ବାଲସର୍ ଛୁଆ 📢 (@blschhua) 's Twitter Profile
ବାଲସର୍ ଛୁଆ 📢

@blschhua

ଭାରତୀୟ, ଓଡ଼ିଆ, ବାଲେଶ୍ଵରୀଆ 🙏 ଗାଁ ଛୁଆ
Proud Baleswaria,Odia,Indian,Hindu.🙏
Jai Jagannath.🙏Jai Gopinath Jew🙏
Jai Sriram 🙏Be black and be proud 👍
Fooddy...

ID: 553421741

calendar_today14-04-2012 10:24:03

5,5K Tweet

889 Followers

980 Following

ବାଲସର୍ ଛୁଆ 📢 (@blschhua) 's Twitter Profile Photo

ଜୟ ଜଗନ୍ନାଥ।🙏 ସକାଳ ସୂର୍ଯ୍ୟ ନାରାୟଣ ଦର୍ଶନ।🌞🙏 #ନିଜପାଇଁ_ଘଣ୍ଟାଏ #Onehourforself #Walk_Odia #FitIndia🇮🇳🇮🇳🇮🇳 Morning run 🏃 8km👍🔥 Done ✅ and Dusted 💪 8K

ଜୟ ଜଗନ୍ନାଥ।🙏 ସକାଳ ସୂର୍ଯ୍ୟ ନାରାୟଣ ଦର୍ଶନ।🌞🙏 #ନିଜପାଇଁ_ଘଣ୍ଟାଏ 
#Onehourforself #Walk_Odia
#FitIndia🇮🇳🇮🇳🇮🇳
Morning run 🏃 8km👍🔥
Done ✅ and Dusted 💪 8K
ବାଲସର୍ ଛୁଆ 📢 (@blschhua) 's Twitter Profile Photo

ଆଜି #ଏକବାର ବିଶେଷ।👇 ଆସନ୍ତାକାଲି ଜାଗର। #ମହାଶିବରାତ୍ରୀ ଧନ୍ୟବାଦ 💞🙏

ଆଜି #ଏକବାର ବିଶେଷ।👇
ଆସନ୍ତାକାଲି ଜାଗର। #ମହାଶିବରାତ୍ରୀ 
ଧନ୍ୟବାଦ 💞🙏
ବାଲସର୍ ଛୁଆ 📢 (@blschhua) 's Twitter Profile Photo

ଜୟ ଜଗନ୍ନାଥ।🙏 ସକାଳ ସୂର୍ଯ୍ୟ ନାରାୟଣ ଦର୍ଶନ।🌞🙏#ନିଜପାଇଁ_ଘଣ୍ଟାଏ ଶିବରାତ୍ରିର କୁହୁଡ଼ିଆ ପାଗରେ ପ୍ରତ୍ୟୁଷରୁ ୦୫ କିମି ଭ୍ରମଣ।#Walk_Odia #FitIndia 🇮🇳 #Onehourforself Morning walk 🚶+run 🏃 5km in foggy weather✌️ #Mahashivratri2026

ଜୟ ଜଗନ୍ନାଥ।🙏 ସକାଳ ସୂର୍ଯ୍ୟ ନାରାୟଣ ଦର୍ଶନ।🌞🙏#ନିଜପାଇଁ_ଘଣ୍ଟାଏ 
ଶିବରାତ୍ରିର କୁହୁଡ଼ିଆ ପାଗରେ ପ୍ରତ୍ୟୁଷରୁ ୦୫ କିମି ଭ୍ରମଣ।#Walk_Odia #FitIndia 🇮🇳
#Onehourforself 
Morning walk 🚶+run 🏃 5km in foggy weather✌️
#Mahashivratri2026
ବାଲସର୍ ଛୁଆ 📢 (@blschhua) 's Twitter Profile Photo

ଆସିଗଲା ଲାଇଫ ଲାଇନ! ଭୁଜା ଆଉ ନୀଳଗିରି ରସଗୋଲା ।😋 ଭୁଜା ନଭ୍ 💞 ରସଗୋଲା 💞 #ବାଲେଶ୍ଵର #Baleshwar #Rasagola Soft,Juicy and Sweet 💞🙏

ଆସିଗଲା ଲାଇଫ ଲାଇନ!
 ଭୁଜା ଆଉ ନୀଳଗିରି ରସଗୋଲା ।😋
ଭୁଜା ନଭ୍ 💞 ରସଗୋଲା 💞
#ବାଲେଶ୍ଵର
#Baleshwar #Rasagola Soft,Juicy and Sweet 💞🙏
ବାଲସର୍ ଛୁଆ 📢 (@blschhua) 's Twitter Profile Photo

