
Sanjay Chakraborty
@csanjay204
ସତ୍ୟର ଅନୁସନ୍ଧାନରେ ସବୁବେଳେ ମୋ ପ୍ରୟାସ ଜାରିରହିବ।ଆପଣ ମାନଙ୍କ ଭଲପାଇବା ଏବଂ ଆଶୀର୍ବାଦ ନିତ୍ୟାନ୍ତ ଆବଶ୍ୟକ।
ID: 1170033274715959296
06-09-2019 17:58:16
855 Tweet
211 Followers
525 Following







Just now bhadar kaushal Emargency @ପିଲା ଟି ଭଦ୍ରକଜିଲ୍ଲାର ମୁଖ୍ଯହସ୍ପିଟାଲରେ ଇଲେକ୍ଟ୍ରିକ ଲିଗି ଗୁରୁତ୍ୱପୂର୍ଣ୍ଣ ଅବସ୍ଥା ରେ ଅଛି ଯଦି କୌଣସି ସଦ ହୂଦୟ ବ୍ୟକ୍ତିଙ୍କ ଦ୍ବାରା ପରିଚୟ ପାଇପାରିବ,ଯୋଗାଯୋଗ ମୋବାଇଲ ନମ୍ବର 9861197679,6370258850" CMO Odisha @nabadasjsg NHM Bhadrak NandighoshaTV MoSarkar 5T

ରକ୍ଷଣ ବେକ୍ଷଣ ଅଭାବରୁ ଅଧା ଅନ୍ଧାରରେ ଆଇ ଲଭ୍ କଟକ। ମାତ୍ର ଦୁଇଟି ଲାଇଟ୍ ଜଳୁଥିବା ବେଳେ ଅକ୍ଷର ରଙ୍ଗ ମଧ୍ୟ ଛାଡ଼ିବାରେ ଆରମ୍ଭ କଲାଣି। ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ। CMC,Cuttack DM Cuttack Silver City Cuttack CMO Odisha H & UD Dept


କଟକର ବାବୁ ସେଠୀ।ଏକ ଦୁର୍ଘଟଣାରେ ନିଜ ଡାହାଣ ଗୋଡ଼ ହରାଇବା ପରେ ଓଡିଶା ମୋ ପରିବାର ସହାୟତରେ ଆଜି ଏକ କୁତ୍ରିମ ଗୋଡ଼ ଲାଗିପାରିଛି।ଓଡିଶା ମୋ ପରିବାରର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଲେ ବାବୁ। CMO Odisha Odisha-Mo Parivar MoSarkar 5T Sambad (ସମ୍ବାଦ) DM Cuttack Kanak News


ରାସ୍ତାର ଅବସ୍ଥା ନ କହିବା ଭଲ।ଦୃଶ୍ୟଟି ହେଉଛି କଟକ ବେଲବ୍ୟୁ ଛକର।କାଯ୍ୟରତ ଥିବା ଟ୍ରାଫିକ ହାବିଲଦାର ସଞ୍ଜୟ ସାହୁଙ୍କ ମାନବିକତା।ନିଜେ ଝାଡୁଧରି ରାସ୍ତା ଉପରେ ପଡି ରହିଥିବା ଗୋଡିକୁ ସଫା କରିଥିଲେ। CMO Odisha COMMISSIONERATE POLICE DCP CUTTACK DCP TRAFFIC, BHUBANESWAR-CUTTACK ChiefSecyOdisha ଓଟିଭି Kanak News



At times, all possible words fail to convey emotions & feelings! Can’t believe that my dearest brother is no more! Abhijit, who committed suicide was a Braveheart & strictly against suicides! I urge महाराष्ट्र पोलीस - Maharashtra Police & पुणे शहर पोलीस to strictly investigate plz. #ComebackAbhijit♥️


କଟକ ଟାଙ୍ଗୀ ଚୌଦ୍ଵାର ବ୍ଲକ୍ ର କରଞ୍ଜି ଗ୍ରାମ ର ସୁକାନ୍ତି କବି ପାଇ ପାରିଲେ ନାହିଁ ଆବାସ ଯୋଜନାରେ ଘର ଖଣ୍ଡିଏ। ସିରିଏଲ୍ ରେ ଥିବା ସତ୍ତ୍ବେ ବ୍ଲକ୍ ଅଧିକାରୀ କିଭଳି ଭାବରେ ସୁକାନ୍ତି ଙ୍କ ନାମ କାଟିଲେ ତାହା ଏବେ ବଡ଼ ପ୍ରଶ୍ନ ଉଠିଛି। MoSarkar 5T DM Cuttack CMO Odisha Naveen Patnaik Housing For All Revenue & DM Department, Government of Odisha OTV



ପୁରୁଣା ରାଜଧାନୀ ସିଲଭର ସିଟି କଟକ ସହର ଭାଇଚାରା ସହ ଅନେକ ସଂସ୍କୃତି ଓ ପରମ୍ପରା ସହ ବେଶ୍ ଜଡିତ। ରାଜ୍ୟ ସରକାରଙ୍କ ପକ୍ଷରୁ ସହରରେ ବିଭିନ୍ନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଉଛି। ତନ୍ମଧ୍ୟରୁ ରାଣୀହାଟ ନିର୍ମିତ ନୂତନ କ୍ଲକ୍ ଟାୱାର ଅନ୍ୟତମ,ତେବେ କ୍ଲକ ଟାୱାର ଏବଂ ଦୋଳମୁଣ୍ଡାଇ ଜଗନ୍ନାଥ ମନ୍ଦିର ପଛରେ ଥିବା .. ୧/୨ CMC,Cuttack

