୟମନ୍ତ୍ରୀ Mohan Charan Majhi CMO Odisha ଙ୍କୁ ଅନୁରୋଧ ଏ ଘଟଣାରେ ଦୃଷ୍ଟି ଆକର୍ଷଣ କରିବା ସହିତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ। Panchayati Raj and Drinking Water Department SSEPD ChiefSecyOdisha FoodOdisha Collector and District Magistrate Kendrapara🇮🇳

ଦିବ୍ୟାଙ୍ଗଙ୍କୁ ମିଳୁନି ଅନ୍ତୋଦୟ ଅନ୍ନ ଯୋଜନା। ଟାର୍ଗେଟ ନାହିଁ କହି ଏଡ଼ାଇ ଯାଉଛି ବିଭାଗ। ସମ୍ମାନୀୟ ମୁଖ୍ୟମନ୍ତ୍ରୀ Mohan Charan Majhi CMO Odisha ଙ୍କୁ ଅନୁରୋଧ ଏ ଘଟଣାରେ ଦୃଷ୍ଟି ଆକର୍ଷଣ କରିବା ସହିତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ। Panchayati Raj and Drinking Water Department SSEPD ChiefSecyOdisha FoodOdisha Collector and District Magistrate Kendrapara🇮🇳
ମହାକାଳପଡ଼ା ୟୁଥ୍ ଗ୍ରୁପ୍, ଓଡ଼ିଶା (@mygodisha) 's Twitter Profile Photo

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ତେର ଗାଁ ଠାରୁ ଗଡରୋମିତ ପର୍ଯ୍ୟନ୍ତ ଏମିତି ସମସ୍ୟା,,,, CMO Odisha PMO India

ମହାକାଳପଡ଼ା ୟୁଥ୍ ଗ୍ରୁପ୍, ଓଡ଼ିଶା (@mygodisha) 's Twitter Profile Photo

ଢଳେଇ ରାସ୍ତା ବିପର୍ଯ୍ୟସ୍ତ,ଲୋକେ ହନ୍ତସନ୍ତ। ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ମହାକାଳପଡ଼ା ଗ୍ରାମ ପଞ୍ଚାୟତ ଗହ୍ମା ଗ୍ରାମର ୨୪ ନମ୍ବର ୱାର୍ଡ ବାସୀ ଭୋଗୁଛନ୍ତି ସମସ୍ୟା। CMO Odisha Panchayati Raj and Drinking Water Department Odisha Rural Collector and District Magistrate Kendrapara🇮🇳 BDO, Mahakalapada

ଢଳେଇ ରାସ୍ତା ବିପର୍ଯ୍ୟସ୍ତ,ଲୋକେ ହନ୍ତସନ୍ତ। ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ମହାକାଳପଡ଼ା ଗ୍ରାମ ପଞ୍ଚାୟତ ଗହ୍ମା ଗ୍ରାମର ୨୪ ନମ୍ବର ୱାର୍ଡ ବାସୀ ଭୋଗୁଛନ୍ତି ସମସ୍ୟା।
CMO Odisha Panchayati Raj and Drinking Water Department Odisha Rural Collector and District Magistrate Kendrapara🇮🇳 BDO, Mahakalapada
ମହାକାଳପଡ଼ା ୟୁଥ୍ ଗ୍ରୁପ୍, ଓଡ଼ିଶା (@mygodisha) 's Twitter Profile Photo

ମନରେଗା ଯୋଜନାରେ ମଣିଷ ବଦଳରେ ମେସିନ କରୁଛି କାମ। ମେସିନ ସାହାଯ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ନିକଟ ପୋଖରୀରୁ ପଙ୍କ ଉଦ୍ଧାର କରିବା ସମୟରେ ଭାଙ୍ଗିଦେଲେ ପୂର୍ତ୍ତ ବିଭାଗ ଦ୍ୱାରା ସଦ୍ୟ ନିର୍ମିତ ରାସ୍ତା ସୁରକ୍ଷା ବାଡ଼! CMO Odisha Collector and District Magistrate Kendrapara🇮🇳 Panchayati Raj and Drinking Water Department mg nregs ChiefSecyOdisha Ministry of Rural Development, Government of India

ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତରେ ବିନା ଜେଇଙ୍କ ଉପସ୍ଥିତିରେ ବିଳମ୍ବିତ ରାତିରେ ଚାଲିଛି ଢଳେଇ ରାସ୍ତା କାମ। ସରକାରଙ୍କ ଏମିତି ନିୟମ କେବେ ଠାରୁ? CMO Odisha Panchayati Raj and Drinking Water Department ChiefSecyOdisha Collector and District Magistrate Kendrapara🇮🇳 BDO, Mahakalapada Odisha Rural

Pravat Ranjan Jena_Socialist (@pravatranjanj11) 's Twitter Profile Photo

ଗୋଟିଏ ଗୋଡ଼ ହରାଇ ଶଯ୍ୟାଶାୟୀ ପ୍ରଶାନ୍ତ। ଘରେ ପରୀକ୍ଷା କରାଇ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ଗୁହାରି। ଏଯାଏଁ ଶୁଖିନି ଶରୀରର ପୋଡ଼ା କ୍ଷତ। CMO Odisha H & FW Dept Odisha Dr. Mukesh Mahaling Collector and District Magistrate Kendrapara🇮🇳 BDO, Mahakalapada Panchayati Raj and Drinking Water Department SSEPD BDO, Mahakalapada

ଗୋଟିଏ ଗୋଡ଼ ହରାଇ ଶଯ୍ୟାଶାୟୀ ପ୍ରଶାନ୍ତ। ଘରେ ପରୀକ୍ଷା କରାଇ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ଗୁହାରି। ଏଯାଏଁ ଶୁଖିନି ଶରୀରର ପୋଡ଼ା କ୍ଷତ। CMO Odisha H & FW Dept Odisha Dr. Mukesh Mahaling Collector and District Magistrate Kendrapara🇮🇳 BDO, Mahakalapada Panchayati Raj and Drinking Water Department SSEPD BDO, Mahakalapada
ମହାକାଳପଡ଼ା ୟୁଥ୍ ଗ୍ରୁପ୍, ଓଡ଼ିଶା (@mygodisha) 's Twitter Profile Photo

ବ୍ୟକ୍ତିଗତ ଜାଗାରେ ଗାଡ଼ି ରଖି ମୁଷ୍ଟିମେୟ ଲୋକଙ୍କୁ ପାଣି ଦେଉଛି ଡ଼୍ରାଇଭର। ଗାଡ଼ି ରଖି ନିଶା ଖାଉଥିବାର ଭିଡିଓ,,,,, ମହାକାଳପଡ଼ା ବ୍ଲକ ବରକନ୍ଧା ପଞ୍ଚାୟତ ଅନ୍ତର୍ଗତ ବରକନ୍ଧା ଗ୍ରାମର ଦୃଶ୍ୟ। Panchayati Raj and Drinking Water Department Rural Water Supply and Sanitation, Odisha RWSS_KENDRAPARA Collector and District Magistrate Kendrapara🇮🇳

ମହାକାଳପଡ଼ା ୟୁଥ୍ ଗ୍ରୁପ୍, ଓଡ଼ିଶା (@mygodisha) 's Twitter Profile Photo

ପୋଷ୍ଟ ପିଅନଙ୍କ ନାମରେ ଟଙ୍କା ଠକେଇ ଓ ଜାତିଆଣ ଆକ୍ଷେପ, ଅଶାଳୀନ ବ୍ୟବହାର ଓ ଜୀବନରେ ମାରିଦେବାକୁ ଧମକ ଏତଲା। ଏହାର ତଦନ୍ତ ସହିତ ଘଟଣାରେ ସଂପୃକ୍ତ କର୍ମଚାରୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି। Home Department, Govt. of Odisha Kendrapada Police (Odisha) India Post CMO Odisha