ଜୟ ଜଗନ୍ନାଥ।🙏 ସୂର୍ଯ୍ୟ ନାରାୟଣ ଙ୍କୁ ପ୍ରଣାମ।🙏#ନିଜପାଇଁ_ଘଣ୍ଟାଏ, ବଡ଼ି ଭୋରରୁ କୁହୁଡ଼ିଆ ପାଗରେ ଦୌଡ଼ ୫.୫ କିମି।✌️ #Onehourforself #Walk_Odia #FitIndia 🇮🇳 ହର ହର ମହାଦେବ 🙏 Early morning running 5.5Km🏃 in foggy weather 👍👍

ଜୟ ଜଗନ୍ନାଥ।🙏 ସୂର୍ଯ୍ୟ ନାରାୟଣ ଙ୍କୁ ପ୍ରଣାମ।🙏#ନିଜପାଇଁ_ଘଣ୍ଟାଏ, ବଡ଼ି ଭୋରରୁ କୁହୁଡ଼ିଆ
ପାଗରେ ଦୌଡ଼ ୫.୫ କିମି।✌️
#Onehourforself #Walk_Odia 
#FitIndia 🇮🇳 ହର ହର ମହାଦେବ 🙏
Early morning running 5.5Km🏃 in foggy weather 👍👍
ବାଲସର୍ ଛୁଆ 📢 (@blschhua) 's Twitter Profile Photo

ସକାଳୁ ପ୍ରଭାତ ଭ୍ରମଣ ଓ ମନ୍ଦିର ଦର୍ଶନ ପରେ ଆଜିର ସକାଳ ଜଳଖିଆ।👇 Thank you 💞🙏 #FoodBeauty #Odia

ସକାଳୁ ପ୍ରଭାତ ଭ୍ରମଣ ଓ ମନ୍ଦିର ଦର୍ଶନ ପରେ 
ଆଜିର ସକାଳ ଜଳଖିଆ।👇
Thank you 💞🙏 
#FoodBeauty #Odia
ବାଲସର୍ ଛୁଆ 📢 (@blschhua) 's Twitter Profile Photo

ଜାଗର ବାସି ବିଶେଷ, ଆଜି ମଧ୍ୟାହ୍ନ ଭୋଜନରେ ପଖାଳ ସହିତ ଶାଗ, ବୋଇତାଳୁ ଫୁଲ ବଡ଼ା, କଲରା ଭଜା ଆଉ ବାଇଗଣ ପୋଡ଼ା। ଖରା ହେଲାଣି,ଏ ସିଜିନରେ ପ୍ରଥମ ପଖାଳ ଖିଆ। ଓଡ଼ିଆଙ୍କ ପ୍ରାଣ ପଖାଳ କଂସା।👇 ଆଜ୍ଞା ଙ୍କୁ ଧନ୍ୟବାଦ।💞🙏 #FoodBeauty #Odia

ଜାଗର ବାସି ବିଶେଷ,
ଆଜି ମଧ୍ୟାହ୍ନ ଭୋଜନରେ ପଖାଳ ସହିତ ଶାଗ, ବୋଇତାଳୁ ଫୁଲ ବଡ଼ା, କଲରା ଭଜା ଆଉ ବାଇଗଣ ପୋଡ଼ା। 
ଖରା ହେଲାଣି,ଏ ସିଜିନରେ ପ୍ରଥମ ପଖାଳ ଖିଆ।
ଓଡ଼ିଆଙ୍କ ପ୍ରାଣ ପଖାଳ କଂସା।👇
ଆଜ୍ଞା ଙ୍କୁ ଧନ୍ୟବାଦ।💞🙏
#FoodBeauty #Odia
ବାଲସର୍ ଛୁଆ 📢 (@blschhua) 's Twitter Profile Photo

ଜୟ ଜଗନ୍ନାଥ।🙏 ସୂର୍ଯ୍ୟ ନାରାୟଣଙ୍କୁ ପ୍ରଣାମ।🙏#ନିଜପାଇଁ_ଘଣ୍ଟାଏ, ସକାଳୁ କୁହୁଡ଼ି ଭିତରେ ୦୬ କିମି ଦୌଡ଼।✌️ #Onehourforself #Walk_Odia #FitIndia 🇮🇳 🇮🇳🇮🇳 Early morning running 06Km🏃 in dense foggy weather 👍👍👍

