Asish kumar Biswal (@biswal_asi74368) 's Twitter Profile
Asish kumar Biswal

@biswal_asi74368

ID: 1939313017768099840

calendar_today29-06-2025 13:21:00

2 Tweet

8 Followers

113 Following

Biswajit Sahoo🕊️ (@biswajit25s) 's Twitter Profile Photo

ଜିଲ୍ଲା:ଢେଙ୍କାନାଳ,ବ୍ଲକ: ହିନ୍ଦୋଳ, ଗ୍ରାମ: ବାବନ୍ଧ. ଏହି ପୋଲ୍ ଖୁଣ୍ଟି ଟି ଆମ ଘର ପାଖରେ ବିପଦସଙ୍କୁଳ ଅବସ୍ଥା ରେ ଅଛି । କେତେବେଳେ ବି ଭାଙ୍ଗି ଯାଇ ଆମ ଘର ଉପରେ ପଡିପାରେ । ଦୟା କରି ଏହା ର connection ଗୁଡ଼ିକ ପାଖ ସିମେଣ୍ଟ ପୋଲ୍ କୁ ନିଆଯାଉ ଏବଂ ଲୁହା ପୋଲ୍ କୁ ଏହି ଜାଗା ରୁ ଉଠାଇବାକୁ ଅନୁରୋଧ। TP Central Odisha Distribution Ltd

ସବୁଦିନେ ଏମିତି ହାତୀ ମାନେ ରାତି ହେଲେ ବିଲରେ ପଶୁଛନ୍ତି।#ବନବିଭାଗ ଅଧିକାରୀ ହାତୀ କୁ ଘଉଡ଼ାଇବାପାଇଁ ଆସୁନାହାନ୍ତି କେବଳ ଥରେ ଚାରିଚକିଆ ଗାଡ଼ିରେ ଆସିକି ପ୍ରଚାର କରିକି ଯାଉଛନ୍ତି କି ଆପଣଙ୍କ ଅଞ୍ଚଳରେ ହାତୀ ଅଛନ୍ତି 5 ଟା ହେଲେ ଘରୁ ବାହାରନ୍ତୁ ନାହିଁ। ଫସଲ ନଷ୍ଟ ହେଲେ ସେମାନଙ୍କର କଣ ଯାଉଛି। ଦୟାକରି ଏଥିପ୍ରତି ଧ୍ୟାନ ଦିଅନ୍ତୁ।

ଆଜିର ପ୍ରମେୟ ଖବରକାଗଜରେ ପ୍ରକାଶିତ ହେଇଥିବା ଖବରର ସତ୍ୟାସତ୍ୟ ବାହାର କରି ଉପଯୁକ୍ତ ତଦନ୍ତ କରିବା ସହ ଏହି ଅଭିଯୋଗର ସମାଧାନ କରନ୍ତୁ। Respected sir District Dhenkanal DFO DHENKANAL Odisha Forest, Env. and Climate Change Department Sub-Collector & ERO, Hindol 🇮🇳 TAHASIL OFFICE HINDOL 🇮🇳 Krushna Chandra Patra Rudra Narayana Pany Simarani Nayak Rudra Narayana Pany (मोदी का परिवार) CMO Odisha

PCCF WL & CWLW, Odisha (@pccfwl_odisha) 's Twitter Profile Photo

ବନ୍ୟପ୍ରାଣୀ ସଂରକ୍ଷଣ କରିବା ଏବଂ ବେଆଇନ କାର୍ଯ୍ୟକଳାପକୁ ରୋକିବା ପାଇଁ ମାଲକାନଗିରି ବନଖଣ୍ଡ ଅଞ୍ଚଳଗୁଡ଼ିକରେ ବର୍ଷାକାଳୀନ ପାଟ୍ରୋଲିଂ କରାଯାଇଛି । #ForestProtection #Malkangiri #wildlifeodisha

ବନ୍ୟପ୍ରାଣୀ ସଂରକ୍ଷଣ କରିବା ଏବଂ ବେଆଇନ କାର୍ଯ୍ୟକଳାପକୁ ରୋକିବା ପାଇଁ ମାଲକାନଗିରି ବନଖଣ୍ଡ ଅଞ୍ଚଳଗୁଡ଼ିକରେ ବର୍ଷାକାଳୀନ ପାଟ୍ରୋଲିଂ କରାଯାଇଛି ।
#ForestProtection #Malkangiri #wildlifeodisha
Biswajit Sahoo🕊️ (@biswajit25s) 's Twitter Profile Photo

eSwasthya Odisha ପୋର୍ଟାଲରେ ଅନଲାଇନରେ ଟିକେଟ କରିବା ପାଇଁ ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ହସ୍ପିଟାଲର ନାମ ତାଲିକାଭୁକ୍ତ ନାହିଁ।ହସ୍ପିଟାଲର ନାମ ଯୋଡିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ। District Dhenkanal DHH DHENKANAL Dr. Mukesh Mahaling H & FW Dept Odisha Binaya Kumar Naik(Socialist)✍️

eSwasthya Odisha ପୋର୍ଟାଲରେ ଅନଲାଇନରେ ଟିକେଟ କରିବା ପାଇଁ ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ହସ୍ପିଟାଲର ନାମ ତାଲିକାଭୁକ୍ତ ନାହିଁ।ହସ୍ପିଟାଲର ନାମ ଯୋଡିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ। District Dhenkanal DHH DHENKANAL
Dr. Mukesh Mahaling H & FW Dept Odisha Binaya Kumar Naik(Socialist)✍️
𝐒𝐨𝐧𝐚𝐤𝐬𝐡𝐢 𝐒𝐢𝐧𝐡𝐚 ᴾᵃʳᵒᵈʸ (@aslisonaz) 's Twitter Profile Photo

फूडी हो जाएं अलर्ट! ⚠️ FSSAI ने खोले फूड ब्रांड्स का काला सच, 8 बड़े ब्रांड के नाम हैं शामिल..

ସତ୍ୟାନ୍ୱେଷୀ/सत्यान्वेषी/Satyanweshi (@imsatyanweshi) 's Twitter Profile Photo

In the SI job scam, some bribing candidates were arrested, and Odisha's BJP govt claims it acted, unlike the previous regime. But the reality is that the bribe-taker, a BJP fanboy, is still free. The so-called CMO call hints that some were uneasy with his links to both BJP camps.

(କାଳିଆ ର ଛୋଟ ଭକ୍ତ ଟିଏ) (@devi16901317) 's Twitter Profile Photo

କେତେ ସୁନ୍ଦର୍ ମଣିଷ କୁ ଆମେ ଓଡିଆ ଜାତି ହରାଇ ଦେଲେ ବିଜେପି ଗୁଜରାଟୀ ଲୋକଙ୍କ ଚକ୍ରାନ୍ତ ରେ । ଆଜି ଓଡିଶା ର ୟେ ଅଵସ୍ଥା ଦେଖି , ଝୁରି ହୁଏ ୟେ ମାଟି

Adv MONALISHA📚LLM👩🏻‍🎓 (political Analyst) BJD (@advgantayat) 's Twitter Profile Photo

ଆଉ କିଛି ଦିନ ଅପେକ୍ଷା କରନ୍ତୁ ଦେଖିବେ ଓଡ଼ିଶା ର ରାସ୍ତା ସବୁ ଏମିତି ହେବ ମୋଦି ନେତୃତ୍ୱ ଦେଶ ଦେଖୁଛି ଓଡ଼ିଶାବାସୀ ଦେଖିବେ 😂😉👇🏻 ବିକାଶ ରାସ୍ତା 🛣️