calculator rath (@calculator3) 's Twitter Profile
calculator rath

@calculator3

from Bolangir.

ID: 325507714

calendar_today28-06-2011 12:16:55

3,3K Tweet

623 Takipçi

2,2K Takip Edilen

Sailesh Agasti (@saileshagasti57) 's Twitter Profile Photo

ଟିଟିଲାଗଡ଼/ବଲାଙ୍ଗୀର ଅଞ୍ଚଳରୁ ସକାଳୁ ସମ୍ବଲପୁର ଯାଇକି ସଂନ୍ଧ୍ୟାରେ ଫେରିବା ପାଇଁ ଏକମାତ୍ର ଟ୍ରେନ ଇସ୍ପାତ ଏକ୍ସପ୍ରେସର ଚଳାଚଳ ଦୀର୍ଘ ୩ ବର୍ଷ ହେଲା ଠିକ୍ ନଥିବାରୁ ଦୈନିକ ହଜାର ହଜାର ଲୋକଙ୍କ ଯିବା ଆସିବା ଠପ୍ ହୋଇପଡି଼ଛି। ଏହି ଟ୍ରେନକୁ ଇସ୍ପାତ ଟ୍ରେନର ବିକଳ୍ପ ଭାବରେ ଆରମ୍ଭ କରାଯାଇ ପାରିବ। Sangeeta Kumari Singh Deo Malvika Devi

ଟିଟିଲାଗଡ଼/ବଲାଙ୍ଗୀର ଅଞ୍ଚଳରୁ ସକାଳୁ ସମ୍ବଲପୁର ଯାଇକି ସଂନ୍ଧ୍ୟାରେ ଫେରିବା ପାଇଁ ଏକମାତ୍ର ଟ୍ରେନ ଇସ୍ପାତ ଏକ୍ସପ୍ରେସର ଚଳାଚଳ ଦୀର୍ଘ ୩ ବର୍ଷ ହେଲା ଠିକ୍ ନଥିବାରୁ ଦୈନିକ ହଜାର ହଜାର ଲୋକଙ୍କ ଯିବା ଆସିବା ଠପ୍ ହୋଇପଡି଼ଛି। ଏହି ଟ୍ରେନକୁ ଇସ୍ପାତ ଟ୍ରେନର ବିକଳ୍ପ ଭାବରେ ଆରମ୍ଭ କରାଯାଇ ପାରିବ। <a href="/sksingh_deo/">Sangeeta Kumari Singh Deo</a> <a href="/malvikadevibjp/">Malvika Devi</a>
jyotsnarani dash (@dashjyotsnarani) 's Twitter Profile Photo

ଦୟାକରନ୍ତୁ, ଏତିକି ଗରମରେ ଆମ ଅତ୍ୟଧିକ ତାପମାତ୍ରା ଥିବା ଜିଲ୍ଲାଗୁଡିକରେ ଲୋକଙ୍କ ପରିସ୍ଥିତି ଟିକେ ଜେନେରେଟର ଲଗା ଏସି କୋଠରୀରେ ଥିବା ବାବୁ ମାନେ,ମୁଖ୍ୟମନ୍ତ୍ରୀ ଓ ଶକ୍ତି ମନ୍ତ୍ରୀଙ୍କ ତାଗିଦ ସତ୍ୱେ କଣ ପାଇଁ ହଇରାଣ କରୁଛନ୍ତି ଲୋକଙ୍କୁ #TPWODL ଏଣୁ #kanakvardhansingdeo #CMmohancharanmajhi

ଦୟାକରନ୍ତୁ, ଏତିକି ଗରମରେ ଆମ ଅତ୍ୟଧିକ ତାପମାତ୍ରା ଥିବା ଜିଲ୍ଲାଗୁଡିକରେ ଲୋକଙ୍କ ପରିସ୍ଥିତି ଟିକେ ଜେନେରେଟର ଲଗା ଏସି କୋଠରୀରେ ଥିବା ବାବୁ ମାନେ,ମୁଖ୍ୟମନ୍ତ୍ରୀ ଓ ଶକ୍ତି ମନ୍ତ୍ରୀଙ୍କ ତାଗିଦ ସତ୍ୱେ କଣ ପାଇଁ ହଇରାଣ କରୁଛନ୍ତି ଲୋକଙ୍କୁ #TPWODL ଏଣୁ #kanakvardhansingdeo #CMmohancharanmajhi
Sambad (ସମ୍ବାଦ) (@sambad_odisha) 's Twitter Profile Photo

#ବଲାଙ୍ଗୀର_ପୁଅଙ୍କ_ବଡ଼_ସଫଳତା - ପ୍ରକାଶ ପାଇଛି ସିବିଏସ୍‌ଇ ରେଜଲ୍ଟ - ୯୯.୬% ମାର୍କ ଆଣି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ବଲାଙ୍ଗୀର ପୁଅ #Sambad #CBSETopper #AbhinavMishra #Balangir #Odisha

#ବଲାଙ୍ଗୀର_ପୁଅଙ୍କ_ବଡ଼_ସଫଳତା 
- ପ୍ରକାଶ ପାଇଛି ସିବିଏସ୍‌ଇ ରେଜଲ୍ଟ
- ୯୯.୬% ମାର୍କ ଆଣି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି 
  ବଲାଙ୍ଗୀର ପୁଅ 
#Sambad #CBSETopper #AbhinavMishra #Balangir #Odisha
Sailesh Agasti (@saileshagasti57) 's Twitter Profile Photo

Try to Short Terminate 12871 at KSNG when it's running 3+ hrs delay. There is no morning train from TIG, BLGR except ISPAT EXP. Top Most Inconveniences are unnecessarily faced by the passengers of TIG, BLGR. JNRD/BWIP Pax can easily board at KSNG. 🙏 DRMSambalpur East Coast Railway

DEEPA BARIK (@charubalab) 's Twitter Profile Photo

ବଲାଙ୍ଗୀର ଜିଲ୍ଲା ସାଲେଭଟା ଗାଇଖାଇ ଛକରେ ଥିବା ଉକ୍ତ ରୋଗୀଙ୍କ ପାଖେ ପ୍ରଶାସନ ପହଞ୍ଚି ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ସହ ଉଚ୍ଚତର ଚିକିତ୍ସା ବ୍ୟବସ୍ଥା କରିବାକୁ CMO Odisha ChiefSecyOdisha H & FW Dept Odisha Collector & DM, Balangir ଙ୍କୁ ଅନୁରୋଧ।

Sujit Sarangi (@sujitsarangi3) 's Twitter Profile Photo

🔥 ସକାଳ 9ଟାରୁ ଖରା ଏତେ ତୀବ୍ର ଯେ ଛୁଆମାନେ କଣ ବଡ଼ ମାନେ ବି ସହି ପାରୁନାହାନ୍ତି। ଅନେକ ଛାତ୍ରଛାତ୍ରୀ ଝାଡ଼ା ଓ ଅଂଶୁଘାତରେ ପଡ଼ୁଛନ୍ତି। ଛାତ୍ରଛାତ୍ରୀଙ୍କ ଜୀବନ ଓ ସ୍ୱାସ୍ଥ୍ୟ ସବୁଠାରୁ ଆଗରେ। ଦୟାକରି ସାରା ଓଡ଼ିଶାରେ ପ୍ରାଥମିକ ଠାରୁ କଲେଜ୍ ଓ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନକୁ ତୁରନ୍ତ ବନ୍ଦ କରାଯାଉ।