BHADRAK TIMES (@bhadraktimes) 's Twitter Profile
BHADRAK TIMES

@bhadraktimes

ID: 1811674422010621952

calendar_today12-07-2024 08:10:29

50 Tweet

19 Followers

124 Following

BHADRAK TIMES (@bhadraktimes) 's Twitter Profile Photo

ଭଦ୍ରକ ଚରମ୍ପା ସ୍ଥିତ ଜରାଶ୍ରମ ରେ ଅନ୍ତେବାସୀଙ୍କ ଦୁର୍ଦଶା, ଭଦ୍ରକ ଜିଲାପାଳ ମହାଶୟ ଅନୁଧ୍ୟାନ କରିବେ କି ? District Administration,Bhadrak Bhadrak Police

ଭଦ୍ରକ ଚରମ୍ପା ସ୍ଥିତ ଜରାଶ୍ରମ ରେ ଅନ୍ତେବାସୀଙ୍କ ଦୁର୍ଦଶା, ଭଦ୍ରକ ଜିଲାପାଳ ମହାଶୟ ଅନୁଧ୍ୟାନ କରିବେ କି ?
District Administration,Bhadrak
Bhadrak Police
#ଉମାକଲ୍ୟାଣ ମହାପାତ୍ର (@umakalyanmohap4) 's Twitter Profile Photo

ଭଦ୍ରକ ପୌରପାଳିକା ରେ ରାସ୍ତା ନିର୍ମାଣରେ ଦୁର୍ନୀତି, ଅନିୟମିତା ନେଇ ଖୋଦ କାଉନସିଲରଙ୍କ ଦୁର୍ନୀତି । ୮ମାସ ହେବ ନିର୍ବାହୀ ଅଧିକାରୀ ନାହାନ୍ତି । Mohan Charan Majhi Dr. Krushna Chandra Mahapatra Suryabanshi Suraj Avimanyu Sethi Sitansu Sekhar Mohapatra (Modi Ka Parivar) District Administration,Bhadrak BHADRAK TIMES

ଭଦ୍ରକ ପୌରପାଳିକା ରେ ରାସ୍ତା ନିର୍ମାଣରେ ଦୁର୍ନୀତି, ଅନିୟମିତା ନେଇ ଖୋଦ କାଉନସିଲରଙ୍କ ଦୁର୍ନୀତି । ୮ମାସ ହେବ ନିର୍ବାହୀ ଅଧିକାରୀ ନାହାନ୍ତି ।
Mohan Charan Majhi
Dr. Krushna Chandra Mahapatra
Suryabanshi Suraj
Avimanyu Sethi
Sitansu Sekhar Mohapatra (Modi Ka Parivar)
District Administration,Bhadrak
BHADRAK TIMES
#ଉମାକଲ୍ୟାଣ ମହାପାତ୍ର (@umakalyanmohap4) 's Twitter Profile Photo

ଓଡିଶା ରାଜ୍ୟ ସଙ୍ଗୀତ 'ବନ୍ଦେ ଉତ୍କଳ ଜନନୀ'ର ସ୍ରଷ୍ଟା 'କାନ୍ତକବି' ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି💐💐🙏🙏 Governor Odisha Mohan Charan Majhi Dharmendra Pradhan Naveen Patnaik Prithiviraj Harichandan Suryabanshi Suraj Avimanyu Sethi Sitansu Sekhar Mohapatra (Modi Ka Parivar) ବନ୍ଦେ ଉତ୍କଳ ଜନନୀ District Administration,Bhadrak

ଓଡିଶା ରାଜ୍ୟ ସଙ୍ଗୀତ 'ବନ୍ଦେ ଉତ୍କଳ ଜନନୀ'ର ସ୍ରଷ୍ଟା 'କାନ୍ତକବି' ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି💐💐🙏🙏
Governor Odisha
Mohan Charan Majhi
Dharmendra Pradhan
Naveen Patnaik
Prithiviraj Harichandan
Suryabanshi Suraj
Avimanyu Sethi
Sitansu Sekhar Mohapatra (Modi Ka Parivar)
ବନ୍ଦେ ଉତ୍କଳ ଜନନୀ
District Administration,Bhadrak
BHADRAK TIMES (@bhadraktimes) 's Twitter Profile Photo

ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧିନ ବୟାଙ୍ଗଡ଼ିହି ମେଳଣ ଅଂଚଳରେ ଗତକାଲି ରାତିରୁ ଖୋଲାଖୋଲି ଭାବେ ଚାଲିଛି ଜୁଆଖେଳ / DIG,ER, Balasore District Administration,Bhadrak Bhadrak Police

#ଉମାକଲ୍ୟାଣ ମହାପାତ୍ର (@umakalyanmohap4) 's Twitter Profile Photo

ଭଦ୍ରକ ମାଠସାହି ମୌଜା ଡାହାଣିଗଡ଼ିଆରେ ସରକାରୀ ଡ୍ରେନପୋତି ଘଟଣାରେ କିଛି ବି କାର୍ଯ୍ୟାନୁଷ୍ଠାନ ନାହିଁ। ମାନ୍ୟବର ରାଜସ୍ୱମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ା । Suresh Pujari Revenue & DM Department, Government of Odisha Revenue Divisional Commissioner(Central Division) District Administration,Bhadrak Bhadrak Municipality BHADRAK TIMES

ଭଦ୍ରକ ମାଠସାହି ମୌଜା ଡାହାଣିଗଡ଼ିଆରେ ସରକାରୀ ଡ୍ରେନପୋତି ଘଟଣାରେ କିଛି ବି କାର୍ଯ୍ୟାନୁଷ୍ଠାନ ନାହିଁ। ମାନ୍ୟବର ରାଜସ୍ୱମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ା ।
Suresh Pujari
Revenue & DM Department, Government of Odisha
Revenue Divisional Commissioner(Central Division)
District Administration,Bhadrak
Bhadrak Municipality
BHADRAK TIMES
BHADRAK TIMES (@bhadraktimes) 's Twitter Profile Photo

ରାଜସ୍ବମନ୍ତ୍ରୀ ଙ୍କ ସରକାରୀ ଜମିରୁ ଉଚ୍ଛେଦ ନେଇ ଚେତାବନୀ ଏବେ ଶିଥିଳ ହୋଇଛି କାହିଁକି? ଭଦ୍ରକରେ ଅନେକ ପ୍ରଭାବଶାଳୀ ସରକାରୀ ଡ୍ରେନ ଅବରୋଧ କରି ଘର କରୁଛନ୍ତି ? Suresh Pujari Revenue & DM Department, Government of Odisha District Administration,Bhadrak Tahasildar-Bhadrak Bhadrak Municipality

ରାଜସ୍ବମନ୍ତ୍ରୀ ଙ୍କ ସରକାରୀ ଜମିରୁ ଉଚ୍ଛେଦ ନେଇ ଚେତାବନୀ ଏବେ ଶିଥିଳ ହୋଇଛି କାହିଁକି? ଭଦ୍ରକରେ ଅନେକ ପ୍ରଭାବଶାଳୀ ସରକାରୀ ଡ୍ରେନ ଅବରୋଧ କରି ଘର କରୁଛନ୍ତି ?
Suresh Pujari
Revenue & DM Department, Government of Odisha
District Administration,Bhadrak
Tahasildar-Bhadrak
Bhadrak Municipality
BHADRAK TIMES (@bhadraktimes) 's Twitter Profile Photo

ସରକାରୀ ସାଇନ ବୋର୍ଡ ଓ ସୁରକ୍ଷା ତାର କୁ ଭାଙ୍ଗି ସରକାରୀ ଜମିରେ ଚାଲିଛି ବେଆଇନ ନିର୍ମାଣ । ଜିଲ୍ଲା ପ୍ରଶାସନ, ତହସିଲ ଓ ପୌର କର୍ତ୍ତୃପକ୍ଷ ସବୁ ଚୁପ । ଲୋକଙ୍କ ସରକାର ଏଦିଗରେ ତୁରନ୍ତ ପଦକ୍ଷେପ ନେବେ କି ? Mohan Charan Majhi Suresh Pujari Satyabrata Sahu District Administration,Bhadrak Tahasildar-Bhadrak Bhadrak Municipality

