Alok Beuria (@alokbeuria7181) 's Twitter Profile
Alok Beuria

@alokbeuria7181

ID: 1951652519710773249

calendar_today02-08-2025 14:37:01

38 Tweet

2 Takipçi

11 Takip Edilen

Mahila Jana Sangharsha Samiti, Sambalpur (@mjsssambalpur) 's Twitter Profile Photo

#BrownToGreen "ପଡ଼ିଆ ରୁ ବଢିଆ"- ରାଇସ ଫାଲୋ ମ୍ୟାନେଜମେଣ୍ଟ ଯୋଜନା ଅଧୀନରେ ରାଜ୍ୟର ପ୍ରତ୍ୟେକ ଚାଷୀଙ୍କୁ ଦ୍ୱିତୀୟ ଫସଲ ଚାଷ ନିମନ୍ତେ ଅକ୍ଟୋବର ୧୫ ପୂର୍ବରୁ ମାଗଣା ବିହନ ଯୋଗେଇ ଦେବା ନିମନ୍ତେ Kanak Vardhan Singh Deo (Modiji Ka Parivar) ଙ୍କୁ ଅନୁରୋଧ । DM Sambalpur କୃଷି ବିଭାଗ, ଓଡ଼ିଶା MSSRF OTV #Agriculture #SecondCeropping #Odisha #SDGs

Nityananda Pradhan 3@gmal.com (@3nityananda) 's Twitter Profile Photo

ହୃଦରୋଗୀ ର ଦୋଷ କ୍ଷମା କରି ତାଙ୍କୁ ବିଦ୍ୟୁତ୍ ସେଵା ଯୋଗାଇ ଦିଆଯାଉ। CMO Odisha Kanak Vardhan Singh Deo (Modiji Ka Parivar) Prithiviraj Harichandan Collector and District Magistrate Puri TP Central Odisha Distribution Ltd ମାନ୍ୟବର ମୂଖ୍ୟମନ୍ତ୍ରୀ ମହୋଦୟ ଓଡ଼ିଶା ସରକାର,ବିଭାଗୀୟ ଅଧିକାରୀ ମହୋଦୟ ଙ୍କୁ ବିନମ୍ର ଅନୁରୋଧ ଭିତର ପୃଷ୍ଠା ରେ ଲିଖିତ ସମସ୍ୟା ର ସମାଧାନ ଲାଗି ବିନମ୍ର ଅନୁରୋଧ 🙏।

ହୃଦରୋଗୀ ର ଦୋଷ କ୍ଷମା କରି ତାଙ୍କୁ ବିଦ୍ୟୁତ୍ ସେଵା ଯୋଗାଇ ଦିଆଯାଉ।
CMO Odisha
Kanak Vardhan Singh Deo (Modiji Ka Parivar)
Prithiviraj Harichandan
Collector and District Magistrate Puri
TP Central Odisha Distribution Ltd
ମାନ୍ୟବର ମୂଖ୍ୟମନ୍ତ୍ରୀ ମହୋଦୟ ଓଡ଼ିଶା ସରକାର,ବିଭାଗୀୟ ଅଧିକାରୀ ମହୋଦୟ ଙ୍କୁ ବିନମ୍ର ଅନୁରୋଧ ଭିତର ପୃଷ୍ଠା ରେ ଲିଖିତ ସମସ୍ୟା ର ସମାଧାନ ଲାଗି ବିନମ୍ର ଅନୁରୋଧ 🙏।
Chandrasekhar (@itzsekhar) 's Twitter Profile Photo

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅଧୀନରେ ଖମୋଳ ପଞ୍ଚାୟତର ଅଧିବାସୀ ଉତ୍ତମ ଚରଣ ପଲେଇଙ୍କ ଝିଅ ବର୍ଷାରାଣୀ ପଲେଇ ୨୪ ତାରିଖ ରାତି ୮ ଘଟିକା ଠାରୁ ନିଖୋଜ ଥିବାର FIR ଡେରାବିଶ ଥାନାରେ ୨୫ ତାରିଖ ଦିନ ଦେଇଛନ୍ତି। ତାଙ୍କ ଝିଅ ଜୀବିତ କିମ୍ବା ମୃତ ତାଙ୍କ ପାଖରେ କୌଣସି ଖବର ନାହିଁ। Home Department, Govt. of Odisha Pravati Parida CMO Odisha

