Dhenkanal Tweet Club
@dhenkanaltwitte
ID: 1440556961792086026
22-09-2021 06:02:19
10,10K Tweet
1,1K Followers
930 Following
ନୟାଗଡ ଜିଲ୍ଲାରେ ସୀମା ଟପୁଛି ମହିଳାଙ୍କ ଉପରେ ଯୌତୁକ ନିର୍ଯାତନା CMO Odisha ChiefSecyOdisha Home Department, Govt. of Odisha Department of WCD, Government of Odisha BCCI Women DGP, Odisha IGP, Central Range Cuttack Odisha Police Nayagarh Police Collector & DM Nayagarh
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନ ବିଭାଗ କାର୍ଯ୍ୟକଳାପ କୁ ନେଇ ସନ୍ଧେହ? ଆଠମଲ୍ଲିକରେ ଶିକାରୀ ହାତୀ ମାରିଲେ ହେଲେ ଆଠମଲ୍ଲିକ ବନ ବିଭାଗ ଶିକାରୀକୁ ଧରିବାରେ ବିଫଳ ନା ଜାଣିଶୁଣି ବନ ବିଭାଗ ନୀରବ ତାହା ସାଧାରଣରେ ପ୍ରଶ୍ନ ବାଚୀ। Home Department, Govt. of Odisha Odisha Police କୁ ଅନୁରୋଧ ଏହି ଘଟଣା ସମ୍ପର୍କରେ ସଠିକ୍ ତଦନ୍ତ କରିବାକୁ। Collector and District Magistrate, Angul
It’s an honour to receive the Sambad Paribesh Samman Award 2025 from Hon’ble Governor Odisha, Dr. Dr. Hari Babu Kambhampati. My heartfelt thanks to Sambad (ସମ୍ବାଦ) Founder Sri Soumyaranjan Patnaik, Sambad Group Editor Tanaya Patnaik & Team Earth Again for supporting my work. #EarthAgain2025
ଢ଼େଙ୍କାନାଳ: ଭୁବନ ବ୍ଲକ ଓଡ଼ିଶ ପଞ୍ଚାୟତର ଓଡ଼ିଶ-ବଡ଼କାଠିଆ ରାସ୍ତା ଶୋଚନୀୟ ହୋଇ ପଡ଼ିଛି।ଏହି ରାସ୍ତାରେ ଅନେକ ଲୋକ ଯିବା ଆସିବା କରୁ ଥିବାରୁ ଲୋକ ମାନେ ବହୁ ଅନିବିଧର ସମ୍ମୁଖିନ ହେଉଛନ୍ତି।ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ଅନୁରୋଧ। District Dhenkanal CMO Odisha Panchayati Raj and Drinking Water Department Bhuban Block Works Department, Odisha ChiefSecyOdisha
#Factcheck: Viral Tiger Photo and Video Have No Link to Dhenkanal District telugupost.com/Odia-FactCheck… #OdiaFactCheck #Dhenkanal #Wildlife #Viralvideo Odisha Forest, Env. and Climate Change Department PCCF WL & CWLW, Odisha DFO DHENKANAL
୨ ବର୍ଷ ହେଲା ଖାଲି ପଡ଼ିଛି ଅଙ୍ଗନବାଡ଼ି କର୍ମୀ ପଦ। #ଖଜୁରିଆ ଗାଁ #ତିଲେଶ୍ଵର ପଞ୍ଚାୟତ #ହରଭଙ୍ଗା ବ୍ଲକ । CMO Odisha ChiefSecyOdisha Department of WCD, Government of Odisha Collector Boudh BDO HARABHANGA
#ଉଦ୍ୟାନ_ବିଭାଗରେ_କେଳେଙ୍କାରୀ_ବାବୁ_ମାଲାମାଲ_ଚାଷୀ_ଭକୁଆ #ନଷ୍ଟ_କରିଦେଲେ_ପାମୋଲିନ_ଭଳି_ଲକ୍ଷ୍ୟ_ଲକ୍ଷ୍ୟ_ଟଙ୍କାର_ମୂଲ୍ୟବାନ_ଚାରା Respected Sir CMO Odisha ChiefSecyOdisha Kanak Vardhan Singh Deo (Modiji Ka Parivar) Arabinda K Padhee Horticulture Odisha କୃଷି ବିଭାଗ, ଓଡ଼ିଶା District Dhenkanal Please kindly look into this matter. #Dhenkanal #Farmer
ସୁନ୍ଦର #ବରଗଡ଼ ସହର କୁ ସୁନ୍ଦର କରାଯାଉ। Collector & DM, Bargarh CMO Odisha Bargarh Municipality
ଏହା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ CMO Odisha Collector & DM, Balangir Mohan Charan Majhi ChiefSecyOdisha Panchayati Raj and Drinking Water Department Rabi Narayan Naik Ga&Pg_Dept ଅନୁରୋଧ।
ଗତ ୪ ମାସ ହେବ ଅକ୍ଷମ ଭତ୍ତା ପାଇବାରୁ ବଞ୍ଚିତ #ରମେଶ_ବିଶ୍ଵାଳ ଦୟନୀୟ ଅବସ୍ଥାରେ ଚଳୁଛନ୍ତି ଗ୍ରାମ:ବଡବାହାଳ,ପୋ:ଗିରିଧର ପ୍ରସାଦ,ବ୍ଲକ:ହିନ୍ଦୋଳ,ଜିଲ୍ଲା:ଢେଙ୍କାନାଳ ଦୃଷ୍ଟି ଆକର୍ଷଣ କରି ଯଥାଶୀଘ୍ର ୪ ମାସର ଟଙ୍କା ପ୍ରଦାନ କରିବାକୁ ଆପଣଙ୍କୁ ଅନୁରୋଧ CMO Odisha District Dhenkanal SSEPD DSSO Dhenkanal Nityananda Gond
