nibedita dash (@nibedit123456) 's Twitter Profile
nibedita dash

@nibedit123456

ID: 1399754977090760706

calendar_today01-06-2021 15:50:10

3,3K Tweet

225 Followers

243 Following

Subhrajit Pratihari (@subhrajitprati1) 's Twitter Profile Photo

20000 ହଜାର ଓଡ଼ିଆ ଶିକ୍ଷକ ଙ୍କ ପରିବାର ଆପଣଙ୍କୁ ପ୍ରାର୍ଥନା କରୁଛି ।ସବୁ ପ୍ରକ୍ରିୟା ସରିବା ପରେ ହାଇସ୍କୁଲ ଶିକ୍ଷକ ମାନଙ୍କ sop କୁ ପରିପ୍ରକାଶ କରିବାକୁ ବିଭାଗ କୁ ନିର୍ଦ୍ଦେଶ ଦିଅନ୍ତୁ।ଆଉ 20000 ହଜାର ପରିବାର ରେ ଖୁସି ଆଣନ୍ତୁ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମହୋଦୟ। CMO Odisha MoSarkar 5T

Iswar Guru (@bharat_odia) 's Twitter Profile Photo

Subhrajit Pratihari CMO Odisha MoSarkar 5T 20000 ହଜାର ଓଡ଼ିଆ ଶିକ୍ଷକ ଙ୍କ ପରିବାର ଆପଣଙ୍କୁ ପ୍ରାର୍ଥନା କରୁଛି ।ସବୁ ପ୍ରକ୍ରିୟା ସରିବା ପରେ ହାଇସ୍କୁଲ ଶିକ୍ଷକ ମାନଙ୍କ sop କୁ ପରିପ୍ରକାଶ କରିବାକୁ ବିଭାଗ କୁ ନିର୍ଦ୍ଦେଶ ଦିଅନ୍ତୁ।ଆଉ 20000 ହଜାର ପରିବାର ରେ ଖୁସି ଆଣନ୍ତୁ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମହୋଦୟ। CMO Odisha MoSarkar 5T

Soumya Ranjan Baliarsingh (@soumya_ranjan77) 's Twitter Profile Photo

Subhrajit Pratihari CMO Odisha MoSarkar 5T 20000 ହଜାର ଓଡ଼ିଆ ଶିକ୍ଷକ ଙ୍କ ପରିବାର ଆପଣଙ୍କୁ ପ୍ରାର୍ଥନା କରୁଛି ।ସବୁ ପ୍ରକ୍ରିୟା ସରିବା ପରେ ହାଇସ୍କୁଲ ଶିକ୍ଷକ ମାନଙ୍କ sop କୁ ପରିପ୍ରକାଶ କରିବାକୁ ବିଭାଗ କୁ ନିର୍ଦ୍ଦେଶ ଦିଅନ୍ତୁ।ଆଉ 20000 ହଜାର ପରିବାର ରେ ଖୁସି ଆଣନ୍ତୁ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମହୋଦୟ। CMO Odisha MoSarkar 5T

Subhrajit Pratihari (@subhrajitprati1) 's Twitter Profile Photo

ଧନ୍ୟବାଦ୍ mam । ଆପଣଙ୍କ ପ୍ରେଚେଷ୍ଠା ଯୋଗୁ 20000 ଶିକ୍ଷକ ଆଜି ଉପକୃତ ହେଲେ । ଆପଣ ଙ୍କ ଅବଦାନ ଓଡ଼ିଶା ଶିକ୍ଷକ ସମାଜ ସବୁବେଳେ ମନେ ରଖିବ CMO Odisha MoSarkar 5T EducationOdisha Aswathi

Subhrajit Pratihari (@subhrajitprati1) 's Twitter Profile Photo

ଶିକ୍ଷକ ସମାଜ ଓ ଗୋଟେ ମା ଆଜି ଦାଣ୍ଡ ରେ ନିର୍ଯ୍ୟାତିତ ।ନ୍ୟାୟ କରିବେ କି ସରକାର CMO Odisha Kanak News MoSarkar 5T ଓଟିଭି EducationOdisha SUDAM MARNDI

