BDO_BiridiBlock (@biridiblock) 's Twitter Profile
BDO_BiridiBlock

@biridiblock

This is Official Twitter Account of Panchayat Samiti Biridi.

ID: 1182218564624736256

calendar_today10-10-2019 09:00:07

92 Tweet

126 Followers

19 Following

BDO_BiridiBlock (@biridiblock) 's Twitter Profile Photo

Swachhata Rally & Cleanliness Drive took place by Hon'ble MLA, Tirtol at Biridi Block under Jagatsinghpur District#SBD2024 & #SHS2024

"ଅନ୍ତ୍ୟୋଦୟ ଗୃହ ଯୋଜନା'ର ଶୁଭାରମ୍ଭ ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ ହେଉଥିବାର ସମୟ । ସମସ୍ତଙ୍କୁ ଏକ ସୁରକ୍ଷିତ ଆଶ୍ରୟସ୍ଥଳୀ ଯୋଗାଇଦେବା ନିମନ୍ତେ ଆମ ସରକାର ସଙ୍କଳ୍ପବଦ୍ଧ। ଆଜିର ଏହି ଐତିହାସିକ କାର୍ଯ୍ୟକ୍ରମ ହେଉଛି ସେହି ପ୍ରତିବଦ୍ଧତାର ପ୍ରତିଫଳନ" Inaugural function at Biridi Block on Dt.30.03.2025.

ଓଡ଼ିଶା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ। ଆଜି ଠାରୁ ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଭାରତ ବୟୋ ବନ୍ଦନା ଯୋଜନା ଲାଗୁ ହୋଇଛି। Inaugural programme at Adhangagara under Biridi Nlock of Jagatsinghpur Dist.

ଓଡ଼ିଶା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ। ଆଜି ଠାରୁ ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଭାରତ ବୟୋ ବନ୍ଦନା ଯୋଜନା ଲାଗୁ ହୋଇଛି। Inaugural programme at Purana under Biridi Block of Jagatsinghpur Dist.

ଆସନ୍ତା ମଇ ମାସ ୦୫.୦୫.୨୦୨୫ ରିଖ ବିରିଡ଼ି ବ୍ଲକ ରେ ହେବାକୁ ଥିବା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଶୁଣାଣିରେ ଅଗ୍ରୀମ ପଞ୍ଜିକରଣ ନିମନ୍ତେ ଆସନ୍ତା ଶୁକ୍ରବାର ଦିନ୧୧ରୁ ଶନିବାର ରାତ୍ର ୧୧.୫୯ ପର୍ଯ୍ୟନ୍ତ janasunani.odisha.gov.in ରେ ପଞ୍ଜିକରଣ ସେବା ଉପଲବ୍ଧ ହେବ। ଅଞ୍ଚଳବାସୀ ଏହାର ସୁଯୋଗ ନେବାକୁ ଅନୁରୋଧ l

BDO_BiridiBlock (@biridiblock) 's Twitter Profile Photo

ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକ ସମ୍ବନ୍ଧରେ ରାଜ୍ୟବାସୀଙ୍କୁ ଅବଗତ କରିବା ସହ ଅପହଞ୍ଚ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଖରେ ସରକାରୀ ଯୋଜନାର ସୁଫଳ ତଥା ବିଭିନ୍ନ ଜନକଲ୍ୟାଣକାରୀ ସେବାଗୁଡ଼ିକୁ ଉପଲବ୍ଧ କରିବା ପାଇଁ ଗଡୁଛି 'ବିକାଶ ବାହନ'। Movement of Bikash Vahan in different GPs under Biridi Block

ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆଜି "ବିକାଶ ବାହନ" ବିରିଡି ବ୍ଲକର ମାଙ୍ଗୁଳି ଓ ଉକୁନ୍ଦରା ଗ୍ରାମପଞ୍ଚାୟତ ଯାତ୍ରା କରିଛି |

ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆଜି "ବିକାଶ ବାହନ" ବିରିଡି ବ୍ଲକର ମାଙ୍ଗୁଳି ଓ ଉକୁନ୍ଦରା ଗ୍ରାମପଞ୍ଚାୟତ ଯାତ୍ରା କରିଛି | cmo odisha @collectorjspur Panchayati Raj and Drinking Water Department Zilla Parishad, Jagatsinghpur

ବିକଶିତ ଓଡ଼ିଶା ପାଇଁ ବିକାଶର ବାର୍ତ୍ତା ନେଇ ଆଜି ବିରିଡି ବ୍ଲକର ପୁରାଣ ଓ ବାସନ୍ଦରା ଗ୍ରାମ ପଞ୍ଚାୟତରେ ପହଁଚିଛି 'ବିକାଶ ବାହନ'। CMO Odisha DM_Jagatsinghpur Zilla Parishad, Jagatsinghpur Panchayati Raj and Drinking Water Department DIPRO JAGATSINGHPUR

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧରେ ଜନସାଧାଣଙ୍କୁ ଅବଗତ କରାଇବା ଉଦେଶ୍ୟ ରେ ‘ବିକାଶ ବାହନ ଯାତ୍ରା’ ବିରିଡି ବ୍ଲକ ର ଅରନI , ଅଢଙ୍ଗ ମାଜୁରାଇ , ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି I CMO Odisha DM_Jagatsinghpur Panchayati Raj and Drinking Water Department Zilla Parishad, Jagatsinghpur DIPRO JAGATSINGHPUR