Dukhabandhu Biswal (@dukhabandhubi13) 's Twitter Profile Photo

ଏକ ବର୍ଷ ହେଇଗଲା ବିଧବା ଭତ୍ତା ପାଇଁ ଆବେଦନ ଏପର୍ଯ୍ୟନ୍ତ ଭତ୍ତା ମିଳିଲା ନାହିଁ , ଅନୁଗୋଳ ଜିଲ୍ଲା ବଅଁରପାଳ, ବ୍ଲକ , କୁମଣ୍ଡ ଗ୍ରାମ ପଞ୍ଚାୟତ ର ମାନସି ବେହେରା ,ସ୍ୱାମୀ ସ୍ୱର୍ଗତ୰ ସନୋଜ କୁମାର ବେହେରା ,ମାନସି ଙ୍କୁ ବିଧବା ଭତ୍ତା ପ୍ରଦାନ କରିବା ପାଇଁ ବିନ୍ରମ ଅନୁରୋଧ CMO Odisha Mohan Charan Majhi Panchayati Raj and Drinking Water Department SSEPD

ଏକ ବର୍ଷ ହେଇଗଲା ବିଧବା ଭତ୍ତା ପାଇଁ ଆବେଦନ ଏପର୍ଯ୍ୟନ୍ତ ଭତ୍ତା ମିଳିଲା ନାହିଁ , ଅନୁଗୋଳ ଜିଲ୍ଲା ବଅଁରପାଳ, ବ୍ଲକ , କୁମଣ୍ଡ ଗ୍ରାମ ପଞ୍ଚାୟତ ର
ମାନସି ବେହେରା ,ସ୍ୱାମୀ ସ୍ୱର୍ଗତ୰ ସନୋଜ କୁମାର ବେହେରା ,ମାନସି ଙ୍କୁ ବିଧବା ଭତ୍ତା ପ୍ରଦାନ କରିବା ପାଇଁ ବିନ୍ରମ ଅନୁରୋଧ
CMO Odisha  Mohan Charan Majhi  Panchayati Raj and Drinking Water Department  SSEPD
Chandan Naik (Social Activist) (@chandan48632678) 's Twitter Profile Photo

CMO Odisha Panchayati Raj and Drinking Water Department District Dhenkanal Governor of India Draupadi Murmu ST & SC Development Department #ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଉଁଶପୋଖରୀ ଗ୍ରାମପଞ୍ଚାୟତର ବରଡ଼ାପାଳ ପାଣ ସାହିର ରାସ୍ତା ଜରାଜୀର୍ଣ ଅବସ୍ଥାରେ ପଡିରହିଛି l ରୋଗୀକୁ ଦୋଳା ରେ ବୋହି ଡାକ୍ତରଖାନା ନେବା ଅତି ଦୁଃଖଦ ଖବର ରାସ୍ତା ମରାମତି ଆବଶ୍ୟକ ଧ୍ୟାନଦେବେ 🙏

Satyabrat Nayak (@satyabrat_01) 's Twitter Profile Photo

ରାତ୍ରୀ ସମୟରେ ଢେଙ୍କାନାଳ ବାଇପାସ୍ ର ଦୃଶ୍ୟ। ରାସ୍ତା ଉପରେ ଗାଇ ଗୋରୁ ମାନେ ଅନ୍ଧାରରେ ଚଲା ବୁଲା କରୁଛନ୍ତି,, ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅନୁରୋଧ। CMO Odisha Mohan Charan Majhi GOKULANANDA MALLICK Vijay IAS District Dhenkanal spdhenkanal

Dukhabandhu Biswal (@dukhabandhubi13) 's Twitter Profile Photo

#ଢେଙ୍କାନାଳ ଜିଲ୍ଲା #କଙ୍କଡାହାଡ ବ୍ଲକ #ଝିଲ୍ଲୀ ପଞ୍ଚାୟତ #ଟମ୍ପେଇ ଗ୍ରାମର ଦୃଷିହୀନ ସୁଧୀର ସିଂହ ୧୦୦ ପ୍ରତିଶତ ଭିନ୍ନକ୍ଷମ,ଭିନ୍ନକ୍ଷମ ଭତ୍ତା ଆବେଦନ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମିଳୁନାହିଁ l ସରକାରଙ୍କ ତରଫରୁ ଭିନ୍ନକ୍ଷମ ଭତ୍ତା, ବର୍ଦ୍ଧିତ ଭତ୍ତା,ଅନ୍ତୋଦୟ ଗୃହ ଯୋଜନା ରେ ଘର,ଅନ୍ତୋଦୟ ଯୋଜନା ରେ ୩୫ କେଜି ରାସନ୍ ଯୋଗାଇ ଦିଆଯାଉ

