TAHASILDAR BHADRAK
@tdr_bhad
ID: 877427997325889536
21-06-2017 07:28:31
233 Tweet
612 Followers
365 Following
ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ,ଭଦ୍ରକ ଙ୍କ ଅଧ୍ୟକ୍ଷତାରେ ଫଟୋ ଭୋଟର ତାଲିକା-୨୦୨୩ ନିମିତ୍ତ ଏକ ବୈଠକ ବିଭିନ୍ନ ରାଜନୈତିକ ଦଳର ଜିଲ୍ଲା ପ୍ରତିନିଧି ମାନଙ୍କ ଉପସ୍ଥିତ ରେ ଆଜି ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଭଦ୍ରକ ଓ ଉପ ଜିଲ୍ଲାପାଳ ଭଦ୍ରକ ଉପସ୍ଥିତ ଥିଲେ। Chief Electoral Officer, Odisha