ଜୟ ଜଗନ୍ନାଥ।🙏 ସୂର୍ଯ୍ୟ ନାରାୟଣଙ୍କୁ ପ୍ରଣାମ।🙏#ନିଜପାଇଁ_ଘଣ୍ଟାଏ, ସକାଳୁ କୁହୁଡ଼ି ଭିତରେ ୦୬ କିମି ଦୌଡ଼।✌️
#Onehourforself #Walk_Odia 
#FitIndia 🇮🇳 🇮🇳🇮🇳
Early morning running 06Km🏃 in dense foggy weather 👍👍👍
ବାଲସର୍ ଛୁଆ 📢 (@blschhua) 's Twitter Profile Photo

ଆଜି ସକାଳୁ ସକାଳୁ ଏତିକି।👇 ବାଲେଶ୍ଵରିଆ ଜଳଖିଆ। ଭୁଜା ହିଁ ଜୀବନ।💞 Thank you 💞🙏

ଆଜି ସକାଳୁ ସକାଳୁ ଏତିକି।👇
ବାଲେଶ୍ଵରିଆ ଜଳଖିଆ। ଭୁଜା ହିଁ ଜୀବନ।💞
Thank you 💞🙏
ବାଲସର୍ ଛୁଆ 📢 (@blschhua) 's Twitter Profile Photo

ଆଜିକାଲି ଏଇ ବାଦାମ ପିସ୍ (Chikki) ଭାରି ପସନ୍ଦ ହେଉଛି। ଆଉ କାହାର ଏଇଟା ପସନ୍ଦ।👌💞 Peanut Gud Chikki 👍

ଆଜିକାଲି ଏଇ ବାଦାମ ପିସ୍ (Chikki) ଭାରି ପସନ୍ଦ ହେଉଛି। ଆଉ କାହାର ଏଇଟା ପସନ୍ଦ।👌💞
Peanut Gud Chikki 👍
ବାଲସର୍ ଛୁଆ 📢 (@blschhua) 's Twitter Profile Photo

Fitness is everything 💞✅💪 #French President #EmanuelMacron in India 🇮🇳🏃🏃🎉✌️#FitIndia 🇮🇳 #Onehourforself

Manish Jena (ମନୀଷ ଜେନା) (@_manish_odisha_) 's Twitter Profile Photo

👉#ଫକୀର_ମୋହନ_ମେଡିକାଲ_କଲେଜ_ହସ୍ପିଟାଲ 👉#ଘରୋଇ_ଆମ୍ବୁଲାନ୍ସ_କବଜାରେ_ଫାଟକ_ସମ୍ମୁଖ_ରାସ୍ତା 👉#ପ୍ରସ୍ଥାନ_ଫାଟକରେ_ଉଦଘାଟନର_୩ବର୍ଷ_ପରେ_ବି_ତାଲା 👉#ପ୍ରବେଶ_ପ୍ରସ୍ଥାନ_ପାଇଁ_ଗୋଟିଏ_ରାସ୍ତା_ହନ୍ତସନ୍ତ_ରୋଗୀ 👉#ପୂର୍ତ୍ତ_ବିଭାଗକୁ_ଦାୟୀକଲେ_ମେଡିକାଲ_କର୍ତ୍ତୃପକ୍ଷ Collector & DM Balasore Mayur Suryawanshi IAS. Sir ChiefSecyOdisha Anu Garg Madam

👉#ଫକୀର_ମୋହନ_ମେଡିକାଲ_କଲେଜ_ହସ୍ପିଟାଲ
👉#ଘରୋଇ_ଆମ୍ବୁଲାନ୍ସ_କବଜାରେ_ଫାଟକ_ସମ୍ମୁଖ_ରାସ୍ତା
👉#ପ୍ରସ୍ଥାନ_ଫାଟକରେ_ଉଦଘାଟନର_୩ବର୍ଷ_ପରେ_ବି_ତାଲା
👉#ପ୍ରବେଶ_ପ୍ରସ୍ଥାନ_ପାଇଁ_ଗୋଟିଏ_ରାସ୍ତା_ହନ୍ତସନ୍ତ_ରୋଗୀ
👉#ପୂର୍ତ୍ତ_ବିଭାଗକୁ_ଦାୟୀକଲେ_ମେଡିକାଲ_କର୍ତ୍ତୃପକ୍ଷ
<a href="/DBalasore/">Collector & DM Balasore</a> <a href="/mvsuryawanshi/">Mayur Suryawanshi IAS.</a> Sir <a href="/SecyChief/">ChiefSecyOdisha</a> <a href="/_anugarg/">Anu Garg</a> Madam
ବାଲସର୍ ଛୁଆ 📢 (@blschhua) 's Twitter Profile Photo