Please resolve the issue as soon as possible. CMO Odisha RWSS Boudh Division Collector Boudh
ବୌଦ୍ଧ ଜିଲ୍ଲା BDO HARABHANGA ଲୁଣିବହାଲ ଗ୍ରାମର ଦୁଇଟି ୱାର୍ଡରେ ନଳକୂଅ ଖରାପ ହେବ ଯୋଗୁଁ ୭ ଦିନ ହେଲା ପାଣି ପାଇପାରୁ ନାହାନ୍ତି, ବିଭାଗୀୟ ଅଧିକାରୀ ତୁରନ୍ତ ମରାମତି କରିବାକୁ ଅନୁରୋଧ CMO Odisha ChiefSecyOdisha Mohan Charan Majhi Ama Shasana Rural Water Supply and Sanitation, Odisha RWSS Boudh Division Sub-Collector, Boudh Collector Boudh
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଅଧିନ ପାହିରାଜୁ ପଞ୍ଚାୟତ ତିଲକାପାଙ୍ଗା ଗାଁର ଦିବ୍ୟାଙ୍ଗ ସାରାବତୀ କହଁର ଭିନ୍ନକ୍ଷମ ଭତ୍ତା ପାଇବାରୁ ବଞ୍ଚିତ। ଶୀଘ୍ର ଭତ୍ତା ଯୋଗାଇ ଦେବାପାଇଁ Collector Kandhamal ମହୋଦୟଙ୍କୁ ବିନମ୍ର ଅନୁରୋଧ। CMO Odisha Mohan Charan Majhi Panchayati Raj and Drinking Water Department SSEPD @Dssokandhamal Panchayat Samiti, Phiringia State Commissioner for Persons with Disabilities
ଆଲୋକିତ ହୋଇପାରୁନି ନୀଳଚକ୍ର, ଜଳୁନାହିଁ ଲାଗିଥିବା ଲାଇଟ ଶ୍ରୀମନ୍ଦିର ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇ ଉଚିତ ପଦକ୍ଷେପ ନେବାପାଇଁ ଅନୁରୋଧ 🙏 Shree Jagannatha Temple Office, Puri Collector and District Magistrate Puri Shree Jagannatha Temple, Puri Arabinda K Padhee
Mohan Charan Majhi ସରକାରକୁ ପୁରିଲା ୫୦୦ଦିନ, ଏତେଦିନ ପରେବି ଅଟକିଛି I & PR Department, Odisha ଦ୍ୱାରା ଘୋଷଣା ହୋଇଥିବା କମ୍ପ୍ୟୁଟର ସହାୟକ ପଦବୀ. କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ ଛାତ୍ର ଛାତ୍ରୀ, କେବେ ହେବ ଏହାର ସମାଧାନ Nityananda Gond EducationOdisha Ama Shasana Dharmendra Pradhan CMO Odisha ନିଦା ବିଷ୍ଣୁ ପାଲଟିଗଲେ କି?
Sanjit Das 𝕏 Dhenkanal Tweet Club District Dhenkanal CMO Odisha Panchayati Raj and Drinking Water Department Bhuban Block Works Department, Odisha ChiefSecyOdisha Team ATA Official Binaya Kumar Naik(Socialist)✍️ ଏହି ପିଚୁ ରାସ୍ତା ମାଟିରେ ମିଶିଲାଣି ତଥାପି Odisha Rural ଶୁଣାଣି
Dhenkanal:On the College Bypass Overbridge on NH- 55 high- voltage 33 KV electricity wires are hanging at a very low height above the road, posing a danger to vehicles plying on the overbridge. NHAI NHAI RO Odisha District Dhenkanal CMO Odisha ChiefSecyOdisha Ga&Pg_Dept Jana Sunani
ଢ଼େଙ୍କାନାଳ: ସଦର ବ୍ଲକ କଙ୍କଡ଼ାହାଡ଼ ପଞ୍ଚାୟତର ଅନେକ ହିତାଧିକାରୀଙ୍କୁ ଏଯାଏଁ ଆୟୁଷ୍ମାନ କାର୍ଡ ମିଳିନାହିଁ।ଲୋକ ଉତ୍ତମ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି।ତୁରନ୍ତ ଆୟୁଷ୍ମାନ କାର୍ଡ ଯୋଗାଇ ଦେବାକୁ ଅନୁରୋଧ। District Dhenkanal H & FW Dept Odisha Dr. Mukesh Mahaling CMO Odisha National Health Authority (NHA) DHH DHENKANAL NHM Odisha
Sir please kindly look into this matter and take necessary action CMO Odisha Mohan Charan Majhi ChiefSecyOdisha Panchayati Raj and Drinking Water Department Collector & DM Nayagarh