Debaki Sahu
@debakisahu3
President Zilla Parishad Dist- Balngir
ID: 1278347652334145537
01-07-2020 15:21:26
420 Tweet
869 Followers
187 Following
ରାଜ୍ୟ ର ବିକାଶ କୁ ଗୁରୁତ୍ୱ ଦେଇ OAS ଅଧିକାରୀ ଙ୍କ ଦାବି ପୂରଣ କରନ୍ତୁ PMO India Governor Odisha CMO Odisha Naveen Patnaik Office of Kalikesh Singh Deo
ରାଜ୍ୟ ରେ ନାରୀ ନିର୍ଯ୍ୟାତନା ଓ FM ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଛାତ୍ରୀ ସୌମ୍ୟଶ୍ରୀ ର ଆତ୍ମହୁତି ର ନ୍ୟାୟ ପାଇଁ ବିଚାର ବିଭାଗୀୟ ତଦନ୍ତ ଦାବି ଲାଗି RDC ସମ୍ବଲପୁର ଅଫିସ ଘେରାଉ Naveen Patnaik Biju Janata Dal Office of Kalikesh Singh Deo
ନୀତି ଆୟୋଗ ର ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ କୋଶଳ କଳାମଣ୍ଡଳ ରେ ମୁଖ୍ୟ ଅତିଥି ହିସାବରେ ଯୋଗଦାନ, ଆକାଂକ୍ଷୀ ଜିଲ୍ଳା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ରେ ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଥିବା ଗୁଡଭେଳା ଓ ପୁଇଁନ୍ତଳା ବ୍ଲକ କୁ ପୁରସ୍କୃତ କରାଗଲା NITI Aayog CMO Odisha Collector & DM, Balangir
ବଲାଙ୍ଗିର ଜିଲ୍ଳା ରେ ଭୟଙ୍କର ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି ଆଗଲପୁର ବ୍ଲକ ର ନଅ ଗାଁ (କ ) ଅଞ୍ଚଳ ର ଦୃଶ୍ୟ ବର୍ଷା ର ଅଭାବ ରୁ ଚାଷୀ ହତାଶ ସରକାର ତୁରନ୍ତ ବଲାଙ୍ଗିର ଜିଲ୍ଳା କୁ ମରୁଡି ଘୋଷଣା କରନ୍ତୁ PMO India CMO Odisha Naveen Patnaik Kanak Vardhan Singh Deo (Modiji Ka Parivar) Office of Kalikesh Singh Deo Collector & DM, Balangir
ବଲାଙ୍ଗିର ଜିଲ୍ଳା ର ଦାଦନ ସମସ୍ୟା ରୋକିବା ଏବଂ ପ୍ରତ୍ୟେକ ଗ୍ରାମ କୁ ଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ପାଇଁ ଅନୁରୋଧ PMO India CMO Odisha Naveen Patnaik Ministry of Jal Shakti, DoWR, RD&GR, GoI Panchayati Raj and Drinking Water Department Office of Kalikesh Singh Deo
ରାଜ୍ୟରେ ବଢି ଚାଲିଥିବା ମହିଳା ନିର୍ଯ୍ଯାତନା ପ୍ରତିବାଦ ରେ ମାନ୍ୟବର ପୁର୍ବତନ ମୁଖ୍ଯମନ୍ତ୍ରୀ ତଥା ବିରୋଧୀ ଦଳର ନେତା ଶ୍ରୀ ନବୀନ ପଟ୍ଟନାୟକ ଓ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଙ୍କ ନିର୍ଦ୍ଦେଶ କ୍ରମେ ଏସ.ପି ଙ୍କ ଜରିଆରେ ଡିଜିପି ଙ୍କ ଉଦ୍ଦେଶ୍ଯ ରେ ଏକ ଦାବୀପତ୍ର ପ୍ରଦାନ Naveen Patnaik Biju Janata Dal Office of Kalikesh Singh Deo
ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ ଫେନସିଙ୍ଗ୍ ଓ ଥାଙ୍ଗ ଟା ବଲାଙ୍ଗୀର ଗାନ୍ଧୀ ଷ୍ଟାଡିଅମ ରେ ଶୁଭ ଉଦଘାଟନି ଉତ୍ସବ CMO Odisha Odisha Sports
ଡିସେମ୍ବର 5 ଜିଲ୍ଳାସ୍ତରୀୟ “ବିଶ୍ୱ ମୃତ୍ତିକା ଦିବସ ”2025ପାଳନ ଅବସରରେ ମୁଖ୍ୟ ଅତିଥି ହିସାବ ରେ ଯୋଗ ଦେଇ ଚାଷୀ ମୃତ୍ତିକା ସ୍ୟାସ୍ଥ୍ୟ କାର୍ଡ ବଣ୍ଟନ କରାଗଲା କୃଷି ବିଭାଗ, ଓଡ଼ିଶା
ଜଳ ସମ୍ପଦ ବିଭାଗ ତରଫରୁ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ (ଉଠା ଜଳ ସେଚନ )ପାଳନ ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଲି ଅତିରିକ୍ତ ଜିଲ୍ଲପାଳ ପବିତ୍ର ବେହେରା, ନିର୍ବାହୀ ଯନ୍ତ୍ରୀ ଦଳେଇ ଙ୍କ ସମେତ ବିଭାଗ ର ସମସ୍ତ ଅଧିକାରୀ ଏବଂ ଜିଲ୍ଳା ବିଭିନ୍ନ ଜାଗାରୁ ଆସିଥିବା ଚାଷୀ ଭାଇ ଭଉଣୀ ଉପସ୍ଥିତ ଥିଲେ କୃଷି ବିଭାଗ, ଓଡ଼ିଶା Deptt. of Water Resources
ଆଗଲପୁର ବ୍ଲକ ଅନ୍ତର୍ଗତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ରେ ଅନ୍ତର୍ଭୁକ୍ତ ପରିବାର card ନମ୍ବର 05010210509 ହିତାଧିକାରୀ ଙ୍କୁ ରାସନ 5 ମାସ ନ ଦେବା ଯୋଗୁଁ ଅନାହାର ରେ ରହିବା ଆଶଙ୍କା ରହିଛି l ସରକାର PMO India CMO Odisha FoodOdisha Naveen Patnaik Office of Kalikesh Singh Deo Collector & DM, Balangir ଙ୍କୁ ଅନୁରୋଧ ତୁରନ୍ତ ପଦକ୍ଷେପ ନିଅନ୍ତୁ
କଳା ଓ ସଂସ୍କୃତି ର ବଲାଙ୍ଗିର 23ତମ ଲୋକ ଉତ୍ସବ ଦ୍ୱିତୀୟ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଲି ସମ୍ମାନିତ ଅତିଥି ପୌରାଧ୍ୟକ୍ଷା ତିନି ଉପଖଣ୍ଡ ସ୍ତରୀୟ ଉପଜିଲ୍ଲାପାଳ, କମିଟି ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ, ମଞ୍ଚରେ କଳାକାର ମାନଙ୍କୁ ସମ୍ମାନିତ କରାଗଲା CMO Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ Collector & DM, Balangir
No paddy lifting. No women’s safety. No governance. Farmers punished with ₹800/quintal cap, MSP delayed; women live in fear. This govt has failed Odisha’s fields and families. BJD on the streets across Odisha. #GovtFailedOdisha #BJDWithPeople #JaiKisan Naveen Patnaik Biju Janata Dal
ବିଜୁ ଜନତା ଦଳ ତରଫରୁ ବଲାଙ୍ଗିର ରେ ବିଜେପି ସରକାର ର ଚାଷୀ ମାରଣା ନୀତି ,ବିପଯ୍ୟସ୍ତ ଆଇନ ଶୃଙ୍ଖଳା ଓ ପ୍ରତିଶୃତି ପୂରଣ ଖିଲାପି ବିରୁଦ୍ଧରେ ପ୍ରତିବାଦ ଓ ବିକ୍ଷୋଭNaveen Patnaik Biju Janata Dal