jyotsnarani dash
@dashjyotsnarani
journalist,KANAK NEWS, BALANGIR, ODiSA
ID: 152278750
05-06-2010 14:39:00
98 Tweet
152 Followers
888 Following
I saved USD24.00 by shopping on Edge browser! bing.com/edgesavings/sh… Found $24 off of my $92 purchase! So amazing! #MicrosoftEdge Microsoft Edge
Must go to watch the movie " Mind Game " Manoj Mishra ମନୋଜ ମିଶ୍ର Arun Bothra 🇮🇳 atul kulkarni
Considering heavy load of patients in medicine ward of BBMCH, the recently completed ground floor of cafeteria building has been opened as additional female medicine ward. Temp. additional Male medicine ward will also be started soon H & FW Dept Odisha CMO Odisha
From last more then two hour their is no electricity , many time Chief Operation , TPWODL @TPWODLregistered complain bt results zero, in 45 decree how people survive CMO Odisha
ସାଧାରଣ ଫ୍ୟୁଜ ପାଇଁ କେତେ ସମୟ ଲାଗୁଛି,45 ଡିଗ୍ରୀ ରେ ଲୋକ ଅଂଶୁଘାତ ରେ ପ୍ରାଣ ହରାଉଥିବା ବେଳେ, ରାତି ସାରା ମଣିଷ ଅଭିଯୋଗ ରେ କଟାଉଛି TP Western Odisha Distribution Ltd. SRC, Govt of Odisha Collector & DM, Balangir CMO Odisha
ଏବେ ବଲାଙ୍ଗୀର ସହରରେ ସୁଦପଡା ଗ୍ରୀଡ଼ ରେ ଥିବା ସମସ୍ତ ଅଞ୍ଚଳ ରେ ଦୀର୍ଘ 1.30 ଘଣ୍ଟା ହେବ ବିଦ୍ୟୁତ ନାହିଁ, TP Western Odisha Distribution Ltd.,Energy Odisha Kanak Vardhan Singh Deo (Modiji Ka Parivar) Collector & DM, Balangir
jyotsnarani dash Energy Odisha Kanak Vardhan Singh Deo (Modiji Ka Parivar) Collector & DM, Balangir Dear Consumer, We are looking into this and will respond shortly. We appreciate your cooperation.
ସକାଳୁ ଯାହା ବିଦ୍ୟୁତ କଲବଲ କଲା,ଏବେ ଏହି ଅସହ୍ୟ ଗରମରେ ଲୋକଙ୍କୁ ହଇରାଣ କରିବା ପାଇଁ 11 ଟା ରୁ ବିଦ୍ୟୁତ କାଟ ହୋଇଛି,ମଣିଷ ଜୀବନର ମୂଲ୍ୟ ବୋଧେ କିଛି ନୁହେଁ Chief Operation , TPWODL TP Western Odisha Distribution Ltd. Kanak Vardhan Singh Deo (Modiji Ka Parivar) CMO Odisha Collector & DM, Balangir
ବଲାଙ୍ଗୀର ଜିଲ୍ଲାର ଗ୍ରୀଷ୍ମ ପ୍ରଭାପ ପାଇଁ ସରକାର ଘରେ ରହିବା ପାଇଁ କହୁଁଛନ୍ତି,କିନ୍ତୁ ଘରେ ବିଦ୍ୟୁତ କାଟି ଭାଜିବା ପାଇଁ ବ୍ୟବସ୍ଥା କରୁଛନ୍ତି,ପୱାର କଟ ହେଲେ ଶୁଣିବାକୁ କେହି ନାହାନ୍ତି,toll free ଏକ ପ୍ରହଶନ ମାତ୍ର CMO Odisha TP Western Odisha Distribution Ltd. Kanak Vardhan Singh Deo (Modiji Ka Parivar) Collector & DM, Balangir
No power supply from 4 pM in balangir Radharanipada,near city police, cusyomercare is not working, TP Western Odisha Distribution Ltd. Collector & DM, Balangir CMO Odisha Kanak Vardhan Singh Deo (Modiji Ka Parivar)
No power supply in Radharanipada (near city police ) from 11pm kindly look into it.Collector & DM, Balangir TP Western Odisha Distribution Ltd. Kanak Vardhan Singh Deo (Modiji Ka Parivar) Ministry of Power
ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଯୁବା ଗ୍ରାମପଞ୍ଚାୟତ, ଖଲିପଥର ଗାଁର ଦବ ବନଗୁଲା ଓ ତାଙ୍କର ଆଖିକୁ ଦିଶୁ ନ ଥିବା ସ୍ତ୍ରୀକୁ ନେଇ 5 କିଲୋମିଟର ଭତ୍ତା ପାଇଁ ଅତି କଷ୍ଟରେ ଯାଇଥିଲେ ଏବଂ ଫିଙ୍ଗର ପ୍ରିଣ୍ଟ ଆସୁ ନ ଥିବାରୁ ପାଞ୍ଚ ମାସ ହେବ ଭତ୍ତା ଟଙ୍କା ପାଇ ନାହାନ୍ତି CMO Odisha @CollectorBalangir
ଜୟଦେବ ସାହୁ ସମ୍ବଲପୁର-ଜାମ୍ମୁତବି ଟ୍ରେନରେ ନିଜ ଦୁଇଭାଇଙ୍କ ସହ ପ୍ରୟାଗରାଜ ଯାଉଥିବା ସମୟରେ ରିନୁକୂଟ ଷ୍ଟେସନରୁ ନିଖୋଜ,GRP କୁ ଅଭିଯୋଗ କରାଯାଇଛି,ତାଙ୍କୁ ଖୋଜିବାରେ ସାହାଯ୍ୟ କରିବା ପାଇଁ ପରିବାର ତରଫରୁ ଅନୁରୋଧ କରାଯାଇଛି @MinisryofRailways irctc Ashwini Vaishnaw CMO Odisha RPF INDIA