Ashutosh Nanda
@ashutosh79797
🙏🏻Teacher 🙏🏻 A Nation Builder
ID: 1174717256049152001
19-09-2019 16:10:08
846 Tweet
38 Takipçi
505 Takip Edilen
ମାନନୀୟ CMO Odishaଙ୍କୁ ଅନୁରୋଧ ଓଡ଼ିଶାର କନିଷ୍ଠ ଶିକ୍ଷକ ମାନଙ୍କୁ ଠିକା ପ୍ରଥାରୁ ଉଚ୍ଛେଦ କରିବେ ବୋଲି ଆଶା 🙏 Naveen Patnaik ChiefSecyOdisha Pradeep Jena IAS Anu Garg MoSarkar 5T Pranab Prakash Das @samirdash01 Vishal K. Dev R.Balakrishnan Roopa R Sahoo EducationOdisha OSEPA OGCEA(ODISHA GOVERNMENT COMBINED EMPLOYEE'S ASSO Odisha Junior Teachers' Association
ମନ୍ତ୍ରୀସ୍ତରୀୟ କମିଟିରେ କନିଷ୍ଠ ଶିକ୍ଷକଙ୍କ ଦାବି May14 ଭିତରେ ପୂରଣ କରନ୍ତୁ CMO Odisha,ନଚେତ୍ ଭୀଷଣ ଖରାରେ 15may ରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ pmg ରେ ଅହୋରାତ୍ର ଧାରଣା ଦେବେ #JUNIOR_TEACHER #AbolishContractualSystem_JUNIOR_TEACHER MoSarkar 5T Pranab Prakash Das ChiefSecyOdisha @samirdash01 EducationOdisha
ମାନ୍ୟବର CMO Odisha ଙ୍କ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ ଘୋଷଣାରୁ ବାଦ୍ ପଡିଥିବା ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ ଆଜି ପର୍ଯ୍ୟନ୍ତ ନ୍ୟାୟ ପାଇଲେ ନାହିଁ।ବାଧ୍ୟ ହୋଇ ମେ ୧୫ ରୁ ଗାନ୍ଧୀ ମାର୍ଗରେ ନ୍ୟାୟ ପାଇଁ ଅହୋରାତ୍ର ଧାରଣା। MoSarkar 5T Pranab Prakash Das @samirdash01 ChiefSecyOdisha EducationOdisha OTV Argus News
ମେ ୧୫ ରୁ ପ୍ରଚଣ୍ଡ ଖରାରେ ଦଶ ହଜାର ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ ନିଜ ଜୀବନକୁ ବାଜି ଲଗାଇ CMO Odisha ଙ୍କୁ ଗାନ୍ଧୀମାର୍ଗରେ ଅହୋରାତ୍ର ନ୍ୟାୟ ମାଗିବୁ। ମରିବୁ ପଛେ ହକ୍ ନମିଳିଲେ ଫେରିବୁ ନାହିଁ। MoSarkar 5T Pranab Prakash Das @samirdash01 ChiefSecyOdisha EducationOdisha OTV Argus News Kanak News NandighoshaTV
Already Seven Months passed by Contractual Abolishment Announcement by the Hon'ble CMO Odisha,But till 10000 Junior Teachers of Odisha are suffering under the grip of contract. PMO India Naveen Patnaik ChiefSecyOdisha MoSarkar 5T Pranab Prakash Das @samirdash01 Dharmendra Pradhan
ସାରା ଭାରତରେ,ସବୁଠୁ ଅଧିକ ଯନ୍ତ୍ରଣାରେ,ଓଡ଼ିଶାର ଦଶ ହଜାର କନିଷ୍ଠ ଶିକ୍ଷକ ଚୁକ୍ତିରେ ରହି କୁନି କୁନି ପିଲାଙ୍କ ଭବିଷ୍ୟତ ଗଢ଼ୁଛନ୍ତ। CMO Odisha ଏଥିରେ ହସ୍ତକ୍ଷେପ କରି କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ ଘୋଷଣା କରନ୍ତୁ। PMO India Naveen Patnaik ChiefSecyOdisha MoSarkar 5T Pranab Prakash Das @samirdash01 Dharmendra Pradhan
Odisha Junior Teachers' Association CMO Odisha PMO India Naveen Patnaik ChiefSecyOdisha MoSarkar 5T Pranab Prakash Das @samirdash01 Dharmendra Pradhan ସାରା ଭାରତରେ,ସବୁଠୁ ଅଧିକ ଯନ୍ତ୍ରଣାରେ,ଓଡ଼ିଶାର ଦଶ ହଜାର କନିଷ୍ଠ ଶିକ୍ଷକ ଚୁକ୍ତିରେ ରହି କୁନି କୁନି ପିଲାଙ୍କ ଭବିଷ୍ୟତ ଗଢ଼ୁଛନ୍ତ। CMO Odisha ଏଥିରେ ହସ୍ତକ୍ଷେପ କରି କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ ଘୋଷଣା କରନ୍ତୁ। PMO India Naveen Patnaik ChiefSecyOdisha MoSarkar 5T Pranab Prakash Das @samirdash01 Dharmendra Pradhan
