Durjyodhan Dalai (@durjyodhandala1) 's Twitter Profile
Durjyodhan Dalai

@durjyodhandala1

MSC, Professor in maths. Hindu by birth, human by choice.
hate injustices, fight for justice, spread smile always.

ID: 709764060363927553

calendar_today15-03-2016 15:31:53

11,11K Tweet

907 Followers

3,3K Following

Durjyodhan Dalai (@durjyodhandala1) 's Twitter Profile Photo

ଶଦ୍ଦ ଅଟଳ ମହାମେରୁ। ତାହା ବ୍ୟାକରଣ ଠାରୁ ବୁଦ୍ଧିରେ ଭଲ ଚାଲେ। #ସୁପ୍ରଭାତ👏

ଶଦ୍ଦ ଅଟଳ ମହାମେରୁ।
ତାହା ବ୍ୟାକରଣ ଠାରୁ ବୁଦ୍ଧିରେ ଭଲ ଚାଲେ।
#ସୁପ୍ରଭାତ👏
Durjyodhan Dalai (@durjyodhandala1) 's Twitter Profile Photo

ନିଜ ମନର ଅହଙ୍କାର, କ୍ରୋଧ ଓ କାମନାକୁ ଡଙ୍ଗାରେ ରଖି ଜଳରେ ଭସେଇଦେବା। #କାର୍ତ୍ତିକପୂର୍ଣ୍ଣିମା 👏

ନିଜ ମନର ଅହଙ୍କାର, କ୍ରୋଧ ଓ କାମନାକୁ ଡଙ୍ଗାରେ ରଖି ଜଳରେ ଭସେଇଦେବା।
#କାର୍ତ୍ତିକପୂର୍ଣ୍ଣିମା 👏
Durjyodhan Dalai (@durjyodhandala1) 's Twitter Profile Photo

ଜୀବନର ସମସ୍ତ ନିଷ୍ପତ୍ତି କେବଳ ଆମର ହୋଇ ନଥାଏ, କିଛି ନିଷ୍ପତ୍ତି "ସମୟର" ମଧ୍ୟ ହୋଇଥାଏ। #ଶୁଭସକାଳ👏

ଜୀବନର ସମସ୍ତ ନିଷ୍ପତ୍ତି କେବଳ ଆମର ହୋଇ ନଥାଏ, କିଛି ନିଷ୍ପତ୍ତି  "ସମୟର" ମଧ୍ୟ ହୋଇଥାଏ।
#ଶୁଭସକାଳ👏
Durjyodhan Dalai (@durjyodhandala1) 's Twitter Profile Photo

"ଜୀବନ"......... ମୃତ୍ୟୁ ପାଖରୁ ଧାର ଆଣିଥିବା କିଛି ସମୟ ମାତ୍ର। ଶୁଭ ସକାଳ!!👏

Durjyodhan Dalai (@durjyodhandala1) 's Twitter Profile Photo

ଅଧିକାର ଅକ୍ଷୁର୍ଣ୍ଣ ରହୁ, କର୍ତ୍ତବ୍ୟ ଜାରି ରହୁ। #ସାଧାରଣତନ୍ତ୍ରଦିବସ2022👏

ଅଧିକାର ଅକ୍ଷୁର୍ଣ୍ଣ ରହୁ,
କର୍ତ୍ତବ୍ୟ ଜାରି ରହୁ।
#ସାଧାରଣତନ୍ତ୍ରଦିବସ2022👏
Durjyodhan Dalai (@durjyodhandala1) 's Twitter Profile Photo

ବିଜେପି ପ୍ରତି ପଂଚାୟତ ମଦ ମୁକ୍ତ ହେବାକୁ ପ୍ରତିଶୃତି ଦେବା ଉଚିତ।

Durjyodhan Dalai (@durjyodhandala1) 's Twitter Profile Photo

ନବିନବାବୁଙ୍କ ଏ ଡ୍ରାମା ଗଣତନ୍ତ୍ର ଓ ଓଡ଼ିଶା ପ୍ରତି ଵିପଦ।

Harsh Gupta Madhusudan (@harshmadhusudan) 's Twitter Profile Photo

An honour to gift my book A New Idea Of India (coauthored with Rajeev Mantri) to NITI Aayog CEO Amitabh Kant - looking forward to learning from and discussing with him various aspects of public policy based on his long experience and innovative ideas.

An honour to gift my book <a href="/ANewIdeaOfIndia/">A New Idea Of India</a> (coauthored with <a href="/RMantri/">Rajeev Mantri</a>) to <a href="/NITIAayog/">NITI Aayog</a> CEO <a href="/amitabhk87/">Amitabh Kant</a> - looking forward to learning from and discussing with him various aspects of public policy based on his long experience and innovative ideas.
Durjyodhan Dalai (@durjyodhandala1) 's Twitter Profile Photo

ହସୁନଥିବା ଚେହେରାରୁ ଦୁଃଖ ପଢିପାରୁଥିବା ମଣିଷ। ମୋ ପ୍ରଫୁଲ୍ଲ ଭାଇନା। ଯଦିଓ ମୁଁ ତାଙ୍କ ଶହ ଅନେକ ମତ ସହ ଭିନ୍ନ। ଯଦିଓ ମୁଁ ତାଙ୍କ ପରିବାରର ଜଣେ ସଦସ୍ୟ।

ହସୁନଥିବା ଚେହେରାରୁ ଦୁଃଖ ପଢିପାରୁଥିବା  ମଣିଷ। ମୋ ପ୍ରଫୁଲ୍ଲ ଭାଇନା। ଯଦିଓ ମୁଁ ତାଙ୍କ ଶହ ଅନେକ ମତ ସହ ଭିନ୍ନ। ଯଦିଓ ମୁଁ ତାଙ୍କ ପରିବାରର ଜଣେ ସଦସ୍ୟ।
Durjyodhan Dalai (@durjyodhandala1) 's Twitter Profile Photo

No doubt Biju babu was a big man with many blind fans. But he was such a man who had more foes than fans!! Tribute to Biju Babu on his birth anniversary 💐💐🙏

No doubt  Biju babu was a big man with many blind fans. But he was  such a man who had more foes than fans!!
Tribute to Biju Babu on his birth anniversary 💐💐🙏
Durjyodhan Dalai (@durjyodhandala1) 's Twitter Profile Photo

ମୂଳଦୁଆ ଦୃଢ଼ ନଥିଲେ ଘରଟିଏ ଯେପରି ତା'ର ସ୍ଥାୟୀତ୍ୱ ଅଧିକଦିନ ରଖିବା ସମ୍ଭବ ହୁଏନାହିଁ, ସେହିପରି ସମାଜର ମୂଳଦୁଆ ହେଉଛି ନାରୀ, ସେ ମା, ଭଗିନୀ,ବାନ୍ଧବୀ, ଦୁହିତା, ଏପରିକି ସହକର୍ମୀ ଭାବେ ପୁରୁଷମାନଙ୍କ ପାଖରେ ଉଭା ହୋଇଥାଏ। ସେମାନଙ୍କୁ ଶ୍ରଦ୍ଧା, ସମ୍ମାନ ଓ ସୁରକ୍ଷାଦେବା ଆମର କର୍ତ୍ତବ୍ୟ।🙏

OTV (@otvnews) 's Twitter Profile Photo

#CommonwealthGames2022 | Another medal confirmed in Lawn Bowls for India, men's fours team enter the finals after defeating England in semis