DIPRO JAGATSINGHPUR
@diprojagatsing1
Government Organization. I&PR Jagatsinghpur
ID: 1219568628581842946
21-01-2020 10:34:02
266 Tweet
2,2K Takipçi
59 Takip Edilen
ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଜଗତସିଂହପୁର ଜିଲ୍ଲା ଗସ୍ତ ରେ ଆସି ଅଦିନିଆ ବର୍ଷା ଯୋଗୁଁ ଫସଲ କ୍ଷତି ହୋଇଥିବା ଖେତ ବୁଲି କ୍ଷୟକ୍ଷତି ଆକଳନ ସହ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଥିଲେ। CMO Odisha Kanak Vardhan Singh Deo (Modiji Ka Parivar)
କ୍ଷତିଗ୍ରସ୍ତ ସମସ୍ତ ବୀମାଭୁକ୍ତ ଓ ବୀମା ବିହୀନ ଚାଷୀଙ୍କୁ ଡି ବି ଟି ମାଧ୍ୟମ ରେ କ୍ଷତିପୂରଣ ଦିଆଯିବ: ଉପ ମୁଖ୍ୟମନ୍ତ୍ରୀ ଚାଷୀମାନେ ୧୪୪୪୭ କୁ କଲ୍ କରି ରେଜିଷ୍ଟ୍ରେସନ କରିବେ CMO Odisha I & PR Department, Odisha Kanak Vardhan Singh Deo (Modiji Ka Parivar) କୃଷି ବିଭାଗ, ଓଡ଼ିଶା
ଦେଶ ର ସୁରକ୍ଷା ପ୍ରତ୍ୟେକ ଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ। ବହୁ ସଂଖ୍ୟା ରେ ଯୋଗ ଦେବାକୁ ଅନୁରୋଧ। CMO Odisha PMO India I & PR Department, Odisha Mohan Charan Majhi Sampad Swain Pravati Parida
ଜିଲ୍ଲା ସ୍ତରୀୟ ବିକାଶ ମେଳା ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଫୋଟୋ ଚିତ୍ର ପ୍ରଦର୍ଶନୀ #BikashMela #SamruddhaOdisha #BIkashitaOdisha #BikashitaOdishaBikashitaBharat CMO Odisha I & PR Department, Odisha PMO India Kanak Vardhan Singh Deo (Modiji Ka Parivar) Pravati Parida DM_Jagatsinghpur
ଜଗତସିଂହପୁର ଜିଲ୍ଳା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ସମଗ୍ର ଶିକ୍ଷାର ମାସିକ ସମୀକ୍ଷା ବୈଠକ ଆଜି ତା-02.07.2025 ରିଖ ଦିନ ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ, ଭା.ପ୍ର.ସେ. ଙ୍କ ଅଧ୍ଯକ୍ଷତାରେ ଜିଲ୍ଳାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି DM_Jagatsinghpur EducationOdisha CMO Odisha MHRD DIPRO JAGATSINGHPUR
ଓଡିଶା ସାହିତ୍ୟ ଏକାଡେମୀ ସ୍ଵନକ୍ଷତ୍ର ଦିବସ-୨୦୨୫ ପାଳନ ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ, ଜଗତସିଂହପୁର ODISHA SAHITYA AKADEMI ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ DM_Jagatsinghpur DIPRO JAGATSINGHPUR
Last day of National Level Training Programme for BLOs of 101 - Paradeep AC has been successfully conducted @ Office of the Panchayat Samiti, Tirtol under supervision of ERO-CUM - ADM,PARDEEP & AERO-cum- Tahasildar,Tirtol. #SSR2026 CMO Odisha Chief Electoral Officer, Odisha PMO India I & PR Department, Odisha