ଜୟ ଜଗନ୍ନାଥ।🙏 ସକାଳ ସୂର୍ଯ୍ୟ ନାରାୟଣ ଦର୍ଶନ।🌞🙏#ନିଜପାଇଁ_ଘଣ୍ଟାଏ ସକାଳୁ ସକାଳୁ ୦୬ କିମି ଦୌଡ଼।#Walk_Odia #FitIndia 🇮🇳 #Onehourforself Morning run 🏃 06 km in ✌️

ଜୟ ଜଗନ୍ନାଥ।🙏 ସକାଳ ସୂର୍ଯ୍ୟ ନାରାୟଣ ଦର୍ଶନ।🌞🙏#ନିଜପାଇଁ_ଘଣ୍ଟାଏ 
ସକାଳୁ ସକାଳୁ ୦୬ କିମି ଦୌଡ଼।#Walk_Odia #FitIndia 🇮🇳
#Onehourforself 
Morning run 🏃 06 km in ✌️
ବାଲସର୍ ଛୁଆ 📢 (@blschhua) 's Twitter Profile Photo

ଆଜ୍ଞାଙ୍କ ହାତରୁ ଏତିକି ଗରମ ଗରମ।👇 ଆଜିର ସକାଳ ଜଳଖିଆ ରେ ମଟର ଛୁଇଁ ପରଟା ସାଙ୍ଗକୁ ଆଳୁ ଭଜା।👌💞 ଆଳୁ ଭଜା ହେଲେ ଆମର ଚଳିଲା, ଭୁଜା ହେଉ କିମ୍ବା ରୁଟି ବା ପରଟା। ଆଳୁ ଭଜା ବୋଧେ ଆମ ଓଡ଼ିଆଙ୍କର ହିଁ ବେଶି ଚଳେ!😋 #FoodOdia #FoodBeauty #Breakfast ଧନ୍ୟବାଦ 💞🙏

ଆଜ୍ଞାଙ୍କ ହାତରୁ ଏତିକି ଗରମ ଗରମ।👇
ଆଜିର ସକାଳ ଜଳଖିଆ ରେ ମଟର ଛୁଇଁ ପରଟା ସାଙ୍ଗକୁ ଆଳୁ ଭଜା।👌💞 ଆଳୁ ଭଜା ହେଲେ ଆମର ଚଳିଲା, ଭୁଜା ହେଉ କିମ୍ବା ରୁଟି ବା ପରଟା। ଆଳୁ ଭଜା ବୋଧେ ଆମ ଓଡ଼ିଆଙ୍କର ହିଁ ବେଶି ଚଳେ!😋 #FoodOdia #FoodBeauty #Breakfast 
ଧନ୍ୟବାଦ 💞🙏
ବାଲସର୍ ଛୁଆ 📢 (@blschhua) 's Twitter Profile Photo

ଆଧାର କେନ୍ଦ୍ରଟିଏ ଦେଖିଲି, ଇଏ କିସ ସଂଶୋଧନ କରିବ? ଏୟା ର ତ ହଜାରେ ଭୁଲ! ଆମ ଆଧାର ଆମ ପରିଚୟ!😎 #Adhar #Odisha

ଆଧାର କେନ୍ଦ୍ରଟିଏ ଦେଖିଲି,
ଇଏ କିସ ସଂଶୋଧନ କରିବ?
ଏୟା ର ତ ହଜାରେ ଭୁଲ!
ଆମ ଆଧାର ଆମ ପରିଚୟ!😎
#Adhar #Odisha
ବାଲସର୍ ଛୁଆ 📢 (@blschhua) 's Twitter Profile Photo

ଗୋଟାଗାଲୁଆ 😎 #GotaGalua #GalgotiasUniversity 🎓👨‍🎓💤 #Viral #AISummit ମ୍ୟାଡ଼ାମ୍ ଙ୍କ କନ୍ଫିଡେନସ ଆଉ ଏକ୍ସପ୍ଲାନେସନ 🔥🔥🏆

ଗୋଟାଗାଲୁଆ 😎
#GotaGalua 
#GalgotiasUniversity 🎓👨‍🎓💤
#Viral #AISummit
ମ୍ୟାଡ଼ାମ୍ ଙ୍କ କନ୍ଫିଡେନସ ଆଉ ଏକ୍ସପ୍ଲାନେସନ 🔥🔥🏆
ବାଲସର୍ ଛୁଆ 📢 (@blschhua) 's Twitter Profile Photo

ନାଇଁ ମ୍ୟାଡ଼ମ୍, ଏଇଟା ସ୍ଥାୟୀ ସମାଧାନ ନୁହେଁ ଗୋଟିଏ ଅସ୍ଥାୟୀ ଅସୁବିଧା ପାଇଁ।🙏