Team ATA Official (@officialteamata) 's Twitter Profile Photo

ପରିବାର ସହିତ ସୁଦୂର #ଗୁଜୁରାଟ ରୁ ଆସିଥିବା ବୃଦ୍ଧ ଶ୍ରଦ୍ଧାଳୁ ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନ ନକରି ଦୁଃଖ😢 ପ୍ରକାଶ କରିଛନ୍ତି। ବାରମ୍ବାର ବୟସ୍କ କାରଣରୁ ଆସିବା ସମ୍ଭବପର ନୁହେଁ। ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଏଥିପ୍ରତି ଧ୍ୟାନ ଦିଅନ୍ତୁ। CMO Odisha Prithiviraj Harichandan Arabinda K Padhee Collector and District Magistrate Puri Shree Jagannatha Temple Office, Puri ChiefSecyOdisha

Odisha Vigilance (@odishavigilance) 's Twitter Profile Photo

ଶ୍ରୀ ଚିତ୍ତରଞ୍ଜନ ରାଉତ, ଜିଲ୍ଲା ଶ୍ରମ ଅଧିକାରୀ, ନୟାଗଡଙ୍କୁ ଗରିବ ଶ୍ରମିକମାନଙ୍କୁ ଶ୍ରମ କାର୍ଡ ପ୍ରଦାନ ପାଇଁ ଲାଞ୍ଚ ମାଗିବା ଏବଂ ଲାଞ୍ଚ ନେବା ଅଭିଯୋଗରେ # ଓଡିଶା # ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଥିଲା ଓ ଆଜି ତାଙ୍କୁ ଜେଲକୁ ପଠାଯାଇଛି ।ତଦନ୍ତ ଜାରି ରହିଛି।

SK Sibalal (@sk_sibalal) 's Twitter Profile Photo

Dhenkanal: The development road connecting Gondia Block Pingua to Laulai Road has become a deadly one. Students, public and the general public are facing many problems while going to schools, colleges and hospitals through this road every day. Respected CMO Odisha Works Department, Odisha

Dhenkanal: The development road connecting Gondia Block Pingua to Laulai Road has become a deadly one. Students, public and the general public are facing many problems while going to schools, colleges and hospitals through this road every day.
Respected CMO Odisha  Works Department, Odisha
Satyabrat Nayak (@satyabrat_01) 's Twitter Profile Photo

ଭଦ୍ରକ ରେଳ ଷ୍ଟେସନ ୪ ନମ୍ୱର ପ୍ଲାଟଫର୍ମ ରେ କୁକୁର ଟିଏ ପାଞ୍ଚଗୋଟି ଛୁଆ ଜନ୍ମ କରି ଲୋକେ ଯାତାୟାତ କରୁଥିବା ସିଡି ନିକଟରେ ଆଶ୍ରୟ ନେଇଛି। କୁକୁର ଛୁଆ ମାନଙ୍କର ରେଳ ଦୁର୍ଘଟଣାରେ ଜୀବନ ଯାଇ ପାରେ,, କୁକୁର ଓ ତାର ଛୁଆମାନଙ୍କୁ ନେଇ ଉପଯୁକ୍ତ ସ୍ଥାନରେ ଛାଡ଼ିବାକୁ ଅନୁରୋଧ। CMO Odisha Vijay IAS District Administration,Bhadrak RailwaySeva