Clippings of today regarding first day visit of Principal Secretary, H&UD, C&T ,Smt Usha Padhee CMO Odisha I & PR Department, Odisha H & UD Dept ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport DM_Jagatsinghpur
Visit of Principal Secretary,H&UD, C&T Smt Usha Padhee to Jagatsinghpur District H & UD Dept CMO Odisha I & PR Department, Odisha Pravati Parida ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport DM_Jagatsinghpur
୭୯ ତମ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ୧୫.୦୮.୨୫ ଶୁକ୍ରବାର ଦିନ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପରିସରରେ ପାଳିତ ହେଵ। ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ମୁଖ୍ୟଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ ସହ ସମ୍ମିଳିତ ପରେଡ ରେ ଅଭିବାଦନ ଗ୍ରହଣ କରିବେ।ବହୁ ସଂଖ୍ୟାରେ ଯୋଗଦେବାକୁ ଅନୁରୋଧ CMO Odisha I & PR Department, Odisha DM_Jagatsinghpur
Cyber Safety campaign, ODISHA 2025 CMO Odisha Odisha Police DGP, Odisha #cybersafeodisha #digitalsurakhya2025 #odishacyberjagrookta #cybersmartodisha2025 #thinkbeforeyouclick #staysafeonline #odishapolice #cybercopodisha
୬ ମାସରେ ୩୦ଟି ନୂଆ ପଦକ୍ଷେପ! ଗଣତାନ୍ତ୍ରିକ ବ୍ୟବସ୍ଥାରେ ପାରଦର୍ଶିତା ଓ ସୁଗମତା ବଢ଼ାଇବାକୁ ନିର୍ବାଚନ ଆୟୋଗ ନିରନ୍ତର ପ୍ରୟାସ କରୁଛନ୍ତି। ଏଠାରେ ଆସନ୍ତୁ ଜାଣିବା — ମତଦାନ ଦିନ, ମତଦାନ କେନ୍ଦ୍ର ମାନଙ୍କରେ ଆରମ୍ଭ କରାଯାଇଥିବା ୧୦୦% ୱେବକାଷ୍ଟିଂ ସୁବିଧା ବିଷୟରେ । Election Commission of India PIB India I & PR Department, Odisha Doordarshan National दूरदर्शन नेशनल
୬ ମାସରେ ୩୦ଟି ନୂଆ ପଦକ୍ଷେପ! ଗଣତାନ୍ତ୍ରିକ ବ୍ୟବସ୍ଥାରେ ପାରଦର୍ଶିତା ଓ ସୁଗମତା ବଢ଼ାଇବାକୁ ନିର୍ବାଚନ ଆୟୋଗ ନିରନ୍ତର ପ୍ରୟାସ କରୁଛନ୍ତି। ଏଠାରେ ଆସନ୍ତୁ ଜାଣିବା — ନିଜର କାର୍ଯ୍ୟଶୈଳୀକୁ ପ୍ରଭାବଶାଳି କରିବାପାଇଁ କିପରି ନିର୍ବାଚନ ଆୟୋଗ ଆଭ୍ୟନ୍ତରୀଣ ବ୍ୟବସ୍ଥାକୁ ସୁଦୃଢ଼ କରିଛି ! Election Commission of India PIB India I & PR Department, Odisha
୬ ମାସରେ ୩୦ଟି ନୂଆ ପଦକ୍ଷେପ! ଗଣତାନ୍ତ୍ରିକ ବ୍ୟବସ୍ଥାରେ ପାରଦର୍ଶିତା ଓ ସୁଗମତା ବଢ଼ାଇବାକୁ ନିର୍ବାଚନ ଆୟୋଗ ନିରନ୍ତର ପ୍ରୟାସ କରୁଛନ୍ତି । ଏଠାରେ ଆସନ୍ତୁ ଜାଣିବା — ନିର୍ବାଚନ ଆୟୋଗ ଦ୍ୱାରା ୨୮ ଜଣ ଅଂଶୀଦାରଙ୍କ ଭୂମିକା ଚିହ୍ନଟ ଏବଂ ମ୍ୟାପିଂ ବିଷୟରେ Election Commission of India PIB India I & PR Department, Odisha Doordarshan National दूरदर्शन नेशनल DD ODIA #ECI