VOICE OF COMMON MAN
@commonman195
ମାନବ ସେବା ହିଁ ମାଧବ ସେବା
🙏 ଜୟ ଜଗନ୍ନାଥ 🙏
ID: 1433111081396817921
01-09-2021 16:55:10
606 Tweet
397 Followers
2,2K Following
ପୁରୀ ଜିଲ୍ଲାରେ ଯେଉଁଭଳି ଭାବେ ବସ ଭଡ଼ା ଦର ଚାର୍ଟ ଲଗାଯାଇଛି ସେହିଭଳି ଭାବେ ଆମ ନୟାଗଡ ଜିଲ୍ଲାର ସମସ୍ତ ବସ ଷ୍ଟାଣ୍ଡ ଓ ବସ ଗୁଡ଼ିକରେ ବଡ଼ ବଡ଼ ଫ୍ଲେକ୍ସ ମାଧ୍ୟମରେ ଲୋକଙ୍କୁ ସୂଚନା ପ୍ରଦାନ କରିବାକୁ Collector & DM Nayagarh ଏବଂ RTO Nayagarh, Dr. Arun Kumar Sahoo ଙ୍କୁ ଅନୁରୋଧ l
. ନୟାଗଡ ଜିଲ୍ଲାରେ କଣ୍ଡକ୍ଟର ମାନେ ନିୟମ ମାନୁନାହାନ୍ତି CMO Odisha MoSarkar 5T State Transport Authority, Odisha Dr Arun Kumar Sahoo NAYAGARH DARPAN Nknews odisha nayagarhnews RTO Nayagarh @AdmNayagarh NandighoshaTV Kanak News Naxatra News Argus News ଆମ ପାଇଁ ବଡ଼ ଆମ ନୟାଗଡ଼ ଗୃପ୍ Samaja Live Sambad (ସମ୍ବାଦ)
ଦୟାକରି ଏହି ସମସ୍ୟା ପ୍ରତି ଆପଣ ଦୃଷ୍ଟି ଦେବାକୁ ବିନମ୍ର ଅନୁରୋଧ. CMO Odisha MoSarkar 5T Collector & DM Nayagarh Soumyaranjan Patnaik NAYAGARH DARPAN nayagarhnews @NayagarhABVP Anubhav Patnaik Dr. Arun Kumar Sahoo Dr Arun Kumar Sahoo Governor Odisha President of India
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦିପୀଠ ନୀଳମାଧବ ପୀଠ ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ କଣ୍ଟିଲୋ ଗ୍ରାମ ,ଏଥିପ୍ରତି ଦୃଷ୍ଟି ଦେବାକୁ ବିନମ୍ର ଅନୁରୋଧ l Respected CMO Odisha ChiefSecyOdisha MoSarkar 5T Vkpandianfanclub President of India Collector & DM Nayagarh NAYAGARH DARPAN