ସାଢେ ଚାରି କୋଟି ଓଡ଼ିଆ ଜାଣନ୍ତି CMO Odisha ଓଡିଶାରୁ ଚୁକ୍ତି ଭିତ୍ତିକ ଉଚ୍ଛେଦ ଘୋଷଣା କରିଛନ୍ତି। ଏବେ ସାରା ଓଡ଼ିଶା ପଚାରୁଛି ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ ମାନଙ୍କ ଚୁକ୍ତି ଉଚ୍ଛେଦ ପାଇଁ ସରକାର ପଥର କାହିଁକି? PMO India Naveen Patnaik ChiefSecyOdisha MoSarkar 5T Pranab Prakash Das @pramila_mallick Dharmendra Pradhan
ନୂତନ ଶିକ୍ଷାମନ୍ତ୍ରୀଙ୍କୁ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘର ସ୍ବାଗତ ସମ୍ବର୍ଦ୍ଧନା।ଆଶା ମାନ୍ୟବର ମନ୍ତ୍ରୀ@pramila_mallickଖୁବ୍ ଶୀଘ୍ର ଆମ ଦାବୀ ଉପରେ ଆଲୋଚନା କରି କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବେ। CMO Odisha MoSarkar 5T ChiefSecyOdisha EducationOdisha #AbolishContractualSystem_JUNIOR_TEACHER #count6yearsinservice
Requesting honourable Chief minister, govt of Odisha, to abolish Contractual appointment in primary school. Naveen Patnaik MoSarkar 5T ChiefSecyOdisha Kanak News AajTak OTV @Kalingatv
ମାନ୍ୟବର ମୁଖ୍ୟ ଶାସନ ସଚିବଙ୍କ ପ୍ରତିଶ୍ରୁତିକୁ ବିଶ୍ୱାସ କରି ଆନ୍ଦୋଳନକୁ ସ୍ଥଗିତ ରଖିଲା ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ। ଆଶା ଖୁବ୍ ଶିଘ୍ର କନିଷ୍ଠ ଶିକ୍ଷକଙ୍କ ଦାବି ପୂରଣ ହେବ। CMO Odisha Naveen Patnaik Pradeep Jena IAS MoSarkar 5T Pranab Prakash Das ChiefSecyOdisha Finance Department EducationOdisha @pramila_mallick @gapg_dept
କେଉଁ ଜନ୍ମ ପାପ ବଳେ ଆମେ ଓଡ଼ିଶାର ଦଶ ହଜାର କନିଷ୍ଠ ଶିକ୍ଷକ ଜନ୍ମ ନେଇଛୁ କେଜାଣି,ସମସ୍ତ ଯୋଗ୍ୟତା ଥାଇ ନ୍ୟାୟ ପାଇବାକୁ ମାସ ମାସ ସମୟ ଲାଗୁଛି ତଥାପି ଯନ୍ତ୍ରଣାରୁ ମୁକ୍ତି ମିଳୁ ନାହିଁ। CMO Odisha Naveen Patnaik Pradeep Jena IAS MoSarkar 5T Pranab Prakash Das ChiefSecyOdisha Finance Department EducationOdisha @gapg_dept SUDAM MARNDI
ଆସନ୍ତାକାଲି କ୍ୟାବିନେଟ୍ ବୈଠକରେ CMO Odisha କନିଷ୍ଠ ଶିକ୍ଷକ ମାନଙ୍କୁ ନିଶ୍ଚୟ ନ୍ୟାୟ ଦେବେ ବୋଲି ଆଶା ଓ ବିଶ୍ବାସ । #AbolishContractualSystem_JUNIOR_TEACHER MoSarkar 5T Pranab Prakash Das Bikram K. Arukha SUDAM MARNDI ChiefSecyOdisha Pradeep Jena IAS Finance Department EducationOdisha @gapg_dept OTV Kanak News
ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଗୋଟିଏ ରାଜ୍ୟରେ ଭିନ୍ନଭିନ୍ନ ନିୟମ ସବୁ କର୍ମଚାରୀ ନିୟମିତ,କନିଷ୍ଠ ଶିକ୍ଷକ 6ବର୍ଷ ଠିକାରେ ଖଟିବ କାହିଁକି? #AbolishContractualSystem_JUNIOR_TEACHER CMO Odisha Naveen Patnaik MoSarkar 5T SUDAM MARNDI Pranab Prakash Das Pradeep Jena IAS ChiefSecyOdisha Finance Department @gapg_dept
ମିନିଷ୍ଟ୍ରିଆଲ କମିଟି ସଦସ୍ୟ ମାନଙ୍କୁ ଅନୁରୋଧ ପ୍ରାଥମିକତା ଭିତ୍ତିରେ #କନିଷ୍ଠ_ଶିକ୍ଷକଙ୍କ ଠିକା ନିଯୁକ୍ତି ଉଚ୍ଛେଦ କରି 6ବର୍ଷ କାର୍ଯ୍ୟକାଳ ଗଣନା କରନ୍ତୁ l #AbolishContractualSystem_JUNIOR_TEACHER CMO Odisha MoSarkar 5T Pranab Prakash Das Pradeep Jena IAS Bikram K. Arukha SUDAM MARNDI Atanu Sabyasachi Nayak Pratap Keshari Deb
#FightforRight ODISHA PRIMARY TEACHERS ASSOCIATION All Odisha Primary Teachers' Association All India Primary n Sec.Teacher Association.#ITS Odisha Teachers,Students,Parents Association-OTSPA ପ୍ରାଥମିକ ବିଦ୍ୟାଳୟର #JUNIOR_TEACHER ଙ୍କୁ ବାଦ ଦେଇ ସବୁ ବିଭାଗ ରୁ ଠିକାନିଯୁକ୍ତି ଉଚ୍ଛେଦ କରିବା CMO Odishaଙ୍କOdisha Junior Teachers' Association ପ୍ରତି ଅନ୍ୟାୟ ନୁହେଁ କି ? ★School & Mass Dept ବିଭାଗ ନିରବ କାହିଁକି? OTV Bada Khabar Kanak News