OGHS CBT TEACHERS' ASSOCIATION (@oghsteacher) 's Twitter Profile Photo

ଗୁରୁ ପରମ୍ପରା ର ଦେଶ ଭାରତ ରେ ଶିକ୍ଷକ ଙ୍କ ପ୍ରତି ଅଭଳି ଆଚରଣ କଦାପି ଗ୍ରହଣୀୟ ନୁହେଁ। ପରିସ୍ଥିତି କଣ ଆମେ ଅବଗତ ନୁହେଁ, କିନ୍ତୁ ରାସ୍ତା ଉପରେ ଚପଲ ରେ ମାରିବା ଘଟଣା କୁ ସଂଘ ଘୋର ନିନ୍ଦା କରୁଛି। ସଂପୃକ୍ତ ଲୋକ ମାନଙ୍କ ବିରୁଦ୍ଧ ରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ। CMO Odisha MoSarkar 5T Pradeep Jena IAS

Subhrajit Pratihari (@subhrajitprati1) 's Twitter Profile Photo

Transfer portal ଓପନ କରିବା ଦ୍ୱାରା ହଜାର ହଜାର ଓଡ଼ିଆ ଶିକ୍ଷକ ଉପକୃତ ହେବ। ଦୟାକରନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ । କଣ ସାଧାରଣ ଶିକ୍ଷକ ଜଣେ ଜୀବନ ରେ ଥରେ transfer ହେବାର ସୁଯୋଗ ପାଇବ ନାହିଁ। ପରିବାର ସହ କେବେ ମିଶିପାରିବ ନାହିଁ।ଆଶା ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଆମ କଥା ଶୁଣିବେ।।। CMO Odisha MoSarkar 5T EducationOdisha

OJTAA(Odisha Junior Teacher Aspirants Association) (@ojtaa1) 's Twitter Profile Photo

ବିତଣ୍ଡା ନିଯୁକ୍ତି:- -ପ୍ରାଥମିକ ରେ ଅଧିକ ଖାଲି ସ୍ଥାନ ଥାଇ ବି ସମାନ ପୋଷ୍ଟ ଦେବା ଆଶ୍ଚର୍ଯ୍ୟଜନକ -ଉତ୍ତରାଖଣ୍ଡରେ niosରୋକ ଥାଇ ବି ସୁଯୋଗ ଦେବା ପ୍ରଶ୍ନବାଚୀ -ଜିଲ୍ଲା କି ରାଜ୍ୟ ଚୟନ କଥା ଛଡା କାଗଜରେ ସ୍ପଷ୍ଟ ନାହିଁ -ପ୍ରାଥମିକରେ sc,arts ଶ୍ରେଣୀ ତର୍କ ବିହୀନ -ଆବେଦନ ରେ ପ୍ରମାଣ ପତ୍ର ଦରକାର ନୁହଁ!! -ଦରମା ଦାସତ୍ୱ ଠୁ ବି ହୀନ

ବିତଣ୍ଡା ନିଯୁକ୍ତି:-
-ପ୍ରାଥମିକ ରେ ଅଧିକ ଖାଲି ସ୍ଥାନ ଥାଇ ବି ସମାନ ପୋଷ୍ଟ ଦେବା ଆଶ୍ଚର୍ଯ୍ୟଜନକ
-ଉତ୍ତରାଖଣ୍ଡରେ niosରୋକ ଥାଇ ବି ସୁଯୋଗ ଦେବା ପ୍ରଶ୍ନବାଚୀ
-ଜିଲ୍ଲା କି ରାଜ୍ୟ ଚୟନ କଥା ଛଡା କାଗଜରେ ସ୍ପଷ୍ଟ ନାହିଁ
-ପ୍ରାଥମିକରେ sc,arts ଶ୍ରେଣୀ ତର୍କ ବିହୀନ
-ଆବେଦନ ରେ ପ୍ରମାଣ ପତ୍ର ଦରକାର ନୁହଁ!!
-ଦରମା ଦାସତ୍ୱ ଠୁ ବି ହୀନ
Subhrajit Pratihari (@subhrajitprati1) 's Twitter Profile Photo

ସମସ୍ତେ ପିତୃପୁରୁଷ ଙ୍କୁ ପିଣ୍ଡଦାନ କରିବେ ।କେବଳ ଶିକ୍ଷକ ପୁଣି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ।ଅନ୍ୟ ବିଭାଗ ଶିକ୍ଷକ ମାନଙ୍କ ପାଇଁ ଛୁଟି ।ବିଚାର କରିବା ପାଇଁ ନିବେଦନ CMO Odisha MoSarkar 5T Kanak News ଓଟିଭି SUDAM MARNDI