Rudra Narayana Pany (मोदी का परिवार)
@rudrapanybjp
Former Member of Parliament (Rajya Sabha)
ID: 1771855851692699648
24-03-2024 11:06:03
37 Tweet
4 Followers
21 Following
କେନ୍ଦ୍ରମନ୍ତ୍ରୀ ଶ୍ରୀ Bishweswar Tudu ଆଜି ମୟୂରଭଞ୍ଜ ଜିଲ୍ଲାର ଶୁକ୍ରୁଳି ଏବଂ ଯଶୀପୁର ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରସ୍ତୁତି ବୈଠକରେ ଦଳୀୟ ନେତୃବୃନ୍ଦଙ୍କ ସହିତ ସାମିଲ୍ ହୋଇ ମୋଦୀ ସରକାରଙ୍କ ଗ୍ୟାରେଣ୍ଟି ଘରେ ଘରେ ପହଞ୍ଚାଇବା ପାଇଁ କାର୍ଯ୍ୟକର୍ତ୍ତା ଭାଇଭଉଣୀ ମାନଙ୍କୁ ଆହ୍ବାନ ଦେଇଛନ୍ତି।
संबलपुर के लोगों की सेवा तथा उनका स्नेह और आशीर्वाद प्राप्त करने के लिए मुझ पर विश्वास जताने के लिए आदरणीय प्रधानमंत्री Narendra Modi जी, गृह मंत्री Amit Shah जी, अध्यक्ष Jagat Prakash Nadda जी व केंद्रीय चुनाव समिति को कोटि-कोटि आभार प्रकट करता हूँ। माँ समलेई की पवित्र भूमि, संबलपुर का
ସମ୍ବଲପୁରର ଜନତାଙ୍କ ସେବା କରିବା ସହ ସେମାନଙ୍କ ସ୍ନେହ ଓ ଆଶୀର୍ବାଦ ପାଇବା ପାଇଁ ମୋ ଉପରେ ବିଶ୍ୱାସ କରିଥିବାରୁ ଆଦରଣୀୟ ପ୍ରଧାନମନ୍ତ୍ରୀ Narendra Modi, ଗୃହ ମନ୍ତ୍ରୀ Amit Shah, ଆମ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ Jagat Prakash Nadda ଏବଂ କେନ୍ଦ୍ରୀୟ ନିର୍ବାଚନ କମିଟିକୁ କୋଟି କୋଟି କୃତଜ୍ଞତା ଜଣାଉଛି । ମା’ ସମଲେଇଙ୍କ ପବିତ୍ର ଭୂମି