ଭଦ୍ରକ ରେଳ ଷ୍ଟେସନ ୪ ନମ୍ୱର ପ୍ଲାଟଫର୍ମ ରେ  କୁକୁର ଟିଏ ପାଞ୍ଚଗୋଟି ଛୁଆ ଜନ୍ମ କରି ଲୋକେ ଯାତାୟାତ କରୁଥିବା ସିଡି ନିକଟରେ ଆଶ୍ରୟ ନେଇଛି। କୁକୁର ଛୁଆ ମାନଙ୍କର ରେଳ ଦୁର୍ଘଟଣାରେ ଜୀବନ ଯାଇ ପାରେ,, କୁକୁର ଓ ତାର ଛୁଆମାନଙ୍କୁ ନେଇ ଉପଯୁକ୍ତ ସ୍ଥାନରେ ଛାଡ଼ିବାକୁ ଅନୁରୋଧ।
CMO Odisha Vijay IAS
District Administration,Bhadrak RailwaySeva
Binaya Kumar Naik(Socialist)✍️ (@binayakumarna17) 's Twitter Profile Photo

ଢ଼େଙ୍କାନାଳ: ହିନ୍ଦୋଳ ବ୍ଲକ ଖୁଣ୍ଟିଣିଆ ପଞ୍ଚାୟତ ଜାମ୍ବୁଚକଡ଼ା ଗ୍ରାମ ଉପର ସାହିର ଚିଠିନଂ 832 ତାରିଖ 24.4.25 ଅନୁଯାଇ ସାତମାସ ବିତିଗଲା ପରେ ସେଠୀ ନଳକୂପ ଖୋଳା ଯାଇନାହି, ତୁରନ୍ତ ଏହାର ସମାଧାନ କରାଯାଉ l Respected CMO Odisha ChiefSecyOdisha Panchayati Raj and Drinking Water Department Rabi Narayan Naik Rural Water Supply and Sanitation, Odisha RWSS DHENKANAL zp_dhenkanal

ଢ଼େଙ୍କାନାଳ: ହିନ୍ଦୋଳ ବ୍ଲକ ଖୁଣ୍ଟିଣିଆ ପଞ୍ଚାୟତ ଜାମ୍ବୁଚକଡ଼ା ଗ୍ରାମ ଉପର ସାହିର ଚିଠିନଂ 832 ତାରିଖ 24.4.25 ଅନୁଯାଇ ସାତମାସ ବିତିଗଲା ପରେ ସେଠୀ ନଳକୂପ ଖୋଳା ଯାଇନାହି, ତୁରନ୍ତ ଏହାର ସମାଧାନ କରାଯାଉ l
Respected CMO Odisha ChiefSecyOdisha Panchayati Raj and Drinking Water Department Rabi Narayan Naik Rural Water Supply and Sanitation, Odisha RWSS DHENKANAL zp_dhenkanal
Binaya Kumar Naik(Socialist)✍️ (@binayakumarna17) 's Twitter Profile Photo

ଢ଼େଙ୍କାନାଳ: ପରଜଙ୍ଗ ବ୍ଲକ ରୋଡ଼ ପଞ୍ଚାୟତ ରୋଡ଼ ଗ୍ରାମ 4ନଂ ୱାର୍ଡର ବିଧବା ପଞ୍ଚାଳୀ ନାଏକ ସ୍ବାମୀ ସ୍ବର୍ଗତ ଗୋକୁଳ ନାଏକଙ୍କୁ ଆବାସ ଯୋଜନା ଘରଟିଏ ଯୋଗାଇ ଦିଆଯାଉ l Respected CMO Odisha ChiefSecyOdisha Rabi Narayan Naik Panchayati Raj and Drinking Water Department H & UD Dept Ga&Pg_Dept District Dhenkanal BDO Parjang Parjang Panchayat Samiti zp_dhenkanal

ଢ଼େଙ୍କାନାଳ: ପରଜଙ୍ଗ ବ୍ଲକ ରୋଡ଼ ପଞ୍ଚାୟତ ରୋଡ଼ ଗ୍ରାମ 4ନଂ ୱାର୍ଡର ବିଧବା ପଞ୍ଚାଳୀ ନାଏକ ସ୍ବାମୀ ସ୍ବର୍ଗତ ଗୋକୁଳ ନାଏକଙ୍କୁ ଆବାସ ଯୋଜନା ଘରଟିଏ ଯୋଗାଇ ଦିଆଯାଉ l
Respected CMO Odisha ChiefSecyOdisha Rabi Narayan Naik Panchayati Raj and Drinking Water Department H & UD Dept Ga&Pg_Dept District Dhenkanal BDO Parjang Parjang Panchayat Samiti zp_dhenkanal