ସରକାରୀ ସାଇନ ବୋର୍ଡ ଓ ସୁରକ୍ଷା ତାର କୁ ଭାଙ୍ଗି ସରକାରୀ ଜମିରେ ଚାଲିଛି ବେଆଇନ ନିର୍ମାଣ । ଜିଲ୍ଲା ପ୍ରଶାସନ, ତହସିଲ ଓ ପୌର କର୍ତ୍ତୃପକ୍ଷ ସବୁ ଚୁପ ।  ଲୋକଙ୍କ ସରକାର ଏଦିଗରେ ତୁରନ୍ତ ପଦକ୍ଷେପ ନେବେ କି ?
Mohan Charan Majhi
Suresh Pujari
Satyabrata Sahu
District Administration,Bhadrak
Tahasildar-Bhadrak
Bhadrak Municipality
#ଉମାକଲ୍ୟାଣ ମହାପାତ୍ର (@umakalyanmohap4) 's Twitter Profile Photo

ଗତ ଦେଢମାସ ହେବ ଭଦ୍ରକ ସହର ମଠସାହି ମୌଜା ରେ ସରକାରୀ ଜଳ ନିଷ୍କାସନ ପଥକୁ ମାଟି ପକାଇ ଅବରୋଧ କରାଗଲା, ଅଭିଯୋଗ ପରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବାରୁ ଏବେ ଇଟା-ବାଲି-ଚିପ୍ସ ରଖାଯାଇଛି । ସ୍ଥାୟୀ ଜବରଦଖଲ ଲାଗି । CMO Odisha Suresh Pujari Satyabrata Sahu District Administration,Bhadrak Bhadrak Municipality TAHASILDAR BHADRAK

ଗତ ଦେଢମାସ ହେବ ଭଦ୍ରକ ସହର ମଠସାହି ମୌଜା ରେ ସରକାରୀ ଜଳ ନିଷ୍କାସନ ପଥକୁ ମାଟି ପକାଇ ଅବରୋଧ କରାଗଲା, ଅଭିଯୋଗ ପରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବାରୁ ଏବେ ଇଟା-ବାଲି-ଚିପ୍ସ ରଖାଯାଇଛି । ସ୍ଥାୟୀ ଜବରଦଖଲ ଲାଗି ।
CMO Odisha
Suresh Pujari
Satyabrata Sahu
District Administration,Bhadrak
Bhadrak Municipality
TAHASILDAR BHADRAK
#ଉମାକଲ୍ୟାଣ ମହାପାତ୍ର (@umakalyanmohap4) 's Twitter Profile Photo

ପ୍ରାଚୀନ ସରକାରୀ #ନୟନଯୋର(ନାଳ ବା ଜଳ ନିଷ୍କାସନ ପଥ)ନିକଟ ଜମିକୁ ତହସିଲ କର୍ତ୍ତୃପକ୍ଷ #ଘରବାଡି କରିବା କଣ ଆଇନ ପରିସରଭୁକ୍ତ, ଆଗକୁ ଭଦ୍ରକ ସହର କୃତ୍ରିମ ବନ୍ୟାରେ ବୁଡିବା ନିଶ୍ଚିତ ! Suresh Pujari Satyabrata Sahu Revenue & DM Department, Government of Odisha Revenue Divisional Commissioner(Central Division) District Administration,Bhadrak TAHASILDAR BHADRAK BHADRAK TIMES

ପ୍ରାଚୀନ ସରକାରୀ #ନୟନଯୋର(ନାଳ ବା ଜଳ ନିଷ୍କାସନ ପଥ)ନିକଟ ଜମିକୁ ତହସିଲ କର୍ତ୍ତୃପକ୍ଷ #ଘରବାଡି କରିବା  କଣ ଆଇନ ପରିସରଭୁକ୍ତ, ଆଗକୁ ଭଦ୍ରକ ସହର କୃତ୍ରିମ ବନ୍ୟାରେ ବୁଡିବା ନିଶ୍ଚିତ !
Suresh Pujari
Satyabrata Sahu
Revenue & DM Department, Government of Odisha
Revenue Divisional Commissioner(Central Division)
District Administration,Bhadrak
TAHASILDAR BHADRAK
BHADRAK TIMES